Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଧରାପଡିଲେ ଲୁଟେରା, ସୁନା ଅଳଙ୍କାର ସହ କାର ଜବତ 3

କୁଜଙ୍ଗ, 23/05/2025, ବିକ୍ରମ ଓଡ଼ିଶା ନିୟୁଜ: ଧରାପଡିଲେ ଲୁଟେରା,ସୁନା ଅଳଙ୍କାର ସହ କାର ଜବତ
Article Image
କୁଜଙ୍ଗ 23/5 ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପକଂପାଳ ଗ୍ରାମ୍ୟ ଉର୍ନୟନ ଯନ୍ତ୍ରୀମାନସ ରଞ୍ଜନ ସାହୁ ଙ୍କୁ କିଛିଦୃବୁତଅପହରଣ କରି ମାଡ ମାରି ତାଙ୍କ ଠାରୁ ଅଳଙ୍କାର ଲୁଟିନେଇଥିବା ୪ଜଣ ଦୃବୁର୍ତ୍ତ ଙ୍କୁ ଓ ତାଙ୍କ ବ୍ୟବହୃତ କାରno o2BX 7623 ଏବଂ ଲୁଟୁ ଅଳଙ୍କାର ସହ କୁଜଙ୍ଗ ପୋଲିସ ଏମାନଙ୍କୁ ଗିରଫ କରିଛିଅଭିଯୁକ୍ତ ମାନେ ହେଲେ ଯାଜପୁରୁ ଟାଉନ ଥାନା ଅନ୍ତର୍ଗତ ବିର୍ଜାପୁର ଗ୍ରାମର ରାଜିବୀ ଦାସ, ଓରଫ ସିପୁନ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଅନ୍ତର୍ଗତ ଯେମଦେଇପୁରଗ୍ରାମର ଶଙ୍କର ମହାପାତ୍ର, ଭୁବନେଶ୍ୱର ଖାରବେଳ ନଗର ଥାନା ଅଞ୍ଚଳର ଶ୍ରୀତମ ବେହେରା ଓରଫ ବବୁଲୁ ଏବଂ ଭୁବନେଶ୍ୱର ବାଲିପାଟଣା ଥନା ଅନ୍ତର୍ଗତ ମର୍ଥାପୁର ଗ୍ରାମର ସତ୍ୟପ୍ରକାଶ ପ୍ରଧାନ ଓରଫ ବଣ୍ଟି, ପୁଲିସି ସୂତ୍ରରୁ ମିଳିଥିବା ଖବର ଅନୁଯାଇ, କନିଷ୍ଠଯନ୍ତ୍ରୀ ଶ୍ରୀ ସାହୁ ଙ୍କର ପୂର୍ବରୁ ବଣ୍ଟି ସହ ପରିଚୟ ଥିଲା,ଫେସବୁକ ରେ ଚାଟିଙ୍ଗି ବି କରୁଥିଲା ବଣ୍ଟି ଦେଖିବାକୁ ପାଇଥିଲା ମାନସ ଙ୍କ ଦେହ ହାତରେ ଅଳଙ୍କାର ରହିଛି ତେଣୁ ସେ ଏହାକୁ ଲୁଟିବାକୁ ପ୍ଳାନିଙ୍ଗୀ କରି ଅନ୍ୟ ୩ ଜଣକ ସହଯୋଗ ଲୋଡ଼ିଥିଲା, ଯୋଜନାମୁତାବକ ୧୫ତାରିଖ ରାତ୍ରି ୯ଟା ରେବଣ୍ଟି ଓ ତାର ସହଯୋଗୀ ପଙ୍କ ପାଳରେ ପହଂଚି ଶ୍ରୀ ସାହୁଙ୍କୁ ସାଖ୍ୟାତ କରିଥିଲେ ଓ କାର ଭିତରକୁ ଭିଡି ନେଇ ତିର୍ତୋଲ ରାସ୍ତରେ ଏଣେତେଣେ ବୁଲାଇ ମାନସିକ ନିର୍ଯାତନା ଦେବାସହମାଡ଼ ମାରି ଶ୍ରୀ ଯନ୍ତ୍ରୀ ପିନ୍ଧିଥିବା ସୁନା ଚେନ, ମୁଦି, ଓ ଟଙ୍କା ଲୁଟୁ କରି ବିଳମ୍ବିତ ରାତିରେ ପଂକପାଳ ରେ ଛାଡି ଦେଉ ପଳାଇ ଥିଲେ, କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ଏ ସମ୍ପର୍କରେ କୁଜଙ୍ଗ ଥାନା ରେ ଲିଖିତ ଅଭିଯୋଗ କରିଥିଲେ,ଶ୍ରୀ ସାହୁଙ୍କୁ ଅଭିଯୋଗ କୁ ଆଧାର କରି କୁଜଙ୍ଗ ପୁଲିସି ୧୭୬/୨୫ରେ ଏକ ମାମଲା ୠଜୁକରୀ ତଦନ୍ତ ଆରମ୍ଭ କରିଥିଲା,ବିଭିର୍ନ ସୂତ୍ରକୁ ଆଧାର କରି ପୁଲିସି ଅଭିଯୁକ୍ତ ଗିରଫ କରି ତାଙ୍କ ଠାରୁ କଥା ଆଦାୟ କରିଥିଲା, ଏହି ଲୁ ଟେରା କୋଟ ଚାଲାଣ କରାଯାଇଛି lଶ୍ରୀବତ୍ସ ପାଢ଼ୀଙ୍କ, ରିପୋର୍ଟ,