କୁଜଙ୍ଗ, 29/05/2025, ବିକ୍ରମ ଓଡ଼ିଶା ନିୟୁଜ: କୁଜଙ୍ଗଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ କୁଜଙ୍ଗ ବଜ଼ାର ରେ ଟିକେ ବର୍ଷା ରେ ବର୍ଷା ପାଣି ରେ ବେହାଲ ----------------------------------------ପାରାଦ୍ୱୀପ ରୁ ପ୍ରମୋଦ ଦାସ ଙ୍କ ରିପୋର୍ଟ କୁଜଙ୍ଗ ବଜ଼ାର ଏବେ ବର୍ଷା ପାଣି ରେ ପରିପୂର୍ଣ କୁଜଙ୍ଗ ବଜ଼ାର ଠୁ କୁଜଙ୍ଗ ମେଡିକାଲ ପର୍ଯ୍ୟନ୍ତ ଖାଲି ବର୍ଷା ପାଣି ରେ ଭରପୁର ଲୋକଙ୍କୁ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ପ୍ରଶାସନ କୁ ଯେତେ କହିଲେ ବି କିଛି ପ୍ରତିକାର ହେଇପାରୁନି ମେଡିକାଲ କୁ ଜଣେ ରୋଗୀ ଆସି ମେଡ଼ିସିନ ପାଇଁ ଯିବାକୁ ହେଲେ ବର୍ଷା ପାଣି ରେ ପଶିକି ଯିବାକୁ ପଡୁଛି ସରକାର ବର୍ଷା ପାଣି ଯେପରି ଡ୍ରେନେଜ ଵେବସ୍ତା କଲେ ଆଉ ବର୍ଷା ପାଣି ଜମି ନ ରହି ପାଣି ଡ୍ରେନେଜ ରେ ଯାଇଁ ଜମି ରହୁଥିବା ବର୍ଷା ପାଣି ନିଷ୍କାସନ ହେଇପାରିବ ଏଥି ପତି ସରକାର ସହଯୋଗ କଲେ କୁଜଙ୍ଗ ବାସି ଉପକୃତ ହେବେ