Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଅଲ ଓଡିଶା ଇ ପି ଏଫ ଆସୋସିଏସନ ର ଜିଲ୍ଲା ପାଳ ଙ୍କ ଅଫିସି ଆଗରେ ଧାରଣା ବସିଛନ୍ତି, 3

ଜଗତସିଂହପୁର , 29/04/2025, ବିକ୍ରମ ଓଡ଼ିଶା ନିୟୁଜ: ଅଲ ଓଡିଶା ଇ ପି ଏଫ ଆସୋସିଏସନ ର ଜିଲ୍ଲା ପାଳ ଙ୍କଅଫିସି ଆଗରେ ଧାରଣା ବସିଛନ୍ତି,
Article Image
ସର୍ବନିନିମ୍ନ ପେନସନ ୧୦.୦୦୦/ଟଙ୍କା କୁ ବୃଦ୍ଧି ଦାବିରେ ଦୀର୍ଘ ଦିନ ଧରି ଆନ୍ଦୋଳନ ପଲ୍ଲୀ ଠାରୁ ଦିଲ୍ଲୀ ପଯ୍ୟନ୍ତ କରି ଥିଲେ ବି ସରକାର ଏମାନଙ୍କ ଦାବି ପ୍ରତି କର୍ଣ ପାତ କରୁ ନଥିବାରୁ ଶେଷରେ ପରିଣତ ବୟସରେ ଆତ୍ମା ହୂତି ଦେବେ ବୋଲି ଚେତାବନୀ ଦେଇ ଛନ୍ତି,
Article Image
ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋଟ, (ବିକ୍ରମ ଓଡିଶା)