Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଦେବୀ ନଦୀରୁ ଯୁବକ ଙ୍କ ଶବ ଉଦ୍ଧାର. 6

କାକଟପୁର, 01/06/2025, ବିକ୍ରମ ଓଡ଼ିଶା ନିୟୁଜ: ଦେବୀ ନଦୀରୁ ଯୁବକ ଙ୍କ ଶବ ଉଦ୍ଧାର.
Article Image
କାକଟପୁର 1/6-:( ତୁଷାର ଦୀକ୍ଷିତ ) କାକଟପୁର ଥାନା ଅଧିନସ୍ତ ବଡକଣ ଦେବିନଦି ରୁ ଆଜି ସକାଳ ୯ଘଟିକାରେ ଏକ ଅଜଣା ମୃତ ଦେହ ଭାସୁଥିବା ଖବର ପାଇ କାକଟପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ଚାରିଛକ ପଠାଇଛନ୍ତି. ଅନୁସନ୍ଧାନ ରୁ ଜଣାପଡିଛି ଯେ ମୃତ ଯୁବକ ହେଉଛନ୍ତି କୈଳାସ ଚନ୍ଦ୍ର ନାୟକ (୫୪)ବଡକଣ ଗ୍ରାମର ବୋଲି ଜଣାପଡିଛି, ଗତ ଦୁଇ ଦିନ ହେବ ସେ ନିଖୋଜ ଥିଲେ ଆଜି ତାଙ୍କ ଶବ ଦେବୀ ନଦୀରୁ ମିଳିଛି. ସେ ଜଣେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି. ଏସଂକ୍ରାନ୍ତ ରେ ଏକ ଅପମୃତ୍ୟୁ ମାମଲା ରଜୁ କରାଯାଇଛି ଥାନା କେଶ ନଂ 10/2025.ଥାନାଧିକାରୀ ଉମେଶ ସାହୁ ଘଟଣା ର ତଦନ୍ତ କରୁଛନ୍ତି
Article Image