Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଘରେ ସୋଇଥିବା ସମୟରେ ଛୁରୀ ଭୁସି ହତ୍ୟା 2

କବିସୂର୍ଯ୍ୟନଗର, 02/06/2025, ବିକ୍ରମ ଓଡ଼ିଶା ନିୟୁଜ: : ଘରେ ସୋଇଥିବା ସମୟରେ ଛୁରୀ ଭୁସି ହତ୍ୟା
Article Image
: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁର ହରିଜନ ସାହି ରେ ଘଟିଛି ବିଭତ୍ସ ହତ୍ୟା କାଣ୍ଡ l ଘରେ ସୋଇଥିବା ସମୟରେ ଜଣେ ବ୍ୟକ୍ତି କୁ ଛୁରୀ ଭୁସି ହତ୍ୟା କରାଯାଇଛି l ମୃତ ବ୍ୟକ୍ତି କାଳିଆ ସେଠି ହୋଇଥିବା ବେଳେ ସେ ରାତିରେ ଘରେ ସୋଇଥିବା ସମୟରେ ତାଙ୍କୁ ଧାରୁଆ ଛୁରୀ ରେ ଛାତି ଓ ହାତ କୁ ଆକ୍ରମଣ କରି ହତ୍ୟା କରାଯାଇଛି l ତେବେ ହତ୍ୟା କାଣ୍ଡ ର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହ କୁ କେନ୍ଦ୍ରକରି ପତ୍ନୀ ଓ ଶ୍ୱଶୁର ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ମା ଓ ବାପା l ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି lଗଞ୍ଜାମ ରୁ ସନ୍ତୋଷ କୁମାର ସେଠୀ
Article Image
Article Image
Article Image
Article Image