Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

କୋଲର ମେଡିକାଲ ରେ ଡାକ୍ତର ଙ୍କ ମନମାନି ସେବା 3

ତିର୍ତ୍ତୋଲ, 03/06/2025, ବିକ୍ରମ ଓଡ଼ିଶା ନିୟୁଜ: କୋଲର ମେଡିକାଲ ରେ ଡାକ୍ତରଙ୍କ ମନମାନି ସେବା
Article Image
ତିର୍ତୋଲ 3/6 ତିର୍ତୋଲ ବ୍ଲକ କୋଲର ପଞ୍ଚାୟତ ଠାରେ ଥିବା
Article Image
ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଙ୍କ ମନ ମାନୀରେ ଆସୁଥିବାରୁ ଚିକିତ୍ସାସେବା ବ୍ୟାଘାତ ହେଉଥିବା ଅଭିଯୋଗ ହେଉଛି, ବାସ୍ତବରେ ସ୍ଥିତି ପରଖିଲା ବେଳେ ସତ୍ୟ ନଜରକୁ ଆସିଛି ଡାକ୍ତର ସିଟି ଫାଙ୍କା ପଡିଛି, ରୋଗୀ ଡାକ୍ତର ଙ୍କ ସେବା ନପାଇ ଫେରୁ ଛନ୍ତି, ଏ ସମ୍ପର୍କରେମଣିଜଙ୍ଗା ମେଡିକାଲ ଇନଚାର୍ଜ କୁପଚରିବାରୁ ଇନଚାର୍ଚ୍ଚ ଡ଼. ମହାନ୍ତିକହୁଛନ୍ତି ବୁଝିବା,ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ, (ବିକ୍ରମ ଓଡିଶା )