Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ରାତି ଅଧରେ ମାଟିରେ ମିଶିଲା ବହୁ ମୁଖୀ ବାତ୍ୟା ସ୍ଥଳୀ 3

ଯାଜପୁର, 04/06/2025, ବିକ୍ରମ ଓଡ଼ିଶା ନିୟୁଜ: ରାତି ଅଧରେ ମାଟିରେ ମିଶିଲା ବହୁ ମୁଖୀ ବାତ୍ୟା ସ୍ଥଳୀଯାଜପୁର ଜିଲ୍ଲାର ପଣସା ପଞ୍ଚାୟତ ଅନ୍ତର୍ଗତ ରଘୁନାଥ ପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବହୁ ମୂଖୀ ବାତ୍ୟା ସ୍ଥଳୀକୁ ଡୋଜର ଲଗେଇ ସମ୍ପୂର୍ଣ ମାଟିରେ ମିଶେଇ ଦେଇଛନ୍ତି କାହାର ଅନୁମତିରେ କିଏ କାହିଁକି ଭାଙ୍ଗି ଚୁରମାର କରି ପୁରୁଣା ଲୁହା ରଡ଼ ଓ ଇଟା କୁ ବିକ୍ରି କରି ଅର୍ଥ କୁ ଆତ୍ମ ସାତ କରିବା ପଛରେ କାହାର ହାତ ଅଛି ସମସ୍ତ ଗ୍ରାମର ଜନ ସାଧାରଣ ଙ୍କୁ ଚକିତ କରିଛି, ଯଦି କୌଣସି ପରିସ୍ଥିତି ରେ ବାତ୍ୟା ଓ ବନ୍ୟା ଆସେ ଲୋକେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ ଜିଲ୍ଲା ର ପ୍ରଶାସନ ଙ୍କୁ ଅନୁରୋଧ କରୁଛୁ ଏହାର ତଦନ୍ତ କରି ପଦକ୍ଷେପ ନେବା ଉଚିତ l
Article Image