Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ତିର୍ତୋଲ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ସୁମିତି ଦାସ ଙ୍କ ସ୍ପଟୋକ୍ତି, 3

ତିର୍ତ୍ତୋଲ, 04/06/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତୋଲ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ସୁମିତି ଦାସ ଙ୍କ ସ୍ପଟୋକ୍ତି,
Article Image
ମୋ ନାଁ ରେ ବ୍ଲକ ସଭାପତି ଭୁଲ ତଥ୍ୟ ଦେଇଛନ୍ତି,ପୋଜିସନ ଗଲେବି ଦଳ ଛଡିବିନି,
Article Image
ତିର୍ତୋଲ 4/5 ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀରେବିଜେଡି ଦଳ ତିର୍ତୋଲ ନିର୍ବାଚନମଣ୍ଡଳୀ ସଭାପତି ସୁମିତି ଦାସ ବିଜେଡି ଦଳ ଛାଡି ଅନ୍ୟ ଦଳକୁ ଯିବା ଖବରକୁ ମିଥ୍ୟ ବୋଲି ସ୍ପଟୋ କ୍ତି ପ୍ରଦାନ କରି ଛନ୍ତି, ତିର୍ତୋଲ ବ୍ଲକବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳପ୍ରେସ କୁ ଦେଇଥିବା ସୂଚନା ତାଙ୍କରନିଜସ୍ୱ ମତ ଏଥିରେ ତିର୍ତୋଲ ବିଜେଡି କୌଣସି ସୂଚନା ପ୍ରଦାନ କରିନି, ତିନି ମାସ ପୁର୍ବ ରୁ ତିର୍ତୋଲବିଧାୟକ ମାନ୍ୟବର ଡ଼ ରମାକାନ୍ତ ଭୋଇ ସଭାପତି ପଦ ରେ ଥିବା ସମସ୍ତ ଙ୍କୁବିଦା କରି ଦେଇଛନ୍ତି, ସମସ୍ତେ ଏବେ କର୍ମୀ, ଗଙ୍ଗାଧର ବିଶ୍ୱାଳ ନିଜସ୍ୱାର୍ଥ ପାଇଁ ଏଭଳି ବିଭ୍ରାନ୍ତି ଙ୍କର ଖବର ଗଣ ମାଧ୍ୟମଙ୍କୁ ପ୍ରଦାନ କରିଦଳରେ ଅସ୍ଥିରତା ସୃଷ୍ଠି ପାଇଁ ଚେଷ୍ଟାକରୁଛନ୍ତି,ବୋଲି ଏକ ଟେଲିଫୋନ ବର୍ତା ରେ ସୂଚନା ପ୍ରଦାନ କରିଛନ୍ତି,ସେ କହିଛନ୍ତି ତିନିମାସ ପୂର୍ବରୁ ବ୍ଲକ, ନିର୍ବାଚନ ମଣ୍ଡଳୀ,ଆଦି ସମସ୍ତ ପଦବୀକୁନୂତନ ବ୍ୟକ୍ତିକୁ ଚୟନ କରାଯିବ, ତିର୍ତୋଲ ବ୍ଲକ ବିଜେଡି ସଭାପତି ଥିବା ଗଙ୍ଗାଧରବିଶ୍ୱାଳଙ୍କୁ ଆଉ ପଦ ପଦବି ନମିଳିବା ଆଶଙ୍କା କରି ବିଧାୟକ ଓଅନ୍ୟ କର୍ମୀଙ୍କ ନାଁରେ ଅପପ୍ରଚାରକରି ଚାଲିଛନ୍ତି,ତିର୍ତୋଲ ବିଜେଡି କମଣ୍ଡଲୁ ରେ ଥିବା ଗଙ୍ଗା ପଣି ଆଉସ୍ୱଚ୍ଛ ନଥିବା ଚର୍ଚ୍ଚା ହେଉଛି ହୁଏତ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା, ସୁଜାତା ମହାନ୍ତି ଓଗଙ୍ଗା ବାବୁ ଦଳ ଛାଡି ଅନ୍ୟତ୍ର ଯାଇପାରନ୍ତି lଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ, (ବିକ୍ରମ ଓଡିଶା)