Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସମାଜସେବୀ ଙ୍କ ସ୍ମୃତି ରେ ଶ୍ରଦ୍ଧାଞ୍ଜଳି ସଭା 1

ତିର୍ତ୍ତୋଲ, 04/06/2025, ବିକ୍ରମ ଓଡ଼ିଶା ନିୟୁଜ: ସମାଜସେବୀ ଙ୍କ ସ୍ମୃତି ରେ ଶ୍ରଦ୍ଧାଞ୍ଜଳି ସଭାତିର୍ତ୍ତୋଲ-୪/୬-(ରିପୋର୍ଟ-ଟୁକନ ସେଠୀ)-ଅବିଭକ୍ତ ତିର୍ତୋଲ ଗ୍ରାମ ପଞ୍ଚାୟତ ତଥା ଏବେର ତେନ୍ତୁଳିପଦା ଗ୍ରାମ ପଞ୍ଚାୟତ ତେନ୍ତୁଳିପଦା ଗ୍ରାମ ର ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ପ୍ରଦୀପ୍ତ ପରିଜା (ପଦି) ଙ୍କ ଦେହାନ୍ତ ପରେ ଆଜି ତାଙ୍କ ଦ୍ଵାଦଶାହ ଦିବସରେ ଶ୍ରୀଯୁକ୍ତ ବିଜୟ ନାୟକ, ପୂର୍ବତନ ସରପଞ୍ଚ (କନକପୁର ଗ୍ରାମ ପଞ୍ଚାୟତ) ଙ୍କ ସଭାପତିତ୍ୱ ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ଇଂ ହିମାଂଶୁ ଭୂଷଣ ମଲ୍ଲିକ, ଦେବ ପ୍ରସାଦ ନାୟକ, ପ୍ରତିମା ମଲ୍ଲିକ, ସରପଞ୍ଚ ସରୋଜିନୀ ପରିଜା, ସରପଞ୍ଚ ସଫି ଆଜମ, ରାଜେଶ ସାହାଣୀ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା, ପୂର୍ବତନ କୃଷ୍ଣନନ୍ଦପୁର ସରପଞ୍ଚ ଅବଦୁଲ ୱାହୀଦ (ବାବା), ସୋଫିଆନ, ପ୍ରଶାନ୍ତ ଲେଙ୍କା, ଧ୍ରୁବ ଚରଣ ପରିଡା, ପୀତବାସ ଗୋଛାୟତ, ପ୍ରଗତି ପରିଜା, ବିଶ୍ୱରଂଜନ ପରିଜା, ପ୍ରତ୍ୟୁଷ ପରିଜା, ଜୟନ୍ତ ପରିଜା, ଭବେଶ ଚୌଧୁରୀ, ସୁରେନ୍ଦ୍ର ମହାପାତ୍ର, ଆଡ଼ଭୋକେଟ ବିଷ୍ଣୁ ଚରଣ ମାଝୀ, ନାରାୟଣ ମହାନ୍ତି ଏବଂ ଅନ୍ୟ ମାନେ ଶ୍ରଦ୍ଧା ସୁମନ ଜ୍ଞାପନ କରିବା ସହ ତାଙ୍କ ଝିଅ ପ୍ରାଚୀ କୁ ସମବେଦନା ଜଣାଇଥିଲେ।
Article Image
Article Image