Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଗଣ ଶିକ୍ଷକ ଙ୍କ ବିରୋଧ ରେ ଗଣ ଆନ୍ଦୋଳନ -ଉଚ୍ଚ ସ୍ତରୀୟ କମିଟି ଦ୍ୱାରା ତଦନ୍ତ ଆରମ୍ଭ ) 2

ଜଗତସିଂହପୁର , 05/06/2025, ବିକ୍ରମ ଓଡ଼ିଶା ନିୟୁଜ: (ଗଣ ଶିକ୍ଷକ ଙ୍କ ବିରୋଧ ରେ ଗଣ ଆନ୍ଦୋଳନ -ଉଚ୍ଚ ସ୍ତରୀୟ କମିଟି ଦ୍ୱାରା ତଦନ୍ତ ଆରମ୍ଭ )ଜଗତସିଂହପୁର
Article Image
ତା =5/6/25ବାଲିକୁଦା ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଅଧୀନରେ ଥିବା ରାମତୋଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବେଆଇନି ଭାବେ ଗଣ ଶିକ୍ଷକ ଙ୍କୁ ପ୍ରଧାନ ଶିକ୍ଷକ ଦାଇତ୍ୱ ପ୍ରଦାନ କରିବା | ବିଦ୍ୟାଳୟ ରେ ଜାତିଆନା ଆକ୍ଷେପ | ପାଠ ପଢ଼ାରେ ତ୍ରୁଟି | ମଧ୍ୟାହ୍ନ ଭୋଜନ ରେ ବ୍ୟାପକ ଅନିୟମିତତା କାର୍ଯ୍ୟକୁ ନେଇ ଅଭିଭାବକ ମହଲ ରେ ଅସନ୍ତୋଷ ଦେଖାଦେବ ଦ୍ୱାରା ଘଟଣା ସମ୍ପର୍କ ରେ ଅଭିଭାବକ ମାନେ ଜ଼ିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ଜ଼ିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ବ୍ଲକ ଶିକ୍ଷା ଅଧିକାରୀ, ସି ଆର ସି, ବିଦ୍ୟାଳୟ ପରିଚାଳନା କମିଟି, ସ୍ଥାନୀୟ ଲୋକ ପ୍ରତିନିଧି ପ୍ରମୁଖ ଙ୍କ ଉପସ୍ଥିତିରେ ସମସ୍ତ ଘଟଣା ର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା | ବ୍ଲକ ଶିକ୍ଷା ଅଧିକାରୀ ଆସନ୍ତା 30ତାରିଖରେ ତଦନ୍ତ ରିପୋର୍ଟ ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ଙ୍କ ପ୍ରତିନିଧି ଗଣ ମାଧ୍ୟମ ଙ୍କୁ ସୂଚନା ପ୍ରଦାନ କରିଛନ୍ତି |
Article Image
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
Article Image