Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପଟିଆ ପଞ୍ଚାୟତଅନ୍ତର୍ଗତ କୁଶୁପଲା ଗ୍ରାମର ନିରୀହ ଆଦିବାସୀ ଭାଇ ଭଉଣୀମାନେ ନିଜ ମାଟି ପାଇଁ ଲଢେଇ କରି କାରାଗାର ଭିତରେ କଷ୍ଟ 2

ଖୋର୍ଦ୍ଧା , 05/06/2025, ବିକ୍ରମ ଓଡ଼ିଶା ନିୟୁଜ: ପଟିଆ ପଞ୍ଚାୟତଅନ୍ତର୍ଗତ କୁଶୁପଲା ଗ୍ରାମର ନିରୀହ ଆଦିବାସୀ ଭାଇ ଭଉଣୀମାନେ ନିଜ ମାଟି ପାଇଁ ଲଢେଇ କରି କାରାଗାର ଭିତରେ କଷ୍ଟ ପାଉଥିବାବେଳେ ତାଙ୍କର ପରିବାରର ମହିଳା,ଶିଶୁ, ଓ ବୃଦ୍ଧା ଵୃଦ୍ଧ ମାନେ ଭୋକ ଉପାସରେ କାଳାତିପାତ କରୁଥିବା ଖବର ଶୁଣି ଯୁବ ନେତା ପ୍ରଫୁଲ୍ଲ କୁମାର ନାୟକଙ୍କ ନେତୃତ୍ୱରେ ଓ ଜନ ପ୍ରତିନିଧି ମାନଙ୍କ ସହାୟତାରେ ବିଜୁ ଜନତା ଦଳର କର୍ମୀମାନଙ୍କୁ ସାଥିରେ ନେଇ ସହାୟତର ହାତ ବଢ଼ାଇ ଥିଲେ ଏବଂ ଖୁବ ଶୀଘ୍ର କାରାଗାରରୁ ମୁକ୍ତ କରାଇବା ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେବୃନ୍ଦାବନ ମହାନ୍ତି, ସଂଗ୍ରାମ କେଶରୀ ମାର୍ଥା, ବିଜୟ କୁମାର ବେହେରା, ବିନୋଦ ଚନ୍ଦ୍ର ପ୍ରଧାନ, ସଞ୍ଜୟ ଦାସ, ବିରଞ୍ଚି ନାରାୟଣ ପ୍ରଧାନ ଓ ପ୍ରଶାନ୍ତି ସାହୁ ପ୍ରମୁଖ ଉପସ୍ଥିତ ଥିଲେଖୋର୍ଦ୍ଧା ରୁ ବିଜୟ ବାହୁବଳେନ୍ଦ୍ର ଙ୍କ ରିପୋର୍ଟ
Article Image