Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ନୃଶଂସ ନାତି ଜେଜେମାକୁ ପିଟିପିଟି ମାରିଦେଲା ବୀଚ ରାସ୍ତାରେ 2

କୋଦଳା, 05/06/2025, ବିକ୍ରମ ଓଡ଼ିଶା ନିୟୁଜ: ନୃଶଂସ ନାତି ଜେଜେମାକୁ ପିଟିପିଟି ମାରିଦେଲା ବୀଚ ରାସ୍ତାରେ
Article Image
...() ପାରିବାରିକ କଳହ ରୁ ଅଭାବନୀୟ ଘଟଣା । ନାତି ପିଟି ପିଟି ମାରିଦେଲେ ଜେଜେ ମା କୁ । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ନାଇକାଣିପଲ୍ଲୀ ଗ୍ରାମରେ । ମୃତକ ଜେଜେ ମା ହେଲେ ଅନି ସ୍ୱାଇଁ । ଗତ ବିଳମ୍ବିତ ରାତିର କିଛି କାରଣ କୁ ନେଇ ଜେଜେ ମା ଓ ନାତି ମଧ୍ୟରେ ପାଟିତୁଣ୍ଡ ହେବାରୁ ନାତି ଚିତ୍ରସେନ ସ୍ବାଇଁ ଜେଜେ ମା କୁ ଘରୁ ବାହାରକୁ ଭିଡ଼ି ଆଣି ରୋଡ ଉପରେ କଚାଡି ବା ସହ ମାଡ଼ ମରିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଅନି ସ୍ୱାଇଁ ଙ୍କ ମୃତୁ ଘଟିଛି । ଖବର ପାଇ କୋଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଜବତ କରିବା ସହ ଅଭିଯୁକ୍ତ ନାତି କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଅନ୍ୟ ପକ୍ଷେ ଅଭିଯୁକ୍ତ ଚିତ୍ରସେନ ଆଗରୁ ମାନସିକ ବିକାରଗ୍ରସ୍ଥ ଥିଲା ବୋଲି ସୂଚନା ରହିଛି ।ଗଞ୍ଜାମ ରୁ ସନ୍ତୋଷ କୁମାର ସେଠୀ ଙ୍କ ରିପୋଟ
Article Image
Article Image
Article Image