Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବିଶ୍ବ ପରିବେଶ ଦିବସରେ ଗାଁ ଲୋକେ ବୁକ୍ଷ ରୋପଣ କଲେ 1

ରାଇରଙ୍ଗପୁର, 05/06/2025, ବିକ୍ରମ ଓଡ଼ିଶା ନିୟୁଜ: ବିଶ୍ବ ପରିବେଶ ଦିବସରେ ଗାଁ ଲୋକେ ବୁକ୍ଷ ରୋପଣ କଲେ : ଆଜି ବିଶ୍ବ ପରିବେଶ ଦିବସ l ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ବୁକ୍ଷ ନିତ୍ଯାନ୍ତ ଆବଶ୍ଯକ l ଯଦ୍ବାରା ପରିବେଶ ନିର୍ମଳ ହେବା ସହିତ ପ୍ରଦୂଷଣମୁକ୍ତ ହୋଇଥାଏ l ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ କାଙ୍କି ପଞ୍ଚାୟତ ବିଂଜୁଆ ଗ୍ରାମର ମହୁଲବରେଇ ସାହି ଠାରେ ପ୍ରାୟ ୧୫ଟି ବୁକ୍ଷ ରୋପଣ କରାଯାଇଥିଲା l ଏଥିରେ କାଙ୍କି ପଞ୍ଚାୟତର ସରପଞ୍ଚ ସାରଥୀ ହାଁସଦଃ, ଭିଏଲଡ୍ବ୍ଲୁ ଯମୁନା ଟୁଡୁ, ୱାର୍ଡମେମ୍ବର ଅଶୋକ କୁମାର ସାହୁ ତଥା ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image
Article Image