Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତୋଲ, 26/04/2025, ବିକ୍ରମ ଓଡ଼ିଶା ନିୟୁଜ: ଆମ୍ବୃତ ସରୋବର ଗର୍ଭ ରେ ବିଷ ସନ୍ତାନ
ତିର୍ତୋଲ 26/4 ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ବୋଧେଇ ପଂଚାୟତ ଠାରେ 2କୋଟି 28ଲଖ୍ୟ 60ହଜ଼ାର ଟଙ୍କା ମୂଲ୍ୟରେ ଖୋଳା ଯାଇଥିବା ଆମ୍ବୃତ ସରୋବର ରେ ଏବେ ବିଷ ବୃକ୍ଷ ମାନ ଶୋଭା ଵର୍ଧନ କରୁଛି, ବିଗତ ବିଜେଡି ସରକାର ସମୟରେ 5ଟିଅର୍ଥ ରେ ଏହି ସରୋବର ଖାନନ
କରା ଯାଇ ତତ କାଳିନ ବିଡ଼ିଓ ଏହାକୁ ଲୋକାର୍ପଣ କରିଥିଲେ ମାତ୍ରଆମ୍ବୃତ ସରୋବର ଆଜି ଦିନରେ ବିଷ ବୃକ୍ଷ କୁ ଗର୍ଭ ରେ ଧରି ଅନ୍ତ ସତ୍ୱା ହୋଇ ପଡିରହିଛି,ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ, ବୋଧେଇ ପଂଚାୟତ ରୁ