Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଆମ ପଂଚାୟତ ଆମ ଦାଇତ୍ୱ 1

ତିର୍ତ୍ତୋଲ, 05/06/2025, ବିକ୍ରମ ଓଡ଼ିଶା ନିୟୁଜ: ଆମ ପଂଚାୟତ ଆମ ଦାଇତ୍ୱତିର୍ତ୍ତୋଲ-୫/୬-(ରିପୋର୍ଟ-ଟୁକନ ସେଠୀ)
Article Image
ଆଜି କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ଙ୍କ ନେତୃତ୍ବରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ଗ୍ରାମ ପଞ୍ଚାୟତ ରେ ‘’ ଆମ ପଞ୍ଚାୟତ ଆମ ଦାୟିତ୍ବ କାର୍ଯ୍ଯକ୍ରମ’’ ଅନୁଷ୍ଠିତ ହୋଇଥିଲା । ଇଂ ମଲ୍ଲିକସାଧାରଣ ଲୋକ ଙ୍କ ସହ ପାଖାପାଖି ୧୫ ଜଣ ଅସୁସ୍ଥ ହୋଇଥିବା ଲୋକମାନଙ୍କୁ ଭେଟି ସେମାନକଂ ସୁଖ ଦୁଃଖ ଓ ସ୍ବାସ୍ଥ୍ଯ ଅବସ୍ଥା ପଚାରି ବୁଝିବା ସହ ମହିଳା ଓ ଯୁବକ ମାନଙ୍କୁ ଭେଟି କିପରି ମହିଳା ଓ ଯୁବ କଂଗ୍ରେସ କୁ ସୁଦୃଢ କରାଯିବା ସେ ଦିଗରେ ପଦକ୍ଷେପ ନେଇଥିଲେ । ପଞ୍ଚାୟତ ର କଂଗ୍ରେସ କର୍ମୀ ମାନକୁଂ ନେଇ ଏକ ବୌଠକ ର ଆୟୋଜନ କରି ଆଗାମୀ ପଞ୍ଚାୟତନିର୍ବାଚନ ରେ କିପରି କଂଗ୍ରେସ ଦଳ ଭଲ ପ୍ରଦର୍ଶନ କରିବ ସେ ବିଷୟ ରେ କର୍ମୀ ମାନଙ୍କ ସହ ଆଲୋଚନା କରିବ ସହ ବୁଥ୍ ସ୍ତରୀୟ ଓ ପଞ୍ଚାୟତ ସ୍ତରୀୟ କମିଟି ଗଠନ କିପରି ହେବ ଓଭବିଷ୍ଯତ କାର୍ଯ୍ଯ ପନ୍ଥା ସ୍ଥିର କରିଥିଲେ ।ଏବଂ ତତସହିତ ପଞ୍ଚାୟତ ର ବିଭିନ୍ନ ସାମାଜିକ କାର୍ଯ୍ଯକ୍ରମ ରେ ଯୋଗଦେଇଥିଲେ । ଏହି କାର୍ଯ୍ଯକ୍ରମରେ ପଞ୍ଚାୟତ କଂଗ୍ରେସ ସଭାପତି ପ୍ରଦିପ୍ତ ଶତପଥି , ସମିତିସଭ୍ଯା ସ୍ନିଗ୍ଧାରାଣୀ ଦାଶ , ଅଚ୍ଯୁତ ନନ୍ଦ ଦାଶ , ଉଦୟ କୁମାର ଭୂୟାଁ , ପ୍ରମୋଦ କୁମାର ବେହେରା, ସଂଗ୍ରାମ କୁମାର ଦାଶ , ଅଜିତ ସିଂ , ବିକ୍ରମ କିଶୋର ଦାଶ, ମିତାଲି ଦାଶ, ସଗିଂତା ଦାଶ , ରାଣୁବାଳା ସ୍ବାଇଁ , ଲକ୍ଷ୍ମୀପ୍ରିୟା ନାୟକ , ପୁଷ୍ପଲତା ପ୍ରଧାନ , ଶୁକଦେବ ପୁହାଣ , ଅଶୋକ କୁମାର ନାୟକ , ଗୌରାଗଂ ମିଶ୍ର , ବିକ୍ରମ ନାୟକ , ଶୁକଦେବ ଦାଶ , ପ୍ରଶାନ୍ତ ସ୍ବାଇଁ , ନିରଜଂନ ସାହୁ , ସନ୍ତୋଷ ଓଝା , ବଟକୃଷ୍ଣ ଦାଶ , ଅକ୍ଷୟ କୁମାର ଦାଶ , ଆଶୁତୋଷ ଦାଶ , ଗତିନାଥ ମହାରଣା, ଗଣେଶ୍ବର ମଲ୍ଲିକ , ମନୋରଜଂନ ଆଚାର୍ଯ୍ଯ , ସମିର ସାହୁ , ସମିର ସ୍ବାଇଁ , ଗିରିସ ଚନ୍ଦ୍ର ସାହୁ , ଦେବାଶିଷ ରଥ , ନୃସିଂହ ରାଉତ , ରଜିଂତା ଦାଶ , ନିଳକଣ୍ଠ ଆଚାର୍ଯ୍ଯ , ଜଗନ୍ନାଥ ଦାସ , ନିତ୍ଯାନନ୍ଦ ଜେନା , ବସନ୍ତ ମଲ୍ଲିକ , ପ୍ରମିଳା ଆଚାର୍ଯ୍ଯ ଙ୍କସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।