Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସେଲ୍ଫି ନେବା ଯୁବକ କୁ ହେଲା କାଳ, ଦେବୀ ନଦୀ ପୋଲ ରୁ ଖସି ପଡି ଯୁବକ ନିଖୋଜ 3

ନାଉଗାଁ, 05/06/2025, ବିକ୍ରମ ଓଡ଼ିଶା ନିୟୁଜ: ସେଲ୍ଫି ନେବା ଯୁବକ କୁ ହେଲା କାଳ, ଦେବୀ ନଦୀ ପୋଲ ରୁ ଖସି ପଡି ଯୁବକ ନିଖୋଜ
Article Image
ନାଉଗାଁ ୫/୦୬/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ଥାନା ଅଞ୍ଚଳ ର ବଛାଳ ପଞ୍ଚାୟତ ର ବଛାଳ ଗ୍ରାମର ଟୁକୁନା ଲେଙ୍କା କ 32 ବର୍ଷୀୟ ପୁଅ ସୂର୍ଯ୍ୟକାନ୍ତ ଲେଙ୍କା ଆଜି ଶିଖର ଦେବିନଦୀ ପୋଲ ଉପରେ ସେଲ୍ଫି ଉଠାଉ ଥିବା ସମୟରେ ନଦୀ ତଳକୁ ଖସି ପଡିଥିଲେ l ତେବେ ସ୍ଥାନୀୟ ଲୋକେ ଏହା ଦେଖି ନାଉଗାଁ ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲେ l ଘଟଣା ସ୍ଥଳରେ ନାଉଗାଁ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ଵରା ଖୋଜା ଖୋଜି ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ସୂର୍ଯ୍ୟକାନ୍ତ ଙ୍କ କୌଣସି ସନ୍ଧାନ ମିଳିପାରିନାହିଁ l ଅନ୍ୟପଟେ ଘଟଣା ସ୍ଥଳରେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଓଡ୍ରାଫ ଟିମ କୁ ଘଟଣା ସ୍ଥଳରେ ପହଂଚିବା ପାଇଁ ନିର୍ଦେଶ ଦେବାପରେ ଜଗତସିଂହପୁର ଓଡ୍ରାଫ ଟିମି ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଥିବା ଦେଖାଯାଇଛି
Article Image
Article Image