Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ରାଇରଙ୍ଗପୁରରେ ଖୋଲିଲା ସିଟି ବାଜାର ମେଟ୍ରୋ 1

ରାଇରଙ୍ଗପୁର, 06/06/2025, ବିକ୍ରମ ଓଡ଼ିଶା ନିୟୁଜ: ରାଇରଙ୍ଗପୁରରେ ଖୋଲିଲା ସିଟି ବାଜାର ମେଟ୍ରୋ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ପୌରପାଳିକା ଗଢ ଗ୍ରାମ ବନ୍ଧ ନିକଟରେ ସିଟି ବାଜାର ମେଟ୍ରୋ ଜମି ମାଲିକ ସନ୍ତୋଷ କୁମାର ବେହେରା, ନରେଶ ଚନ୍ଦ୍ର ବେହେରା, ଗୌରୀଶଙ୍କର ବେହେରା, ମଲ ମାଲିକ ଆଶିଷ ସଫାର, ଜେନେରାଲ ମ୍ଯାନେଜର ଅମିତ ଅଗ୍ରୱାଲ ଓ ଏରିଆ ମ୍ଯାନେଜର ମୁକେଶ ଚୌଧୂରୀଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି l ଏଥିରେ ଲୋକମାନଙ୍କ ଆବଶ୍ଯକତାକୁ ନେଇ ଜିନିଷପତ୍ର ରହିଛି l ଏଠାରେ ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକାମାନଙ୍କ ପାଇଁ ମନଲୋଭା ଆକର୍ଷଣୀୟ ସାର୍ଟ, ଟିସାର୍ଟ, ଟ୍ରାଉଜର, ହାପ୍ ପେଣ୍ଟ, ଶାଢୀ, କୁରତି, ପ୍ଲାଜ, ଲେହେଙ୍ଗା, କାଫରି, ଟପ୍, ହଟ ପ୍ଯାଣ୍ଟ ଓ ଫ୍ରକ ରହିଛି l ଏଠାରେ ମଧ୍ଯ ଉପହାର ସାମଗ୍ରୀ ଏବଂ କସମେଟିକ୍ସ ର ରହିଛି ଅନୁପମ ଭଣ୍ଡାର l ପୁଣି ଆକର୍ଷଣୀୟ ଅଫର ଗୋଟିଏ କିଣିଲେ ଗୋଟିଏ ଅଫର ସାଙ୍ଗକୁ ପୂଜା, ପର୍ବପର୍ବାଣୀରେ ସ୍ବତନ୍ତ୍ର ଡିକକାଉଟ ଅଫର ରହିଛି l ତେଣୁ ବାମନଘାଟୀ ଉପଖଣ୍ଡ ର ରାଇରଙ୍ଗପୁର ସହର ତଥା ସମସ୍ତ ବ୍ଲକର ଲୋକମାନଙ୍କୁ ଅନୁରୋଧ କରାଯାଉଛି , ଏହି ଅନନ୍ଯ ମଲକୁ ଆସନ୍ତୁ ଏବଂ ଆକର୍ଷଣୀୟ ଅଫର ର ଲାଭ ଉଠାନ୍ତୁ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image
Article Image
Article Image