Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବୃଦ୍ଧା ନଦୀ ସଫେଇ ବେଳେ ଜେସିବିକୁ ଅଟକାଇଲେ ଗ୍ରାମ ବାସୀ 5

କୁଜଙ୍ଗ , 07/06/2025, ବିକ୍ରମ ଓଡ଼ିଶା ନିୟୁଜ: ବୃଦ୍ଧା ନଦୀ ସଫେଇ ବେଳେ ଜେସିବିକୁ ଅଟକାଇଲେ ଗ୍ରାମ ବାସୀ
Article Image
କୁଜଙ୍ଗ 7/6 କୁଜଙ୍ଗ ତିର୍ତୋଲ ଏରସମା ଦେଇ ପ୍ରବାହିତ ବୃଦ୍ଧା ନଦୀକୁ ଜଗତସିଂହପୁର ଡ୍ରେନ ଅଧିକ୍ଷଣ ଯନ୍ତ୍ରୀ ଙ୍କ ଏରସମା ଡ୍ରେନଜଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ
Article Image
ତଦାରଖ ରେ ସଫେଇ କରିବାକୁ ଥିବା ବେଳେ ସମ୍ପୃକ୍ତ ଠିକାଦାର ନିଜମନମାନୀରେ ଜେସିବି ଲଗେଇ ନିନ୍ମମାନର କାମ କରୁଥିବାଇ ସରିକି ଗ୍ରାମର ଅନ୍ତର୍ଯ୍ୟମି ପରିଡା, ମାୟା ଧର ସ୍ୱାଇଁ, ଗୋପାଳ ମନ୍ତ୍ରୀ, ଗୌରହାରୀ ସାହୁ, ବାଚସ୍ପତି ସାହୁ, ଜ୍ୟୋତି ରଞ୍ଜନ ମନ୍ତ୍ରୀ, ସୁଦାମ ମନ୍ତ୍ରୀଆଦି ଗ୍ରାମବାସୀ ସେହି ଗ୍ରାମର ଅନ୍ତର୍ଯ୍ୟାମୀ ପରିଡାଙ୍କ ନେତୃତ୍ୱ ରେବୃଦ୍ଧା ନଦୀକୁ ଡ୍ରେନଜ ଠିକାଦାର ରସଫେଇ କରୁଥିବା ଜେସିବିକୁ କାମକରାଇ ଦେଇନଥିବା ଖବର ମିଳିଛି,ଅନ୍ତର୍ଯ୍ୟାମୀ କରିଥିବା ଅଭିଯୋଗ ଅନୁଯାଇ କାମ ନିନ୍ମ ମାନର ହେଉ ଥିବାରୁ ଆମେ ବିରୋଧ କରିଛୁ, କାମ ବନ୍ଦ ଅଛି, ଆସନ୍ତା କାଲି ରବିବାର ଠିକାଦାର ଓ ଡ୍ରନେଜ ବିଭାଗ କର୍ମଚାରୀ ଙ୍କ ସହିତ ଆଲୋଚନା ପରେ କାମ କରିବାକୁ ଦେବୁ, l