ଭୁବନେଶ୍ୱର, 08/06/2025, ବିକ୍ରମ ଓଡ଼ିଶା ନିୟୁଜ: ସରକାରୀ ଜଙ୍ଗଲ ଜମି ରେ ନୂଆ ବସ୍ତି ଭୁବନେଶ୍ୱର ଅନ୍ତର୍ଗତ ପଣ୍ଡାକୁଧିଆ ଓ କ୍ରିଷ୍ଣା ପୁରୀ ଏରିଆ ରେ ସରକାରୀ ଜମି ଉପରେ ସହ ସହ ନୂଆ ନୂଆ ଘର ଦୋକାନ ଗୃହ ଯାହାକିଛି ସ୍ଥାନୀୟ ଜମିମାଫିଆ ଙ୍କ ଇଂଗିତ ରେ ସହ ସହ ଘର ଓ ନୂଆ ବସ୍ତି ମୁଣ୍ଡ ଟେକିଲାଣି ଯାହା ସ୍ଥାନୀୟ ଜମି ମାଫିଆ ଭଲ ଦୁଇ ପଇସା ରୋଜଗାର କରିବାରେ ଏହା ଏକ ମାଧ୍ୟମ ସ୍ଥାନୀୟ R I ଅଫିସ ନିକଟରେ ହୋଇ ଥିଲେ ମଧ୍ୟ R I ବାବୁ ଜଣଙ୍କ ଏହାର ତଦନ୍ତ କରୁନାହାନ୍ତି ଯାହା ବିଭିନ୍ନ ଦେଶ ବିଦେଶୀର ଲୋକ ଆସି ଏଠି ଭିଡ଼ ଜମାଇବାର ଲକ୍ଷ୍ୟ କରାଯଉଛି ଏହି ସରକାରୀ ଜଙ୍ଗଲ ଜମିରୁ କିପରି ଏମାନଂକୁ ବିତାଡିତ କରାଯିବ ତାହା ସ୍ଥାନୀୟ ଜନସାଧାରଣ ତହସିଲଦାର ଙ୍କ ପାଖରେ ଅଭିଯୋଗ କରିଛନ୍ତି ଏବଂ ତହସିଲଦାର ଅଭିଯୋଗ ପାଇଲା ପରେ ଏହା ପ୍ରତି ପଦକ୍ଷେପ ନେବେ ବୋଲି କହି ରଖିଛନ୍ତି