Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ମହିଳା ଙ୍କ ମୃତ୍ୟୁ ସନ୍ଦେହ ଘେରରେ 4

ରାହାମା , 09/06/2025, ବିକ୍ରମ ଓଡ଼ିଶା ନିୟୁଜ: ମହିଳା ଙ୍କ ମୃତ୍ୟୁ ସନ୍ଦେହ ଘେରରେ ତିର୍ତୋଲ -୯/୬-(ରିପୋର୍ଟ-ଟୁକନ ସେଠୀ)-ରାହାମା ରେଲୱେ ଷ୍ଟେସନ ନିକଟରେ ଦିନ,12 ଭିତରେ ଟ୍ରେନରେ କଟି ଜଣେ ମହିଳା ମୃତ୍ୟୁ ବରଣ କରିଛନ୍ତି ମୃତଙ୍କଙ୍କ ବୟସ 45ବର୍ଷ ହେବବୋଲି ଅନୁମାନ କରାଯାଉଛି ମୃତକ ମହିଳା ଙ୍କ ପାଖରେ ଏକ ପାଣି ବାଟଲ ପଡିଥିବାର ଦେଖିବାକୁ ମିଳିଛି ମହିଳା ନିଜେ ପାରିବାରିକ କଳାହାରୁ ନିଜେ ଟ୍ରେନ ଆଗକୁ ଡେଇଁ ଛନ୍ତି ନା ମହିଳା ଙ୍କୁ ମାରି ଟ୍ରେନ ଆଗରେ ଶୁଆଇ ଦିଆ ଯାଇଛି ଏ ପଯ୍ୟନ୍ତ ମହିଳା ଙ୍କ ପରିଚୟ ମିଳିପାରିନାହିଁ ଘାଟଣ ସ୍ଥଳରେ ରେଲୱେ ପୋଲିସ ପହଂଚି ଅନୁସଧାନ କରୁଛି
Article Image