Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଅସରାଏ ବର୍ଷା ରେ ଜଳବନ୍ଦୀ ଗାଁ ଦାଣ୍ଡ, 2

ରାହାମା , 09/06/2025, ବିକ୍ରମ ଓଡ଼ିଶା ନିୟୁଜ: ଅସରାଏ ବର୍ଷା ରେ ଜଳବନ୍ଦୀ ଗାଁ ଦାଣ୍ଡ,09/06/2025, ରାହାମା
Article Image
ହଠାତ ଆକାଶ ରେ ଭାସି ଆସିଲା କଳା ହାଣ୍ଡିଆ ମେଘ, ଚାରି ଦିଗ ଅନ୍ଧାର ହୋଇ ଯିବା ସାଙ୍ଗ କୁ ସନ୍ଧ୍ୟା ର ଭ୍ରମ ସୃଷ୍ଟି କଲା,ପ୍ରବଳ ବର୍ଷା ସାଙ୍ଗକୁ ପବନ ଲାଗି ରହିଥିଲା, କିନ୍ତୁ ଗାଁ ଦାଣ୍ଡ ସବୁ ଜଳବନ୍ଦୀ ହୋଇଯାଇଥିଲା, ଘରୁ ବାହାରିବା ମୁସ୍କିଲ ହୋଇ ପଡିଥିଲା,ଏଭଳି ଘଟଣା ଦେଖିବାକୁ ମିଳିଥିଲା କୁଜଙ୍ଗ ବ୍ଲକ ତାଳପଡା ପଞ୍ଚାୟତ ର, ବାଲିଢ଼ି, ବରୁଣ୍ଡି ଓ ତାଳପଡା ଆଦି ଗ୍ରାମ ଗୁଡିକ ରେ, ଏଭଳି ସମସ୍ୟା ଯଦି ଅସରାଏ ବର୍ଷା ରେ ହୁଏ ଆଗକୁ ଭାରି ବର୍ଷା ଯେ କେତେ କ୍ଷତି ଘଟାଇବ ତାହା ଅନୁମେୟ, ଏଭଳି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲ ରେ ପ୍ରତିକ୍ରିୟା ପ୍ରକାଶ ପାଇଛି,