Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଖଇରା ଅବକାରୀ ଥାନା ଅଧିକାରୀଙ୍କୁ ପୁଣି ଏକ ବଡ଼ ସଫଳତା,( ୮୫୦ ଦେଶୀ ମଦ ଜବତ) 1

ଖଇରା, 09/06/2025, ବିକ୍ରମ ଓଡ଼ିଶା ନିୟୁଜ: ଖଇରା ଅବକାରୀ ଥାନା ଅଧିକାରୀଙ୍କୁ ପୁଣି ଏକ ବଡ଼ ସଫଳତା,( ୮୫୦ ଦେଶୀ ମଦ ଜବତ)
Article Image
ବାଲେଶ୍ଵର ଜିଲ୍ଲା ଖଇରା ଅବକାରୀ ଥାନା ଅଧିନରେ ଧୋବାଗଡିଆ ଛକ ନିକଟରେ ମୟୁରଭଞ୍ଜ ଜିଲ୍ଲା ଶରତ ରୁ ଭଦ୍ରକ ଅଭିମୁଖେ ଆସମୀ ମଜିଦ ସାହା,୨୮ ବର୍ଷ ପିତା, ମାନେଶ୍ୱର ସାହା, ଘର, ଧନ୍ତୁଲିଆ ପୋ, ପୁରୁଣା ବଜାର ଜିଲ୍ଲା ଭଦ୍ରକର ହୋଇଥିଲା ବେଳେ ଦ୍ବିତୀୟ ଆସାମୀ ଆଜାଦ୍ ସାହା, ୨୬ ବର୍ଷ ପିତା, ମହିବୁଦ ସାହା, ଘର ଧନ୍ତୁଲିଆ, ପୁରୁଣା ବଜାର ଜିଲ୍ଲା ଭଦ୍ରକର ଅଟେ ସେମାନ ଏକ ବୋଉଲୋ ଗାଡ଼ିରେ ୮୫୦ ଲିଟର ଦେଶୀ ମଦ ନେଇ ଯାଉଥିବା ବେଳେ ଧୋବାଗଡିଆ ଛକ ନିକଟରେ ଧରାପଡ଼ିଛନ୍ତି। ଖଇରା ଅବକାରୀ ଥାନା ଆଇଆଇସି ଶ୍ରୀ ସୂରଜ କୁମାର ଦିଗାଲ ନେତୃତ୍ବର ଅନ୍ୟ ସହଯୋଗୀ ମାନଙ୍କ ସହାୟତାରେ କରାଯାଇଛି, ପିଆର କେସ୍ ନଂ ୭୦/୨୫/୨୬ ଅନୁସାରେ ଆସାମୀମାନଙ୍କୁ କୋର୍ଟ ଚାଲାଣ କରାଯାଇଛି,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ