Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଶୁଭଦ୍ରା ଶକ୍ତି ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ 4

ତିର୍ତୋଲ, 10/06/2025, ବିକ୍ରମ ଓଡ଼ିଶା ନିୟୁଜ: ଶୁଭଦ୍ରା ଶକ୍ତି ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ
Article Image
ତିର୍ତୋଲ 11/6 ତିର୍ତୋଲ ବ୍ଲକ ମଣିଜଙ୍ଗା ଗ୍ରାମ ପଂଚାୟତ ଇନ୍ଦରପା କଲ୍ୟାଣ ମଣ୍ଡପ ଠାରେ ତିର୍ତୋଲ ବ୍ଲକ ମିଶନ ଶକ୍ତି ଆନୁକୂଲ୍ୟ ରେ ବ୍ଲକ ସ୍ତରୀୟ ମହିଳା ଏସ ଏଚ ଜି ଗ୍ରୁଫ ମାନଙ୍କ ମଧ୍ୟରେ ପାର ମ୍ପାରିକ ରିକ ସୁଷମ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି, ଏହି ପ୍ରତିଯୋଗିତାରେ ୨୬ଗୋଟି ମହିଳା ଏସ ଏଚ ଗ୍ରୁଫୁ ଅଂଶ ଗ୍ରହଣ କରିନିଜ ନିଜର ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଥିଲେ ପ୍ରଦର୍ଶନ କରିଥିଲେ,,ଏନେଇ ଏକ ସଭା ଅନୁଷ୍ଠିତ ହୋଇ ଥିଲା ମୁଖ୍ୟ ଅତିଥି ତିର୍ତୋଲ ବ୍ଲକ ବିଡ଼ିଓ ଗିରିଜା ଶଙ୍କର ମଲଳି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତରିକ୍ତ ବିଡ଼ିଓ ସତ୍ୟ ଜିତି ସ୍ୱାଇଁ, ମିଶନ ଶକ୍ତି ବିପିଏମ କଳ୍ପନା ଦଳେଇ, ତିର୍ତୋଲ ଅତରିକ୍ତ ତହସିଲିଦାର କଳ୍ପନା ତପସ୍ମିନି ନାଏକ ପ୍ରମୁଖ ଯୋଗ ଦେଇ ପରମ୍ପରିକ ଖଦ୍ୟ ପ୍ରତିଯୋଗିତା ର ମୁଖ୍ୟ କାରଣ ଉପରେ ଆଲୋଚନା କରିଥିଲେତିର୍ତୋଲ ବ୍ଲକ ବିପିସିଏମ ସନ୍ଧ୍ୟା ରାଣୀ ମନ୍ତ୍ରୀ କାଯ୍ୟକ୍ରମ ପରିଚାଳନା କରିଥିଲେ , କୃତି ପ୍ରତିଯୋଗୀ ଏସ ଏଚ ମହିଳା ଙ୍କୁ ଅତିଥିମାନେ ପୁରସ୍କୃତ କରି ଥିଲେ ପ୍ରଥମ ପୁରସ୍କାର ବିଜେତା ଭାବେ ସାମନ୍ତରାପୁର ପଂଚାୟତ ଜୟହନୁ ମାନ ଏସ ଏଚ ଜି ଗ୍ରୁଫ କୁ 5000/- ଓ ଦ୍ୱିତୀୟ ପୁରସ୍କାର ବିଜେତା ଭାବେ ଗରାମ ପଂଚାୟତ ର ମହାବୀର ଗ୍ରୁଫୁ ଙ୍କୁ 4000/-ଟଙ୍କା ସନମାନିତ କରା ଯାଇଥିଲା
Article Image
ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ
Article Image