ବିକ୍ରମ ଓଡ଼ିଶା ନିୟୁଜ
Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପହେଲାଗାଁ ସନ୍ତ୍ରାସ ବାଦୀ ଆକ୍ରମଣ ରେ ପ୍ରାଣ ହରାଇ ଥିବା ବ୍ୟକ୍ତି ଲାଗି ବୋଧେଇ ପଂଚାୟତ ରେ ଶ୍ରଦ୍ଧାଞ୍ଜଳି,ଓ କ୍ୟାଣ୍ଡେଲ ଯାତ୍ରା 3

ତିର୍ତୋଲ, 29/04/2025, ବିକ୍ରମ ଓଡ଼ିଶା ନିୟୁଜ: ପହେଲାଗାଁ ସନ୍ତ୍ରାସ ବାଦୀଆକ୍ରମଣ ରେ ପ୍ରାଣ ହରାଇ ଥିବା
Article Image
ବ୍ୟକ୍ତି ଲାଗି ବୋଧେଇ ପଂଚାୟତ ରେ ଶ୍ରଦ୍ଧାଞ୍ଜଳି,ଓ କ୍ୟାଣ୍ଡେଲ ଯାତ୍ରାତିର୍ତୋଲ 29/4 ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ବୋଧେଇପଞ୍ଚାୟତ ନୂଆପୋଖରୀ ଠାରେପାହେଲେଗାଁ ସନ୍ତ୍ରାସ ବାଦୀ ଆକ୍ରମଣ ରେ ପ୍ରାଣ ହରାଇ ଥିବା ସାଧାରଣ ନାଗରିକ ମାନଙ୍କ ଆତ୍ମା ର ସଦଗତି ପାଇଁ ବୋଧେଇ ପଂଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀପୁର୍ଣ ଚନ୍ଦ୍ର ସ୍ୱାଇଁ,ବର୍ତମାନ ସରପଞ୍ଚ ଙ୍କ ପ୍ରତିନିଧି ଅଭିରାମ ଆଚର୍ଯ୍ୟ, ନୃସିଂହ ଚରଣ ନାୟକ, ପଦନ ବିଶ୍ୱାଳ, ସମରେନ୍ଦ୍ର ସାମଲ, ନାରାୟଣ ଚନ୍ଦ୍ର ଦାଶ, ଦୀନବନ୍ଧୁ ମହାନ୍ତି, ନେତୃତ୍ୱ ରେ ଏକ କ୍ୟାଣ୍ଡେଲ ସୋଭା ଯାତ୍ରା ସ୍ବର୍ଗତ ଆତ୍ମାଙ୍କର ସଦଗତି ପାଇଁବଜ଼ାର ପରିକ୍ରମା କରିଥିଲା, ଏବଂନୂଆପୋଖରୀ ବଜ଼ାର ଠାରେ ସ୍ବର୍ଗତ ଆତ୍ମା ପାଇଁ ଏକ ସ୍ମୃତି ସଭା ଆୟୋଜନ କରାଯାଇ ଥିଲା, ଯେଉଁ ପାକିସ୍ତାନୀ ସନ୍ତ୍ରାସ ବାଦୀ ମାନେ ଏଭଳି ଘୁର୍ଣ୍ୟ କାର୍ଯ୍ୟ କରି ଥିବାରୁ ନିନ୍ଦା କରି ଥିଲେ,ଏଥି ରେବହୁ ଯୋଗ ଦେଇଥିବା ସମାଜ ସେବୀ, ଶିକ୍ଷକ, ବ୍ୟବସାଇ ଓ ବୁଦ୍ଧି ଜୀବୀମାନେ ଯୋଗ ଦେଇସ୍ବର୍ଗତ ଆତ୍ମା ଙ୍କ ଉଦେଶ୍ୟରେ ସ୍ମୃତି ଚରଣ କରି ଥିଲେ lରିପୋଟ ଶ୍ରୀବତ୍ସ ପାଢ଼ୀ (ବିକ୍ରମ ଓଡିଶା)