ବିକ୍ରମ ଓଡ଼ିଶା ନିୟୁଜ
Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଚଳିତ ବର୍ଷ କୃଷି ବିଜ୍ଞନ କେନ୍ଦ୍ର ରେ ଅକ୍ଷୟ ତୃତୀୟା ଓ କୃଷକ ଉତ୍ସବ ହେଲାନି 2

ତିର୍ତୋଲ, 30/04/2025, ବିକ୍ରମ ଓଡ଼ିଶା ନିୟୁଜ: ଚଳିତ ବର୍ଷ କୃଷି ବିଜ୍ଞନ କେନ୍ଦ୍ର ରେଅକ୍ଷୟ ତୃତୀୟା ଓ କୃଷକ ଉତ୍ସବ ହେଲାନି
Article Image
ତିର୍ତୋଲ ୩୦/୪ କୃଷି ଭିତିକ ପର୍ବଅକ୍ଷୟ ତୃତୀୟା ଓ କୃଷକ ଦିବସଚଳିତ ବର୍ଷ ତିର୍ତୋଲ ସ୍ଥିତ କୃଷି ବିଜ୍ଞାନ ପରିସରରେ ନହେବାକୁ ଜିଲ୍ଲା ପ୍ରଶାସନ ବାରଣ କରି ଆଳିପିଙ୍ଗଳ ବ୍ଲକ ଜୋରକୂଳ ଠାରେ କରିବାକୁ ଆୟୋଜନ କରିଛିଦୀର୍ଘ ଦିନ ଧରି ଜଗତସିଂହପୁରଜିଲ୍ଲା ପ୍ରଶାସନ ତିର୍ତୋଲ ର ନିମକଣା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଏହି ଦିବସ ପାଳନ ହୋଇ ଆସୁଥିଲା ମାତ୍ର ଚଳିତ ବର୍ଷ ଏହାରବ୍ୟତିକ୍ରମ ଘଟି ଜୋର କୂଳରେ ଅନୁଷ୍ଠିତ ହେବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି କରିଛି, ତେବେ ଏତେଦିନର ପରମ୍ପରା ଭାଙ୍ଗିବା ପଛରେ କାହାରହାତ ରହିଛି ଉପକୁଳ ଚାଷୀ ନଜାଣି ପାରି ବାଳା ହେଉଛନ୍ତି, ଏସମ୍ପର୍କରେକେବିକେ ନିର୍ଦେଶକ ସତ୍ୟ ଜିତି ସେନ ଙ୍କୁ ପଚାରିବାରୁ ସେ ଜିଲ୍ଲା ପ୍ରଶାସନର ନିଷ୍ପତି ବୋଲି କହିଛନ୍ତିତେବେ ଲଖ୍ୟ ଲଖ୍ୟ ଟଙ୍କା ଓୟୁଟିତରଫରୁ କେବିକେ କୁ ଚାଷୀ ଙ୍କଟ୍ରେନିଙ୍ଗୀ ପାଇଁ ଖର୍ଚ୍ଚ କରୁଥିବା ବେଳେ ଅକ୍ଷୟ ତୃତୀୟା ପାଇଁ କେବିକେ ପରିସରରେ କୃଷ ଦିବସ ପାଳନ ହେଉନି କି ଆଖିମୁଠି ଅନୁକୂଳ ହେବନି ବୋଲି କେବିକେତରଫରୁ ଜଣାଯାଇଛି,ରିପୋର୍ଟ ଶ୍ରୀବତ୍ସ ପାଢ଼ୀ, (ବିକ୍ରମ ଓଡିଶା )