Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 30/04/2025, ବିକ୍ରମ ଓଡ଼ିଶା ନିୟୁଜ: ଆଜି ସନ୍ଧ୍ୟା ରେ ଓଡିଶା ଦୁଗ୍ଧ ଚାଷୀ ମହାସଙ୍ଘ ତରଫରୁ OMFED ର ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଙ୍କୁ ରାଜ୍ୟ ସଭାପତି ରବି ବେହେରା, ରାଜ୍ୟ ସମ୍ପାଦକ ନାରାୟଣ ଡ଼ାଳୁଆ, କଟକ ଜିଲ୍ଲା ସଭାପତି ତାପସ ମହାନ୍ତି ଭେଟି 8 ଦଫା ଦାବୀ ପାତ୍ର ପ୍ରଦାନ କରିଥିଲେ, ପ୍ରମୁଖ ଦାବୀ ଦୁଗ୍ଧ ଲିଟର ପ୍ରତି ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ 40 ଟଙ୍କା ପ୍ରଦାନ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ରେ ସମସ୍ତ 25 ଲକ୍ଷ ଦୁଗ୍ଧ ଚାଷୀଙ୍କୁ ସାମିଲ କରିବା, ଗୋଖାଦ୍ୟ ଡର ନିୟ ନ୍ତ୍ରଣ, ମଧ୍ୟାହ୍ନ ଭୋଜନ ରେ ଦୁଗ୍ଧ ଓ ପନିର କୁ ସାମିଲ କରିବାପ୍ରମୁଖ 8ଟି ଦାବୀ ଉପରେ ଆଲୋଚନା ହେଲା ଓ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ କୁଳାଙ୍ଗେ ଚେଷ୍ଟା କରିବେ ଓ ଏହି ଦାବିକୁ ସରକାର ଙ୍କ ନିକଟକୁ ପ୍ରେରଣ ବୋଲି ଆମକୁ ପ୍ରତଶ୍ରୁତି ଦରିଛନ୍ତି