Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ବାଲେଶ୍ୱର, 30/04/2025, ବିକ୍ରମ ଓଡ଼ିଶା ନିୟୁଜ: ବଜ୍ରପାତରେ ଘର ସମ୍ପୃନ ପୋଡ଼ିଯାଇଛି...................।............ ସିମୁଳିଆ 30/4 ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜlମୁଝlଡି ପଂଚାୟତ ମାଟିଆପଡ଼ା ଗ୍ରାମ ର ବଳରାମ ଲେଙ୍କା ଙ୍କ ଘର ଗତକାଲି ରାତିରେ ବଜ୍ରପାତ ରେ ନିଆଁ ଲାଗି ସମ୍ପୂର୍ଣ ପୋଡ଼ି ଯାଇଛି l ଆଜି ସକାଳେ ଏହି ଖବର ପାଇ ବାଲେଶ୍ୱର ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହ୍ୟୁମାନ କେୟାର ଫାଉଣ୍ଡେସନ ର ସଦସ୍ୟ ମାନେ ତାଙ୍କ ଘରକୁ ଯାଇ ରାସନ୍ ସାମଗ୍ରୀ,ଶୁଖିଲା ଖାଦ୍ୟ,ହାଣ୍ଡି,କରେଇ ଏବଂ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି.