Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କୁଜଙ୍ଗ , 01/05/2025, ବିକ୍ରମ ଓଡ଼ିଶା ନିୟୁଜ: ଧର୍ମପ୍ରାଣ ବ୍ୟକ୍ତିଙ୍କ ବିୟୋଗ ବଣିତ ରେ ଶୋକ ର ଛାୟା
କୁଜଙ୍ଗ 1/5 କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣିତ ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ଧୁନଜେନାଙ୍କ ବିୟୋଗରେ ବଣିତ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ସ୍ବର୍ଗତ ଜେନା ମୃତ୍ୟୁ ବେଳକୁ ୯୦ ବର୍ଷ ହୋଇ ଥିଲା ହୃଦୟରେ ବ୍ୟଥା ଅନୁଭବ କରିବାରୁ ପରିବାର ତରଫରୁ ମଣିଜଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଥିଲା ମାତ୍ର ସାମାନ୍ୟ ସୁସ୍ଥ ପରେ ଘରକୁ ନେବାକୁ ଡାକ୍ତର ପରମର୍ସ ଦେଇ ଥିଲେ, ଘରକୁ ଆସିବା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇ ଥିଲା l ସ୍ବର୍ଗତ ଧୁନ ଦାଦି ଜଣେ ମିଷ୍ଠ ଭସି, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ,
ମୃତ୍ୟୁ ସମୟରେ ତାଙ୍କର ପୁତ୍ର ଭାରତୀୟ ସେନା ଅଧିକାରୀ ଶ୍ରୀଯୁକ୍ତ କାଙ୍ଗାଳି ଚରଣ ଜେନା ଉପସ୍ଥିତ ଥିଲେ, ଏକ ହଟାତ ଆକର୍ଷଣରେ ସୈନିକ ସେବାରୁ ଛୁଟି ନେଇ ଘରକୁ ଆସିଥିବା ବେଳେ ପିତାଙ୍କ ଦେହାନ୍ତ ହୋଇ ଥିଲା, ଏହା ଏକ ଅପୂର୍ବ ଯୋଗ ବୋଲି ଚର୍ଚ୍ଚା ହେଉଛି l ସ୍ୱର୍ଗତ ଜେନାଙ୍କ ମରଶରୀର ନିକଟରେ ପୁଆବୋହୂ ନାତି ନାତୁଣୀ ଆତ୍ମୀୟ ସ୍ୱଜନ ପାନେ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପର୍ଣ ହେଇଥିଲା ବଡ଼ପୁଅ ପ୍ରମୋଦ କୁମାର ଜେନା ମୁଖାଗ୍ନି ଦେଇଥିଲେ ଗ୍ରାମବାସୀ ଜ୍ଞାତି କୁଟୁମ୍ବ ମାନେଶୋଭା ଯାତ୍ରାରେ ମର ଶରୀରକୁ ମଶାଣୀ ପଯ୍ୟନ୍ତ ନେଇଯାଇ ଥିଲେ lଶ୍ରୀବତ୍ସ ପାଢ଼ୀଙ୍କ ରିପୋଟ,( ବିକ୍ରମ ଓଡିଶା )