Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଲିପ୍ସା ପ୍ରିୟଦର୍ଶିନୀ. ପି ଏଚ ଡି ପାଇଲେ 43

ଜଗତସିଂହପୁର , 01/05/2025, ବିକ୍ରମ ଓଡ଼ିଶା ନିୟୁଜ: ଲିପ୍ସା ପ୍ରିୟଦର୍ଶିନୀ. ପି ଏଚ ଡି ପାଇଲେ~~~~~~~~~~
Article Image
ଜଗତସିଂହପୁର /ନିଆଳି 1/5/2025ଜଗତସିଂହପୁର ସଦର ମହକୁମା ସଂଲଗ୍ନ ସିଠାଳ ଦୀପାଞ୍ଚଳ ଶାସନପଡା ଗ୍ରାମର ସୁରେନ୍ଦ୍ର ସାହୁ ଙ୍କ ଝିଅ ଲିପ୍ସା ପ୍ରିୟଦର୍ଶିନୀ ଵୟୋଲୋଜି ରେ ପି ଏଚ ଡି ଉପାଧି ପାଇଲେ |ଜାତୀୟ ଗବେଷଣା ଅନୁଷ୍ଠାନ "ଏକାଡିମ ଅଫ ସାଇନ୍ସ ଆଣ୍ଡ ଏନୋଭେଟିବ ରିସର୍ଚ୍ଚ "ରୁ ଏହି ଉପାଧି ପାଇଛନ୍ତି |ସି ଏସ ଆଇ ଆର ର ପୂର୍ବତନ ନିର୍ଦେଶକ ଡକ୍ଟର ଜି ନରହରୀ ଶାସ୍ତ୍ରୀ ଙ୍କ ତତ୍ୱାବଧାନ ରେ ସେ ଗବେଷଣା କରୁଥିଲେ |ତାଙ୍କର ଏହି ସଫଳତା ପାଇଁ ଦୀପାଞ୍ଚଳ ପୂଜ୍ୟପୂଜା କମିଟି ର ସଭାପତି ଶିକ୍ଷାବିତ ଅକ୍ଷୟ କୁମାର ନାୟକ. ସରପଞ୍ଚ କବିତା ମହାପାତ୍ର ସମାଜସେବୀ ଅଶୋକ କୁମାର ପାତ୍ର ଅନିରୁଦ୍ଧ ମଲ୍ଲିକ ପ୍ରଦୀପ୍ତ କୁମାର ସ୍ୱାଇଁ. ସାମ୍ବାଦିକ ସରୋଜ ନାୟକ. ଅନ୍ତର୍ଯ୍ୟାମୀ ବଡୁ ସମେତ ଅଂଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି |
Article Image
ତାଙ୍କର ବିକଶିତ ଭବିଷ୍ୟତ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ନିବେଦନ କରିଛନ୍ତି |