Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ମା ବଜ୍ରଶୁଣି ଙ୍କ ଜନ୍ମ ଉତ୍ସବ 2

ତିର୍ତ୍ତୋଲ, 01/05/2025, ବିକ୍ରମ ଓଡ଼ିଶା ନିୟୁଜ: ମା ବଜ୍ରଶୁଣି ଙ୍କ ଜନ୍ମ ଉତ୍ସବ
Article Image
ତିର୍ତ୍ତୋଲ-୧/୫-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଜଡତିରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବଜ୍ରଶୁଣି ଙ୍କ ଜନ୍ମ ଦିନ ପବିତ୍ର ଅକ୍ଷୟତୃତୀୟା ରେ ସାଡ଼ମ୍ବରେ ପାଳିତ ହୋଇଯାଇଛି।ଷୋଡଶ ଉପଚାର ପୂଜା ଘୃତାହୁତି,ନୂତନ ବସ୍ତ୍ର ପରିଧାନ, ପ୍ରସାଦ ବିତରଣ ପ୍ରଭୁତି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଈଶ୍ୱର ନାଥ, ସୁଦାମ ନାଥ,ଗୁରୁବାରୀ ପରିଡା ,ଦେବେନ୍ଦ୍ର ସ୍ୱାଇଁ,କୁଞ୍ଜବନ ବାରିକ, ନୃସିଂହ ମଳିକ,ନଟ ସ୍ୱାଇଁ, ଛବିନ୍ଦ୍ର ରାଉତ,ଦେବେନ୍ଦ୍ର ପଣ୍ଡା, ରଶ୍ମିରଞ୍ଜନ ପଣ୍ଡା,ବିଭୂତି ପରିଡା, ପିତାମ୍ବର ପରିଡା,ହଡିବନ୍ଧୁ ବାରିକ, ତପନ ରାଉତ,ସିଧେଶ୍ୱର ରାଉତ, ସନ୍ତୋଷ ରାଉତ, ଦିଲ୍ଲୀପ ସାହୁ,ଗୁଲ ବିଶ୍ୱାଳ,ଦେବେନ୍ଦ୍ର ସାହୁ, ଲିଟୁ ମହାନ୍ତି,ଜଗନ୍ନାଥ ପଣ୍ଡା, ମନୋରଞ୍ଜନ ପଣ୍ଡା, ପ୍ରଭାତ ସେଠୀ, ପ୍ରକାଶ ସ୍ୱାଇଁ,ଲାଲ ବାହାଦୂର ପଣ୍ଡା, ସରପଞ୍ଚ ଶିବ ପ୍ରସାଦ ସାହୁ ପ୍ରମୁଖ ସକ୍ରିୟ ପରିଚାଳନା କରିଥିଲେ।(ନେଟରେ ଫୋଟୋ)