ପ୍ରଧାନମନ୍ତ୍ରୀ ସଡ଼କ କାର୍ଯ୍ୟରେ ବିଳମ୍ବିତ ,ପିଚୁରାସ୍ତା କେବେ । ହିଞ୍ଜିଳି କାଟୁ ୮/୦୬/୨୫,ସାଧାରଣଜନତା ଗୋଟିଏ ଗାଁରୁ ସହରକୁ ସୁବିଧାରେ ଯାତାୟତ କରିବା ସୁଯୋଗ ସୁବିଧା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡ଼କ ଯୋଜନା କରିଛନ୍ତି ।କିନ୍ତୁ ରହିଥିବା ସୁଚନା ଫଳକ ନୁସାରେ ରାସ୍ତା କାର୍ଯ୍ୟ ଶେଷ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ମେଟାଲ ମୋରମ ରୋଡ ରହିଛି । ତାହା ପୁଣି ମେଟାଲ ଗୁଡିକ ରାସ୍ତାରୁ ଉଠି ଯାଇ ମରଣଯନ୍ତା ପାଲଟିଛି । ଏପରିକା ଦୃଶ୍ୟ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ସହକାରୀ ବିଭାଗୀୟ କାର୍ଯ୍ଯାଳୟ ଅଧିନରେ ଥିବା ରାସ୍ତାର ନାମ- ମହୁରି କଣା...
୨୦୦୦ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀ ଙ୍କ ବନ୍ଧୁମିଳନ।* - ତିର୍ତ୍ତୋଲ:-୮/୬-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ର ଶ୍ରୀ ଶ୍ରୀ ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟର ଅଲଣା ର ୨୦୦୦ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀ ଙ୍କ ବନ୍ଧୁମିଳନ ତୁରୁଖା ବନଦୁର୍ଗେଇ ଠାକୁରାଣୀ ଙ୍କ ନିକଟରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବନ୍ଧୁ ମିଳନ ଉତ୍ସବ ରେ ସ୍ବର୍ବଗାମୀ ହେଇଥିବା ବନ୍ଧୁ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହିତ ତାଙ୍କ କଥା କୁ ସମସ୍ତେ ମନେ ପକାଇଥିଲେ। ଏହାପରେ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ରେ ପଢୁଥିବା ସମୟର...
ବଡଦାଣ୍ଡରୁ ଆମିଷ ହଟାଇବାପାଇଁ ଆଇନି ମନ୍ତ୍ରୀ ଙ୍କ ଘୋଷଣା କୁ ସ୍ୱାଗତ ଜଣାଇଲା ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ | ~~~~~~~~~~~~~ ଜଗତସିଂହପୁର 7/6/2025ବିଶ୍ୱଦେବତା ମହାପ୍ରଭୁ ଙ୍କ ବଡଦାଣ୍ଡରୁ ଆମିଷ ହଟେଇବା ପାଇଁ ଆଇନି ମନ୍ତ୍ରୀ ନେଇଥିବା ପଦ କ୍ଷେପ କୁ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ତରଫରୁ ସରୋଜ ନାୟକ. ଡକ୍ଟର ଧୃତିଧର ଦାସ. ଡକ୍ଟର ଅରୁଣ କୁମାର ପାଣି. ଡକ୍ଟର ରୁଦ୍ରନାରାୟଣ ରୟ. ଡକ୍ଟର ଗୌରାଙ୍ଗ ଚରଣ ସ୍ୱାଇଁ ଡକ୍ଟର ବିରନାରାୟଣ ପାତ୍ର. ସାମ୍ବାଦିକ ନୃସିଂହ ଚରଣ ବାରିକ. ରମେଶ ଚନ୍ଦ୍ର ମହାନ୍ତି. ଜ୍ୟୋତି ରଞ୍ଜନ ପରିଡା. ତପନ କୁମାର ରାଉତରାୟ. ପ୍ରଶାନ୍ତ ରାଉତ. ଆଡ଼ଭୋକେଟ...
ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀର ଭିତ୍ତିପ୍ରସ୍ତର ସ୍ଥାପନ ନାଉଗାଁ, ନାଉଗାଁ ୮/୦୬/ବିକ୍ରମ ଓଡିଶା ନିୟଜୁ,ଜଗତସିଂହପୁର ଗ୍ରାମ୍ୟ ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନାଉଗାଁ ବ୍ଲକ ଅନ୍ତର୍ଗତ ରୋହିଆ ପଞ୍ଚାୟତ ଆରଖକୁଦ ଗୋଠ ଦଣ୍ଡା ଠାରେ ୩କୋଟିରୁ ଉର୍ଦ୍ଧ ଟଙ୍କା ବିନିମୟରେ ଏକ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଉକ୍ତ ଆଶ୍ରୟସ୍ଥଳିଟି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ଆଶ୍ରୟ ପ୍ରଦାନ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ହେଉଥିବା ବିବାହ, ବ୍ରତ ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଲୋକ ମାନଙ୍କ କାର୍ଯ୍ୟରେ...
ଭାରତୀୟ ମଜଦୁର ସଂଘର ୧୪୭ତମ କାର୍ଯ୍ଯକାରିଣୀ ଅନୁଷ୍ଠିତ ତାରିଖ : ୮\୦୬\୨୦୨୫ ରାଇରଙ୍ଗପୁର: ରାଇରଙ୍ଗପୁର ସହରସ୍ଥିତ ଗଢ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ଭାରତୀୟ ମଜଦୁର ସଂଘର ୧୪୭ତମ କାର୍ଯ୍ଯକାରିଣୀ ସଭାପତି ବାଦଲ କୁମାର ମହାରଣାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକକୁ ସାଧାରଣ ସମ୍ପାଦକ ଶ୍ରୀ ପୁଥ୍ବୀରାଜ ପଣ୍ଡା ସଂଚାଳନ କରୁଥିବା ବେଳେ ଅଖିଳ ଭାରତୀୟ ସହସଂଗଠନ...
କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର 1971 ବ୍ୟାଚ ବନ୍ଧୁମିଳନ,54 ବର୍ଷର ସ୍ମୃତି ସାଉଁଟିଲେ ପୁରାତନ ଛାତ୍ରଛାତ୍ରୀ କାକଟପୁର ତା ୮/୬, ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର 1971ବ୍ୟାଚର ପ୍ରାକ୍ତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ସ୍ୱମେଶ୍ୱର ମହାଦେବଙ୍କ ପୀଠରେ ଏକ ବର୍ଣ୍ଣାଢ୍ୟ ପାରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ସମସ୍ତ ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଏକାଠି ହୋଇ ନିଜ ନିଜର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ । ଏଥିସହିତ ପରଷ୍ପର ପାରିବାରିକ ଜୀବନ ସମ୍ପର୍କରେ ଅବଗତ ହୋଇଥିଲେ l ଏଥିସହିତ...
ଗଞ୍ଜାମରେ ଚୋରା ମଦ ବିକ୍ରି ବୃଦ୍ଧି ବୁଗୁଡ଼ା ,୦୮/୦୬(ସୋରେନ କୁମାର ପ୍ରଧାନ);ଗଞ୍ଜାମ ଜିଲ୍ଲା ରେ ଦିନକୁ ଦିନ ଚୋରା ମଦ ବିକ୍ରୀ ବୃଦ୍ଧି ପାଉଥିବାବେଳେ, ସରକାରୀ ମଦ ଦୋକାନରେ ମଧ୍ୟ୍ୟ ବିକ୍ରୀ ହେଉଛି ନକଲି ମଦ,ଅସଲି ବୋତଲ ଭିତରେ ବିକ୍ରୀ ହେଉଛି ନକଲି ମଦ, ଗୋଟିଏ କମ୍ପାନୀ ର ବୋତଲ ଉପରେ ଲାଗିଛି ଅନ୍ୟ କମ୍ପାନୀର ଠିପି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ବିଦେଶୀ ମଦ ଦୋକାନରେ। ସୂଚନା ଅନୁସାରେ କିଛି ଗ୍ରାହକ ଏହି ଦୋକାନରୁ ଆଇକନିକ ହୁସ୍କି କିଣିଲାପରେ ଦେଖିଥିଲେ ସେଥିରେ ବି ସେଭେନ ହୁସ୍କି ର...
ମଟର ଚାଳିତ ଟ୍ରଲି ରିକ୍ସା ଧକ୍କାରେ ୨ ବାଇକ୍ ଆରୋହୀ ଆହତ ବୁଗୁଡ଼ା,୦୮/୦୬(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ବେତାରସିଂ ଗାଁ ଗୁଡ଼ିସାହି ରାସ୍ତାରେ ମଟର ଚାଳିତ ଏକ ଟ୍ରଲି ରିକ୍ସା ଧକ୍କାରେ ୨ ଜଣ ବାଇକ୍ ଆରୋହୀ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣାଯାଇଛି।ଆହତ ଦୁଇ ବାଇକ୍ ଆରୋହୀ ହେଲେ ପାଙ୍ଗିଡି ଗ୍ରାମର ଶଙ୍କର ସ୍ୱାଇଁ(୩୫) ଓ ଗୋଲାବଞ୍ଜର ଗାଁ ର ଶଙ୍କର ପାତ୍ର(୪୨)। ଦୁଇଜଣ ମିଶି ବାଇକ୍ ରେ ଗୋଳାବନ୍ଧ ଗ୍ରାମକୁ କୌଣସି କାମରେ ଯାଉଥିଲେ ସାମନା ପଟୁ କେଶବ ସାହୁ ଦୃତ ଗତିରେ ମଟର ଚାଳିତ ଟ୍ରଲି ରିକ୍ସା...
ସରକାରୀ ଜଙ୍ଗଲ ଜମି ରେ ନୂଆ ବସ୍ତି ଭୁବନେଶ୍ୱର ଅନ୍ତର୍ଗତ ପଣ୍ଡାକୁଧିଆ ଓ କ୍ରିଷ୍ଣା ପୁରୀ ଏରିଆ ରେ ସରକାରୀ ଜମି ଉପରେ ସହ ସହ ନୂଆ ନୂଆ ଘର ଦୋକାନ ଗୃହ ଯାହାକିଛି ସ୍ଥାନୀୟ ଜମିମାଫିଆ ଙ୍କ ଇଂଗିତ ରେ ସହ ସହ ଘର ଓ ନୂଆ ବସ୍ତି ମୁଣ୍ଡ ଟେକିଲାଣି ଯାହା ସ୍ଥାନୀୟ ଜମି ମାଫିଆ ଭଲ ଦୁଇ ପଇସା ରୋଜଗାର କରିବାରେ ଏହା ଏକ ମାଧ୍ୟମ ସ୍ଥାନୀୟ R I ଅଫିସ ନିକଟରେ ହୋଇ ଥିଲେ ମଧ୍ୟ R I ବାବୁ ଜଣଙ୍କ ଏହାର ତଦନ୍ତ କରୁନାହାନ୍ତି ଯାହା ବିଭିନ୍ନ ଦେଶ...
ଦେବୀ ନଦୀ ଓ କନ୍ଦଳ ନଦୀରେ ଜଳଭଣ୍ଡାର ନିର୍ମାଣ ଦାବୀ ଉପରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସମୟ ମାଗିଲା ଏସ ୟୁ ଯେ. ଜଗତସିଂହପୁର | ~~~~~~~~~~~~~~ ଜଗତସିଂହପୁର 7/6/2025ଦେବୀନଦୀ ଓ କନ୍ଦଳ ନଦୀରେ ଜଳ ଭଣ୍ଡାର ନିର୍ମାଣଦାବୀ କରିବା ପାଇଁ ସ୍ଥନୀୟ ଜନ ସଭା ରେ ଏକ ସର୍ବଦଳୀୟ କମିଟି ଗଠନ କରାଯାଇଛି |ଯେଉଁ କମିଟି ରେ ଅବସର ପ୍ରାପ୍ତ ସଚିବ. ମୁଖ୍ୟଯନ୍ତ୍ରୀଙ୍କ ସମେତ 25ଜଣ ଅଛନ୍ତି |ନିଆଳି ବିଧାୟକ ଓ ଜଗତସିଂହପୁର ଙ୍କ ସୁପାରିଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ |ଏଥି ପାଇଁ ସି. ଏମ. ଅଫିସ କୁ ଏସ ୟୁ ଯେ ଜଗତସିଂହପୁର ତରଫରୁ ଅନୁମତି...
ଜନକଲ୍ୟାଣ ସେବା ସମବାୟ ସମିତି ରେ ମୁଗମଣ୍ଡି ଉଦଘାଟନ ତିର୍ତ୍ତୋଲ-୭/୬-(ରିପୋର୍ଟ-ଟୁକନ ସେଠୀ)-ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସରକାର ମେ ମାସ ୨୪ ତାରିଖରେ ନିର୍ଦ୍ଦେଶ ଦେଲାପରେ ଜୁନ ମାସ ପ୍ରଥମ ସପ୍ତାହରୁ ଆମ ରାଜ୍ୟ ରେ ମୁଗମଣ୍ଡି ଖୋଲାଯିବାର ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ତିର୍ତ୍ତୋଲ ବ୍ଲକ, ଝଙ୍କଡ଼ ସାରଳା...
ଫଳକ ଉଦଘାଟନ ପୂର୍ବରୁ ଫଳକ ଭଙ୍ଗାକୁ ନେଇ ଚର୍ଚ୍ଚା ନାଉଗାଁ, ୭/୦୬/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକରେ ଏବେ ବିଜେଡି ଓ ବିଜେପି ମଧ୍ୟରେ ଚକାପଞ୍ଚା ଚାଲିଥିବା ଦେଖିବାକୁ ମିଳିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଦୁଇ ଗୋଷ୍ଠୀର କର୍ମୀ ମାନଙ୍କ ମଧ୍ୟରେ ଏବେଠୁ ଚାଲୁଥିବା ଟଣାଘୋଷରା ଏବେ ପଦାକୁ ଆସିଥିବା ଦେଖିବାକୁ ମିଳିଛି। ତେବେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ କରିବାକୁ ଗ୍ରାମ୍ୟ ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଏହି ବ୍ଲକ ରୋହିଆ ପଞ୍ଚାୟତର ଆରଖକୁଦ ଗୋଠ ଦଣ୍ଡା ଠାରେ ୩କୋଟ ଉର୍ଦ୍ଧ ଟଙ୍କା ବିନିମୟରେ ଏକ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ...