Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

କୃତୀ ପ୍ରଧାନଶିକ୍ଷକ ସ୍ବର୍ଗତ ରଂଜିତ କୁମାର ପରିଜାଙ୍କ ଶ୍ରଦ୍ଧାଞ୍ଜଳି ସଭା

ତିର୍ତୋଲ | 07/06/2025 | ବିକ୍ରମ ଓଡ଼ିଶା ନିୟୁଜ

କୃତୀ ପ୍ରଧାନଶିକ୍ଷକ ସ୍ବର୍ଗତ ରଂଜିତ କୁମାର ପରିଜାଙ୍କ ଶ୍ରଦ୍ଧାଞ୍ଜଳି ସଭା ତିର୍ତ୍ତୋଲ ୭/୬- (ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ କୃତୀ ପ୍ରଧାନଶିକ୍ଷକ ତେନ୍ତୁଳିପଦା ଆଖଣ୍ଡଳେଶ୍ୱର ମନ୍ଦିରର ଅନ୍ୟତମ ନିର୍ମାତା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରମୁଖ ଅଂଶୀଦାର କାର୍ଯ୍ୟକର୍ତ୍ତା ଓ ଝଙ୍କଡ଼ ସାହିତ୍ୟ ସଂସଦ ପ୍ରତିଷ୍ଠାତା ସଭ୍ୟ ଦିବଂଗତ ରଂଜିତ କୁମାର ପରିଜାଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ତେନ୍ତୁଳିପଦା ସ୍ଥିତ ଆଖଣ୍ଡଳେଶ୍ୱର ମନ୍ଦିର ପରିସରରେ ଝଙ୍କଡ଼ ସାହିତ୍ୟ ସଂସଦ ଦ୍ୱାରା ପ୍ରାୟୋଜିତ ଏହି ସଭା ରେ ଅନୁଷ୍ଠାନର ଉପ ସଭାପତି ସୁରେଶ ଚନ୍ଦ୍ର ମହାନ୍ତି ଅଧକ୍ଷତା କରିଥିଲେ l ମୁଖ୍ୟ...

Article Image

କନିମୁଳ ପଞ୍ଚାୟତରେ ବିକଶିତ କୃଷି ସଂକଳ୍ପ ଅଭିଯାନ

ତିର୍ତ୍ତୋଲ | 07/06/2025 | ବିକ୍ରମ ଓଡ଼ିଶା ନିୟୁଜ

କନିମୁଳ ପଞ୍ଚାୟତରେ ବିକଶିତ କୃଷି ସଂକଳ୍ପ ଅଭିଯାନ* ତିର୍ତ୍ତୋଲ ୭/୬- (ରିପୋର୍ଟ-ଟୁକନ ସେଠୀ)ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମର ମା ଦିଗବାରୁଣୀ ପୀଠ ପରିସରରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ତରଫରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବରିଷ୍ଠ ବୈଜ୍ଞାନିକ ଏନ ଆଇ ଏଫ ଏମ ସି ମୋନାଲିସା ସାହୁ, ନିମକଣା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟଜିତ ସରିତା ଦାସ, ତିର୍ତ୍ତୋଲ କୃଷି ଅଧିକାରୀ ମନସ୍ବିନ ଲେଙ୍କା, ତିର୍ତ୍ତୋଲ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ୱେତପଦ୍ମା ଭୋଇ, କନିମୁଳ କୃଷି ଅଧିକାରୀ ଦେବାଶିଷ ଦାସ, କନିମୁଳ ପଞ୍ଚାୟତ କାର୍ଯ୍ନିର୍ବାହୀ...

Article Image

ଇଦୁଲୁ ଜୁହାରେ ଗୋମାସଂ କୁ ନେଇ ଏବିରିସଂ ରେ ଉତେଜନା

ତିର୍ତୋଲ | 07/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଇଦୁଲୁ ଜୁହାରେ ଗୋମାସଂ କୁ ନେଇ ଏବିରିସଂ ରେ ଉତେଜନା *କଟା ଗୋମାଂସ ର ଅଂଶ କୁ ଜବତ କଲା ପୋଲିସ।* ତିର୍ତୋଲ 7/6 : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଇବ୍ରିସିଙ୍ଗ ପଞ୍ଚାୟତ ବଡ଼ମଠ ଠାରେ ଥିବା ମୁସଲିମ ସାହିରେ ଇଦୁଲ ଜୁହା ପର୍ବ ପାଳନ ନିମନ୍ତେ ଭୋଜିଭାତ ଉଦେଶ୍ୟ ରେ ଗୋରୁ ମାଂସ କଟା ହେଉଥିବା ବେଳେ ସ୍ଥାନୀୟ ଲୋକ ବିରୋଧ କରିଥିଲେ। ଯାହାକୁ ନେଇ ହିନ୍ଦୁ ମୁସଲିମ ଙ୍କ ବିରୋଧରେ ଗଣ୍ଡଗୋଳ ଆରମ୍ଭ ହବା ସହ ସ୍ଥାନୀୟ ଗ୍ରାମ ବାସି ରାସ୍ତା ଅବରୋଧ କରିଥିଲେ।ଉକ୍ତ ସ୍ଥାନରେ ତିର୍ତ୍ତୋଲ ଥାନା ଅଧିକାରୀ ପହଂଚି କଟା ଯାଉଥିବା...

Article Image

ବୃଦ୍ଧା ନଦୀ ସଫେଇ ବେଳେ ଜେସିବିକୁ ଅଟକାଇଲେ ଗ୍ରାମ ବାସୀ

କୁଜଙ୍ଗ | 07/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବୃଦ୍ଧା ନଦୀ ସଫେଇ ବେଳେ ଜେସିବିକୁ ଅଟକାଇଲେ ଗ୍ରାମ ବାସୀ କୁଜଙ୍ଗ 7/6 କୁଜଙ୍ଗ ତିର୍ତୋଲ ଏରସମା ଦେଇ ପ୍ରବାହିତ ବୃଦ୍ଧା ନଦୀକୁ ଜଗତସିଂହପୁର ଡ୍ରେନ ଅଧିକ୍ଷଣ ଯନ୍ତ୍ରୀ ଙ୍କ ଏରସମା ଡ୍ରେନଜ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ତଦାରଖ ରେ ସଫେଇ କରିବାକୁ ଥିବା ବେଳେ ସମ୍ପୃକ୍ତ ଠିକାଦାର ନିଜ ମନମାନୀରେ ଜେସିବି ଲଗେଇ ନିନ୍ମ ମାନର କାମ କରୁଥିବାଇ ସରିକି ଗ୍ରାମର ଅନ୍ତର୍ଯ୍ୟମି ପରିଡା, ମାୟା ଧର ସ୍ୱାଇଁ, ଗୋପାଳ ମନ୍ତ୍ରୀ, ଗୌରହାରୀ ସାହୁ, ବାଚସ୍ପତି ସାହୁ, ଜ୍ୟୋତି ରଞ୍ଜନ ମନ୍ତ୍ରୀ, ସୁଦାମ ମନ୍ତ୍ରୀ ଆଦି ଗ୍ରାମବାସୀ ସେହି ଗ୍ରାମର ଅନ୍ତର୍ଯ୍ୟାମୀ ପରିଡାଙ୍କ ନେତୃତ୍ୱ ରେ ବୃଦ୍ଧା...

Article Image

ଶାରଳା ମହାମଣ୍ଡଳ ସ୍ୱାଧ୍ୟାୟ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି,

କୁଜଙ୍ଗ | 07/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଂଚାୟତ ରେ ଥିବା କଲ୍ୟାଣୀ ମଣ୍ଡପ ଠାରେ ଶାରଳା ମହାମଣ୍ଡଳ ସ୍ୱାଧ୍ୟାୟ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି, ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଶ୍ରୁତି ନାଶର ଅଧକ୍ଷ ସ୍ୱାମୀଜୀ ସୁଧାନନ୍ଦ ସରସ୍ବତୀ, ମୁଖ୍ୟ ବକ୍ତା ଅଭିରାମ ମହନ୍ତ,ସଂମାନୀତ ଅତିଥି ଗଣହେଲେ ଶାରଳା ମହାମଣ୍ଡଳ ସ୍ୱଧାୟ ସାଧୁ ସମ୍ମିଳନୀ ଗୋପିଆ କୁଦ (କାଳିଆପାଟ) ର ପ୍ରତିଷ୍ଠାତା ତଥା ଯୁବ ସମାଜସେବୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ରାଉତ, ପଂଚାୟତ ର ସରପଞ୍ଚ ଶ୍ରୀନିବାସ ସ୍ୱାଇଁ,ପରିଚାଳନା କମିଟିର ସଭାପତି ତରଣୀ ରାଉତ, ସମ୍ପାଦକ ବୁଦ୍ଧଦେବ ଦଳାଇ ଓ ପ୍ରସନ୍ନ ତରାଇ, ଉପଦେଷ୍ଟା ହରିହର ସାମଲ...

Article Image

ଜନାର୍ଦ୍ଦନପୁର ଗ୍ରାମର ଦୁଃଖ ପ୍ରଶାସନ ଶୁଣିବ କେବେ?

ତିର୍ତ୍ତୋଲ | 07/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଜନାର୍ଦ୍ଦନପୁର ଗ୍ରାମର ଦୁଃଖ ପ୍ରଶାସନ ଶୁଣିବ କେବେ? _ତିର୍ତ୍ତୋଲ-୭/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକର ଗୋପାଳପୁରଶଂଖେଶ୍ଵର ପଞ୍ଚାୟତର ଜନାର୍ଦ୍ଦନ ପୁର ଗ୍ରାମ ସରକାରଙ୍କ ତରଫରୁ ରାଜସ୍ବ ଗ୍ରାମ ଘୋଷଣା ହେବାର ଦୀର୍ଘ ୩ ବର୍ଷ ବ୍ୟତୀତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାଜସ୍ଵ ଗ୍ରାମର ସମସ୍ତ ସୁବିଧା ମିଳିପାରିନାହିଁ, ଯାହାଦ୍ଵାରା ଗ୍ରାମବାସୀଙ୍କର ଆବଶ୍ୟକ ସରକାରୀ କାଗଜପତ୍ର ତଥା ନକ୍ସାରେ ଉପଯୁକ୍ତ ସଂଶୋଧନ କାର୍ଯ୍ୟ ସଂପାଦିତ ହୋଇନାହିଁ । ଯାହା ଫଳରେ ଆଧାରକାର୍ଡ ଆୟୁଷ୍ମାନ କାର୍ଡ,ପ୍ୟାନ୍‌କାର୍ଡ଼ ରେସନ କାର୍ଡ଼ ଭୋଗ ପରିଚୟପତ୍ର କାର୍ଡ଼ ଓ ଜମିଜମା ସଂକ୍ରାନ୍ତୀୟ କାଗଜପତ୍ରରେ ସଂଶୋଧନ କରିବା ସମ୍ଭବପର ହୋଇପାରୁନାହିଁ । ଅନେକ ବାର ଲିଖିତ ଓ...

Article Image

କୁଚେଇବୁଢୀ ମା ଲକ୍ଷ୍ମୀ ମନ୍ଦିରରେ ଆୟୋଜିତ ହେଲା ଲକ୍ଷ୍ମୀ ନାରାୟଣ ବିବାହ ଉତ୍ସବ

ବାମନଘାଟୀ | 06/06/2025 | ବିକ୍ରମ ଓଡ଼ିଶା ନିୟୁଜ

: କୁଚେଇବୁଢୀ ମା ଲକ୍ଷ୍ମୀ ମନ୍ଦିରରେ ଆୟୋଜିତ ହେଲା ଲକ୍ଷ୍ମୀ ନାରାୟଣ ବିବାହ ଉତ୍ସବ : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ କୁଚେଇବୁଢୀରେ ବିରାଜମାନ ମା ଲକ୍ଷ୍ମୀ ମନ୍ଦିରରେ ଲକ୍ଷ୍ମୀ ନାରାୟଣଙ୍କ ବିବାହ ଉତ୍ସବ ମହାଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି l...

Article Image

ନବ ବିବାହିତ ମହିଳାଙ୍କର ମୃତ୍ୟୁ,ନଣନ୍ଦଙ୍କୁ ଗିରଫ ଦାବିରେ ଥାନା ଘେରାଉ କଲେ ଶତାଧିକ ମହିଳା

ଏରସମା | 06/06/2025 | ବିକ୍ରମ ଓଡ଼ିଶା ନିୟୁଜ

ନବ ବିବାହିତ ମହିଳାଙ୍କର ମୃତ୍ୟୁ,ନଣନ୍ଦଙ୍କୁ ଗିରଫ ଦାବିରେ ଥାନା ଘେରାଉ କଲେ ଶତାଧିକ ମହିଳାଏରସମା :ତା ୬/୬/୨୫ ଅଭୟଚାନ୍ଦପୁର ଥାନା ଅଧିନ ଗଡକୁଜଙ୍ଗ ଗ୍ରାମରେ ଗତ ଶନିବାର ରାତ୍ରୀରେ ଏକ ଅଭାବନୀୟ ଘଟଣାରେ ନବ ବିବାହିତ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଗଡକୁଜଙ୍ଗ ଗ୍ରାମର ସୁବାସ ମହାନ୍ତି ଙ୍କ ଝିଅ ସୋନାଲି ସୁଚିସ୍ମିତା ମହାନ୍ତି(୨୪)ଙ୍କର ସେହି ଗ୍ରାମର ଅଭିରାମ ସାହୁଙ୍କ ଏକ ମାତ୍ର ପୁଅ ଅରବିନ୍ଦ ସାହୁଙ୍କ ସହିତ ଗତ ଡିସେମ୍ବର ମାସ ଚାରି ତାରିଖରେ ବୈଦିକ ରୀତିରେ ବିଭାହ ପରିବାର ବୁଝାବଣା ହୋଇଥିଲା । ସ୍ଥାନୀୟ ଅଭୟ ଚାନ୍ଦ ପୁର ଥାନାରେ ଝିଅର ବାପା ସୁବାସ...

Article Image

ଶାଳୀ କୁ ଗାଁ ଦାଣ୍ଡରେ ହତ୍ୟା

ଗଂଜାମ | 06/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଶାଳୀ କୁ ଗାଁ ଦାଣ୍ଡରେ ହତ୍ୟା ଗଂଜାମ ,ଜଗନ୍ନାଥ ପ୍ରସାଦ ୦୬/୦୬ :- ଜମିଜୁମା ବିବାଦକୁ ନେଇ ଘଟିଛି ଜଙ୍ଘନ୍ୟ ହତ୍ୟାକାଣ୍ଡ I ଦୁଇ ହାତ ଓ ମୁଣ୍ଡକୁ ଚୋଟ ପରେ ଚୋଟ ମାରିବା ପରେ ଚାଲିଗଲା ଜୀବନ । ମହିଳା ଜଣଙ୍କ ଛଟ ପଟ ହୋଇ ଚାଲିଯାଇଥିବା ସେହି ଅଞ୍ଚଳରେ ଘଟିଛି । ସେ ଜଣେ କାର୍ଯ୍ୟରତ୍ତ ଆଶାଦିଦି ଅଛନ୍ତି Iସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଥାନା ଅଧୀନ ଚଢିଆପଲ୍ଲୀ ଗ୍ରାମ ଗ୍ରାମ ବଉଳ ସାହିରେ ଏହି ହତ୍ୟାକାଣ୍ଡ ଘଟିଯାଇଛି I ମୃତ ଜଣକ ହେଉଛନ୍ତି ଜଗନ୍ନାଥ...

Article Image

୧୨୦ବର୍ଷର ମହାବୀର ମନ୍ଦିର ର ପାଶ୍ୱ ଦେବତାଙ୍କ ବିଗ୍ରହ ପ୍ରତିଷ୍ଠା ଦିବସ ଅନୁଷ୍ଠିତ।

ଖୋର୍ଦ୍ଧା | 06/06/2025 | ବିକ୍ରମ ଓଡ଼ିଶା ନିୟୁଜ

୧୨୦ବର୍ଷର ମହାବୀର ମନ୍ଦିର ର ପାଶ୍ୱ ଦେବତାଙ୍କ ବିଗ୍ରହ ପ୍ରତିଷ୍ଠା ଦିବସ ଅନୁଷ୍ଠିତ। _୧୨୦ବର୍ଷର ସର୍ବ ପୂର୍ବତନ ମହାବୀର ମନ୍ଦିର।ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ସାନରାଉତପଡା ଗ୍ରାମରେ ପ୍ରତିଷ୍ଠିତ ଦକ୍ଷିଣ ମୁହାଁ ହନୁମାନ ମନ୍ଦିର।ହନୁମାନ ମନ୍ଦିର ଚାରିପାଖରେ ଥିବା ପାର୍ଶ୍ୱ ଦେବତାଙ୍କ ବିଗ୍ରହ ପ୍ରତିଷ୍ଠା ସହିତ ମହାଯଜ୍ଞ ମହା ସମାରୋହରେ ଅନୁଷ୍ଠିତ।୨୦୦ମାନସିକ ଧାରି ମହିଳା ଓ ପୁରୁଷ ମାନେ ଏକ ବିରାଟ ଶୋଭାଯାତ୍ରାରେ ପୁସ୍କରୀଣୀରୁ କଳସୀରେ ପାଣି ଯଜ୍ଞ ମଣ୍ଡପକୁ ଆଣିବା ପରେ ମହାଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ମନ୍ଦିର ଚାରି ପାଶ୍ୱର୍ରେ ଥିବା ବିଗ୍ରହଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି। କାର୍ଯ୍ୟକ୍ରମରେ ବିଶେଷ୍ଟ ପଣ୍ଡିତ ମାନେ ମନ୍ତ୍ର...

Article Image

କୁଞ୍ଜବନ-ମୋଟାବାଡି ରାସ୍ତାର ଅବସ୍ଥା ଶୋଚନୀୟ , ପ୍ରତିକାର ଦାବି

ବୁଗୁଡ଼ା | 06/06/2025 | ବିକ୍ରମ ଓଡ଼ିଶା ନିୟୁଜ

କୁଞ୍ଜବନ-ମୋଟାବାଡି ରାସ୍ତାର ଅବସ୍ଥା ଶୋଚନୀୟ , ପ୍ରତିକାର ଦାବି ବୁଗୁଡ଼ା,୦୬/୦୬(ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ଅନ୍ତର୍ଗତ କୁଞ୍ଜବନ ଗାଁଠାରୁ ମୋଟାବାଡି ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଅନେକ ସ୍ଥାନରେ ପାଣି ଜମି ରହୁଛି। ଫଳରେ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ହେଉଛି। ପୂର୍ବରୁ ସେହି ରାସ୍ତାଟି ଲଟାବୁଦା ମାଡିଯାଇ ସଂକୀର୍ଣ୍ଣ ଓ ଶୋଚନୀୟ ଅବସ୍ଥାରେ ରହିଥିଲା। ଠାଏଁ ଠାଏଁ ଖାଲଖମା ଯୋଗୁଁ ପଦଚାରୀ ଏବଂ ଯାନବାହାନ ଚଳାଚଳରେ ସମସ୍ଯା ସୃଷ୍ଟି କରୁଥିଲା। ଏ ନେଇ ଖବର ପ୍ରକାଶ ପାଇବା ପରେ ଗତ ବର୍ଷ ମୋରମ ପକାଯାଇ ରାସ୍ତାର...

Article Image

ବୀର ବଜରଙ୍ଗୀ କ୍ଳବ୍ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

ବୁଗୁଡ଼ା | 06/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବୀର ବଜରଙ୍ଗୀ କ୍ଳବ୍ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ବୁଗୁଡ଼ା,୦୬/୦୬(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କାନସୁକା ଗ୍ରାମର ବୀର ବଜରଙ୍ଗୀ କ୍ଳବ୍ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାନସୁକା ଗ୍ରାମର ସନ୍ତୋଷୀ ମନ୍ଦିର ଠାରୁ ସେହି ଗ୍ରାମର ସ୍କୁଲ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଲଟାବୁଦା ହୋଇ ବର୍ଷା ହେଲେ ପାଣି ଜମି ରାସ୍ତାଟି କାଦୁଆ ହୋଇ ରହୁଥିଲା। ସେହି ରାସ୍ତା ଟି କୁ ବୀର ବଜରଙ୍ଗୀ କ୍ଳବ୍ ର ସଦସ୍ୟ ମାନେ ଓ ଛୋଟ ପିଲା ମାନେ ମିଶି ରାସ୍ତାଟି ସଫା କରିଥିଲେ।ଏହି କାର୍ଯ୍ୟକ୍ରମ ଟି ବୀର ବଜରଙ୍ଗୀ କ୍ଳବର ସଭାପତି ଜଗନ୍ନାଥ ବିଷୋୟୀଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହୋଇଯାଇଛି।ଏହି...