Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

ରାଇରଙ୍ଗପୁରରେ ଖୋଲିଲା ସିଟି ବାଜାର ମେଟ୍ରୋ

ରାଇରଙ୍ଗପୁର | 06/06/2025 | ବିକ୍ରମ ଓଡ଼ିଶା ନିୟୁଜ

ରାଇରଙ୍ଗପୁରରେ ଖୋଲିଲା ସିଟି ବାଜାର ମେଟ୍ରୋ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ପୌରପାଳିକା ଗଢ ଗ୍ରାମ ବନ୍ଧ ନିକଟରେ ସିଟି ବାଜାର ମେଟ୍ରୋ ଜମି ମାଲିକ ସନ୍ତୋଷ କୁମାର ବେହେରା, ନରେଶ ଚନ୍ଦ୍ର ବେହେରା, ଗୌରୀଶଙ୍କର ବେହେରା, ମଲ ମାଲିକ ଆଶିଷ ସଫାର, ଜେନେରାଲ ମ୍ଯାନେଜର ଅମିତ ଅଗ୍ରୱାଲ ଓ ଏରିଆ ମ୍ଯାନେଜର ମୁକେଶ ଚୌଧୂରୀଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି l...

Article Image

ସଂସ୍କୃତି ବତୁରା ନିଆଳି ମାଟିରେ ଜଳିଲା ପୂଜ୍ୟ ପୂଜାର ଅମ୍ଲାନ ଦୀପାଳି ମନେପଡିଲେ ଋଷିପ୍ରତିମ ଶିକ୍ଷକ ବନମାଳୀ ବ୍ରହ୍ମଚାରୀ |

ଜଗତସିଂହପୁର | 06/06/2025 | ବିକ୍ରମ ଓଡ଼ିଶା ନିୟୁଜ

ସଂସ୍କୃତି ବତୁରା ନିଆଳି ମାଟିରେ ଜଳିଲା ପୂଜ୍ୟ ପୂଜାର ଅମ୍ଲାନ ଦୀପାଳି ମନେପଡିଲେ ଋଷିପ୍ରତିମ ଶିକ୍ଷକ ବନମାଳୀ ବ୍ରହ୍ମଚାରୀ | ~~~~~~~~~~~~~ ଜଗତସିଂହପୁର /ନିଆଳି 6/6/2025(ସରୋଜ ନାୟକଙ୍କ ରିପୋର୍ଟ )ନିଖିଳ ଉତ୍କଳ ନିମ୍ନ ମାଧ୍ୟ୍ୟମିକ ଅବସର ପ୍ରାପ୍ତ ଶିକ୍ଷକ ମଞ୍ଚ ପକ୍ଷରୁ ଶିକ୍ଷକ ଗୌରବ ବନମାଳୀ ବ୍ରାହ୍ମଚାରୀ ଙ୍କ 36ତମ ଶ୍ରାଦ୍ଧ ଦିବସରେ. 6/6/2025ତାରିଖ ରେ କଟକ ଜିଲ୍ଲା ନିଆଳିର ବିନିଶିପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏକ ଚିନ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଶିକ୍ଷକ ଓ ଶ୍ରଦ୍ଧାଳୁ ଯୋଗଦାନ କରି ବ୍ରାହ୍ମଚାରୀଙ୍କ ସ୍ମୃତି ଚାରଣ କରିଥିଲେ |ମଞ୍ଚର ସଭାପତି ଭାଗ୍ୟଧର ପ୍ରଧାନ...

Article Image

ଶତାବ୍ଦୀ ପୁରୁଷ ପଣ୍ତିତ ନଗେନ୍ଦ୍ର କୁମାର ଦାଶ ଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା

ତିର୍ତ୍ତୋଲ | 06/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଶତାବ୍ଦୀ ପୁରୁଷ ପଣ୍ତିତ ନଗେନ୍ଦ୍ର କୁମାର ଦାଶ ଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ତିର୍ତ୍ତୋଲ-୬/୬-(ରିପୋର୍ଟ-ଟୁକନ ସେଠୀ)- ବିଶିଷ୍ଟ ଶିକ୍ଷାବିତ୍ ଆଦର୍ଶ ସଂସ୍କୃତଶିକ୍ଷକ, କର୍ମକାଣ୍ଡ ପ୍ରବୀଣ, ଛାତ୍ରବତ୍ସଳ ତଥା ସର୍ଵଗୁଣ ସମ୍ପନ୍ନ ପଣ୍ତିତ ନଗେନ୍ଦ୍ର କୁମାର ଦାଶ ( ୧୦୧ ) ଙ୍କର ପଵିତ୍ର ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ସଅଁରl ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଗତ ଶୁକ୍ରବାର ଦିନ ଅପରାହ୍ନରେ ଆୟୋଜିତ ଏହି ସଭାରେ ରାଜ୍ୟ ଜନଗଣନା ବିଭାଗ ର ପ୍ରାକ୍ତନ ନିର୍ଦ୍ଦେଶକ ନିରଞ୍ଜନ ପଣ୍ଡା ସଭାପତିତ୍ବ କରିଥିଲାବେଳେ, ସ୍ବର୍ଗତ ପଣ୍ତିତଙ୍କର ପୁରାତନ ଛାତ୍ର ପ୍ରାକ୍ତନ ପ୍ରଧାନଶିକ୍ଷକ...

Article Image

କୁଜଙ୍ଗ ବାର ଆସୋସିଏସନ୍ ତରଫରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି

କୁଜଙ୍ଗ | 06/06/2025 | ବିକ୍ରମ ଓଡ଼ିଶା ନିୟୁଜ

କୁଜଙ୍ଗ ବାର ଆସୋସିଏସନ୍ ତରଫରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି ଆମ ପରିବେଶ କୁ ଚାରିପାଖକୁ ଆମେ ନଷ୍ଟ କରିଦେଇଛୁ। ଭବିଷ୍ୟତ ର ଚିନ୍ତା କରୁନାହୁ। ଏହାଦ୍ବାରା କଳକାରଖାନା, ଗଛ କାଟିବା, ରାସ୍ତା ଘାଟ ରେ ଯାନ ବାହନ ଚଳାଚଳ ବୃଦ୍ଧି କରିବା ସମୁଦ୍ର ପାଣିକୁ ପ୍ରଦୂଷିତ କରିବା ଉପରେ ଆମେ ଗୁରୁତ୍ଵ ଦେଉନାହୁଁ । ଯାହାଫଳରେ ଆମ ଚାରିପାଖ ପ୍ରଦୂଷିତ ହୋଇଯାଇଛି। ଏଥିପାଇଁ ଏବେଠାରୁ ଆମକୁ ଗୁରୁତ୍ଵ ର ସହ ଚିନ୍ତା କରିବାର ଆବଶ୍ୟକତା ଅଛି ବୋଲି ମାନବିକ ଅଧିକାରୀ କମିଶନ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ କହିଛନ୍ତି।କୁଜଙ୍ଗ ସୂଚନା ଭଵନ ଠାରେ ଆୟୋଜିତ ଏକ ସଭାରେ...

Article Image

ବିଶ୍ୱ ପରିବେଶ ଦିବସ ପାଳିତ

କାକଟପୁର | 05/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଶ୍ୱ ପରିବେଶ ଦିବସ ପାଳିତ କାକଟପୁର ତା ୫/୬,( ତୁଷାର ଦୀକ୍ଷିତ ) ଆଜି ବିଶ୍ୱ ପରିବେଶ ଦିବସ। ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହୁଏ। ଏହି ଦିନ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା। ବିଶ୍ୱର ପ୍ରାୟ ୧୪୩ଟି ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଇଥାଏ। ମଣିଷ ନିଜର ଜାଣତରେ ହେଉ କିମ୍ବା ଅଜାଣତରେ ପରିବେଶ ପ୍ରତି ଅନେକ ଅନ୍ୟାୟ କରିଥାଏ। ନିଜର ଉନ୍ନତି ଓ ଜୀବିକା ନିର୍ବାହ ପାଇଁ ଗଛ କାଟିବାଠାରୁ ଆରମ୍ଭ କରି କଳ କାରଖାନା ପ୍ରତିଷ୍ଠା, ଯାନବାହନ ତିଆରି...

Article Image

ବାଲି ଚୋରା ଚାଲାଣକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଦେବୀ ନଦୀ,ବାଲି ମାଫିଆ ଏବଂ ଖଣି ଅଧିକାରୀଙ୍କ ମଧୁଚନ୍ଦ୍ରିକା, ଦିନକୁ ଶହ ଶହ ଟ୍ରିପ ବାଲି ଚାଲାଣ

କାକଟପୁର | 05/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବାଲି ଚୋରା ଚାଲାଣକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଦେବୀ ନଦୀ,ବାଲି ମାଫିଆ ଏବଂ ଖଣି ଅଧିକାରୀଙ୍କ ମଧୁଚନ୍ଦ୍ରିକା, ଦିନକୁ ଶହ ଶହ ଟ୍ରିପ ବାଲି ଚାଲାଣ କାକଟପୁର ତା ୫/୬ ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲାର ପ୍ରମୁଖ ନଦୀ ମଧ୍ୟରୁ ଅନ୍ୟତମ ନଦୀ ଦେବୀ ନଦୀ । ଏହି ଦେଵୀନଦୀ ଏବେ ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି । ରୀତିମତ ଏହି ନଦୀରୁ ଟ୍ରାକ୍ଟର, ହାଇୱା ମାଧ୍ୟମରେ ଶହ ଶହ ଟ୍ରିପ ବାଲି ଚୋରାଚାଲାଣ ହେଉଛି । ତହସିଲ ଅଧିନରେ ବାଲି ସୌରାତ ଥିବାବେଳେ ତହସିଲ ପକ୍ଷରୁ ଚଢାଉ କରାଯାଇ ଜରିମନା ଆଦାୟ କରାଯାଉଥିଲା । କିନ୍ତୁ ବର୍ଷାଧିକ...

Article Image

ପରିବେଶ ସୁରକ୍ଷା ସଚେତନତା ଶୋଭାଯାତ୍ରା

ବୁଗୁଡା | 05/06/2025 | ବିକ୍ରମ ଓଡ଼ିଶା ନିୟୁଜ

ପରିବେଶ ସୁରକ୍ଷା ସଚେତନତା ଶୋଭାଯାତ୍ରା ବୁଗୁଡା ,୦୫/୦୬(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବନ ବିଭାଗ ପକ୍ଷରୁ ବିଶ୍ବ ପରିବେଶ ଦିବସ ଅବସରରେ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଶୋଭାଯାତ୍ରାରେ ଛାତ୍ରଛାତ୍ରୀ ଏବଂ ବନ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ। ବନ ବିଭାଗ କାର୍ଯ୍ୟାଳୟ ପରିସରରୁ ଏହି ଶୋଭାଯାତ୍ରା ବାହାରି ନଗର ଭ୍ରମଣ କରି ପ୍ଲାଷ୍ଟିକ ମୁକ୍ତ ଏବଂ ବୃକ୍ଷ ଯୁକ୍ତ ପରିବେଶ ସୃଷ୍ଟି ସକାଶେ ଜନସଚେତନତା ସୃଷ୍ଟି କରିଥିଲେ।

Article Image

ଅଧ୍ୟକ୍ଷ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

କାକଟପୁର | 05/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଅଧ୍ୟକ୍ଷ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ କାକଟପୁର 5/6 ( ତୁଷାର ଦୀକ୍ଷିତ ) କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରୀଗାଁ ପ୍ରାଚୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ, ବିଦ୍ୟାଳୟ ସମ୍ପାଦକ ତଥା ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ଡ଼ଃ ଦିଲ୍ଲୀପ କୁମାର ସେନାପତି ଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସର ରେ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ବିଜୟ କୁମାର ମୁଦୁଲି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମଙ୍ଗଳା ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରାଧ୍ୟାପକ ସୁଧୀର କୁମାର ଭୂୟାଁ, ମୁଖ୍ୟ ଵକ୍ତା...

Article Image

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ କାର୍ଯ୍ୟଦେଶ ତିନି ବର୍ଷ ପରେ ମଧ୍ୟ ନରଣପୁରୁ-ଗୋଠଦା ରାସ୍ତା ସମ୍ପୂର୍ଣ୍ଣ ହୋଇ ପାରିଲା

ନାଉଗାଁ | 05/06/2025 | ବିକ୍ରମ ଓଡ଼ିଶା ନିୟୁଜ

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ କାର୍ଯ୍ୟଦେଶ ତିନି ବର୍ଷ ପରେ ମଧ୍ୟ ନରଣପୁରୁ-ଗୋଠଦା ରାସ୍ତା ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ।ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ କାର୍ଯ୍ୟଦେଶ ତିନି ବର୍ଷ ପରେ ମଧ୍ୟ ନରଣପୁରୁ-ଗୋଠଦା ରାସ୍ତା ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ।ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ କାର୍ଯ୍ୟଦେଶ ତିନି ବର୍ଷ ପରେ ମଧ୍ୟ ନରଣପୁରୁ-ଗୋଠଦା ରାସ୍ତା ସମ୍ପୂର୍ଣ୍ଣ ହୋଇ ପାରିଲାପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ କାର୍ଯ୍ୟଦେଶ ତିନି ବର୍ଷ ପରେ ମଧ୍ୟ ନରଣପୁରୁ-ଗୋଠଦା ରାସ୍ତା ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ।ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ କାର୍ଯ୍ୟଦେଶ ତିନି ବର୍ଷ ପରେ ମଧ୍ୟ ନରଣପୁରୁ-ଗୋଠଦା ରାସ୍ତା ସମ୍ପୂର୍ଣ୍ଣ ହୋଇ ପାରିଲା

Article Image

ସେଲ୍ଫି ନେବା ଯୁବକ କୁ ହେଲା କାଳ, ଦେବୀ ନଦୀ ପୋଲ ରୁ ଖସି ପଡି ଯୁବକ ନିଖୋଜ

ନାଉଗାଁ | 05/06/2025 | ବିକ୍ରମ ଓଡ଼ିଶା ନିୟୁଜ

ସେଲ୍ଫି ନେବା ଯୁବକ କୁ ହେଲା କାଳ, ଦେବୀ ନଦୀ ପୋଲ ରୁ ଖସି ପଡି ଯୁବକ ନିଖୋଜ ନାଉଗାଁ ୫/୦୬/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ଥାନା ଅଞ୍ଚଳ ର ବଛାଳ ପଞ୍ଚାୟତ ର ବଛାଳ ଗ୍ରାମର ଟୁକୁନା ଲେଙ୍କା କ 32 ବର୍ଷୀୟ ପୁଅ ସୂର୍ଯ୍ୟକାନ୍ତ ଲେଙ୍କା ଆଜି ଶିଖର ଦେବିନଦୀ ପୋଲ ଉପରେ ସେଲ୍ଫି ଉଠାଉ ଥିବା ସମୟରେ ନଦୀ ତଳକୁ ଖସି ପଡିଥିଲେ l ତେବେ ସ୍ଥାନୀୟ ଲୋକେ ଏହା ଦେଖି ନାଉଗାଁ ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲେ l ଘଟଣା ସ୍ଥଳରେ ନାଉଗାଁ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ...

Article Image

ଟ୍ରକ ଚକା ତଳେ ଚାପିହୋଇ ଅଷ୍ଟମ ଶ୍ରେଣୀ ଛାତ୍ର ର ମୂର୍ତ

ଗଞ୍ଜାମ | 05/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଟ୍ରକ ଚକା ତଳେ ଚାପିହୋଇ ଅଷ୍ଟମ ଶ୍ରେଣୀ ଛାତ୍ର ର ମୂର୍...() ଅଷ୍ଟମ ଶ୍ରେଣୀ ଛାତ୍ରକୁ ଚାପି ଦେଲା ଟ୍ରକ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ମଠ ସରସିଂ ଛକରେ ଘଟିଛି ଘଟଣା । ଘଟଣା ସ୍ଥଳରେ ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭଙ୍କର ନାୟକ ମୃତ । ଅଷ୍ଟମ ଶ୍ରେଣୀ ର ଶୁଭଙ୍କର ଓ ଦଶମ ଶ୍ରେଣୀ ଛାତ୍ର ସ୍ବପ୍ନଜିତ ନାହାକ ଟିୟୁସନ ରୁ ଏକ ସାଇକେଲ ନିଜ ଘରକୁ ଫେରୁଥିବା ବେଳେ କଟକ ରୁ ଆସିକା ଅଭିମୁଖେ ଯାଉଥିବା ଏକ ୧୪ ଚକିଆ ଟ୍ରକ ଯାହାର ନମ୍ବର OD05Y4697 ଦୃତ ଗତିରେ ସାଇକେଲ କୁ...

Article Image

ବିଶ୍ଵ ପରିବେଶ ଦିବସ ପାଳିତ

ଜଗତସିଂହପୁର | 05/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଶ୍ଵ ପରିବେଶ ଦିବସ ପାଳିତ ଳ ଜଗତସିଂହପୁର ତା=5/6/25 ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା ଙ୍କ ନିର୍ଦ୍ଦେଶ ଅନୁସାରେ ଓ ଜିଲ୍ଲା ସମ୍ପାଦକ ଜୟନ୍ତ କୁମାର ରାୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ଜୁନିଅର୍ ରେଡ୍ କ୍ରସ୍ ସଂଗଠନ ଦ୍ଵାରା ଜିଲ୍ଲା ସ୍ତରୀୟ ବିଶ୍ଵ ପରିବେଶ ଦିବସ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଳିସିଂହ ପରିସରରେ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଧନେଶ୍ଵର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିଥି ଭାବେ ଦିଲ୍ଲୀପ କୁମାର ଦାସ, ଜିଲ୍ଲା ଜୁନିଅର ରେଡ୍ କ୍ରସ୍ ଅଧିକାରୀ ତ୍ରିଲୋଚନ ସାହୁ, ବ୍ଲକ ସମ୍ପାଦକ ଶୁକଦେବ ଜେନା,...