ସ୍କାଉଟ୍ସ ଓ ଗାଇଡ୍ସ ତରଫରୁ ବିଶ୍ଵ ପରିବେଶ ଦିବସ ୨୦୨୫ ପାଳିତ* ଜଗତସିଂହପୁର ତା ୦୫/୦୬/୨୫: ନିଲେ ଝଣ୍ଡେ ୱାଲେ ଓପନ ୟୁନିଟ, ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ୍ ତରଫରୁ ବିଶ୍ଵ ପରିବେଶ ଦିବସ ଅଳକା ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସ ପାଳନ ର ମୁଖ୍ୟ ଲକ୍ଷ୍ୟ ଥିଲା ପ୍ଲାଷ୍ଟିକ ପ୍ରଦୂଷଣ କୁ ସଂପୂର୍ଣ୍ଣ ରୂପେ ମୂଳପୋଛ କରିବା lଏହି ପରିପେକ୍ଷୀରେ ପ୍ରଥମେ ବାଡେନ୍ ପାୱେଲ ଓ ଲେଡି ବାଡେନ ପାୱେଲ୍ ଙ୍କ ଫଟୋ ରେ ମାଲ୍ୟାର୍ପଣ ଓ ବୈଦିକ ମନ୍ତ୍ର...
ଆମ ପଂଚାୟତ ଆମ ଦାଇତ୍ୱ ତିର୍ତ୍ତୋଲ-୫/୬-(ରିପୋର୍ଟ-ଟୁକନ ସେଠୀ) ଆଜି କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ଙ୍କ ନେତୃତ୍ବରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ଗ୍ରାମ ପଞ୍ଚାୟତ ରେ ‘’ ଆମ ପଞ୍ଚାୟତ ଆମ ଦାୟିତ୍ବ କାର୍ଯ୍ଯକ୍ରମ’’ ଅନୁଷ୍ଠିତ ହୋଇଥିଲା । ଇଂ ମଲ୍ଲିକ ସାଧାରଣ ଲୋକ ଙ୍କ ସହ ପାଖାପାଖି ୧୫ ଜଣ ଅସୁସ୍ଥ ହୋଇଥିବା ଲୋକମାନଙ୍କୁ ଭେଟି ସେମାନକଂ ସୁଖ ଦୁଃଖ ଓ ସ୍ବାସ୍ଥ୍ଯ ଅବସ୍ଥା ପଚାରି ବୁଝିବା ସହ ମହିଳା ଓ ଯୁବକ ମାନଙ୍କୁ ଭେଟି କିପରି ମହିଳା ଓ ଯୁବ କଂଗ୍ରେସ କୁ ସୁଦୃଢ କରାଯିବା ସେ ଦିଗରେ ପଦକ୍ଷେପ ନେଇଥିଲେ । ପଞ୍ଚାୟତ...
ନିଉ ଏରା ପବ୍ଲିକ ସ୍କୁଲକୁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର ବୁଗୁଡ଼ା ,୦୫/୦୬(ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିୟୁ ଏରା ପବ୍ଲିକ ସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି। ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶାର ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଏହି ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ର ସଂରକ୍ଷଣ ତଥା ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ...
ତିର୍ତୋଲ ଏମ. ଏସ ଏକାଡେମୀରେ ହାଇକୋଟ ମୁଖ୍ୟ ବିଚରା ପତି ଙ୍କ ଚାରା ରୋପଣ ରିପୋର୍ଟ ଶ୍ରୀବତ୍ସ ପାଢ଼ୀ ତିର୍ତୋଲ, ତିର୍ତୋଲ ବ୍ଲକ ସ୍ଥିତ ପୁରାତନ ବିଦ୍ୟାଳୟ ମଣିଚରଣ ସାରଳା ଏକାଡେମୀ ପରିସର ରେ ଓଡିଶା ହାଇକୋଟ ସାନମାନୀୟ ମୁଖ୍ୟ ବିଚାର ପତି ଶ୍ରୀ ବିରଜା ପ୍ରଶନ ସତପଥୀ ୫୩ତମ ବିଶ୍ୱ ପରି ବେଶ ଦିବସ ଉପଲକ୍ଷ ଯୋଗଦେଇ ବୃକ୍ଷ ରୋପଣ କରି ଥିଲେ, l ମାନ୍ୟବର ବିଚାର ପତି ବିଦ୍ୟାଳୟ ଠାରେ ପହଂଚିବା ପରେ ଗାଡ଼ ଅପ ଅନର ପ୍ରଦାନ କରାଯାଇଥିଲା,ଶ୍ରୀ ଶତପଥି ପ୍ରଥମେ ପ୍ରତିମୂର୍ତ୍ତିରେ ମାଲ୍ୟ ର୍ପଣ ଓ ନାରିକେଳ ଭଞ୍ଜନ ପରେ ବିଦ୍ୟାଳୟ ପରିସରରେ...
ମୌସୁମୀ ଖେଳୁଛି ଲୁଚକାଳି , ଗରମଠୁ ବଳିଯାଉଛି ଗୁଳୁଗୁଳି ବୁଗୁଡା,୦୫/୦୬(ସୋରେନ କୁମାର ପ୍ରଧାନ): ଜୁନ୍ ମାସ ଆରମ୍ଭ ଗଲାଣି , ମୌସୁମୀର ଦେଖା ନାହିଁ , ତାପମାତ୍ରା କମିବାର ନାଁ ଧରୁନି । ବୁଗୁଡା ଅଞ୍ଚଳରେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ସକାଳ ଦଶଟା ବେଳକୁ ପ୍ରଚଣ୍ଡ ଖରା ହେଉଛି । ମଧ୍ୟାହ୍ନ ବେଳକୁ ରାସ୍ତାଘାଟ ଏକ ପ୍ରକାର ଜନଶୂନ୍ଯ ହୋଇପଡୁଛି । କେଉଁ କେଉଁ ଦିନ ପାଗ ମେଘୁଆ ରହୁଥିଲେ ସୁଦ୍ଧା ଗୁଳୁଗୁଳିରୁ ନିସ୍ତାର ମିଳୁନି । ତାତିରୁ ତ୍ରାହି ପାଇବା ପାଇଁ ଲୋକେ ଚାତକ ଭଳି ବର୍ଷାକୁ ଚାହିଁ...
ସମବାୟବିତ ଙ୍କ ବିୟୋଗ | ଜଗତସିଂହପୁର ତା 5/6/(ନି ପ୍ର ) କଟକ ଜ଼ିଲ୍ଲା ଦୁଗ୍ଧ ସଂଘ ର ପରିଚାଳନା ପରିଷଦ ସଦସ୍ୟା ତଥା ରଘୁନାଥପୁର ପୂରଣ ଦୁଗ୍ଧ ଉତ୍ପାଦନ ସମବାୟ ସମିତିର ସଭାନେତ୍ରୀ କୁନି ପରିଡା ଙ୍କ ର ୫୫ ବର୍ଷ ବୟସରେ ପୂରଣ ଓଡ଼ପଡା ବାସ ଭବନରେ ପରଲୋକ ଘଟିଛି | କୁନି ପରିଡା ପୂର୍ବରୁ କର୍କଟ ରୋଗରେ ପୀଡିତ ଥିଲେ | କୁନି ପରିଡା ଙ୍କ ମୁର୍ତ୍ୟୁ ଖବର ପାଇବା ପରେ କଟକ ଦୁଗ୍ଧ ସଂଘ ର ସଭାପତି ଆର୍ତ୍ତତ୍ରାଣ ପତି, ଓମଫେଡ ପରିଚାଳନା ପରିଷଦ ସଦସ୍ୟଶ୍ରୀକାନ୍ତ ଜେନା, ତିର୍ତୋଲ ଡ଼ାଇରୀ ମ୍ୟାନେଜର ଲଳିତ ମୋହନ ପାତ୍ର,...
ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ ରିପୋର୍ଟ : ଶ୍ରୀବତ୍ସ ପାଢ଼ୀ ଜଗତସିଂହପୁର :୫ /୬. ସକାଳ ୮ ଘଟିକା ସମୟ ରେ ଜଗତସିଂହପୁର ଜିଲ୍ଲାର ଅବକାରୀ ବିଭାଗ ଅନୁକୁଲ୍ୟ ରେ ଅବକାରୀ ଅଫିସ୍ ପରିସର ରେ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବନ୍ୟ ବିଭାଗ ଓ ଅବକାରୀ ବିଭାଗ ର ମିଳିତ ଉଦ୍ୟମ ରେ ସାମୂହିକ ବୃକ୍ଷ ରୋପଣ ସମାରୋହ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ଦିଗରେ ଜିଲ୍ଲା ଅବକାରୀ ସମସ୍ତ ଅଧିକାରୀ ଓ...
ଛଠ ପର୍ବ ଟ୍ରଷ୍ଟ ଏବଂ ହିଂଦୀ ଭାଷୀ ଦ୍ବାରା ବିଶ୍ବ ପରିବେଶ ଦିବସ ପାଳିତ ଛଠ ପର୍ବ ଟ୍ରଷ୍ଟ ଏବଂ ହିଂଦୀ ଭାଷୀ ର ମିଳିତ ଆନୁକୁଲ୍ଯରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇ ଯାଇଛି। ଏହି ବାର୍ତ୍ତା କାର୍ଯ୍ୟକ୍ରମରେ ଛଠ ପର୍ବ ଟ୍ରଷ୍ଟୀ ମଦନ ରଜକ , ଲାଲବାବୁ ସାଓ, ଛୋଟୁ ଯାଦବ ଏବଂ ହିଂଦୀ ଭାଷୀ ଦିନେଶ ବେହେରା, ଅଙ୍କିତ ପାଡିଆ, ରୁଖସାନା ଖାତୁନ ଓ ରେଡି ଭୋଲଣ୍ଟିଅର୍ସ ମାନେ ଉପସ୍ଥିତ ରହି ପରିବେଶ ସୁରକ୍ଷା ଜୀବନ...
ରେଡି ଭୋଲଣ୍ଟିଅର୍ସ ଦ୍ବାରା ବିଶ୍ବ ପରିବେଶ ଦିବସ ପାଳିତ ରାଇରଙ୍ଗପୁର 5 ଜୁନ 25 ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ସ୍ବେଚ୍ଛାସେବୀ ସଂଗଠନ ରେଡି ଭୋଲଣ୍ଟିଅର୍ସ ଆନୁକୁଲ୍ଯରେ ବିଶ୍ବ ପରିବେଶ ଦିବସ ଦିବସ ପାଳିତ ହୋଇ ଯାଇଛି। ରେଡି ଭୋଲଣ୍ଟିଅର କ୍ୟାପଟେନ ବିଜୟ କୁମାର ରାମଙ୍କ ଆବାହକତ୍ବରେ ଆୟୋଜିତ ଏହି ବାର୍ତ୍ତା କାର୍ଯ୍ୟକ୍ରମରେ ସମାଜ ସେବୀ ନବୀନ ରାମ , କୃଷ୍ଣ ବିହାରୀ ମହାନ୍ତି( ରୁନ୍ଜୀଆ ଭାଇ) ରକ୍ତଦାତା ଗତିକୃଷ୍ଣ ମହାନ୍ତ, ଲାଲବାବୁ ସାଓ ଉପସ୍ଥିତ ରହି ରେଡି ଭୋଲଣ୍ଟିଅର୍ସ ଏବଂ ଉପସ୍ଥିତ ଅନ୍ଯମାନଙ୍କୁ ପରିବେଶ ସୁରକ୍ଷା ଜୀବନ ରକ୍ଷା ଉପରେ ବକ୍ତବ୍ଯ ପ୍ରଦାନ...
: ବହଳଦା ପଞ୍ଚାୟତ ସମିତିର ସାଧାରଣ ବୈଠକ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ର ପଞ୍ଚାୟତ ସମିତି ର କାର୍ଯ୍ଯାଳୟ ର ସଭାଗୁହରେ ବହଳଦା ପଞ୍ଚାୟତ ସମିତିର ସାଧାରଣ ବୈଠକ ବ୍ଲକ ଅଧ୍ଯକ୍ଷ ଦୀପାଞ୍ଜଳି ସିଂଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ଯ ଅତିଥି ଭାବେ ବିଡିଓ ସରତ କୁମାର ମଲ୍ଲିକ, ସମ୍ମାନିତ ଅତିଥି ରୂପେ...
ବିଶ୍ବ ପରିବେଶ ଦିବସରେ ଗାଁ ଲୋକେ ବୁକ୍ଷ ରୋପଣ କଲେ : ଆଜି ବିଶ୍ବ ପରିବେଶ ଦିବସ l ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ବୁକ୍ଷ ନିତ୍ଯାନ୍ତ ଆବଶ୍ଯକ l ଯଦ୍ବାରା ପରିବେଶ ନିର୍ମଳ ହେବା ସହିତ ପ୍ରଦୂଷଣମୁକ୍ତ ହୋଇଥାଏ l ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ କାଙ୍କି ପଞ୍ଚାୟତ ବିଂଜୁଆ ଗ୍ରାମର ମହୁଲବରେଇ ସାହି ଠାରେ ପ୍ରାୟ ୧୫ଟି ବୁକ୍ଷ ରୋପଣ କରାଯାଇଥିଲା l ଏଥିରେ କାଙ୍କି ପଞ୍ଚାୟତର ସରପଞ୍ଚ ସାରଥୀ ହାଁସଦଃ, ଭିଏଲଡ୍ବ୍ଲୁ...
(ପରିବାରକୁ ସୁରକ୍ଷା, ସ୍ୱାମୀ ହତ୍ୟାକାରୀ ଙ୍କୁ ଗିରଫ ଦାବି ରେ ପରିବାର ଲୋକ ଏସ ପି ଙ୍କ ଦ୍ୱାରସ୍ତ ) ଜଗତସିଂହପୁର ତା =5/6/25 ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ନୀଳିମା ବେହେରା ଓ ତାର ପରିବାର ସଦସ୍ୟ ସ୍ୱାମୀ ହତ୍ୟାକାରୀ ଙ୍କୁ ଗିରଫ, ଓ ପରିବାର କୁ ସୁରକ୍ଷା ଯୋଗାଇଦେବା ଦାବି ନେଇ ଏସ ପି ଙ୍କ ଦ୍ୱାରସ୍ତ ହୋଇଛନ୍ତି | ଏସ ପି ଙ୍କ ପ୍ରତିଶୃତି ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରାଯିବ ତୁମକୁ ନ୍ୟାୟ ମିଳିବ ହେଲେ ଏସ ପି ଶାନ୍ତନା ପରିବାର ସଦସ୍ୟମାନଙ୍କ ର ମାନବଳ କୁ ଯେତିକି ଧର୍ଯ୍ୟ...