(ଗୋଚର ଜମିରୁ ବେଆଇନି ମାଟି ଖୋଳା କୁ ନେଇ ଗ୍ରାମବାସୀ ଙ୍କ ପକ୍ଷରୁ ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ ) ଜଗତସିଂହପୁର ତା =11/6/25 ଜଗତସିଂହପୁର ତହସିଲ ଅନ୍ତର୍ଗତ ଅଳସୁଧା ପଞ୍ଚାୟତ ନିଁପୁର ଗ୍ରାମରେ ଥିବା 62ଏକର ଗୋଚର ଜମିରୁ ମାଟି ମାଫିଆ ମାନେ ବେଆଇନି ଭାବେ ବିଳମ୍ବିତ ରାତିରେ ସହ ସହ ଟ୍ରିପ ମାଟି ଖୋଳି ନେଇଯିବା ଘଟଣା କୁ କେନ୍ଦ୍ରକରି ନିଁପୁର ଗ୍ରାମରେ ଅସନ୍ତୋଷ ଦେଖାଦେଇଛି | ଏ ସମ୍ପର୍କ ରେ ସମୂହ ଗ୍ରାମବାସୀ ଜଗତସିଂହପୁର ତହସିଲଦାର ଙ୍କୁ ଲିଖିତ ଅଭିଯୋଗ କରିବା ପରେ ଜଗତସିଂହପୁର ତହସିଲଦାର ଏବଂ ଜ଼ିଲ୍ଲା ଖଣି ଅଧିକାରୀ,...
ବିଭିନ୍ନ ପଞ୍ଚାୟତ ରେ ବିକଶିତ କୃର୍ଷି ସଙ୍କଳ୍ପ ଅଭିଜାନ କାର୍ଯକ୍ରମ ଅନୁଷ୍ଠିତ ଜଗତସିଂହପୁର ଜିଲ୍ଲା ରେ ଗୋଟେ ପଟେ ମୌସୁମୀ ପ୍ରବେଶ କରିଥିବା ବେଳେ ଜଗତସିଂହପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପଖ୍ୟରୁ ରମ୍ଭାଦେଇପୁର ପାଟେଣୀ ଙ୍ଗା ତର୍ତଙ୍ଗ ମଣ୍ଡାସାହି ପଞ୍ଚାୟତ ରେ ଚାଷି ଭାଇ ଭଉଣୀ ମାନଙ୍କ ପାଇଁ ବିକଶିତ କୃର୍ଷି ସଙ୍କଳ୍ପ ଅଭିଜାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ କୃର୍ଷି କିଷାନ କଲ୍ୟାଣ ଏବଂ ଗ୍ରାମିଣ ବିକାଶ ମନ୍ତ୍ରୀ ଶିବରାଜ ଚୌହାନ ଆହ୍ବାନ କ୍ରମେ ମେଂ ମାସ ୨୯ ତାରିଖ ଦିନ ଠାରୁ ଦେଶବ୍ୟାପୀ ବିକଶିତ କୃର୍ଷି ସଙ୍କଳ୍ପ ଅଭିଜାନ କାର୍ଯକ୍ରମ ଆରମ୍ଭକରି ଜୁନ ୧୨...
ଏରସମା ରଜ ମହୋତ୍ସବ ଉଦଯାପିତ ...... ଏରସମା,୯/୬ ଏରସମା ଦେଵୀଦୋଳ ପଡିଆରେ ୧୪ତମ ରଜ ମହୋତ୍ସବ ଆନନ୍ଦ ଉଲ୍ଲାସରେ ନିରାକାର ସ୍ୱାଇଁ (ବାଙ୍ଗୁର )ଙ୍କ ସମ୍ପାଦନାରେ ଶାନ୍ତି ଶୃଙ୍କାଳା ସହିତ ଶେଷ ହୋଇଛି।ଦୀର୍ଘ ଆଠ ଦିନ ହେବ ପ୍ରତି ସନ୍ଧ୍ୟାରେ ଓଡ଼ିଶାର ବିଶିଷ୍ଟ ନେତା, ମନ୍ତ୍ରୀ, ଅଭିନେତା, ଶିକ୍ଷାବିତ୍, ପ୍ରଶାସନିକ ଅଧିକାରୀ, ନୃତ୍ୟ ସଂଗୀତ, ବିଭିନ୍ନ ପ୍ରତିଯୋଗିତା ଏବଂ କୋଣ ଅନୁକୋଣରୁ ପ୍ରତିଭା ମାନଙ୍କୁ ଚିହ୍ନଟ କରି "ଏରସମା ଗୌରବ"ରେ ସମ୍ମାନୀତ କରାଯାଇଥିଲା।ଗତ କାଲି ଉଦଯାପନ ଦିବସରେ ମୁଖ୍ୟ ଅତିଥି ପୂର୍ବତନ କେନ୍ଦ୍ରମନ୍ତୀ ବିଶେଶ୍ଵର ଟୁଡୁ,ପ୍ରୀତିନନ୍ଦା ରାଉତରାୟ ଡ଼ା.ଦାମୋରର ରାଉତଙ୍କ ଝିଅ, ଅସିତ ଜେନା ପ୍ରବଚକ (ବାବା ),ନୃସିଂହ ସାହୁ...
ସାଧାରଣ ଲୋକଙ୍କ ପାଇଁ ଜପାରେ ଥଣ୍ଡା ପାନୀୟ ଜଳୀୟ ବ୍ୟବସ୍ଥା -/- ଏରସମା ୯/୬ ଏରସମା ବ୍ଲକ ଅନ୍ତର୍ଗତ ଅଟଳଜୀ ସ୍ମୃତି ପରିଷଦ ଜପା ଆନୁକୂଲ୍ୟରେ ରବିବାର ଅପରାହ୍ନରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।ଏରସମା ବିଡ଼ିଓ ଦାସରଥି ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ, ଜପା ବଜାର ଠାରେ ଏହି ଥଣ୍ଡା ପାନୀୟ ଜଳ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।ଜପା ବଜାରଠାରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୃର୍ତ୍ତିରେ ବିଡ଼ିଓ ଶ୍ରୀ ଜେନା ,ବାଲିକୁଦା -ଏରସମା ବିଜେପି ନେତା ସତ୍ୟସାରଥୀ ମହାନ୍ତି, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ନୃସିଂହ ସାହୁ,ସାଂସଦଙ୍କ ଏରସମା ବ୍ଲକ ପ୍ରତିନିଧି ଜଟାଧାରୀ...
ଜଟାଧାରୀ ବେଳାଭୂମି ଠାରେ ବିଶ୍ୱ ମହାସାଗର ଦିବସ ପାଳିତ - ଏରସମା ୯/୬ ଆମ୍ବେଦକର ସ୍ମୃତି ପରିଷଦ ତରଫରୁ ପାରାଦ୍ୱୀପ ଏରସମା ମଧ୍ୟ ଭାଗ ରେ ଥିବା ପର୍ଯ୍ୟଟନ ସ୍ଥଳୀ "ଜଟାଧାରୀ ବେଳାଭୂମି" ଠାରେ ପାଳନ କରାଯାଇଥିଲା। ଏହି ଉପଲକ୍ଷେ ଅନୁଷ୍ଠାନ ର ସଦସ୍ୟ ମନେ ମିଶି ବେଳାଭୂମି କୁ ସଫେଇ କାର୍ଯ୍ୟକ୍ରମ କରିଥିଲେ ପାଖାପାଖି 50 କେଜି ରୁ ଉର୍ଦ୍ଧ ପ୍ଲାଷ୍ଟିକ ପଲିଥିନ କାଚ ବୋତଲ ଗୋଟେଇ ଦୁଷ୍ଟବିନ ରେ ପକେଇଥିଲେ। ଲୋକମାନ ଙ୍କୁ ଏହା ଉପରେ ସଚେତନ କରାଇଥିଲେ ଯେ ଏହା କିପରି ପରିବେଶ ପ୍ରଦୂଷଣ କରୁଛି, ସାମୁଦ୍ରିକ ଜୀବ ମନ ଙ୍କ ଉପରେ କ୍ଷତି ପହଞ୍ଚାଉଛି। ସମ୍ପାଦକ...
ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ତିର୍ତ୍ତୋଲ ୧୦/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତ ନିମକଣା କଲ୍ୟାଣୀ ମଣ୍ଡପ ପରିସରରେ ମିଶନ ଶକ୍ତି ପକ୍ଷରୁ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସତ୍ୟ ଜିତ ସ୍ୱାଇଁ, ଅତିରିକ୍ତ ତହସିଲଦାର କଳ୍ପନା ତପସ୍ୱିନୀ ନାୟକ, ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ତନୁ କଳ୍ପିତା ପଣ୍ଡା, ଏନ ଏମ ଅଞ୍ଜଳି ସାମଲ, ଓଡ଼ିଶା ଜୀବିକା...
ଶ୍ରୀ ଜଗନ୍ନାଥ ଧର୍ମ ଓ ସଂସ୍କୃତି କୁ ବିଶର ମହାନ୍ତି ଙ୍କ ଅବଦାନ ଅତୁଳନୀୟ | ସ୍ମାରକୀ ନିର୍ମାଣ ପାଇଁ ଦାବିକଲା ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ |~~~~~~~~~~~~~~ ଜଗତସିଂହପୁର 10/6/2025ଷୋଡଶ ଶତାବ୍ଦୀ 1568ରୁ 1575ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସାଡେ ସାତ ବର୍ଷ ପର୍ଯ୍ୟନ୍ତ ଗଡ଼କୁଜଙ୍ଗ ଠାରେ କୁଞ୍ଜବିହାରୀ ରୂପେ ପୂଜା ପାଉଥିଲେ |କାରଣ ଏହା ଥିଲା ସେହି ସମୟରେ ଶ୍ରୀମନ୍ଦିର ମୁସଲମାନମାନଙ୍କ ଦଖଲ ରେ ଥିଲା |ଯବନ ମାନେ ଦାରୁବିଗ୍ରହ କୁ ଓଡିଶା ରୁ ନେଇଯାଇ ପଶ୍ଚିମବଙ୍ଗ ର ଗଙ୍ଗା କୂଳରେ ଘୋଡାନଣ୍ଡି ଘୋଡାଇ ପୋଡିଦେଇ ଥିଲେ | ବିଗ୍ରହ ର କିଛି ଅଂଶ ଅପୋଡା ରହିବାରୁ...
ଶୁଭଦ୍ରା ଶକ୍ତି ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ତିର୍ତୋଲ 11/6 ତିର୍ତୋଲ ବ୍ଲକ ମଣିଜଙ୍ଗା ଗ୍ରାମ ପଂଚାୟତ ଇନ୍ଦରପା କଲ୍ୟାଣ ମଣ୍ଡପ ଠାରେ ତିର୍ତୋଲ ବ୍ଲକ ମିଶନ ଶକ୍ତି ଆନୁକୂଲ୍ୟ ରେ ବ୍ଲକ ସ୍ତରୀୟ ମହିଳା ଏସ ଏଚ ଜି ଗ୍ରୁଫ ମାନଙ୍କ ମଧ୍ୟରେ ପାର ମ୍ପାରିକ ରିକ ସୁଷମ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି, ଏହି ପ୍ରତିଯୋଗିତାରେ ୨୬ଗୋଟି ମହିଳା ଏସ ଏଚ ଗ୍ରୁଫୁ ଅଂଶ ଗ୍ରହଣ କରିନିଜ ନିଜର ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଥିଲେ ପ୍ରଦର୍ଶନ କରିଥିଲେ,,ଏନେଇ ଏକ ସଭା ଅନୁଷ୍ଠିତ ହୋଇ ଥିଲା ମୁଖ୍ୟ ଅତିଥି ତିର୍ତୋଲ ବ୍ଲକ ବିଡ଼ିଓ ଗିରିଜା ଶଙ୍କର...
ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସ୍ବରସ୍ବତୀ ମନ୍ଦିର ଶିକିରି ବିଦ୍ୟାଳୟ ପରିସରରେ ସଂକୁଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଚଳିତ ମାସର ୯ ତାରିଖ ସୋମବାର ଦିନ ପୁର୍ବାହ୍ନ ୧୦ଘଣ୍ଟ ସମୟରେ ବିଦ୍ୟାଳୟ ପ୍ରତିଷ୍ଠା ତଥା ପରିଚାଳକ ରମାକାନ୍ତ ପାଢ଼ୀ ଦୀପ ପ୍ରଜ୍ଯୁଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଶିକିରି ସହିତ ଜାମୁନି ,ନନ୍ଦିକ ରାଳବ , ଗାଙ୍ଗଦହଣୀ , ସାରୁ , ସମରଝୋଳ, ରାଉଳପଲ୍ଲୀ ହିଞ୍ଜିଳିକାଟୁ ,ଦୁରୁବନ୍ଧ , କଂଚୁରୁ ଆଦି ଶାଖା ବିଦ୍ଯାଳୟର ପ୍ରଧାନଆଚାର୍ଯ୍ଯ /ଆଚାର୍ଯ୍ଯା ମାନେ ତାଲିମ ଶିବିରରେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ । ଅବସର...
ନଦୀବନ୍ଧ କୁ ସୁଦୃଢ କରିବା ବଦଳରେ ତାଡିଦେଲା ଠିକାଦାର* *ବନ୍ୟା କୁ ନେଇ ଭୟଭୀତ ୫ ପଞ୍ଚାୟତବାସୀ* ତିର୍ତ୍ତୋଲ:-11/6 ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଜଳସମ୍ପଦ ବିଭାଗ ଅଧୀନ କୃଷ୍ଣାନନ୍ଦପୁର ଠାରୁ ପୋଷଲ ମହାନଦୀ ବନ୍ଧ ସୁଦୃଢ଼ୀକରଣରେ ବ୍ୟାପକ ଅନିୟମିତତା l ଏହି ନଦୀବନ୍ଧ କୁ ଧୋୟା ଅଞ୍ଚଳର ୫ ଟି ପଞ୍ଚାୟତ ର ଜୀବନ ରେଖା କହିଲେ ଅତ୍ୟୁକ୍ତି ହେବନାହିଁ l ଓସିସି ଏହି ନଦୀ ବନ୍ଧକୁ ଟେଣ୍ଡର ନେଇ ଖାଲି ବନ୍ଧ ସହିତ ଖେଳ ଖେଳିନି ହଜାର ହଜାର ଜନସାଧାରଣଙ୍କ ଜୀବନ ସହିତ ଖେଳ ଖେଳିଛି l ଏହି ୭ କିଲୋମିଟର ବନ୍ଧ ର ଟେଣ୍ଡର ଓଡ଼ିଶା...
ଖଇରା ଅବକାରୀ ଥାନା ଅଧିକାରୀଙ୍କୁ ପୁଣି ଏକ ବଡ଼ ସଫଳତା,( ୮୫୦ ଦେଶୀ ମଦ ଜବତ) ବାଲେଶ୍ଵର ଜିଲ୍ଲା ଖଇରା ଅବକାରୀ ଥାନା ଅଧିନରେ ଧୋବାଗଡିଆ ଛକ ନିକଟରେ ମୟୁରଭଞ୍ଜ ଜିଲ୍ଲା ଶରତ ରୁ ଭଦ୍ରକ ଅଭିମୁଖେ ଆସମୀ ମଜିଦ ସାହା,୨୮ ବର୍ଷ ପିତା, ମାନେଶ୍ୱର ସାହା, ଘର, ଧନ୍ତୁଲିଆ ପୋ, ପୁରୁଣା ବଜାର ଜିଲ୍ଲା ଭଦ୍ରକର ହୋଇଥିଲା ବେଳେ ଦ୍ବିତୀୟ ଆସାମୀ ଆଜାଦ୍ ସାହା, ୨୬ ବର୍ଷ ପିତା, ମହିବୁଦ ସାହା, ଘର ଧନ୍ତୁଲିଆ, ପୁରୁଣା ବଜାର ଜିଲ୍ଲା ଭଦ୍ରକର ଅଟେ ସେମାନ ଏକ ବୋଉଲୋ ଗାଡ଼ିରେ ୮୫୦ ଲିଟର ଦେଶୀ ମଦ ନେଇ ଯାଉଥିବା...
ସୀମା ନିର୍ଦ୍ଧାରଣ ବନ୍ଦ ଓ ପଟ୍ଟା ଖାରଜ ପାଇଁ ଅଭିଯୋଗ କଲେ ଗ୍ରାମବାସୀ ଖଇରା,୦୯/୬/୨୫ - ସରକାରୀ ଜମିକୁ ପଟ୍ଟା ନେବା ଓ ପରେ ନିଜ ଦଖଲକୁ ନେବା ଉଦ୍ଦେଶ୍ୟରେ ମାପ କରାଯିବାକୁ ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏଭଳି ଏକ ଘଟଣା ବାଲେଶ୍ବର ଜିଲ୍ଲା ଖଇରା ତହସିଲ ଅଧିନରେ ଥିବା ଜିଆଣିପଦା ମୌଜାରେ ଦେଖିବାକୁ ମିଳିଛି । ଘଟଣାରୁ ଜଣାଯାଇଛି ଯେ ସୁଜାଗଡ଼ ମୌଜାର ରମାମଣି ବେହେରା ନିଜକୁ ଭୂମିହୀନ ଦର୍ଶାଇ ଜିଆଣିପଦା ମୌଜାର ରକ୍ଷିତ ଅନାବାଦି ଖାତା ନମ୍ବର ୧୦୫, ପ୍ଲଟ ନମ୍ବର ୨୬୯ ଏରିଆ ୧୦ ଡିସିମିଲରୁ ୬ ଡିସିମିଲ ଜମିକୁ ରମାମଣି...