Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

ମହାନ ବ୍ୟକ୍ତି ସମାଜ ସେବି ଶ୍ରୀ ସତ୍ୟାନନ୍ଦ ବିଶ୍ୱାଳ (ଟୁକୁନା )ଙ୍କ ର ଚତୃର୍ଥ ବସିକ ଶ୍ରାଦ୍ଧଉତ୍ସବ

କୁଜଙ୍ଗ | 26/04/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ହସିଣା ଗ୍ରାମର ଜଣେ ଜଣାଶୁଣା ମହାନ ବ୍ୟକ୍ତି ସମାଜ ସେବି ଶ୍ରୀ ସତ୍ୟାନନ୍ଦ ବିଶ୍ୱାଳ (ଟୁକୁନା )ଙ୍କ ର ଚତୃର୍ଥ ବସିକ ଶ୍ରାଦ୍ଧଉତ୍ସବ ରେ ଭାଗବତ ଟୁଙ୍ଗି ର ସମସ୍ତ ମେମ୍ବର ମାନେ ଓ ହସିଣା ଗ୍ରାମର ବାହୁ ବୁଦ୍ଧି ଜିବି ଓ ଗ୍ରାମର ମୁରବି ମାନଙ୍କ ଉପସ୍ଥିତ ରେ ଟୁକୁନା ବିଶ୍ୱାଳ ଙ୍କ ଶ୍ରୁତି ଚାଳନ କରାଯାଇଥିଲା, ହସିଣା ଗ୍ରାମର ମୁରବି ମାନେ ହେଲେ, ଶ୍ରୀ ଟୀକାନ ସ୍ୱାଇଁ, HK ଏକାଡେମୀ ର ଅଧକ୍ଷ ହରେକୃଷ୍ଣ ବିଶ୍ୱାଳ, ନାରାୟଣ ଚୌଧୁରୀ, ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସ୍ୱାଇଁ,ପୃବର୍ତନ ଟ୍ରଷ୍ଟି ବିଜୟ ସ୍ୱାଇଁ (ଅଭି...

Article Image

କଂଗ୍ରେସ ତରଫରୁ ସମୂହ ଦୀପ ଦାନ

ତିର୍ତ୍ତୋଲ | 26/04/2025 | ବିକ୍ରମ ଓଡ଼ିଶା ନିୟୁଜ

କଂଗ୍ରେସ ତରଫରୁ ସମୂହ ଦୀପ ଦାନ -ତିର୍ତ୍ତୋଲ-୨୬/୪-(ରିପୋର୍ଟ-ଟୁକନ ସେଠୀ)-ଆଜି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ରଘୁନାଥପୁର ବ୍ଲକ କଂଗ୍ରେସ କମିଟି ର ଗୋରେଖନାଥ ମନ୍ଦିର ଓ ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ତରଫରୁ ଶାରଳା ମନ୍ଦିର ନିକଟରେ ପହାଲଗାମ୍ ଆତଙ୍କବାଦ ଆକ୍ରମଣରେ ପ୍ରାଣ ହରାଇଥିବା ଓଡିଆ ପୁଅ ପ୍ରଶାନ୍ତ ଶତପଥୀ ଓ ଅନ୍ଯ ପର୍ଯ୍ଯଟକ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମୂହ ଦୀପଦାନ ଓ ନିରବ ପ୍ରାର୍ଥନା କରାଯାଇଛି। ପିସିସି ସଭ୍ଯ ଦେବପ୍ରସାଦ ନାୟକ , ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା , ପୂର୍ବତନ ଜିଲ୍ଲା କଂଗ୍ରେସ ଉପ ସଭାପତି ସର୍ବେଶ୍ବର ପଣ୍ଡା , ଗରାମ ସରପଂଚ ପ୍ରଦ୍ଯୁମ୍ନ...

Article Image

ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନ ମାନ୍ୟତା, ଓଡ଼ିଶାର ଦ୍ଵିତୀୟ।

ରାଇରଙ୍ଗପୁର | 26/04/2025 | ବିକ୍ରମ ଓଡ଼ିଶା ନିୟୁଜ

ରାଇରଙ୍ଗପୁର : - ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନ ମାନ୍ୟତା, ଓଡ଼ିଶାର ଦ୍ଵିତୀୟ। ଦିର୍ଘଦିନର ବ୍ୟବଧାନ ପରେ ଶିମିଳିପାଳୁ ମିଳିଛି ଜାତୀୟ ଉଦ୍ୟାନ ମାନ୍ୟତା। ୧୯୮୦ମଶିହାରୁ ଆରମ୍ଭ ହୋଇଥିବା ଏହି ଦିର୍ଘକାଳିନ ପ୍ରସ୍ତାବର ଏବେ ସଫଳ ରୂପାୟନ ହୋଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗୁରୁବାର ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଶିମିଳିପାଳ ଅଭୟାରଣ୍ୟ ଦେଶର ୧୦୭ ତମ ଜାତୀୟ ଉଦ୍ୟାନ ଭାବରେ ତାଲିକା ପାଇଥିଲା ବେଳେ ଓଡ଼ିଶାରେ ଦ୍ଵୀତୀୟ ଜାତୀୟ ଉଦ୍ୟାନ ମାନ୍ୟତା...

Article Image

ପହେଲଗାଁଓ ମୃତକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଇଣ୍ଟରନ୍ୟାସନାଲ ଗୀତା ମିଶନ

ତିର୍ତ୍ତୋଲ | 26/04/2025 | ବିକ୍ରମ ଓଡ଼ିଶା ନିୟୁଜ

ପହେଲଗାଁଓ ମୃତକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଇଣ୍ଟରନ୍ୟାସନାଲ ଗୀତା ମିଶନ - -ତିର୍ତ୍ତୋଲ-୨୬/୪-(ରିପୋର୍ଟ-ଟୁକନ ସେଠୀ)- ପଦ୍ମଶ୍ରୀ ବାବା ବଳିଆ ଙ୍କ ଦ୍ୱାରା ପ୍ରତିଷ୍ଠିତ ଇଣ୍ଟରନ୍ୟାସନାଲ ଗୀତା ମିଶନ ଦ୍ୱାରା କାଶ୍ମୀର ପହେଲଗାଁ ଠାରେ ହୋଇଥିବା ନରସଂହାର ରେ ମୃତକ ମାନଙ୍କ ଉଦ୍ଦେଶ୍ୟରେ ସାମୁହିକ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା | ଗୀତା ମିଶନ ର ସଭାପତି ଡ଼ଃ. ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା | ଏହି ଅବସରରେ ସ୍ୱାମୀ ଚିଦାନନ୍ଦ କହିଥିଲେ ଯେ, ମାନବ ଇତିହାସ ରେ ଏହା ଏକ ଅମାନୁଷିକ ଓ ବର୍ବରୋଚିତ ଘଟଣା | କ୍ରୁର...

Article Image

ଜୟ ମା ସନ୍ତୋଷୀଙ୍କ ଯାତ୍ରା ଅନୁଷ୍ଠିତ

ବୁଗୁଡ଼ା | 26/04/2025 | ବିକ୍ରମ ଓଡ଼ିଶା ନିୟୁଜ

ଜୟ ମା ସନ୍ତୋଷୀଙ୍କ ଯାତ୍ରା ଅନୁଷ୍ଠିତ ବୁଗୁଡ଼ା,୨୬/୦୪(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କାନସୁକା ଗ୍ରାମରେ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ମା ସନ୍ତୋଷୀଙ୍କ ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ରାତ୍ର ୧୦:୩୦ ରୁ ସନ୍ତୋଷୀ ମା ଙ୍କୁ ମନ୍ଦିରରୁ ଆଗମନ କରାଯାଇ ଗ୍ରାମ ଯାତ୍ରା କରିଥିଲେ।ମୃଦୁଙ୍ଗ, ଘଣ୍ଟ ଓ ବାଘ,ବୃଷଭ ଏବଂ ଚଇତି ଘୋଡ଼ା ନାଚର ତାଳେ ତାଳେ ମା ସନ୍ତୋଷୀଙ୍କ ଗ୍ରାମ ଯାତ୍ରା ହୋଇଯାଇଛି । ଆଜି ରାତ୍ର ୧୦:୩୦ ଠାରୁ ସକାଳ ୬:୦୦ ଟାରେ ଗ୍ରାମକୁ ଫେରିବେ।ଗ୍ରାମର ମଧ୍ୟ ଭାଗରେ ଗୋଟିଏ ସ୍ଥାନରେ ସୁଭଖୁଣ୍ଟି ସ୍ଥାପନା କରାଯାଇଛି ସେହିଠାରେ ମା...

Article Image

ଖଇରା ତହସିଲ କାର୍ଯ୍ୟାଳୟରେ ମୋହରମ ଚୋରା ଗାଡ଼ି ରାତୀରେ ଜବତ ସକାଳୁ ଛାଡ଼ି ଦେବା ପ୍ରହସନ ପାଲଟିଛି।

ବାଲେଶ୍ଵର | 26/04/2025 | ବିକ୍ରମ ଓଡ଼ିଶା ନିୟୁଜ

ଖଇରା ତହସିଲ କାର୍ଯ୍ୟାଳୟରେ ମୋହରମ ଚୋରା ଗାଡ଼ି ରାତୀରେ ଜବତ ସକାଳୁ ଛାଡ଼ି ଦେବା ପ୍ରହସନ ପାଲଟିଛି। ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ରାଜସ୍ବ ଅଧିକାରୀ ମାଙ୍କଡା ଗାଡ଼ି ଜବତ ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି, ରାତିରେ ଗାଡ଼ି ଧରିବା ଏବଂ ଖଣି ଅଧିକାରିଣୀ ଙ୍କୁ ବିନା ହସ୍ତାନ୍ତର ନକରିବା ରାତି ପାହିବା ପୂର୍ବରୁ ଗାଡ଼ି ଛାଡ଼ିବାକୁ ଏବେ ସମାଲୋଚନା ହୋଇଛି, ଏହି ରାଜସ୍ବ ବିଭାଗ ଖଇରାବାସୀଙ ବିଶ୍ବାସ ହରାଇ ସାରିଥିବା ବେଳେ ବାଲେଶ୍ଵର ଜିଲ୍ଲାପାଳ, ଖଣି ସଚୀବ, ଖଣି ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ, ଦୃଷ୍ଟି ଦେବାକୁ...

Article Image

ନଦୀ ଘେରି ବନ୍ଧ କୁ ତାଡି ଠିକାଦାର କରୁଛି ରାସ୍ତା କାମ

କୁଜଙ୍ଗ | 26/04/2025 | ବିକ୍ରମ ଓଡ଼ିଶା ନିୟୁଜ

ନଦୀ ଘେରି ବନ୍ଧ କୁ ତଡି ଠିକାଦାର କରୁଛି ରାସ୍ତା କାମ କଟକ ଜଳସମ୍ପଦ ସାଉଥୁ ଡିଭିଜନ ଅନ୍ତର୍ଗତ ମଣିଜଙ୍ଗା ଜଳସମ୍ପଦ ଉପଖଣ୍ଡ ଶଙ୍ଖେଶ୍ୱର ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟ ଅଧୀନ ହଁସୁରା ପଂଚାୟତ ନିକଟରେ ଥିବା ମହାନଦୀ ର ଘେରି ବନ୍ଧ କୁ ରାତାରାତି ମାଟି ନେଇ ରାସ୍ତା ତିଆରି କରୁଛି, ଫଳରେ ଘେରି ବନ୍ଦ ଦ୍ରୁବଳ ହୋଇ ଯାଇଛି, ବିଗତ ବନ୍ୟା ସମୟରେ ଘେରି ବନ୍ଧ କୁ ଓ ଧନ ଜୀବନ ରକ୍ଷା କରିବା ପାଇଁ ବାଲି ବସ୍ତା ପକାଇ ସୁରକ୍ଷା ଦିଆଯାଏ ମାତ୍ର ଜଲସମ୍ପଦ ସହକାରୀ ଯନ୍ତ୍ରୀ ଶ୍ରୀ ବେହେରା ଓ ଠିକାଦାର ମଧୁ ଚନ୍ଦ୍ରକାରେ...

Article Image

ଆମ୍ବୃତ ସରୋବର ଗର୍ଭ ରେ ବିଷ ସନ୍ତାନ

ତିର୍ତୋଲ | 26/04/2025 | ବିକ୍ରମ ଓଡ଼ିଶା ନିୟୁଜ

ଆମ୍ବୃତ ସରୋବର ଗର୍ଭ ରେ ବିଷ ସନ୍ତାନ * ତିର୍ତୋଲ 26/4 ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ବୋଧେଇ ପଂଚାୟତ ଠାରେ 2କୋଟି 28ଲଖ୍ୟ 60ହଜ଼ାର ଟଙ୍କା ମୂଲ୍ୟରେ ଖୋଳା ଯାଇଥିବା ଆମ୍ବୃତ ସରୋବର ରେ ଏବେ ବିଷ ବୃକ୍ଷ ମାନ ଶୋଭା ଵର୍ଧନ କରୁଛି, ବିଗତ ବିଜେଡି ସରକାର ସମୟରେ 5ଟି ଅର୍ଥ ରେ ଏହି ସରୋବର ଖାନନ କରା ଯାଇ ତତ କାଳିନ ବିଡ଼ିଓ ଏହାକୁ ଲୋକାର୍ପଣ କରିଥିଲେ ମାତ୍ର ଆମ୍ବୃତ ସରୋବର ଆଜି ଦିନରେ ବିଷ ବୃକ୍ଷ କୁ ଗର୍ଭ ରେ ଧରି ଅନ୍ତ ସତ୍ୱା ହୋଇ ପଡିରହିଛି, ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ, ବୋଧେଇ ପଂଚାୟତ ରୁ...

Article Image

ତିର୍ତ୍ତୋଲ ରେ ଶିକ୍ଷକ ଙ୍କ ତାଲିମ ଶିବିରରେ ଅବହେଳା

ତିର୍ତ୍ତୋଲ | 25/04/2025 | ବିକ୍ରମ ଓଡ଼ିଶା ନିୟୁଜ

ତିର୍ତ୍ତୋଲ ରେ ଶିକ୍ଷକ ଙ୍କ ତାଲିମ ଶିବିରରେ ଅବହେଳା* *ନିମ୍ନମାନର ଖାଦ୍ୟ ସହିତ ଟିଫିନ୍ ବି ଦିଆଯାଉନି।* -ତିର୍ତ୍ତୋଲ-୨୫/୪-(ରିପୋର୍ଟ-ଟୁକନ ସେଠୀ)- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମଣ୍ଡଳ ଶିକ୍ଷା‌ ଅଧିକାରୀ ଙ୍କ ଦ୍ବାରା ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ତାଲିମ ଶିବିରରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଏକଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଏକ ଲକ୍ଷ ପଚାସ ହଜାର ରୁ ଉର୍ଦ୍ଧ୍ଵ ଟଙ୍କା ଟିଫିନ୍ ଓ ମଧ୍ୟାହ୍ନ ଭୋଜନ ଏବଂ ତାଲିମ ସମ୍ପର୍କିତ ଖର୍ଚ କରିବା ପାଇଁ ବ୍ୟୟବରାଦ ହୋଇଛି। ଏହି ଟଙ୍କା ଅତିରିକ୍ତ ମଣ୍ଡଳ ଶିକ୍ଷା‌ ଅଧିକାରୀଣୀ ବିଷ୍ଣୁପ୍ରିୟା ଦେବୀ ଙ୍କ...

Article Image

ବ୍ଲକ ସ୍ତରୀୟ ପୋଷଣ ପଖଓ୍ବାଡା କାର୍ଯ୍ୟକ୍ରମ

ବୁଗୁଡ଼ା | 25/04/2025 | ବିକ୍ରମ ଓଡ଼ିଶା ନିୟୁଜ

ବ୍ଲକ ସ୍ତରୀୟ ପୋଷଣ ପଖଓ୍ବାଡା କାର୍ଯ୍ୟକ୍ରମ ବୁଗୁଡ଼ା,୨୫/୦୪(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ରାଜିବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯାଳୟ ପକ୍ଷରୁ ବ୍ଲକ୍ ସ୍ତରୀୟ ପୋଷଣ ପଖଓ୍ବାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଭାରପ୍ରାପ୍ତ ବିଡିଓ ଧର୍ମରାଜ ପରିଡା ଯୋଗ ଦେଇଥିବା ବେଳେ ଅଞ୍ଚଳ ପରିଦର୍ଶିକା ଜି.ରଶ୍ମି , ମମତା ଶାବର, କୁସୁମ ପଣ୍ଡା, ଲିଲି ଶାବର, ସ୍ବର୍ଣ୍ଣମୟୀ ନାୟକ ଓ ଜାନକୀ ଶାବର ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏ ଅବସରରେ ଗୋଦଭରାଇ, ମୋ ଗେହ୍ଲା ଝିଅ, ଅନ୍ନପ୍ରାଶନ...

Article Image

T 20 କାକଟପୁର କପ ଉଦଘାଟିତ

କାକଟପୁର | 25/04/2025 | ବିକ୍ରମ ଓଡ଼ିଶା ନିୟୁଜ

T 20 କାକଟପୁର କପ ଉଦଘାଟିତ କାକଟପୁର 25/4 ( ତୁଷାର ଦୀକ୍ଷିତ ) ଆଜି କାକଟପୁର ପଛ ପଡିଆ ମିନି ଷ୍ଟାଡିଅମ ଠାରେ ଦ୍ୱିତୀୟ ବାର୍ଷିକୀ ତୁଷାର କାନ୍ତି ସ୍ମାରକୀ ଉଦ୍ଘାଟନ ହୋଇ ଯାଇଛି, ଉଦ୍ଘାଟନ ଉତ୍ସବ ରେ ପ୍ରଥମେ ଆତଙ୍କବାଦୀ ଙ୍କ ଦ୍ୱାରା ଆକ୍ରମଣ ରେ ମୃତ୍ୟୁ ହୋଇଥିବା ପର୍ଯ୍ୟଟକ ଙ୍କ ସହିତ ତୁଷାର କାନ୍ତି ମହାନ୍ତି ଙ୍କ ପାଇଁ ଦୁଇ ମିନଟ ନୀରବ ପ୍ରାଥନା ପରେ ଏହି ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ଅତିଥି ଭାବେ କାକଟପୁର ବ୍ଲକ ଅଧ୍ୟକ୍ଷ୍ୟ ଶ୍ରୀଧର ନାୟକ, କାକଟପୁର ମଙ୍ଗଳା ମହା ବିଦ୍ୟାଳୟ ର...

Article Image

ହିଞ୍ଜିଳି ବ୍ଲକ ପଞ୍ଚାୟତ ସମିତି ପରିସରରେ ବ୍ଲକ୍ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ହିଞ୍ଜିଳିକାଟୁ | 25/04/2025 | ବିକ୍ରମ ଓଡ଼ିଶା ନିୟୁଜ

ହିଞ୍ଜିଳିକାଟୁ : ଆଜି ଦିନାଙ୍କ ୨୪/୦୪/୨୦୨୫ ଗୁରୁବାର ଦିନ ସକାଳ ୧୧ ଘଣ୍ଟା ସମୟରେ ହିଞ୍ଜିଳି ବ୍ଲକ୍ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବ୍ଲକ୍ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଜେପି ପର୍ଥୀ ଶିଶିର ମିଶ୍ର ଯୋଗ ଦେଇଥିବାବେଳେ ,ସମ୍ମାନିତ ଅତିଥିଭାବେ ହିଞ୍ଜିଳି ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ସାଗରିକା ଷଡଙ୍ଗୀ ଯୋଗ ଦେଇଥିଲେ। ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଳ ଅର୍ପଣ କରିବା ସହ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଆରମ୍ଭ ହୋଇଥିଲା । ଏହା ସହ ଏହି କାର୍ଯ୍ୟକ୍ରମରେ ଅନେକ ଯୋଗ୍ୟ ହିତାଧିକାରୀ ମାନଙ୍କୁ...