Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

ହାଇୱା ଧକ୍କାରେ ଷଣ୍ଢର ମୃତ୍ୟୁ

ବୁଗୁଡ଼ା | 09/06/2025 | ବିକ୍ରମ ଓଡ଼ିଶା ନିୟୁଜ

ହାଇୱା ଧକ୍କାରେ ଷଣ୍ଢର ମୃତ୍ୟୁ ବୁଗୁଡ଼ା,୦୯/୦୬(ସୋରେନ କୁମାର ପ୍ରଧାନ): ବୁଗୁଡ଼ା-ବାଲିପଦର ମୁଖ୍ୟରାସ୍ତାର ଝୋଲୋରୀ ଗାଁଠାରେ ହାଇୱା ଧକ୍କାରେ ଗୋଟିଏ ଷଣ୍ଢର ମୃତ୍ୟୁ ଘଟିଥିବା ଜଣାଯାଇଛି l ଆଜି ଭୋର ସମୟରେ ମିଲ ଛକରେ ଷଣ୍ଢଟି ରାସ୍ତା ପାର ହେଉଥିବା ଥିବା ବେଳେ ବୁଗୁଡ଼ାରୁ ବାଲିପଦର ଅଭିମୁଖେ ଯାଉଥିବା ଏକ ବାଲି ବୋଝେଇ ହାଇୱା ଧକ୍କା ଦେଇ ପଳାଇଥିଲା l ଷଣ୍ଢର ବିକଟାଳ ରଡି ଶୁଣି ଆଖପାଖରେ ଥିବା ଲୋକେ ପହଞ୍ଚି ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ଷଣ୍ଢଟି ଶେଷରେ ଆଖି ବୁଜି ଦେଇଥିଲା l ଗ୍ରାମବାସୀ ପୂଜା ପାଠ କରି ଶିବ ମନ୍ଦିର ନିକଟରେ ଷଣ୍ଢର...

Article Image

ଘର ନିର୍ମାଣ କୁ ବିରୋଧ, ଜୀବନ ରୁ ମାରି ଦେବାକୁ ଦେଲେ ଧମକ

ଜଗତସିଂହପୁର | 09/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଘର ନିର୍ମାଣ କୁ ବିରୋଧ, ଜୀବନ ରୁ ମାରି ଦେବାକୁ ଦେଲେ ଧମକ 09/06/20225,ଜଗତସିଂହପୁର, ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ନୂଆଗାଁ ପଞ୍ଚାୟତ ନୂଆଗାଁ ମଠସାହି ପଡ଼ାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା,ନୂଆଗାଁ ମଠସାହି ପଡା ର ଅରଖିତ ସ୍ବାଇଁଙ୍କ ଘର ନିର୍ମାଣ କାମକୁ କିଛି ଲୋକ ବିରୋଧ କରୁଥିବା ନେଇ ଅଭୟ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଛାତ ପକାଇ ନଦେବାକୁ ସେମାନେ ଧମକ ଦେବା ସହ ଅରଖିତକୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରେ ମାରିଦେବାକୁ କହିଥିବା ଏତଲାରେ ଉଲ୍ଲେଖ ଅଛି। ପ୍ରକାଶଯୋଗ୍ୟ,ପ୍ଲଟ ନମ୍ବର-୨୧୭୬, ଖାତା ନମ୍ବର ୧୪୯,ଏ୦.୧୪ ସ୍ଥିତିବାନ...

Article Image

ଅସରାଏ ବର୍ଷା ରେ ଜଳବନ୍ଦୀ ଗାଁ ଦାଣ୍ଡ,

ରାହାମା | 09/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଅସରାଏ ବର୍ଷା ରେ ଜଳବନ୍ଦୀ ଗାଁ ଦାଣ୍ଡ, 09/06/2025, ରାହାମା ହଠାତ ଆକାଶ ରେ ଭାସି ଆସିଲା କଳା ହାଣ୍ଡିଆ ମେଘ, ଚାରି ଦିଗ ଅନ୍ଧାର ହୋଇ ଯିବା ସାଙ୍ଗ କୁ ସନ୍ଧ୍ୟା ର ଭ୍ରମ ସୃଷ୍ଟି କଲା,ପ୍ରବଳ ବର୍ଷା ସାଙ୍ଗକୁ ପବନ ଲାଗି ରହିଥିଲା, କିନ୍ତୁ ଗାଁ ଦାଣ୍ଡ ସବୁ ଜଳବନ୍ଦୀ ହୋଇଯାଇଥିଲା, ଘରୁ ବାହାରିବା ମୁସ୍କିଲ ହୋଇ ପଡିଥିଲା, ଏଭଳି ଘଟଣା ଦେଖିବାକୁ ମିଳିଥିଲା କୁଜଙ୍ଗ ବ୍ଲକ ତାଳପଡା ପଞ୍ଚାୟତ ର, ବାଲିଢ଼ି, ବରୁଣ୍ଡି ଓ ତାଳପଡା ଆଦି ଗ୍ରାମ ଗୁଡିକ ରେ, ଏଭଳି ସମସ୍ୟା ଯଦି ଅସରାଏ ବର୍ଷା ରେ ହୁଏ ଆଗକୁ ଭାରି ବର୍ଷା ଯେ...

Article Image

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡ଼ା | 09/06/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ବୁଗୁଡ଼ା,୦୯/୦୬(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୋଲାମୁଣ୍ଡଳା ଠାରେ ୧୩ ଗୋଟି ଧାନ କ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ବୁଗୁଡ଼ା ଓ ପୋଲସରା ବ୍ଲକରେ ହେବାକୁ ଥିବା ୧୩ ଗୋଟି ଧାନ କ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ଯ କରିଥିଲେ। ଦେଶକୁ କୃଷି ପ୍ରଧାନ ଦେଶରୁ କୃଷି ସମୃଦ୍ଧ ଦେଶରେ ପରିଣତ କରିବା ପାଇଁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ...

Article Image

ମହିଳା ଙ୍କ ମୃତ୍ୟୁ ସନ୍ଦେହ ଘେରରେ

ରାହାମା | 09/06/2025 | ବିକ୍ରମ ଓଡ଼ିଶା ନିୟୁଜ

ମହିଳା ଙ୍କ ମୃତ୍ୟୁ ସନ୍ଦେହ ଘେରରେ ତିର୍ତୋଲ -୯/୬-(ରିପୋର୍ଟ-ଟୁକନ ସେଠୀ)-ରାହାମା ରେଲୱେ ଷ୍ଟେସନ ନିକଟରେ ଦିନ,12 ଭିତରେ ଟ୍ରେନରେ କଟି ଜଣେ ମହିଳା ମୃତ୍ୟୁ ବରଣ କରିଛନ୍ତି ମୃତଙ୍କଙ୍କ ବୟସ 45ବର୍ଷ ହେବବୋଲି ଅନୁମାନ କରାଯାଉଛି ମୃତକ ମହିଳା ଙ୍କ ପାଖରେ ଏକ ପାଣି ବାଟଲ ପଡିଥିବାର ଦେଖିବାକୁ ମିଳିଛି ମହିଳା ନିଜେ ପାରିବାରିକ କଳାହାରୁ ନିଜେ ଟ୍ରେନ ଆଗକୁ ଡେଇଁ ଛନ୍ତି ନା ମହିଳା ଙ୍କୁ ମାରି ଟ୍ରେନ ଆଗରେ...

Article Image

ପୁରାତନ ଛାତ୍ର ସଂସଦର ତରଫରୁ ଜନତା ହାଇସ୍କୁଲ ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା | 09/06/2025 | ବିକ୍ରମ ଓଡ଼ିଶା ନିୟୁଜ

ପୁରାତନ ଛାତ୍ର ସଂସଦର ତରଫରୁ ଜନତା ହାଇସ୍କୁଲ ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ ଟାଙ୍ଗୀ ୦୯|୦୬ : କୁହୁଡ଼ି ଜନତା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ପାଇଁ ପୁରାତନ ଛାତ୍ର ସଂସଦ ତରଫରୁ ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଭୁବନେଶ୍ୱରର ମହର୍ଷି ମହାବିଦ୍ୟାଳୟର ପରିସରରେ ସଭାପତି ମନୋଜ କୁମାର ମାନସିଂହଙ୍କ ଅଧ୍ୟକ୍ଷତାରେ ସଭା ଆୟୋଜନ ହୋଇଯାଇଛି | ଏହି ସଭାରେ ସ୍ବାସ୍ଥ୍ୟ ଶିବିର ଆୟୋଜନ, ନିଶା ନିବାରଣ ସଚେତନ, ଅଧିକରୁ ଅଧିକ ସଭ୍ୟ, ପ୍ରତିଷ୍ଠା ଦିବସକୁ ସରସ ଓ ସୁନ୍ଦର କରିବା, ଅତିଥି ନିମନ୍ତ୍ରଣ, କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ...

Article Image

ବିଜେପି ଆଦିବାସୀ ମୋର୍ଚ୍ଚା ତରଫରୁ ଭଗବାନ ବିର୍ସାମୁଣ୍ଡାଙ୍କ ୧୨୫ତମ ତିରୋଧାନ ଦିବସ ପାଳିତ

ରାଇରଙ୍ଗପୁର | 09/06/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ଲଗ୍ : ବିଜେପି ଆଦିବାସୀ ମୋର୍ଚ୍ଚା ତରଫରୁ ଭଗବାନ ବିର୍ସାମୁଣ୍ଡାଙ୍କ ୧୨୫ତମ ତିରୋଧାନ ଦିବସ ପାଳିତ ରାଇରଙ୍ଗପୁର, ୯/୬ ଆଙ୍କର: ସମାଜରେ ଯେତେବେଳେ ଅନ୍ୟାୟ, ଅତ୍ୟାଚାର, ଅରାଜକତା ଓ ବ୍ୟଭିଚାରର ବୃଦ୍ଧି ପାଏ, ଏହା ବିରୋଧରେ ସଂଗ୍ରାମ ପାଇଁ ସ୍ୱୟଂ ଭଗବାନ ମନୁଷ୍ୟ ରୂପରେ ଜନ୍ମ ନେଇଥାନ୍ତି । ସେହି ମାନବୀ ରୂପୀ ଭଗବାନଙ୍କ ମଧ୍ୟରେ ସଂଗ୍ରାମୀ ବିର୍ସା ମୁଣ୍ଡା ଅନ୍ୟତମ। ପରାଧୀନ ଭାରତକୁ ଇଂରେଜ ସରକାରଙ୍କ ଅନ୍ୟାୟ,...

Article Image

ତିର୍ତ୍ତୋଲ ବିଡ଼ିଓ ଙ୍କୁ ଭେଟିଲେ କଂଗ୍ରେସ ନେତା

ତିର୍ତୋଲ | 09/06/2025 | ବିକ୍ରମ ଓଡ଼ିଶା ନିୟୁଜ

ତିର୍ତ୍ତୋଲ ବିଡ଼ିଓ ଙ୍କୁ ଭେଟିଲେ କଂଗ୍ରେସ ନେତା ତିର୍ତ୍ତୋଲ-୯/୬-(ରିପୋର୍ଟ-ଟୁକନ ସେଠୀ)-ଆଜି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ କଂଗ୍ରେସ ସମର୍ଥିତ ସରପଞ୍ଚ ଓ ସମିତିସଭ୍ଯ ମାନଙ୍କୁ ନେଇ ତିର୍ତ୍ତୋଲ ବ୍ଲକ ଉନ୍ନୟନ ଅଧିକାରୀ ଙ୍କୁ ଭେଟି ତିର୍ତ୍ତୋଲ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଲୋକ ମାନଙ୍କ ସମସ୍ଯା ସମ୍ବନ୍ଧରେ ଆଲୋଚନା କରିଥିଲେ। ତିର୍ତ୍ତୋଲ ବ୍ଲକ ର ଅନେକ ଲୋକ ସରକାରଙ୍କ ବିଭିନ୍ନ ଯୋଜନା ଯଥା ଭତ୍ତା , ଆବାସ , ରାସନ କାର୍ଡ ଆଦି ଯୋଜନାରେ ଯୋଗ୍ଯ ହିତାଧିକାରୀ ହୋଇଥିଲେ ମଧ୍ଯ ସେମାନେ ଉକ୍ତ ସରକାରୀ ଯୋଜନା ଗୁଡିକର ସୁବିଧା...

Article Image

ରାହାମାରେ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ରାହାମା | 09/06/2025 | ବିକ୍ରମ ଓଡ଼ିଶା ନିୟୁଜ

ରାହାମାରେ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ* - *ରାହାମା ତା 08/06/2025* ଜଗତସିଂହପୁର ଜିଲ୍ଲାର ପ୍ରମୁଖ ବାଣିଜିକ କେନ୍ଦ୍ର ରାହାମାର ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଦୈନିକ ଖବର କାଗଜ ସମ୍ବାଦ ଆମ ଓଡ଼ିଶା ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ଏକ ମହତ ଦାନ ଓ ରକ୍ତ ହିଁ ଜୀବନ କୁ ଗୁରୁତ୍ୱ ଦେଇ ଆଜି ଗ୍ରୀଷ୍ମ ପ୍ରକୋପକୁ ଖାତରୀ ନକରି ରକ୍ତଦାନ ମହାପୁର୍ଣ୍ୟ ରକ୍ତଦାନ ଜୀବନ ଦାନ ମୁଖ୍ୟ ଉଦ୍ୟସରେ ମୋଟ ୫୫ ୟୁନିଟ ରକ୍ତ ସେଣ୍ଟ୍ରାଲ ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କର ସ୍ୱାସ୍ଥ୍ୟ କର୍ମୀମାନେ ସଂଗୃହିତ କରିଥିଲେ। ଆଜିର...

Article Image

ଇବ୍ରିସଂ ଗୋହତ୍ୟା ମାମଲାରେ ୩ ଗିରିଫ।*ତିର୍ତ୍ତୋଲ

ତିର୍ତ୍ତୋଲ | 09/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଇବ୍ରିସଂ ଗୋହତ୍ୟା ମାମଲାରେ ୩ ଗିରିଫ।*ତିର୍ତ୍ତୋଲ-୯/୬-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଇବ୍ରିସଂ ପଞ୍ଚାୟତ ବଡ଼ମଠ ରେ ଥିବା ମୁସଲିମ ସାହିରେ ଗୋରୁ ମାଂସ କଟା ହେଉଥିବା ବେଳେ ସ୍ଥାନୀୟ ଲୋକ ବିରୋଧ କରିଥିଲେ। ଯାହାକୁ ନେଇ ହିନ୍ଦୁ ମୁସଲିମ ଙ୍କ ବିରୋଧରେ ଗଣ୍ଡଗୋଳ ଆରମ୍ଭ ହବା ସହ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରାଯାଇଛି। ଏହାପରେ ତିର୍ତ୍ତୋଲ ଥାନା ଅଧିକାରୀ ପହଞି କଟାଯାଉଥିବା ଗୋମାଂସ ଯାଗାକୁ ଯାଇ ଗୋମାଂସ ର ଅଂଶବିଶେଷ କୁ ଜବତ କରିଥିଲେ। ଏହି ଘଟଣାରେ ତିର୍ତ୍ତୋଲ ପୋଲିସ ୨୬୨/୨୫ରେ ଏକ ମାମଲା ରୁଜୁ କରି ଆଜି ୩ ଜଣଙ୍କୁ ଗିରଫ କରିଛି।...

Article Image

ରାଜରାସ୍ତାରେ ମାଳ ମାଳ ଗାଈଗୋରୁ ,ଟ୍ରାଫିକ ସମସ୍ୟା ଗୁରୁତର , ପ୍ରତିକାର ଦାବି

ବୁଗୁଡ଼ା | 08/06/2025 | ବିକ୍ରମ ଓଡ଼ିଶା ନିୟୁଜ

ରାଜରାସ୍ତାରେ ମାଳ ମାଳ ଗାଈଗୋରୁ ,ଟ୍ରାଫିକ ସମସ୍ୟା ଗୁରୁତର , ପ୍ରତିକାର ଦାବି ବୁଗୁଡ଼ା,୦୮/୦୬(ସୋରେନ କୁମାର ପ୍ରଧାନ): ସଂପ୍ରତି ବୁଗୁଡ଼ା ସହରର ରାଜରାସ୍ତା ସମେତ ବିଭିନ୍ନ ଛକ ଜାଗାରେ ମାଳ ମାଳ ଗାଈଗୋରୁଙ୍କ ଭିଡ ସାଙ୍ଗକୁ ସେମାନଙ୍କ ଉପଦ୍ରଦ ଏବେ ସାଧାରଣ ଘଟଣା ପାଲଟିଛି । ଦିନ ରାତି ଚବିଶି ଘଣ୍ଟା ରାସ୍ତା ଉପରେ ଏହି ଗାଈଗୋରୁ ପଲ ରହୁଥିବାରୁ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେବା ସହ ଗୁରୁତର ଟ୍ରାଫିକ ସମସ୍ୟା ଉପୁଜୁଛି । ସହରର ବ୍ଲକ ଛକ, ମେଡିକାଲ ଛକ, ମଦନ ମୋହନ ଛକ, ପୁରୁଣା ବସଷ୍ଟାଣ୍ଡ, ନୁଆଁ ବସଷ୍ଟାଣ୍ଡ ଛକ,ହାଇସ୍କୁଲ ଛକ ଓ...

Article Image

ଅସହ୍ୟ ହେଲାଣି ବୁଗୁଡ଼ା ଏନ୍ଏସିର ଦୁର୍ଗନ୍ଧ,ପ୍ରତିକାର ଦାବି

ବୁଗୁଡ଼ା | 08/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଅସହ୍ୟ ହେଲାଣି ବୁଗୁଡ଼ା ଏନ୍ଏସିର ଦୁର୍ଗନ୍ଧ,ପ୍ରତିକାର ଦାବି ବୁଗୁଡ଼ା,୦୮/୦୬(ସୋରେନ କୁମାର ପ୍ରଧାନ):ସଂପ୍ରତି ବୁଗୁଡ଼ା ଏନ୍ଏସି ଦୁର୍ଗନ୍ଧକୁ ନେଇ ସର୍ବସାଧାରଣରେ ସମାଲୋଚନାର ହକଦାର ପାଲଟିଛି।ଏନ୍ଏସି ମଧ୍ୟରେ ମୁକ୍ତାକାଶ ପରିସ୍ରା ସ୍ଥଳ ଯୋଗୁଁ ପଞ୍ଚାଗଳି,ବସଷ୍ଟାଣ୍ଡ ପଛପଟ,ମେଡ଼ିକାଲର ଆଗପଟ,ପଶୁ ଚିକିତ୍ସାଳୟ ପରିସର ଆଦି ଭଳି ଆହୁରି ଅନେକ ଦୁର୍ଗନ୍ଧ ସ୍ଥଳ ରହିଥିବା ବେଳେ ପରିବା ବଜାର ସମ୍ମୁଖସ୍ଥ ଆବର୍ଜନା ଜମାସ୍ଥଳ ଦୁର୍ଗନ୍ଧରେ ସବୁଠାରୁ ଆଗରେ ରହି ଚର୍ଚ୍ଚାର ପରିସରକୁ ଆସିଯାଇଛି।ସେଠାରେ ପରିବା ବଜାର ଆବର୍ଜନା ପକାଇବା ପାଇଁ କୁଣ୍ଡ ହୋଇଛି ଏବଂ ସେଥିରେ ଜୈବିକ ଆବର୍ଜନା ମଧ୍ୟ ଗଦା ହେଉଛି। ତେବେ ଏନ୍ଏସି ପ୍ରଶାସନର ଅବହେଳା କାରଣରୁ ତାହାକୁ ନିୟମିତ...