ଶତାୟୁଙ୍କ ପରଲୋକ ତିର୍ତ୍ତୋଲ ୯/୫- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଅରଡଙ୍ଗ ଗ୍ରାମର ଶତାୟୁଙ୍କ ପରଲୋକ ହୋଇଯାଇଛି l ଅରଡଙ୍ଗ ଗ୍ରାମର ଓଷା ହାତୀଙ୍କ ୧୦୨ ବର୍ଷରେ ପରଲୋକ ହୋଇଯାଇଛି l ସେ ଜଣେ ଅତ୍ୟନ୍ତ ସ୍ନେହୀବତ୍ସଳ ବ୍ୟକ୍ତିତ୍ୱ ଥିଲେ l ତାଙ୍କ ମୃତ୍ୟୁ ଖବର ପାଇବାପରେ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଂଚି ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ l ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁତ୍ର ପ୍ରତାପ, ହେମନ୍ତ, ପ୍ରଶାନ୍ତ ନାତି ବିଜୟ, ଅଜୟ, ପ୍ରଭାତ, ସଞ୍ଜୟ, ହାପି, କ୍ରିଷ୍ଣା, ଟିଟିଲ୍, ନାତୁଣୀ ଜ୍ୱାଇଁ...
ତିର୍ତ୍ତୋଲ ବ୍ଲାକ କାର୍ଯ୍ୟାଳୟରେ ବିଦାୟୀ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ତିର୍ତ୍ତୋଲ ୯/୫-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ଓସ୍ୱାନ ହଲରେ ମଣ୍ଡଳ ଉନ୍ନୟନ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ଅଧକ୍ଷତାରେ ଯନ୍ତ୍ରୀ ମାନଙ୍କର ବିଦାୟୀ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ତିର୍ତ୍ତୋଲ ବ୍ଲକରୁ ଆସିଷ୍ଟାଣ୍ଟ ଇଞ୍ଜିନିଅର (ସହକାରୀ ଯନ୍ତ୍ରୀ) ଲୋପାମୁଦ୍ରା ବେଉରା, ସାଗରିକା ରାଉତ, କ୍ଷିତୀଶ ଚନ୍ଦ୍ର ପଣ୍ଡା, ଜୁନିଅର ଇଞ୍ଜିନିଅର (କନିଷ୍ଠ ଯନ୍ତ୍ରୀ ) ସରସ୍ୱତୀ ମୁଦୁଲି, ସୁକାନ୍ତ ବେହେରା, ମୀରାବାଇ ସାମଲ ପ୍ରମୁଖ ଅନ୍ୟ ବ୍ଲକକୁ ବଦଳି ହୋଇଥିଲେ l ବଦଳି ଯନ୍ତ୍ରୀମାନଙ୍କୁ ବିଭିନ୍ନ ଉପହାର ଓ ପୁଷ୍ପଗୁଛ ଦେଇ...
ରାତି ଅଧିଆ ମାଟି ମାଫିଆଙ୍କ ଆତଙ୍କ # ରାତି ହେଲେ ଟ୍ରାକ୍ଟର ଓ ହାଇଓ୍ୱା ସାହାଯ୍ୟରେ ହଜାର ହଜାର ଟ୍ରିପ ମାଟି ଲୁଟ କରି ବିକ୍ରି କରୁଛନ୍ତି ମାଫିଆ ! କୁଜଙ୍ଗ ତହସିଲ ଅଧୀନ ନୂଆଗଡ, ବାଲଡ଼ିଆ, ପାରାଦ୍ୱୀପ ଗଡ଼, ସିଙ୍ଗିଟାଳି ଗହୀର ମଝିରୁ ରାତି ୧୧ ଟା ହେଲେ ଜେସିବି ମାଧ୍ୟମ ରେ ଆରମ୍ଭ ହୋଇଯାଏ ମାଟି ଚୋରି, ପାରାଦ୍ୱୀପ ଲକ ଥାନା ଅଧୀନରେ ଥିବା ଏସବୁ ଜମିରୁ ପ୍ରଶାସନ କୁ ଖାତିରି ନ କରି ନୂଆଗଡ ପଞ୍ଚାୟତ ରେ ଥିବା ସରକାରୀ ଓ ବେ ସରକାରୀ ନିକଟରେ କିଛି ଅସାମାଜିକ ଯୁବକ...
( ଗୋଚର ଜମି କୁ ବ୍ୟକ୍ତିଗତ ବ୍ୟବହାର ଓ ନିମପୁର ରୁ ବାଇଜଙ୍ଗା ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ନିମ୍ନମାନର ଅଭିଯୋଗ ) ଜଗତସିଂହପୁର ତା =8/5/25 ନିମପୁର ଅଞ୍ଚଳ ରେ ଥିବା ଗୋଚର ଜମି କୁ ଜୈନିକ ଠିକାଦାର ବଳପୁର୍ବକ ଦଖଲ କରି ବ୍ୟକ୍ତିଗତ ଭାବେ ବ୍ୟବହାର କରିବା ଦ୍ୱାରା ଉକ୍ତ ଅଞ୍ଚଳ ରେ ଗାଈ ଛେଳି ଏବଂ ଜନସାଧାରଣ ଯାତାୟତ ରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏ ସମ୍ପର୍କ ରେ ସ୍ଥାନୀୟ ଜନ ସାଧାରଣ ତହସିଲଦାର ଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ୍ୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା...
ପନ୍ଦରତମ ବାର୍ଷିକ ଉତ୍ସବରେ ନାଟକ ପରିବେଷଣ। କାକଟପୁର:-୦୮/୦୫(ତୁଷାର ଦୀକ୍ଷିତ ) ପୁରପଲ୍ଲୀ ଭରା ଓଡ଼ିଶାର ଗ୍ରାମାଞ୍ଚଳରେ ଏବେବି ଯୁବ ସମାଜ ପରମ୍ପରା ଓ ସାମାଜିକ ବିଧି ବ୍ୟବସ୍ଥା ମଧ୍ୟରେ ମନୋରଞ୍ଜନ ଧର୍ମୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରଖିଥିବା ୧୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ ନାଟକ ପରିବେଷଣରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସାଂସଦଙ୍କ ପୁରୀ ଜିଲ୍ଲାର ପ୍ରତିନିଧି ତଥା ସୁସଂଗଠକ ସୁଦର୍ଶନ ସ୍ବାଇଁ ବକ୍ତବ୍ୟ ଉପସ୍ଥାପନା କରିଥିଲେ। କାକଟପୁର ବ୍ଳକ କଂଟାପଡା ଗ୍ରାମପଞ୍ଚାୟତ ଗମ୍ଭାରୀପଦା ବସାଉପର ଗ୍ରାମର ତ୍ରୀନାଥ ରୟାଲ ଡ୍ରାମାଟିକ୍ କ୍ଳବ ପକ୍ଷରୁ ଦୁଇ ଦିନ ଧରି ଚାଲିଥିବା ନାଟକର ଉଦ୍ଘାଟନୀ ଉତ୍ସବରେ ବ୍ଳକ...
ବ୍ୟାସ ବିଷ୍ଣୁ ସ୍ନେହlଳୟ ଓ ବ୍ୟାସ ମନ୍ଦିର ର ଶିଳା ନ୍ୟାସ ଉଦ୍ଘାଟନ -ତିର୍ତ୍ତୋଲ-୮/୫-(ରିପୋର୍ଟ-ଟୁକନ ସେଠୀ)- କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗରେଈ ଗ୍ରା ପ ର ନାଳିଆପାଳ ଗ୍ରାମ ରେ ବ୍ୟାସ ଫାଉଣ୍ଡେସନ ଙ୍କ କର୍ମ କର୍ତ୍ତା ଙ୍କ ତରଫ ରୁ ଏକ ବ୍ୟାସ ବିଷ୍ଣୁ ସ୍ନେହାଳୟ ଓ ଏକ ବ୍ୟାସ ମନ୍ଦିର ର ଶିଳାନ୍ୟାସ ବରେଣ୍ୟ ମନ୍ତ୍ରୀ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ,ଓଡ଼ିଶା ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ କର କମଳ ରେ ଉଦ୍ଘାଟିତ ହୋଇଅଛି।ଉକ୍ତ ଉଦ୍ଘାଟନୀ ସଭା ରେ ବରେଣ୍ୟ ମଞ୍ଚlସୀନ ଅତିଥି ଭାବେ ଅବସର ପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ,ସୂଚନା ଓ...
ଯୁଗ୍ମ ଜନ ଅଭିଯୋଗ ଶୁଣାଣି ନିମନ୍ତେ ଅନଲାଇନ୍ ପଞ୍ଜୀକରଣ* * ଜଗତସିଂହପୁର,:୮/୫ ଆସନ୍ତା ତା ୧୩.୦୫.୨୦୨୫ ରିଖ (ମଙ୍ଗଳ ବାର) ଦିନ ନାଉଗାଁ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ତା୦୯.୦୫.୨୦୨୫ ରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ ହୋଇ ତା ୧୦.୦୫.୨୫ ରିଖ ରାତ୍ରି ୧୧.୫୯ ଘଟିକା ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ, ଆଗ୍ରହୀ ଜନସାଧାରଣ ଓଡ଼ିଶା ସରକାରଙ୍କ ଜନଶୁଣାଣି ପୋର୍ଟାଲ ( ମାଧ୍ୟମରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ଜନସାଧାରଣ ପଞ୍ଜୀକରଣ ପ୍ରାପ୍ତି...
ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ ମେଗା ରକ୍ତ ଦାନ ଶିବିର ରେ 51 ୟୁନିଟ ରକ୍ତ ସଂଗୃହିତ l ଖୋର୍ଦ୍ଧା -8/7- ଜ଼ିଲ୍ଲା ପ୍ରେସ କ୍ଲବ ର ସକ୍ରୀୟ ସଦସ୍ୟ, ସମ୍ମିଳିତ କର୍ମ ଜୀବି ସାମ୍ବାଦିକ ସଙ୍ଘ(ଓ.ୟୁ.ଡବ୍ଲୁ.ଜେ ) ଖୋର୍ଦ୍ଧା ଜ଼ିଲ୍ଲା ଶାଖା ର ସଭାପତି ତଥା ଯୁବ ସମାଜସେଵୀ ପ୍ରକାଶ କୁମାର ହାତୀ ଙ୍କ ଆହ୍ୱାନକ୍ରମେ, ବିଶ୍ୱ ଥାଲେସେମିୟା ଦିବସ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା l ଖୋର୍ଦ୍ଧା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ର, ଡି.ଏମ.ଓ(ଏମ.ଏସ ) ଡାକ୍ତର ମନୋରଞ୍ଜନ ରାଉତ ଆନୁଷ୍ଠାନିକ ଭାବେ ଏହି ଶିବିର କୁ...
କୁଜଙ୍ଗ ପୋଲିସ କୁ ମିଳିଛି ବଡ଼ ସଫଳତା, ଦିର୍ଘ ଦିନ ହେଲା କୁଜଙ୍ଗ ଓ ଏରସମା ଅଞ୍ଚଳରେ ଚୋରି ଓ ଛିନତାଇ ଘଟଣାରେ ଜଡିତ ଏକ ଗ୍ୟାଙ୍ଗ ର ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ସେମାନଙ୍କ ନିକଟରୁ ଗୋଟିଏ କାର ଓ ତିନୋଟି ବାଇକ୍ ସହିତ ବିପୁଳ ସୁନା ଓ ଟଙ୍କା ଜବତ କରାଯାଇଛି। ଏ ସମ୍ପର୍କରେ କୁଜଙ୍ଗ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ଏସଡିପିଓ ଚିନ୍ମୟ ରାଉତ ପ୍ରକାଶ କରିବା ସହିତ ଗତ ୨୫ ତାରିଖରେ ଚଟୁଆ ଗ୍ରାମରେ ଘରେ କେହି ନଥିବା ବେଳେ ରାତିରେ ସମ୍ପୃକ୍ତ ଦୁବୃତ୍ତ...
: ଏଟିଏମ କାର୍ଡ ଚୋରି କରି ଲୁଟ କରୁଥିବା ୩ ଲୁଟେରା ଗିରଫ, ୫୧ ଟି କାର୍ଡ ସହ ଲକ୍ଷାଧିକ ଟଙ୍କା ଜବତ । ଅନ୍ୟ ଏକ ଘଟଣା ରେ ବିପୁଳ ପରିମାଣର ଚୋରି ସୁନା ଗହଣା ଜବତ । ରିପୋର୍ଟ୍: ଖୋର୍ଦ୍ଧା, ୦୭.୦୫.୨୪. r: ବିଭିନ୍ନ ସମୟରେ ଅଶିକ୍ଷିତ କିମ୍ବା ବୃଦ୍ଧ ବୃଦ୍ଧା ଏଟିଏମ୍ କାଉଣ୍ଟର ରୁ ଟଙ୍କା ବାହାର କଲାବେଳେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗ ର ତିନି ସାଇବର ଲୁଟେରା ବିଭିନ୍ନ କାଉଣ୍ଟର ରେ ତୀକ୍ଷଣ ନଜର ରଖି ଏ ଟି ଏମ କାର୍ଡ ଚୋରି କରି ଆକାଉଣ୍ଟ ରୁ...
ଗୋବିନ୍ଦପୁର ବାତ୍ୟା ଆଶ୍ରୟସ୍ଥଳୀ ଠାରେ ମକଡ୍ରିଲ ଅନୁଷ୍ଠିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଏରସମା ବ୍ଲକ୍ ପ୍ରଶାସନ ଏବଂ ବାତ୍ୟା ଆଶ୍ରୟସ୍ଥଳୀ ମରାମତି ଓ ପରିଚାଳନା କମିଟି,ଗୋବିନ୍ଦପୁର ,ଢ଼ିଙ୍କିଆ ପଞ୍ଚାୟତ ର ମିଳିତ ସଂଯୋଜନା ରେ ଏକ ଅଭ୍ୟାସ ଶିବିର ସ୍ଥାନୀୟ ଆଶ୍ରୟସ୍ଥଳ ଠାରେ ଅନୁଷ୍ଠିତ ହୋଇଥିଲା। ପହଲଗାମ ଆକ୍ରମଣ ପରେ ଆସନ୍ନ ଯୁଦ୍ଧ ସମୟରେ କିପରି ସ୍ଥାନୀୟ ଲୋକ ମାନେ ବିଭିନ୍ନ ନିରାପତ୍ତା ଉପାୟ ଅବଲମ୍ବନ କରିବେ ତାହା ସମ୍ବନ୍ଧରେ ଆଲୋକପାତ ହୋଇଥିଲା। ଏଥିରେ ଏରସମା ବ୍ଲକ ର ଏଡିଓ ନୃସିଂହ ଶୁକ୍ଲ, ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ...
ବିଧାୟକ ସାରଦା ପ୍ରସନ୍ନ ଜେନା ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ - ଏରସମା ୮/୫/୨୫ ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନାଙ୍କୁ ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବିଜୁଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ। ପୂର୍ବରୁ ସାରଦା ପ୍ରସନ୍ନ ଜେନାଙ୍କୁ ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ, ରାଜ୍ୟ କାଳିଆ ଯୋଜନାର ଉପଦେଷ୍ଟା, ଜଗତସିଂହପୁର ଜିଲ୍ଲା ଷ୍ଟାଣ୍ଡିଙ୍ଗ କମିଟିର ଏକସ୍ପଟ ମେମ୍ବର ସହିତ ବାଲେଶ୍ଵର ଜିଲ୍ଲାରେ ସହ ପର୍ଯ୍ୟବେକ୍ଷକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ...