ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି _ ବ୍ରହ୍ମପୁର (ମସୀହା)_ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଜଣେ ଦକ୍ଷ ଅନୁଭୂତି ସମ୍ପନ୍ନ ବ୍ୟକ୍ତିତ୍ଵ ହେଉଛନ୍ତି ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରାଧାକନ୍ତ ନାୟକ l ସେ ଦୀର୍ଘ ୨୫ ଧରି ସେ ନିଜ କର୍ତ୍ତବ୍ୟବୋଧକୁ ସୂଚାରୁ ରୂପେ ସଂପାଦନ କରି ଆସୁଛନ୍ତି l ତାଙ୍କର ଦିଗଦର୍ଶନ, ଉତ୍ତମ ବ୍ୟକ୍ତିତ୍ଵ ଓ ବଳିଷ୍ଠ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ସଫଳ ହାସଲ କରି ଛନ୍ତି l ବିଗତ...
ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ ଅଞ୍ଜନା ମଲ୍ଲିକଙ୍କୁ ଆର୍ଥିକ ସହାୟତା * ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତାଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟଳ ଗ୍ରାମର କର୍କଟ ରୋଗରେ ପୀଡିତା ଅଞ୍ଜନା ମଲ୍ଲିକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ଅଞ୍ଜନା କିଛି ମାସ ହେବ କର୍କଟ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଚଲାବୁଲା କରିବାକୁ ଅକ୍ଷମ | ତାଙ୍କ ସ୍ୱାମୀ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି | ସେ ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି | ବର୍ତ୍ତମାନ ଅର୍ଥ ଅଭାବରୁ ପତ୍ନୀଙ୍କର ଚିକିସ୍ଥା...
ଆଳିପିଙ୍ଗଳ ପଶୁଡାକ୍ତରଙ୍କ ବଦଳି ଦାବୀ |, ~~~~~~~~~~~~~~ ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ପଶୁଡାକ୍ତର ଖାନରେ ଡାକ୍ତର ନିୟମିତ ଆସୁନାହାନ୍ତି |ଜନସାଧାରଣ ଗୋ ସେବାପାଇଁ ବହୁ ଅସୁବିଧା ଭୋଗ କରୁଛନ୍ତି |ସାଧାରଣ ଲୋକଙ୍କୁ ବ୍ୟବହାର ଖରାପ କରୁଛନ୍ତି |ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ. ଆଳିପିଙ୍ଗଳ ପୂର୍ବତନ ସରପଞ୍ଚ ଧୂଳେଶ୍ୱର ମଲ୍ଲିକ. ଆର୍ତବନ୍ଧୁ କାବୁ. ତପନ କୁମାର ସ୍ୱାଇଁ ପ୍ରମୁଖ ସମେତ ବହୁ ଲୋକ ଦାବୀ କରିଛନ୍ତି |
କୁଜଙ୍ଗ ବି.ଡି.ଓ ଙ୍କ ସ୍ବେଛାଚାରିତାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ* - ତିର୍ତ୍ତୋଲ-୭/୫-(ରିପୋର୍ଟ-ଟୁକନ ସେଠୀ) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତର କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବା ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ। ସାଇଲୋ ଗ୍ରାମ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ସରପଞ୍ଚ ସରୋଜ କୁମାର ସେଠି ଙ୍କ ସହିତ ସମିତି ସଭ୍ୟା ଶ୍ରୀମତୀ ମନୀଷାରାଣୀ ମଲ୍ଲ ଓ ନାଏବ ସରପଞ୍ଚ ଶ୍ରୀମତୀ ଝରଣା ଦାସ ଏବଂ ସମସ୍ତ ୱାର୍ଡ ସଭ୍ୟ ସଭ୍ୟାମାନେ ଆଜି ଜିଲ୍ଲାପାଳ ମହୋଦୟ ଜଗତସିଂହପୁର ଙ୍କୁ କୁଜଙ୍ଗ ବି.ଡି.ଓ ଙ୍କ ବୈମାତୃକ ମନୋଭାବ ଓ ସ୍ବେଚ୍ଛାଚାରିତା ମନୋମୁଖୀ କାର୍ଯ୍ୟ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର...
ସାମ୍ଭାବ୍ୟ ଯୁଦ୍ଧ ମୁକାବିଲା ପାଇଁ କାକଟପୁର ବ୍ଲକ ରେ ସଚେତନତା। (କାକଟପୁର ବ୍ଲକ ରେ ବାଜିଲା ସାଇରନ ) କାକଟପୁର:-୦୭/୦୫ (ତୁଷାର ଦୀକ୍ଷିତ )କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କାକଟପୁର ବ୍ଳକ ପ୍ରଶାସନ ପକ୍ଷରୁ ଅପରାହ୍ନ ଠିକ ୪ଘଟିକା ସମୟରେ କାକଟପୁର ବ୍ଳକ ପରିସରରେ ସାଇରନ୍ ବଜାଇ ଯୁଦ୍ଧ ସମୟରେ ପରିସ୍ଥିତିର ମୁକାବିଲା ପାଇଁ ସାଧାରଣ ଜନତାଙ୍କୁ ସଚେତନ ବାର୍ତ୍ତା ପ୍ରେରଣ କରାଯାଇଥିଲା।ବ୍ଳକ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦଙ୍କ ତତ୍ବାବଧାନରେ ଜି ପି ଡି ଓ ସୁବ୍ରତ କୁମାର ପରିଡ଼ା, ବି ଏଲ ଓ ସୁପରଭାଇଜର ତ୍ରିଲୋଚନ ବିଶ୍ଵାଳଙ୍କ ସହଯୋଗ କ୍ରମେ ବ୍ଳକ ଅଧ୍ୟକ୍ଷ ଶ୍ରୀଧର...
ଫରେଷ୍ଟ ଭିଜିଲାନ୍ସ ୱିଙ୍ଗ ର କରତକଳ ଉପରେ ଅଚାନକ ଚଢ଼ାଉ, ଲକ୍ଷାଧିକ ଟଙ୍କା ର ଯନ୍ତ୍ର ପାତି କାଠ ଜବତ, ପୁର୍ବରୁ ଚଢ଼ାଉ ହୋଇଥିବା କରତକଳ ଏବେବି କାର୍ଯ୍ୟକ୍ଷମ, ଅସ୍ତରଙ୍ଗ୭/୫(ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ଠାରେ ଚାଲୁଥିବା ଏକ ବେଆଇନ କରତକଳ ଉପରେ କଟକ ଭୁବନେଶ୍ୱର ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ, ଅସ୍ତରଙ୍ଗ ବନବିଭାଗ, କାକଟପୁର ପୋଲିସ ଓ ଅସ୍ତରଙ୍ଗ ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କ ସହାୟତା ରେ ବୁଧବାର ସକାଳୁ ଅଚାନକ ଚଢାଉ କରାଯାଇଛି। ଏହି ଚଢ଼ାଉ ରେ ପାଖାପାଖି ଲକ୍ଷ ଲକ୍ଷ ଟଙ୍କା ର ମେସିନ ଓ...
ରାଜ୍ଵାସ ନିରୀକ୍ଷକ ଙ୍କ କାର୍ଯ୍ୟଳୟ ନିର୍ମାଣ ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ ନାଉଗାଁ ୭/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ସ୍ତୀତ ଡେରିକି ନିକଟରେ ରାଜ୍ଵାସ ନିରୀକ୍ଷକ ଙ୍କ କାର୍ଯ୍ୟଳୟ ନିର୍ମାଣ ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସ୍ଥାନୀୟ ବିଧାୟକ l ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ଙ୍କ ଦ୍ୱାରା ଡେରିକି ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏକ କୋଟି 6 ଲକ୍ଷ 56 ହଜାର ଟଙ୍କା ବ୍ୟଅ ଅଟକଳ ମୂଲ୍ୟରେ ନିର୍ମାଣ ହେବାକୁ ଥିବା ରାଜ୍ଵସ ନିରୀକ୍ଷକ ଙ୍କ କାର୍ଯାଳୟ ଓ...
ନୂଆଦିଲ୍ଲୀ, ୦୭/୦୫ : ଭାରତର ଏୟାରଷ୍ଟ୍ରାଇକ୍ରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହର୍ର ପରିବାର ନିପାତ। ଅଜହର୍ ପରିବାରର ୧୦ରୁ ଉର୍ଦ୍ଧ୍ଵ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଜୈଶ-ଏ-ମହମ୍ମଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ଆକ୍ରମଣରେ ଅଜହର୍କୁ ଶକ୍ତ ଧକ୍କା ଲାଗିଛି। ଭଲ ହୋଇଥାନ୍ତା ଯଦି ମୁଁ ମରି ଯାଇଥାନ୍ତି ବୋଲି କୁଆଡ଼େ ଅଜହର୍ କହିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି।
ନିରପୋଇ ଆଖଣ୍ଡଳମଣି ମନ୍ଦିରରେ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ ତିର୍ତ୍ତୋଲ-୭/୫-(ରିପୋର୍ଟ-ଟୁକନ ସେଠୀ)- ମହାନଦୀ ଚିତ୍ରୋପ୍ତଲା ଦିପାଞ୍ ଳ ର ପୁଣ୍ୟତୋୟା ପାଇକl ନଦୀର ତଟ ଦେଶରେ ନୀରପୋଇ ଠାରେ ବିରାଜିତ ବାବା ଆଖଣ୍ଡଳମଣି ମନ୍ଦିରରେ ଗତ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ବିଶ୍ଵଶାନ୍ତି ମହାଯଜ୍ଞ ଶନିବାର ଦିନ ବିଳମ୍ବିତ ରାତ୍ରୀରେ ଉଦଯାପିତ ହୋଇଯାଇଛି। ପ୍ରତିଷ୍ଠାତା ରମାକାନ୍ତ ପଣ୍ଡା ଙ୍କ ଦ୍ଵାରା ଆୟୋଜିତ ଏହି ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଶିଷ୍ଟ ଜ୍ୟୋତିର୍ବିଦ ପଣ୍ତିତ ପ୍ରମୋଦ କୁମାର ପଣ୍ଡା ( ବୁଲୁ ନନା) ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ପ୍ରତିଦିନ ଅଷ୍ଟଦିଗପାଳ ପୂଜା,...
ବଡିଲା କାର୍ଯ୍ୟ ବିରତି ଆନ୍ଦୋଳନ ଘଣ୍ଟାଏ ବଦଳ ରେ ଦୁଇଘଣ୍ଟା କାମ ବନ୍ଦ କରି କରିବେ ଆନ୍ଦୋଳନ ଏହାପାଇଁ ସମ୍ପୂର୍ଣ ଦାଇ A M N S ନିପନ୍ ଷ୍ଟିଲ ପୂର୍ବ ଉପକୂଳ ଶ୍ରମିକ ସଂଘ ପକ୍ଷରୁ AM/NS କମ୍ପାନୀ ର ମନ ମାନି ବିରୋଧରେ ବିଭିନ୍ନ ଦାବି ନେଇ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କାରଖାନା ର ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକଙ୍କ...
( ନାଟ୍ୟକାର ସୁଧାକର ଦ୍ବିବେଦୀଙ୍କ ୭୫ ତମ ଜୟନ୍ତୀ ସମାରୋହ ପାଳିତ) ଜଗତସିଂହପୁର ତା =7/5/25 କାଳଜୟୀ ନାଟ୍ୟକାର ସୁଧାକର ଦ୍ବିବେଦୀଙ୍କ ୭୫ ତମ ଜୟନ୍ତୀ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ପାଳିତ ହୋଇଯାଇଛି l ସ୍ମୃତି ପରିଷଦର ସଭାପତି ଅଲେଖ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ପରିଷଦର ସାଧାରଣ ସମ୍ପାଦକ ସରୋଜ କୁମାର ଦ୍ବିବେଦୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର...
ଦ୍ବାଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା , ବିରାଟ ପଟୁଆରରେ ମା'ଙ୍କ ଘଟ ପରିକ୍ରମା, ୭ ମେଢ ଲୋକାର୍ପିତ ବୁଗୁଡ଼ା,୦୬/୦୫(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଦ୍ବାଦଶ ଦିବସରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଚ୍ଯାମ୍ବର ଅଫ୍ କମର୍ସ ପକ୍ଷରୁ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ସହ ଆଜିର ଯାତ୍ରା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ବିଧି ପୂର୍ବକ ପଞ୍ଚ ପୁରୋହିତ ମା'ଙ୍କ ପୂଜାର୍ଚ୍ଚନା ସମ୍ପାଦନ କରିଥିବା ବେଳେ ସନ୍ଧ୍ୟାରେ ୧୦୮ ଆଳତି ପରେ ଘଟ ପରିକ୍ରମାର ଶୁଭାରମ୍ଭ ହୋଇଥିଲା ।...