Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

କାକଟପୁର ମଙ୍ଗଳା ଙ୍କ ମନ୍ଦିର ରେ ଚନ୍ଦନ ଯାତ୍ରା

କାକଟପୁର | 10/05/2025 | ବିକ୍ରମ ଓଡ଼ିଶା ନିୟୁଜ

କାକଟପୁର ମଙ୍ଗଳା ଙ୍କ ମନ୍ଦିର ରେ ଚନ୍ଦନ ଯାତ୍ରା* କାକଟପୁର ୧0/୫ :- ପୁରୀ ଜିଲ୍ଲା କାକଟପୁରର ମା ମଙ୍ଗଳା ପୀଠ ରାଜ୍ୟର ପ୍ରସିଦ୍ଧ ଅଷ୍ଟଚଣ୍ଡୀ ପୀଠଙ୍କ ମଧ୍ୟରୁ ଅନ୍ୟତମ। ଓଡିଶା ଜଗନ୍ନାଥ ସଂସ୍କୃତି ସହିତ କାକଟପୁର ସ୍ଥିତ ମା ମଙ୍ଗଳା ମନ୍ଦିର ର ପାର୍ବପର୍ବାଣି ଓତପ୍ରୋତଃ ଭାବେ ଜଡିତ ରହିଛି। ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ର ନିତିକାନ୍ତି ଏବଂ ପର୍ବ ପର୍ବାଣି ସହିତ ମା ମଙ୍ଗଳାଙ୍କ ମନ୍ଦିରର ନିତିକାନ୍ତି ଏବଂ ପର୍ବ ପର୍ବାଣୀର ବେଶ କିଛି ସାମଞ୍ଜସ୍ୟ ରହିଛି, ଯାହାକି ସାଧାରଣ ଭକ୍ତ ଟିଏ ଜାଣିବା କଷ୍ଟକର ହୋଇଥାଏ। ସେହି ସମସ୍ତ ପର୍ବ ମଧ୍ୟରୁ...

Article Image

ମା ମଙ୍ଗଳା ମନ୍ଦିରରେ ରାମଚରିତ ମାନସ ପାରାୟଣ ଉଦଯାପିତ

କାକଟପୁର | 10/05/2025 | ବିକ୍ରମ ଓଡ଼ିଶା ନିୟୁଜ

ମା ମଙ୍ଗଳା ମନ୍ଦିରରେ ରାମଚରିତ ମାନସ ପାରାୟଣ ଉଦଯାପିତ କାକଟପୁର 10/5 ( ତୁଷାର ଦୀକ୍ଷିତ ) ହରି ନାମେ କି ରସ ଅଛି ପାନ କଲା ଲୋକ ଜାଣିଛି ଆଜି ର ବେସ୍ତ ବହୁଳ ଜୀବନ ଭିତରେ ଠାକୁର ଙ୍କ ଉପରେ ଆଜିର ବିଜ୍ଞାନ ଯୁଗରେ ଯୁବ ସମାଜ କୁ ସମୟ ନାହିଁ ହରିନାମ ରେ ସାମିଲ ହେବାକୁ ଏବଂ ନିଜକୁ ହରିନାମ ରେ ହଜାଇ ଦେବାକୁ କିନ୍ତୁ ଦୀର୍ଘ ବର୍ଷ ରୁ ଉର୍ଦ୍ଧ ହେବ ମଙ୍ଗଳା ମନ୍ଦିର ବେଢା ଭିତରେ ହୋଇ ଆସୁଛି ରାମ ଚରିତ ମାନସ ପ୍ରତ୍ୟେକ ଦିନ ବେଢା ବାହାରେ ଥିବା ରାମ,...

Article Image

ଭାରତ-ପାକିସ୍ତାନ ଯୁଦ୍ଧ ବିରତି ଆଜି ସନ୍ଧ୍ୟା 5ରୁ ଅସ୍ତ୍ର ବିରତି

ନୂଆଦିଲ୍ଲୀ | 10/05/2025 | ବିକ୍ରମ ଓଡ଼ିଶା ନିୟୁଜ

ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଯୁଦ୍ଧ ଉତ୍ତେଜନା ଭିତରେ ବଡ଼ ଖବର। ଯୁଦ୍ଧବିରତି ନେଇ ଦୁଇ ଦେଶ ସହମତି ହୋଇଛନ୍ତି। ଏନେଇ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ରହିଛି। ଏନେଇ ସୋସିଆଲ ମିଡିଆରେ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଉଭୟ ଦେଶ ଶାନ୍ତି ପାଇଁ ସହମତ ହୋଇଛନ୍ତି। ଆମେ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କଲୁ, ଏବଂ ଆମେ ଏଥିରେ ସଫଳ ହୋଇଛି। ଉଭୟ ଦେଶରେ ସୃଷ୍ଟି ହେଉଥିବା ପରିବେଶକୁ ଶାନ୍ତ କରିବା ଆବଶ୍ୟକ। ଆମେ ଗତକାଲି ରାତିରୁ ଏହା ଚେଷ୍ଟା କରିବା ଆରମ୍ଭ କରିଥିଲୁ ଏବଂ...

Article Image

ନାଲପୁର ଗ୍ରାମରେ ୨୦ ବର୍ଷ ଯୁବତୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସନ୍ଦେହ, ବଡ଼ ଭଉଣୀ ଥାନାରେ ଦେଲେ ଅଭିଯୋଗ

ତିର୍ତ୍ତୋଲ | 10/05/2025 | ବିକ୍ରମ ଓଡ଼ିଶା ନିୟୁଜ

ନାଲପୁର ଗ୍ରାମରେ ୨୦ ବର୍ଷ ଯୁବତୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସନ୍ଦେହ, ବଡ଼ ଭଉଣୀ ଥାନାରେ ଦେଲେ ଅଭିଯୋଗ ତିର୍ତ୍ତୋଲ ୧୦/୫- (ରିପୋର୍ଟ-ଟୁକନ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତ ନାଲପୁର ଗ୍ରାମରେ ୨୦ ବର୍ଷର ଯୁବତୀ ଚିନ୍ମୟୀ ବେହେରାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାକୁ ସାଧାରଣରେ ପ୍ରଶ୍ନ ଉଠିଛି l ଚିନ୍ମୟୀଙ୍କ ବଡ଼ ଭଉଣୀ ସରୋଜିନୀ ତାଙ୍କ ସାନ ଭଉଣୀକୁ ମାରି ଟାଙ୍ଗିଦେଇଥିବା ନେଇ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଘଟଣା ମୁତାବକ ନାଲପୁର ଗ୍ରାମର ଛବିଳ କିଶୋର ବେହେରାଙ୍କ ଦୁଇ ଝିଅ ଓ ଦୁଇ ପୁଅ ଅଛନ୍ତି...

Article Image

(ମା ଛତରାଇ ଦୁଗ୍ଧ ସମବାୟ ସମିତି ପକ୍ଷରୁ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ )

ଜଗତସିଂହପୁର | 10/05/2025 | ବିକ୍ରମ ଓଡ଼ିଶା ନିୟୁଜ

(ମା ଛତରାଇ ଦୁଗ୍ଧ ସମବାୟ ସମିତି ପକ୍ଷରୁ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ) ଜଗତସିଂହପୁର ତା =10/5/25 ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ତରାସାହି ସ୍ଥିତ ମା ଛତରାଇ ଦୁଗ୍ଧ ସମବାୟ ସମିତି ସଭାପତି ଏବଂ ସମ୍ପାଦକ ଦୈନଦିନ ସମିତି ଜରିଆରେ ଶତାଧିକ ଦୁଗ୍ଧ ଚାଷୀ ମାନଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରି ଆମ୍ବଶଳ ସ୍ଥିତ ଓମଫେଡ କେନ୍ଦ୍ର କୁ ଯୋଗାଇ ଆସୁଥିଲେ | ପରବର୍ତ୍ତୀ ସମୟରେ ସଭାପତି ଏବଂ ସମ୍ପାଦକ ଙ୍କ ମଧ୍ୟ୍ୟ ରେ ବ୍ୟବସାୟ କୁ କେନ୍ଦ୍ର କରି ମନାନ୍ତର ମତାନ୍ତର ସୃଷ୍ଟି ହୋଇଥିଲା | ସମ୍ପାଦକ ମା ଛତରାଜ ଦୁଗ୍ଧ ସମବାୟ ସମିତି ରୁ ଓହରିଯାଇ...

Article Image

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ତିର୍ତ୍ତୋଲ | 10/05/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା -ତିର୍ତ୍ତୋଲ-୧୦/୫-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ଥାନା କୁଜଙ୍ଗ ବ୍ଲକ୍ ପୋତାନଈ ପଞ୍ଚାୟତ ଅନ୍ତର୍ଗତ ଚନ୍ଦାପାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି।ଏହି ଅବସରରେ ଚନ୍ଦାପାଟ ଉଚ୍ଚ ବିଦ୍ୟାଳୟର ପୂର୍ବତନ ସହକାରୀ ଶିକ୍ଷକ ତଥା ଏରସମା ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ଗୋପବନ୍ଧୁ ନାୟକଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଚନ୍ଦାପାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷାବିତ ଅନାଦି ଚରଣ ଖଟୁଆଙ୍କ ସଭାପତିତ୍ବରେ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୁର୍ବତନ କୁଜଙ୍ଗ ମଣ୍ଡଳ ଶିକ୍ଷାଧିକାରୀ ସୁଦର୍ଶନ ନନ୍ଦ ମୁଖ୍ୟବକ୍ତା ଏ ଆଈ ଏଫ୍ ଟିଓ...

Article Image

ବାଲିଢ଼ି ଗ୍ରାମରେ ମା ସାହାଡ଼ା ସୁନ୍ଦରୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ତିର୍ତ୍ତୋଲ | 10/05/2025 | ବିକ୍ରମ ଓଡ଼ିଶା ନିୟୁଜ

ବାଲିଢ଼ି ଗ୍ରାମରେ ମା ସାହାଡ଼ା ସୁନ୍ଦରୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ* - ତିର୍ତ୍ତୋଲ-୧୦/୫-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ଥାନା କୁଜଙ୍ଗ ବ୍ଲକ ଅନ୍ତର୍ଗତ ତାଳପଡା ଗ୍ରାମ ପଞ୍ଚାୟତର ବାଲିଢ଼ି ଗ୍ରାମ ରେ ଗ୍ରାମଦେବତୀ ମା ସାହାଡ଼ା ସୁନ୍ଦରୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇଅଛି।ଏହି ମହୋତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବାନେଇ ଗ୍ରାମବାସୀ ପ୍ରକାଶ କରିଛନ୍ତି।ଏକାଦଶୀ ଦିବସର ପ୍ରଥମ ଦିବସରେ କଳସ ଶୋଭାଯାତ୍ରା, ଯଜ୍ଞାରମ୍ଭ ଓ ଯଜ୍ଞ ମଣ୍ଡପରେ ସମସ୍ତ ଦେବାଦେବୀ ପୂଜନ ସହିତ ଦେବୀଙ୍କର ସ୍ନାନ ଓ ଶୟନ ପରେ ସାଂସ୍କୃତିକ ସନ୍ଧ୍ୟାରେ ସମାଜସେବୀ ଡ଼ଃ ସୁନାକର ବେହେରା ମଞ୍ଚ ସଂଚାଳନ କରିବାସହ ଆନ୍ତର୍ଜାତୀୟ...

Article Image

ପଞ୍ଚଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା ,

ବୁଗୁଡ଼ା | 10/05/2025 | ବିକ୍ରମ ଓଡ଼ିଶା ନିୟୁଜ

ପଞ୍ଚଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା , ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ବୁଗୁଡା ସହର, ବିରାଟ ପଟୁଆରରେ ମା’ଙ୍କ ଘଟ ପରିକ୍ରମା ବୁଗୁଡ଼ା,୦୯/୦୫(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ପଞ୍ଚଦଶ ଦିବସରେ ପହଞ୍ଚିଥିବା ବେଳେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ କେ.ନୀଳମାଧବ ଆଚାରୀଙ୍କ ତରଫରୁ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ସହ ଆଜିର ଯାତ୍ରା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜି ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପ୍ରାତଃ କାଳରେ ସ୍ନାନ, ଅବକାଶ ଓ ବାଳଭୋଗ, ପୂର୍ବାହ୍ନରେ ଷଟ୍ କର୍ମ, ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ପଣାଭୋଗ...

Article Image

ନୀଳଗିରି ରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ

ନୀଳଗିରି | 09/05/2025 | ବିକ୍ରମ ଓଡ଼ିଶା ନିୟୁଜ

ନୀଳଗିରି ରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,, ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ର ନୀଳଗିରି. ଔପଦା. ବାହାନଗା ବ୍ଲକ ଗୁଡିକ ରେ ଚଳିତ ବର୍ଷ ମେଟ୍ରିକରେ 90 ପ୍ରତିଶତ A-1 ଗ୍ରେଡ଼ ମାର୍କ ରଖି ଉତ୍ତୀର୍ଣ ହୋଇଥିବା ମୋଟ 14ଜଣ ଛାତ୍ରଛାତ୍ରୀ ମାନଙ୍କୁ,ଆଜି ନୀଳଗିରିସ୍ଥିତ ଏନଏସି କଲ୍ୟାଣ ମଣ୍ଡପ ଠାରେ, ବୁଦ୍ଧିଜୀବି କମିଟି ର ଉପଦେଷ୍ଟା ତଥା ସଭାପତି ଅବସର ପ୍ରାପ୍ତ ଵିଇଓ ରବୀନ୍ଦ୍ର ପରିଡା ଙ୍କର ନେତୃତ୍ୱ ରେ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା, ଉକ୍ତ ସମାରୋହ ରେ ମୁଖ୍ୟ ଅତିଥିଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ...

Article Image

କଟକ-ପାରାଦ୍ବୀପ ମୁଖ୍ୟରାସ୍ତାର ତାରପୁର ବାଇପାସ ନିକଟରେ ହୁତୁହୁତୁ ହୋଇ ଜଳିଲା କାର।।

ଜଗତସିଂହପୁର | 09/05/2025 | ବିକ୍ରମ ଓଡ଼ିଶା ନିୟୁଜ

କଟକ-ପାରାଦ୍ବୀପ ମୁଖ୍ୟରାସ୍ତାର ତାରପୁର ବାଇପାସ ନିକଟରେ ହୁତୁହୁତୁ ହୋଇ ଜଳିଲା କାର।। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଧୀନ ତାରପୁର ବାଇପାସ ନିକଟରେ ଆଜି ମଧ୍ୟାହ୍ନରେ ହୁତୁହୁତୁ ହୋଇ ଜଳିଲା ଧଳା ରଙ୍ଗର ଗୋଟେ କାର, ସୂଚନା ଅନୁସାରେ ପାରଦ୍ବୀପରୁ କଟକ ଅଭିମୁଖେ ଯାଉଥିବା OD-01-Z-4377 ନମ୍ବର ଧଳାରଙ୍ଗର କାରଟି କଟକ ପାରାଦ୍ବୀପ ମୁଖ୍ୟରାସ୍ତାର ତାରପୁର ବାଇପାସ ନିକଟରେ କେଉଁ କାରଣ ବଶତଃ ଇଞ୍ଜିନରେ ନିଆଁ ଲାଗିଯିବା ଫଳରେ ହଠାତ କାରରେ ଲାଗିଲା ନିଆଁ, ଏହି କାର ଭିତରେ ବସିଥିବା ବ୍ୟକ୍ତିମନେ ସଙ୍ଗେସଙ୍ଗେ କାରରୁ ବାହାରକୁ ବାହାରି ଜୀବନ ସୁରକ୍ଷିତ ଭାବେ ରକ୍ଷା କରିଛନ୍ତି, ଏହି...

Article Image

ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଗୁଳୁଗୁଳିଠୁ ବଳିପଡ଼ିଛି ଅଘୋଷିତ ବିଦ୍ୟୁତ କାଟ;

କାକଟପୁର | 09/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଗୁଳୁଗୁଳିଠୁ ବଳିପଡ଼ିଛି ଅଘୋଷିତ ବିଦ୍ୟୁତ କାଟ; ଆନ୍ଦୋଳନ ପାଇଁ ଉପଭୋକ୍ତା ସଂଘର ସଜବାଜ, ଲୋ ଭୋଟେଜ ସମସ୍ୟରେ ହନ୍ତସନ୍ତ ଲୋକେ କାକଟପୁର ତା ୯/୫, ( ତୁଷାର ଦୀକ୍ଷିତ ) ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିରୁ ପୁରୀଜିଲ୍ଲା କାକଟପୁର ମଧ୍ୟ ବାଦ୍‌‌ ପଡ଼ିନଥିବା ବେଳେ ଅତି ଆବଶ୍ୟକ ନଥିଲେ ଦିନ ୯ଟା ପରେ ଘରୁ କେହି ବାହାରକୁ ବାହାରୁ ନାହାନ୍ତି। ଏଭଳି ସ୍ଥିତିରେ ଗ୍ରୀଷ୍ମପ୍ରବାହ ଓ ଗୁଳଗୁଳିଠାରୁ ବଳିପଡ଼ିଛି ଅଘୋଷିତ ବିଦ୍ୟୁତ୍‌‌କାଟ। ନିର୍ଦ୍ଦିଷ୍ଟ ଭାବେ ଗ୍ରୀଷ୍ମ ସମୟରେ ୨୪ ଘଣ୍ଟିଆ ବିଦ୍ୟୁତ୍‌‌ ଯୋଗାଣ ନେଇ...

Article Image

ଜିଲ୍ଲା ସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ପାଳିତ

ଜଗତସିଂହପୁର | 09/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଜିଲ୍ଲା ସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ପାଳିତ ଜଗତସିଂହପୁର, ତା ୮/୦୫/୨୫:ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦ୍ ଗାତା, ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ଯୋଗଦେଇ ରେଡକ୍ରସ ସୋସାଇଟି ର ସେବାଭାବ...