Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

ୟୁଜେଏ ଯାଜପୁର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଯାଜପୁର | 02/05/2025 | ବିକ୍ରମ ଓଡ଼ିଶା ନିୟୁଜ

ୟୁଜେଏ ଯାଜପୁର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଯାଜପୁର,୨/୫ ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ ଯାଜପୁର ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଦିନ ଯାଜପୁର ଠାରେ ଅନୁଷ୍ଠିତ ହୋଇଥିଲା! ଜିଲ୍ଲା ସଭାପତି ହରିହର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ,ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଅତିଥିଭାବେ ଯୋଗଦେଇ ସଂଘର କାର୍ଯ୍ୟଧାରାକୁ ଗତିଶୀଳ କରିବା ସହ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମତ ଦେଇଥିଲେ! ଆଗାମୀ ୧୧ ତାରିଖରେ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା!ସଭା ଆରମ୍ଭରେ ସଂଘର ଦିବଙ୍ଗତ ବରିଷ୍ଠ ସଭ୍ୟ ରବିନାରାୟଣ ରଣାଙ୍କ...

Article Image

ରାଇରଙ୍ଗପୁର ରେ ଖୋଲିଲା ଜିଓ ମାର୍ଟ

ରାଇରଙ୍ଗପୁର | 02/05/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ଗ୍ଇରଙ୍ଗପୁର ରେ ଖୋଲିଲା ଜିଓ ମାର୍ଟ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର କ୍ୟାନାରା ବ୍ୟାଙ୍କ ପାଖରେ ଆଜି ଭାରତର ସର୍ବବୃହତ ଓ ବିଶ୍ୱାସଯୋଗ୍ୟ କମ୍ପାନୀ Reliance କମ୍ପାନୀର ଏକ ଡିଜିଟାଲ ଷ୍ଟୋର JIO_MART_DIGITAL ନାମରେ...

Article Image

ଦୀଘା ମନ୍ଦିର ବିବାଦକୁ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ କହିଲେ, ‘ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ

ଭୁବନେଶ୍ବର | 02/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଦୀଘା ମନ୍ଦିର ବିବାଦକୁ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ କହିଲେ, ‘ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ ଭୁବନେଶ୍ବର:(ସମୀର ରଞ୍ଜନ ନାୟକ) ପଶ୍ଚିମବଙ୍ଗର ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ଉଠିଥିବା ବିବାଦ ଭିତରେ ଏବେ ମୁହଁ ଖୋଲିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କନକବର୍ଦ୍ଧନ ସିଂହଦେଓ ସମଗ୍ର ଭାରତବର୍ଷରେ ଚାରିଧାମ ରହିଛି। ସବୁଧାମରେ ଜଣେ ଜଣେ ଶଙ୍କରାଚାର୍ଯ୍ୟ ଅଛନ୍ତି। ପଶ୍ଚିମବଙ୍ଗର ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ କିଛି ସମସ୍ୟା ନାହିଁ। ହେଲେ ତାକୁ ଜଗନ୍ନାଥ ଧାମ କୁହାଯାଇପାରିବନି। ଜଗନ୍ନାଥ ଧାମ କହିଲେ ପୁରୀକୁ ବୁଝାଏ। ଏବିଷୟରେ...

Article Image

ଦୀଘା ଜଗନ୍ନାଥ ଧାମ ପ୍ରସଙ୍ଗରେ ରାମକୃଷ୍ଣଙ୍କ ମତଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ

ଭୁବନେଶ୍ବର | 02/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଦୀଘା ଜଗନ୍ନାଥ ଧାମ ପ୍ରସଙ୍ଗରେ ରାମକୃଷ୍ଣଙ୍କ ମତଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ ଭୁବନେଶ୍ବର: (ସମୀର ରଞ୍ଜନ ନାୟକ )ପଶ୍ବିମବଙ୍ଗ ଦୀଘାରେ ଗୁରୁବାର ପ୍ରତିଷ୍ଠା ପାଇଛି ଏକ ଜଗନ୍ନାଥ ମନ୍ଦିର । ମମତା ସରକାରଙ୍କ ଦ୍ବାରା ନିର୍ମିତ ଏହି ସୁଉଚ୍ଚ ଆଉ ସୁନ୍ଦର ମନ୍ଦିରକୁ ନେଇ ଏବେ କିନ୍ତୁ ବିବାଦ ତେଜିଛି । ଏହା ନାମକରଣକୁ ନେଇ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସେବାୟତ । ତେବେ ଅନେକ ସ୍ଥାନରେ ଅନେକ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି । ହେଲେ ଦୀଘା ମନ୍ଦିରକୁ ନେଇ କାହିଁକି ଅସନ୍ତୋଷ ସୃଷ୍ଟି ହୋଇଛି?ଦୀଘା ଜଗନ୍ନାଥ ମନ୍ଦିରରେ...

Article Image

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବିବାଦ ତିର୍ତ୍ତୋଲ ପୋଲିସ ଜଣକୁ କଲା ଗିରଫ

ତିର୍ତ୍ତୋଲ | 02/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବିବାଦ ତିର୍ତ୍ତୋଲ ପୋଲିସ ଜଣକୁ କଲା ଗିରଫ। ଜଗତସିଂହପୁର,୧/୫/୨୦୨୫ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା,ଝିଲ୍ଲୀ ସାମଲ ସ୍ୱାମୀ ଚନ୍ଦନ କୁମାର ବେହେରା ବଣିତ ଗ୍ରାମରେ ୧୧୩୫ ପ୍ଲଟରେ କିଣିଥିବା ଜାଗାରେ ନିଜ ଘରକୁ ଯିବା ସମୟରେ ବଣିତ ଗ୍ରାମର ବୁଦ୍ଧଦେବ ଜେନା, ପୁଷ୍ପଲତା ଜେନା ଓ ଗୁରୁଦେବ ଜେନା ସେ ତାଙ୍କ ଏହି ପ୍ଲଟରେ ଥିବା ଘରକୁ ଯିବାକୁ ବାରଣ କରିବା ଓ ଅସଭ୍ୟ ଭାଷାରେ ମଧ୍ୟ ଗାଳିଗୁଲଜ କରିବା ସହ ମରଣାତକ ଆକ୍ରମଣ କରିଥିବା ତିର୍ତ୍ତୋଲ ଥାନାରେ ଝିଲି ସାମଲ ମାର୍ଚ୍ଚ ୧୩...

Article Image

ଜଗତସିଂହପୁର ପ୍ରଧାନ ଡାକଘରେ "ଜ୍ଞାନ ପୋଷ୍ଟ" ନାମକ ଏକ ନୂତନ ଡାକ ଉତ୍ପାଦ ପ୍ରଚଳନ ପ୍ରକାଶନ )

ଜଗତସିଂହପୁର | 02/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଗତସିଂହପୁର ପ୍ରଧାନ ଡାକଘରେ "ଜ୍ଞାନ ପୋଷ୍ଟ" ନାମକ ଏକ ନୂତନ ଡାକ ଉତ୍ପାଦ ପ୍ରଚଳନ ପ୍ରକାଶନ ) ଜଗତସିଂହପୁର ତା =2/5/25 ଜଗତସିଂହପୁର ପ୍ରଧାନ ଡାକଘରେ କଟକ ଦକ୍ଷିଣ ଡାକମଣ୍ଡଳର ବର୍ହିବିଭାଗର ସହକାରୀ ଡାକ ଅଧିକ୍ଷକ ପରମାନନ୍ଦ ସାହୁ, ଜଗତସିଂହପୁର ଉପ ମଣ୍ଡଳର ସହକାରୀ ଡାକ ଅଧିକ୍ଷକ ମୋନାଲିସା ଦାସ ଓ ପ୍ରଧାନ ଡାକପାଳ ମିହିର କୁମାର ରାମଙ୍କ ଉପସ୍ଥିତିରେ ଡାକବିଭାଗର ସ୍ପିଡି ପୋଷ୍ଟ ଏବଂ ରେଜିଷ୍ଟ୍ରି ପୋଷ୍ଟ ଭଳି 'ଜ୍ଞାନ ପୋଷ୍ଟ" ନାମକ ଏକ ନୂତନ ଡାକ ଉତ୍ପାଦ ପ୍ରଚଳନ କରାଯାଇଥିଲା | ଏହି ନୂତନ ପ୍ରସ୍ତାବର ଲକ୍ଷ୍ୟ ବିଭିନ୍ନ କ୍ଷେତ୍ରରେ ଜ୍ଞାନ-ଭିତ୍ତିକ ସାମଗ୍ରୀର ସୁଗମ...

Article Image

ଯାଜପୁର ଜିଲ୍ଲାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ଏବଂ ଶ୍ରମିକ ମାନଙ୍କୁ ସହାୟତା ବଣ୍ଟନ ସମାରୋହ

ଯାଜପୁର | 02/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଯାଜପୁର ଜିଲ୍ଲାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ଏବଂ ଶ୍ରମିକ ମାନଙ୍କୁ ସହାୟତା ବଣ୍ଟନ ସମାରୋହ ଯାଜପୁର, ଯାଜପୁର ଜିଲ୍ଲାରେ ଶ୍ରମିକ ମାନଙ୍କ ପାଇଁ ଜିଲ୍ଳାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ସହିତ ଶ୍ରମିକମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ଶିବ ଶଙ୍କର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ରବିନ୍ଦ୍ର ନାରାୟଣ ବେହେରା, ବଡଚଣା ବିଧାୟକ ଅମର କୁମାର ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଯାଜପୁର ଜିଲ୍ଲା...

Article Image

ପଟିଲୋ ପଞ୍ଚାୟତ ନୂତନ ବିଜେପି ସଭାପତି ଚୟନ

ତିର୍ତ୍ତୋଲ | 02/05/2025 | ବିକ୍ରମ ଓଡ଼ିଶା ନିୟୁଜ

ପଟିଲୋ ପଞ୍ଚାୟତ ନୂତନ ବିଜେପି ସଭାପତି ଚୟନ* ତିର୍ତ୍ତୋଲ:-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ପଟିଲୋ ପଞ୍ଚାୟତ ର ବିଜେପି ଦଳର ପଞ୍ଚାୟତ ସଭାପତି ଚୟନ କରାଯାଇଛି | ଏହି ଅବସରରେ ଯୁବ ସଂଗଠକ ବିନୋଦ ରାଉତ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏକ ସଭାରେ ସର୍ବସମ୍ମତି କ୍ରମେ ପ୍ରାଣକୃଷ୍ଣ ଭୋଳ ଙ୍କୁ ପଞ୍ଚାୟତ ସଭାପତି ଭାବେ ଚୟନ କରାଯାଇଥିଲା | ଏହି ଅବସରରେ ମା' ଶାରଳା ମଣ୍ଡଳ ସଭାପତି ଶୁଭ୍ରକାନ୍ତ ରଣା, ସାଧାରଣ ସମ୍ପାଦକ ଆନନ୍ଦ ମହାନ୍ତି,ଯୁବମୋର୍ଚ୍ଚା ସଭାପତି ପ୍ରଶାନ୍ତ ସାହୁ, ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି କାହ୍ନୁ ଚରଣ ସାମଲ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ଲୋକନାଥ...

Article Image

ନାବାଳ ପୋଖରିରେ ବୁଡି ମୃତ୍ୟୁ

ବୁଗୁଡ଼ା | 01/05/2025 | ବିକ୍ରମ ଓଡ଼ିଶା ନିୟୁଜ

ନାବାଳ ପୋଖରିରେ ବୁଡି ମୃତ୍ୟୁ ବୁଗୁଡ଼ା,୦୧/୦୫(ସୋରେନ କୁମାର ପ୍ରଧାନ):ପୋଖରୀ ପାଣିରେ ବୁଡି ନାବାଳକର ମୃତ୍ୟୁ , ମୃତ ନାବାଳକ ଜଣକ ହେଲେ ଗୋପି ବେହେରା। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅଧିନସ୍ଥ ବିରଞ୍ଚିପୁର ଗ୍ରାମରେ । ସୂଚନା ମୁତାବକ ସବୁଦିନ ଭଳି ଆଜି ମଧ୍ୟ ଗୋପି ନିଜ ଗ୍ରାମ ରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଜାଇଥିବା ବେଳେ କୌଣସି ଅସାବଧାନତା ହେତୁ ସେ ଗଭୀର ଜଳ ଭିତରକୁ ଚାଲିଜାଇଥିଲେ । ଗଭୀରଜଳ ଭିତରୁ ବାହାରିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଗୋପି ବାହାରି ପାରିନଥିଲା। ଅନ୍ଯପଟେ ପରିବାର ଲୋକେ ବହୁ ଖୋଜାଖୋଜି...

Article Image

ଖମୁକୁଟ ଡ୍ୟାମ ରୁ,, ଅଧରାତିରେ ପାଣି ଚୋର

ବାଲେଶ୍ୱର | 01/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଖମୁକୁଟ ଡ୍ୟାମ ରୁ,, ଅଧରାତିରେ ପାଣି ଚୋର ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,, ବାଲେଶ୍ୱର ଜିଲ୍ଲା ନୀଳଗିରି ଶ୍ୟାମସୁନ୍ଦର ପୁର ଦ୍ୱାରିକା ଗୁଡିଖୁଳା ଠାରେ ଅବସ୍ଥିତ ରହିଥିବା, ନୀଳଗିରି ରାଜା ଙ୍କର ଐତିହ୍ୟ କିମ୍ବଦନ୍ତୀ, ତଥା ଉତ୍ତର ଓଡିଶା ର ପୀକିନିକି ସ୍ଥାନ ଙ୍କ ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ସ୍ଥାନ ଖମୁକୁଟ ଠାରେ ରାତି ଅଧରେ ଡ୍ୟାମ ର ପାଣି ଚୋରି କରିବା ଦୃଶ୍ୟ ସାମ୍ନା କୁ ଆସିଛି,, ଯଦି ଏହିପରି ଭାବେ ଦୃବୃତ୍ତ ମାନେ କରନ୍ତି ଖମୁକୁଟ ଡ୍ୟାମ ର ଜଳ ଶୂନ୍ୟ ହେବା ଶହ ସେଠାକାର କୁ ଆସୁଥିବା ବନ୍ୟ ଜନ୍ତୁ ପାଣି ନ ପାଇ ଗାଁ ମୁଖା ହେବେ, ଜନ ଜୀବନ...

Article Image

ଦେବୀନଦୀ ରେ ଦେବୀଦୋଳ ଠାରେ ହେବ ଜଳଭଣ୍ଡାର | ସରକାରୀ ସଭାରେ କହିଲେ ବିଧାୟକ ଅମରେନ୍ଦ୍ର ଦାସ |

ଜଗତସିଂହପୁର | 01/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଦେବୀନଦୀ ରେ ଦେବୀଦୋଳ ଠାରେ ହେବ ଜଳଭଣ୍ଡାର | ସରକାରୀ ସଭାରେ କହିଲେ ବିଧାୟକ ଅମରେନ୍ଦ୍ର ଦାସ | ~~~~~~~~~~~ ଜଗତସିଂହପୁର 1/5/2025 ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ଗ୍ରାମପଞ୍ଚାୟତ ର ଜୋରକୁଳ ଠାରେ ଜିଲ୍ଲା କୃଷି ବିଭାଗ ତରଫରୁ ଅଖି ମୁଠି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି |ଏହି କାର୍ଯ୍ୟକ୍ରମ ରେ ଶିଳ୍ପମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ. ବିଧାୟକ ଅମରେନ୍ଦ୍ର ଦାସ. ପୌରପରିଷଦ ଅଧକ୍ଷା ଅର୍ଚନା ସିଂହ ସମେତ ଜିଲ୍ଲା ପ୍ରଶାସନ ର ପଦାଧିକାରୀ ମାନେ ଯୋଗ ଦେଇଥିଲେ |ଉକ୍ତ ସଭାରେ ବିଧାୟକ ଅମରେନ୍ଦ୍ର ଦାସ ଦେଵୀନଦୀ ରେ ଦେବୀଦୋଳ ଠାରେ ଏକ ଜଳ ଭଣ୍ଡାର ନିର୍ମାଣ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ...

Article Image

ନାଉଗାଁ ରେ ଖୋଲିଲା ରାଙ୍କର୍ସ ପଏଣ୍ଟ

ନାଉଗାଁ | 01/05/2025 | ବିକ୍ରମ ଓଡ଼ିଶା ନିୟୁଜ

ନାଉଗାଁ ରେ ଖୋଲିଲା ରାଙ୍କର୍ସ ପଏଣ୍ଟ ନାଉଗାଁ୧/୫/୨୦୨୫/ବିକ୍ରମ ଓଡିଶା ନିୟଜୁ, ନାଉଗାଁ ବ୍ଲକ ଅନ୍ତର୍ଗତ ବ୍ଲକ ଛକ ସ୍ଥିତ ଗ୍ରୀନ ଫିଉଚର କୋଚିଂ ସେଣ୍ଟର ଆନୁକୂଲ୍ୟରେ ସରକାରୀ ଚାକିରୀ ଆଶାୟୀ ଛାତ୍ରଛାତ୍ରୀ ମାନଙ୍କ ଲକ୍ଷ ଉଦ୍ୟେଶରେ ରାଙ୍କର୍ସ ପଏଣ୍ଟ ନାମକ ଏକ ଶିକ୍ଷାକେନ୍ଦ୍ର ଉଦଘାଟିତ ହୋଇଯାଇଛି ! ଏହି ଉଦଘାଟିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ତଥା ଶିକ୍ଷାବିତ ସରୋଜ କୁମାର ନାୟକ, ସମ୍ମାନୀତ ଅତିଥି ଭାବରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନାଦି ଚରଣ ପଣ୍ଡା ଓ ଯୁବ ସମାଜସେବୀ ପ୍ରସନଜିତ ସାହୁ ଉପସ୍ଥିତ ଥିଲେ ! ନାଉଗାଁ ଭଳି...