ନାଉଗାଁ ରେ ବିଶ୍ଵ ଶ୍ରମିକ ଦିବସ ପାଳନ ନାଉଗାଁ ତା ୧/୫ /୨୦୨୫ /ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବିଶ୍ଵ ଶ୍ରମିକ ଶ୍ରେଣୀର ମୁକ୍ତି ଦିବସ ମଇ ପହିଲା ସାରା ପୃଥିବୀରେ ଶ୍ରମିକ ଦିବସ ଭାବରେ ପାଳିତ ହେଉଅଛି। ଦୈନିକ ଆଠ ଘଣ୍ଟା ଘଣ୍ଟା ମଜୁରି ସହିତ ଉପଯୁକ୍ତ ପାରିଶ୍ରମିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇବା ଦାବିରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହରରେ ଆନ୍ଦୋଳନରତ ଶ୍ରମିକମାନଙ୍କୁ ମାଲିକ ଓ ପୋଲିସର ଅମାନୁଷିକ ଆକ୍ରମଣ ଫଳରେ ବହୁ ଶ୍ରମିକ ନିହତ ଓ ଆହତ ହୋଇଥିଲେ। ରକ୍ତ ଭିଜା ପୋଷାକକୁ ଉର୍ଦ୍ଧ୍ବରେ ତୋଳି ସେମାନେ ଶୋଭାଯାତ୍ରାରେ ବାହାରି ଥିଲେ।ସୈହି ଦିନରୁ...
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମୁଦ୍ରକୂଳ ପର୍ଯ୍ୟଟନ ସ୍ଥଳ ଦୀଘାରେ ଜଗନ୍ନାଥ ମନ୍ଦିରର ଉଦଘାଟନ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ବିବାଦ ସୃଷ୍ଟି ହୋଇଛି । ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମୁଦ୍ରକୂଳ ପର୍ଯ୍ୟଟନ ସ୍ଥଳ ଦୀଘାରେ ଜଗନ୍ନାଥ ମନ୍ଦିରର ଉଦଘାଟନ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ବିବାଦ ସୃଷ୍ଟି ହୋଇଛି । ତେବେ ଏହି ମନ୍ଦିରକୁ ଜଗନ୍ନାଥଧାମର ନାମକରଣ କରାଯିବା ପରେ ସେବାୟତମାନେ ବିରୋଧ କରିବା ଆରମ୍ଭ କରିଛନ୍ତି । ସେହିପରି ବ୍ରହ୍ମ ସ୍ଥାପନକୁ ନେଇ ମଧ୍ୟ ବିରୋଧ କରାଯାଉଛିସେହିପରି ଦୀଘାରେ ପ୍ରତିଷ୍ଠା ହୋଇଥିବା ମନ୍ଦିର ଏକ ଦର୍ଶନୀୟ ସ୍ଥାନ ହୋଇପାରେ...
ତ୍ରିଶୁଳିଆ ପରିବର୍ତ୍ତେ କଟକ ବସ୍ଷ୍ଟାଣ୍ଡ ଯାଏ ହେବ ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ବସ୍ଷ୍ଟାଣ୍ଡ ଯାଏ ପ୍ଲାନିଂ ଭୁବନେଶ୍ବର : (ସମୀର ରଞ୍ଜନ ନାୟକ )କଟକ ବଡ଼ ଡାକ୍ତରଖାନା ଯାଏଁ ଚାଲିବ ମେଟ୍ରୋ ଟ୍ରେନ୍ । ତ୍ରିଶୂଳିଆ ପରିବର୍ତ୍ତେ କଟକ ବସଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ । ଏନେଇ ପ୍ରସ୍ତୁତ କରାଯାଉଛି ନୂଆ DPR । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରୁ ଜୟଦେବ ବିହାର, ନନ୍ଦନକାନନ ଦେଇ ତ୍ରିଶୂଳିଆ ପରିବର୍ତ୍ତେ କଟକ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ମେଟ୍ରୋ ଚାଲିବ ବୋଲି ନିସ୍ପତ୍ତି ନେଇଥିଲେ...
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୫ ପାଳିତ* ଜଗତସିଂହପୁର, ତା ୦୧/୦୫/୨୫:ଆଜି ଜଗତସିଂହପୁର ଜିଲ୍ଲାର ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ସମାରୋହ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ, ମାନ୍ୟବର ସାଂସଦ ଜଗତସିଂହପୁର, ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ, ମାନ୍ୟବର ବିଧାୟକ ଜଗତସିଂହପୁର, ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ଜଗତସିଂହପୁର, ଶ୍ରୀଯୁକ୍ତ ଜେ ସୋନାଲ, ଜିଲ୍ଲାପାଳ ଜଗତସିଂହପୁର, ଶ୍ରୀମତୀ ଅର୍ଚନା ସିଂହ, ଅଧ୍ୟକ୍ଷା, ପୌର ପରିଷଦ, ଜଗତସିଂହପୁର, ଶ୍ରୀଯୁକ୍ତ ଲୋଭାକାନ୍ତ ସ୍ଵାଇଁ, ସଦସ୍ୟ, ଓଡିଶା କୋଠାବାଡି...
ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଆନ୍ତର୍ଜାତୀୟ ମଇ ଦିବସ ପାଳିତ ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦରମହକୁମା ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଆନ୍ତର୍ଜାତୀୟ ମଇ ଦିବସ ପାଳିତ ହୋଇଯାଇଛି । ଏହା ୟୁନିଅନର ଜିଲ୍ଲା ସଭାପତି ରମାକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ଜେନା , କୋଷାଧ୍ୟକ୍ଷ ପ୍ରତାପ କୁମାର ସିଂହ, ଉପସଭାପତି ଗୌରାଙ୍ଗ ସ୍ବାଇଁ, ଅଶୋକ ରାୟ ,ଉପଦେଷ୍ଟା ଅକ୍ଷୟ କୁମାର ଦାସ , ସହସମ୍ପାଦକ ତାପସ ଦାସ , ସୁଶାନ୍ତ କୁମାର ରାଉତ, ସଂଗଠନ ସମ୍ପାଦକ...
ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଆନ୍ତର୍ଜାତୀୟ ମଇ ଦିବସ ପାଳିତ ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦରମହକୁମା ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଆନ୍ତର୍ଜାତୀୟ ମଇ ଦିବସ ପାଳିତ ହୋଇଯାଇଛି । ଏହା ୟୁନିଅନର ଜିଲ୍ଲା ସଭାପତି ରମାକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ଜେନା , କୋଷାଧ୍ୟକ୍ଷ ପ୍ରତାପ କୁମାର ସିଂହ, ଉପସଭାପତି ଗୌରାଙ୍ଗ ସ୍ବାଇଁ, ଅଶୋକ ରାୟ ,ଉପଦେଷ୍ଟା ଅକ୍ଷୟ କୁମାର ଦାସ , ସହସମ୍ପାଦକ ତାପସ ଦାସ , ସୁଶାନ୍ତ କୁମାର ରାଉତ, ସଂଗଠନ ସମ୍ପାଦକ...
ରାଇରଙ୍ଗପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ଆନ୍ତର୍ଜାତୀୟ ଶ୍ରମିକ ଦିବସ l ସାରା ଓଡିଶାରେ ଶ୍ରମିକମାନେ ଏହି ଦିବସକୁ ଧୁମଧାମରେ ପାଳନ କରୁଅଛନ୍ତି l ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ସହରସ୍ତ ଏନଏସି ମ୍ଯାକେର୍ଟ ନିକଟସ୍ଥ ବୈଦ୍ଯୁତିକ ଡିଭିଜନ ଟାଟା ପାୱାର ଉତ୍ତର ଓଡିଶା ଡିକ୍ଟିବ୍ଯୁସନ ଲିମିଟେଡ୍ କାର୍ଯ୍ଯାଳୟରେ ବାମନଘାଟୀ ଉପଖଣ୍ଡ ୧ ଓ ୨ ର ସମସ୍ତ କର୍ମଚାରୀ ସକାଳ ୮ ଘଟିକାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ l ଏଥିରେ ମୟୂରଭଞ୍ଜ ସାଂସଦ...
ପାରାଦୀପ ର ଶ୍ରୀଶ୍ରୀ ହରିହର କ୍ଷେତ୍ର ସିଦ୍ଧ କପିଲମୁନି ଆଶ୍ରମ ପରିସରରେ ଶ୍ରି ଶନିଶ୍ଚର ମହାପ୍ରଭୁଙ୍କର ପ୍ରଥମ ବାର୍ଷିକ ଉତ୍ସବ ତିନିଦିନ ବ୍ୟାପି ପାଳନ କରାଯିବ। ପ୍ରଥମ ଦିନରେ କଳସ ଯାତ୍ରା ଓ ଶ୍ରୀ ଶ୍ରୀ ଶନିଶ୍ଚରଜୀଉଙ୍କ ପୂଜାର୍ଚ୍ଚନା, ଦିତୀୟ ଦିନରେ ଗୀତା ପାଠ ,ସୂର୍ଯ୍ୟ ପୂଜା, ଗୋ ପୂଜା ଓ ଶେଷ ଦିନରେ ଶନିଦେବଙ୍କର ଜଳଲାଗି, ସହସ୍ର ନାମ ଆହୁତି, ପୂର୍ଣ୍ଣାହୁତି ବିଧି ରହିଛି।ବିଶ୍ୱାସ ରହିଛି ନ୍ୟାୟ ଓ କର୍ମର ଦେବତା ଗ୍ରହରାଜ ଶନିଶ୍ଚର l ଭକ୍ତି ର ସହିତ ଗ୍ରହରାଜ ଙ୍କୁ ସ୍ମରଣ କଲେ ସବୁ ମାନସିକ ପୂରଣ ହୋଇଥାଏ l...
ମା ବଜ୍ରଶୁଣି ଙ୍କ ଜନ୍ମ ଉତ୍ସବ - ତିର୍ତ୍ତୋଲ-୧/୫-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଜଡତିରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବଜ୍ରଶୁଣି ଙ୍କ ଜନ୍ମ ଦିନ ପବିତ୍ର ଅକ୍ଷୟତୃତୀୟା ରେ ସାଡ଼ମ୍ବରେ ପାଳିତ ହୋଇଯାଇଛି।ଷୋଡଶ ଉପଚାର ପୂଜା ଘୃତାହୁତି,ନୂତନ ବସ୍ତ୍ର ପରିଧାନ, ପ୍ରସାଦ ବିତରଣ ପ୍ରଭୁତି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଈଶ୍ୱର ନାଥ, ସୁଦାମ ନାଥ,ଗୁରୁବାରୀ ପରିଡା ,ଦେବେନ୍ଦ୍ର ସ୍ୱାଇଁ,କୁଞ୍ଜବନ ବାରିକ, ନୃସିଂହ ମଳିକ,ନଟ ସ୍ୱାଇଁ, ଛବିନ୍ଦ୍ର ରାଉତ,ଦେବେନ୍ଦ୍ର ପଣ୍ଡା, ରଶ୍ମିରଞ୍ଜନ ପଣ୍ଡା,ବିଭୂତି ପରିଡା, ପିତାମ୍ବର ପରିଡା,ହଡିବନ୍ଧୁ ବାରିକ, ତପନ ରାଉତ,ସିଧେଶ୍ୱର ରାଉତ, ସନ୍ତୋଷ ରାଉତ, ଦିଲ୍ଲୀପ ସାହୁ,ଗୁଲ ବିଶ୍ୱାଳ,ଦେବେନ୍ଦ୍ର ସାହୁ, ଲିଟୁ ମହାନ୍ତି,ଜଗନ୍ନାଥ ପଣ୍ଡା, ମନୋରଞ୍ଜନ ପଣ୍ଡା, ପ୍ରଭାତ...
ଶିକ୍ଷା ବିକାଶ କାର୍ଯ୍ୟକ୍ରମ ରେ ବିଭୁ ତରାଇ ବିଦ୍ୟାମନ୍ଦିର ବାର୍ଷିକଉତ୍ସବ ରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଅନୁରାଗ ପାଇଁ ସାମ୍ବାଦିକ ସରୋଜ ନାୟକ ସମ୍ମାନିତ | ~~~~~~~~~~~~~ ଜଗତସିଂହପୁର /ନିଆଳି 1/5/2025 ଜଗତସିଂହପୁର ସଦର ମହକୁମା ପାଖ ସିଠାଳ ଦ୍ବିପାଞ୍ଚଳ ପଳସା ଗ୍ରାମରେ ଅବସ୍ଥିତ ଓମ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଏକବିଂଶତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି |,ସମାଜ ଗଠନ ଏହି କାର୍ଯ୍ୟକ୍ରମ କୁ ସ୍ଵପ୍ନେଶ୍ଵର ପୀଠା ଧୀଶ ପଣ୍ଡିତ ରାଜକିଶୋର ପଣ୍ଡା ଉଦଘାଟନ କରିଥିଲେ |ମୁଖ୍ୟ ଅତିଥି ଭାବରେ ସାଂସଦ ବିଭୁ ପ୍ରସାଦ ତରାଇ. ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ବିଚିତ୍ର କୁମାର ପଣ୍ଡା. ସମାଜ...
ସ୍ଲଗ୍: କେରଳା ପବ୍ଲିକ ସ୍କୁଲ ର ଅପୂର୍ବ ସଫଳତା ଆଙ୍କର : କେରଳା ପବ୍ଲିକ ସ୍କୁଲ ୨୦୨୪-୨୫ ଶିକ୍ଷା ବର୍ଷ ଦଶମ ଶ୍ରେଣୀ ICSE BOARD ପରୀକ୍ଷା ଫଳ ତାରିଖ : ୩୦/୦୪/୨୦୨୫ ରିଖ ବୁଧବାର ପ୍ରକାଶିତ ହୋଇଛି। ଏଥିରେ କେରଳା ପବ୍ଲିକ ସ୍କୁଲ ଅସନବଣୀ,...
ଷଷ୍ଠ ଦିନରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ଶ୍ରଦ୍ଧାଳୁଙ୍କ ମେଳରେ ମା’ଙ୍କ ଘଟ ପରିକ୍ରମା , ମୀନାବଜାର ଉଦଘାଟିତ ବୁଗୁଡ଼ା,୩୦/୦୪(ସୋରେନ କୁମାର ପ୍ରଧାନ): ମହାଆଡମ୍ବରରେ ଆୟୋଜିତ ବୁଗୁଡ଼ା ଠାକୁରାଣୀ ଯାତ୍ରା ଆଜି ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ଘଟ ସାଜସଜ୍ଜାକାରୀ ବସନ୍ତ ବେହେରାଙ୍କ ଦ୍ବାରା ଆକର୍ଷଣୀୟ ସୁମନ ସଜ୍ଜିତ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସହରର ବିଭିନ୍ନ ସାହିରେ ମେଢ ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମୀନାବଜାର ଉଦଘାଟିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ...