ଖବର ଅନୁଯାୟୀ, ସରପଞ୍ଚଙ୍କ ପରିବାର ଘରେ ଥିବା ବେଳେ କିଛି ଲୋକ ପଶି ଯୁକ୍ତତର୍କ କରିଥିଲେ । ଏପିରିକି ମାରଣାସ୍ତ୍ର ଧରି ମଧ୍ୟ ଆକ୍ରମଣ କରିଥିଲେ । ଯେଉଁଥିରେ ସରପଞ୍ଚ ଜୀବନ ବିକଳରେ ଦୌଡି ପଳାଇଥିଲେ । ହେଲେ ପୁଅ ଓ ସ୍ୱାମୀ ଘରେ ରହିଯାଇଥିଲେ । ଦେଖୁ ଦେଖୁ ବିବାଦ ବଢିବାରେ ଲାଗିଥିଲା । ଯାହାଫଳରେ ଉଭୟଙ୍କର ମୃତ୍ୟୁ ହୋଇଯାଇଛି । ଘର ଦାଣ୍ଡରେ ଉଭୟ ବାପ-ପୁଅଙ୍କ ମୃତଦେହ ପଡିଛି ।ପଦ୍ମପୁର ଥାନା ଲିକିଟିପଦର ପଞ୍ଚାୟତ ସାରିଗାଡ଼ାରେ ଡବଲ ମର୍ଡର । ଲିକିଟିପଦର ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଅଗାଧୁ ଗମାଙ୍ଗ ଓ ଶ୍ୱଶୁର ସୁମ ଗମାଙ୍ଗଙ୍କୁ ଅତି...
ନୁଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଖବର ଅନୁଯାୟୀ, ଭାରତର ପରବର୍ତ୍ତୀ ସର୍ଜିକାଲ ଷ୍ଟ୍ରାଇକ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ନୁହେଁ, ବରଂ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଅବସ୍ଥିତ ମୁରିଦ୍କେ ସହର ଉପରେ ହୋଇପାରେ। ମୁରିଦ୍କେ ହେଉଛି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈୟବାର ମୁଖ୍ୟ ସ୍ଥାନ।ଏହି ସମ୍ଭାବନାକୁ ନେଇ ତିନୋଟି ବଡ଼ ସଂକେତ ସାମ୍ନାକୁ ଆସୁଛି। ପ୍ରଥମ ସଂକେତ: ଏନଆଇଏ ତଦନ୍ତରୁ ଖୁଲାସା ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ)ର ତଦନ୍ତରୁ ଜଣାପଡ଼ିଛି ଯେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲାର ଷଡ଼ଯନ୍ତ୍ର ମୁରିଦ୍କେରେ ରଚାଯାଇଥିଲା। ଏହି ହମଲାରେ ୨୬ ଜଣ ନିରୀହ...
ଦେବୀନଦୀ ରେ ନିର୍ମାଣ ହେବ ଜଳଭଣ୍ଡାର ବିଧାୟକ ଅମରେନ୍ଦ୍ର ଙ୍କ ସୂଚନା ଚାରି ଆଡୁ ପ୍ରଶଂସା ର ସୁଅ ~~~~~~~~~~ ଜଗତସିଂହପୁର /ନିଆଳି 2/5/2025ଗତ ଅକ୍ଷୟ ତୃତୀୟା ରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ସିଠାଳ ଦ୍ବିପାଞ୍ଚଳ ର ଜୋରକୁଳ ଗ୍ରାମରେ ଅଖିମୁଠି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା |ଏହା ଏକ ସରକାରୀ ସଭା ହୋଇଥିବାରୁ ଜିଲ୍ଲା ପ୍ରଶାସନର ବହୁ ଉଚ୍ଚ ପଦାଧିକାରୀ ସମେତ ମାନ୍ୟବର ଶିଳ୍ପମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ. ବିଧାୟକ ଅମରେନ୍ଦ୍ର ଦାସ. ବହୁ ବରିଷ୍ଠ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ |ଜିଲ୍ଲା ସଦର ମହକୂମା ରେ କାର୍ଯ୍ୟ ରତ ସାମ୍ବାଦିକ ମାନଙ୍କ ସହିତ ଏକହଜାର ରୁ...
ବାଲ୍ଯବିବାହ ମୁକ୍ତ ପାଇଁ ସଚେତନତା ରାଲି ବୁଗୁଡା,୦୨/୦୫(ସୋରେନ କୁମାର ପ୍ରଧାନ):ବୁଗୁଡା ବ୍ଳକ ପୋଚାଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଅକ୍ଷୟ ତୃତୀୟା ଠାରୁ ସପ୍ତାହ ବ୍ଯାପୀ ବାଲ୍ଯବିବାହ ମୁକ୍ତ ଓଡିଶା ସଚେତନତା କାର୍ଯ୍ୟକ୍ରମ ବୁଗୁଡା ଶିଶୁ ପ୍ରକଳ୍ପ ଅଧିକାରୀଣି ବବିତା କୁମାରୀ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅଞ୍ଚଳ ପରିଦର୍ଶିକା ଲିଲି ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସମସ୍ତ କିଶୋରୀ ବାଳିକା ମାନଙ୍କୁ ନେଇ ଏକ ବୈଠକ କରାଯାଇ ବିଷ୍ଣୁଚକ୍ର ଗ୍ରାମକୁ ବାଲ୍ଯବିବାହ ମୁକ୍ତ ଗ୍ରାମରେ ପରିଣତ କରିବା ପାଇଁ ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବୁଝାଯାଇଥିଲା।କମ୍ ବୟସରେ ବିବାହ ଏକ ଅପରାଧ ତେଣୁ ନିଜେ ସଚେତନ...
ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଗଠନ (INTUC ) ପକ୍ଷରୁ ନିର୍ମାଣ ଶ୍ରମିକ କାର୍ଡ ବଣ୍ଟନ ଜଗତସିଂହପୁର: ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଗଠନ (INTUC ) ପକ୍ଷରୁ ଜିଲ୍ଲା ସଭାପତି ଇଂ ବେଦଦ୍ୟୁତି ପୃଷ୍ଟିଙ୍କ ସଭାପତିତ୍ୱରେ ମଇ ୧ ଶ୍ରମିକ ଦିବସ ପାଳନ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କନୀମୂଳ ଗ୍ରାମପଞ୍ଚାୟତର ମତ୍ତଗଜପୁର ସ୍ଥିତ ସୁଧା ମଣ୍ଡପରେ ଅନୁଷ୍ଠିତ ଏହି ଶ୍ରମିକ ଦିବସ ପାଳନ ଅବସରରେ ସଂଗଠନର ସଭାପତି ଇଂ ପୃଷ୍ଟି ଶ୍ରମିକ ଦିବସର ତତ୍ପଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାରେ ଶ୍ରମିକ ମାନଙ୍କ ସ୍ୱାର୍ଥ...
Breaking- ମାଟ୍ରିକ ପରୀକ୍ଷା ରେ କମ୍ ନମ୍ବର ଦେଖି ଜଣେ ଛାତ୍ର କଲେ ଆତ୍ମହତ୍ୟା Date-2/5/2025 -ମାଟ୍ରିକ ପରୀକ୍ଷାରେ ନମ୍ବର କମ ରହିବାରୁ ଛାତ୍ରର ଆତ୍ମହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦରବ୍ଲକ ଅଳସୁଧା ପଞ୍ଚାୟତ ଅଳସୁଧା ଗ୍ରାମରେ । ଅଳସୁଧା ଗ୍ରାମର ପ୍ରଭାକର ରାଉତଙ୍କ ୧୭ ବର୍ଷୀୟ ପୁଅ ବଳଭଦ୍ର ରାଉତ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଆଜିର ଫଳାଫଳରେ କମ ନମ୍ବର ରହିଥିବାରୁ ନିଜର ମାନସିକ ଭାରସାମ୍ୟ ହରାଇ ଛାତ ଉପରକୁ ଯାଇ ଏକ ରୁମରେ ବେକରେ ରଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି । ଜଗତସିଂହପୁର ସଦରମୁଖ୍ୟଚିକିତ୍ସାଳୟରେ ଉକ୍ତ ଛାତ୍ରର ମୃତ ଶରୀର ବ୍ୟବଛେଦ...
କଂଗ୍ରେସ ପକ୍ଷରୁ ବିଜୟ ଉତ୍ସବ ପାଳନ। - ଜଗତସିଂହପୁର, ଭାରତ ବର୍ଷରେ ଜାତି ଭିତ୍ତିକ ଜନଗଣନା କରାଯିବା ପାଇଁ ସଂସଦରେ କଂଗ୍ରେସ ଦଳ ପକ୍ଷରୁ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ବାରମ୍ବାର ଦାବି କରିବା ଫଳରେ କେନ୍ଦ୍ର ସରକାର ଚାପର ବଶବର୍ତ୍ତୀ ହୋଇ ଜାତି ଭିତ୍ତିକ ଜନଗଣନା କରିବାକୁ ଶେଷରେ ବାଧ୍ୟ ହୋଇଛନ୍ତି। ଯାହା ବାସ୍ତବରେ ଭାରତ ବର୍ଷର କୋଟି କୋଟି ସାଧାରଣ ଜନତାଙ୍କ ସାମଗ୍ରିକ ବିକାଶରେ ଜାତି ଭିତ୍ତିକ ଜନଗଣନା ବେଶ୍ ସହାୟକ ହେବ। ଜାତି ଭିତ୍ତିକ ଜନଗଣନା ଭାରତ ବର୍ଷରେ ଲାଗୁ ହେବା କୋଟି କୋଟି ଭାରତୀୟ ଙ୍କ ବିଜୟ ଓ ଏହି ବିଜୟ କୁ କଂଗ୍ରେସ ଦଳ ବିଜୟ ଉତ୍ସବ...
ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ। - ଆନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଗଠନ (INTUC ) ପକ୍ଷରୁ ଜିଲ୍ଲା ସଭାପତି ଇଂ ବେଦଦ୍ୟୁତି ପୃଷ୍ଟି ଙ୍କ ସଭାପତିତ୍ୱ ରେ ମଇ ୧ ଶ୍ରମିକ ଦିବସ ପାଳନ ହୋଇଯାଇଛି, ତିର୍ତ୍ତୋଲ ବ୍ଲକ କନୀମୂଳ ଗ୍ରାମପଞ୍ଚାୟତ ର ମତ୍ତଗଜପୁର ଗ୍ରାମର ସୁଧା ମଣ୍ଡପରେ ଅନୁଷ୍ଠିତ ଶ୍ରମିକ ଦିବସ ପାଳନ ଅବସରରେ ସଂଗଠନ ର ସଭାପତି ଇଂ ପୃଷ୍ଟି ଶ୍ରମିକ ଦିବସ ତତ୍ପଯ୍ୟ ସମ୍ପର୍କ ରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାରେ ଶ୍ରମିକ ମାନଙ୍କ...
ଶ୍ରମିକ ଦିବସ ପାଳିତ - ତିର୍ତ୍ତୋଲ-୨/୫-(ରିପୋର୍ଟ-ଟୁକନ ସେଠୀ)-ଆନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଗଠନ (INTUC ) ପକ୍ଷରୁ ଜିଲ୍ଲା ସଭାପତି ଇଂ ବେଦଦ୍ୟୁତି ପୃଷ୍ଟି ଙ୍କ ସଭାପତିତ୍ୱ ରେ ମଇ 1 ଶ୍ରମିକ ଦିବସ ପାଳନ ହୋଇଯାଇଛି, ତିର୍ତ୍ତୋଲ ବ୍ଲକ କନୀମୂଳ ଗ୍ରାମପଞ୍ଚାୟତ ର ମତ୍ତଗଜପୁର ଗ୍ରାମର ସୁଧା ମଣ୍ଡପ ରେ ଅନୁଷ୍ଠିତ ଶ୍ରମିକ ଦିବସ ପାଳନ ଅବସରରେ ସଂଗଠନ ର ସଭାପତି ଇଂ ପୃଷ୍ଟି ଶ୍ରମିକ ଦିବସ ତତ୍ପଯ୍ୟ ସମ୍ପର୍କ ରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାରେ ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବେ...
ଅବସର ନେଲେ ସୁଦର୍ଶନ ସାର୍ ଔପଦା : ୦୨/୦୫ ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଅନ୍ତର୍ଗତ ରମ୍ଭାମଣି ନୋଡାଲ ଉପ୍ରା ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ସୁଦର୍ଶନ ଶତପଥୀ ଙ୍କ ଅବସର ଉଦ୍ଦେଶ୍ୟରେ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ଶିଶୁ ସାହିତ୍ୟିକ ନିରଞ୍ଜନ ପ୍ରସାଦ ବାରିକ, ମୁଖ୍ୟ ବକ୍ତା ଭାବେ ସି ଆର ସି ସି ସୁଶାନ୍ତ କୁମାର ନାୟକ, ସମ୍ମାନୀତ ଅତିଥି...
୧୦ ବର୍ଷ ତଳର ବିବାହ କୁ ନେଇ ଚାଲିଥିବା ବିବାଦ କାରଣରୁ ଚାଲିଗଲା ଏକ ନିରିହ ଜୀବନ।* ୦୧/୦୫/୨୫ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ଘଟିଛି ଏଭଳି ମର୍ମାହତ କାଣ୍ଡ। ପୂର୍ବତନ ବିବାହ କୁ ନେଇ ଘଟିଛି ଏଭଳି ଦୁର୍ଘଟଣା ବୋଲି ତାଙ୍କ ପତ୍ନୀ ନିଳିମା ବେହେରା କହିଛନ୍ତି। କାଲି ରାତିରେ ରମାକାନ୍ତ ବେହେରାଙ୍କୁ ୫ ଜଣ ବ୍ୟକ୍ତି ବାରମ୍ବାର କବାଟ ବାଡ଼େଇଥଲେ। ଏବଂ ପରେ ତାଙ୍କୁ ଫୋନ୍ କରି ଡାକିନେଇ ଅତି ମର୍ମାହତ ଭାବରେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥଲେ। ନିଳିମା ବେହେରା କହିଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ କାଲି ରାତିରେ ସୁବାଷ...
ତାରପୁର ପାଖ ମହାନଦୀକୁ ଆଠଜଣ ଯୁବକ ସାଙ୍ଗହୋଇ ଗାଧୋଇ ଯାଇଥିବାବେଳେ ଅଘଟଣ ମହାନଦୀରେ ଭାଷିଗଲେ ଜଣେ ଯୁବକ। ଜଗତସିଂହପୁର ୨/୫/୨୦୨୫ କଳିଙ୍ଗ ଫାଷ୍ଟ ନିୟୁଜ। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଧୀନ ତାରପୁର 'ପିମ୍ପୁର' ମାହଳହାଟ ନିକଟ ମହାନଦୀର ତୁଠରେ ଆଠଜଣ ସାଙ୍ଗହୋଇ ଗାଧୋଇ ଯାଇଥିବା ବେଳେ ଅଘଟଣ ଘଟିଛି, ମହାନଦୀରେ ବୁଡି ଭାସିଗଲେ ଜଣେ ଯୁବକ,ଅନ୍ୟମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ଆସିଥିବା ବେଳେ ଜଣେ ଯୁବକର ପର୍ତ୍ତା ମିଳୁନାହିଁ, ଖବର ପାଇ ରଘୁନାଥପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ବହୁ ସମୟଧରି ଖୋଜା ଖୋଜି କରି ପାଣି ଭିତରୁ ଜଣେ ଯୁବକକୁ ଉଦ୍ଧାର କରିଛି,ଜଗତସିଂହପୁର 'ସାପୁର'ଗ୍ରାମର ସମୀର...