[ ଦୁଃଖ ବୁଝୁନାହିଁ ଜ଼ିଲ୍ଲା ପ୍ରଶାସନ | କାଳ ବୈଶାଖୀ ହେଲା କାଳ, ଭଙ୍ଗା କୁଡ଼ିଆ ରେ ବିତୁଛି ଜୀବନ ] ଜଗତସିଂହପୁର ତା =3/5/25 କେନ୍ଦ୍ର ଓ ରାଜ୍ୟ ରେ ନେତୃତ୍ୱ ଡବଲ ଇଞ୍ଜିନ ସରକାର ଙ୍କ ଘୋଷଣା ଗ୍ରାମାଞ୍ଚଳ ରେ ଆଉ ଝାଟିମାଟି ଚାଳ ଛପର ଘର ରହିବ ନାହିଁ | ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ କୁ ଆବାସ ଗୃହ ଯୋଗାଇଦିଆଯିବ | ହେଲେ ଏହା ବାସ୍ତବ ରୂପାୟନ କ୍ଷେତ୍ର ରେ ସମ୍ପୂର୍ଣ ଓଲଟା |ତେଲିଆ ମୁଣ୍ଡରେ ତେଲ ନିଖୁରା ମୁଣ୍ଡିଆ କୁ କିଏ ପଚାରେ | ଏଠି ପକ୍କା ଘରଥବା ବ୍ୟକ୍ତି ଗୋଟିଏ ପରେ ଗୋଟିଏ ବିଭିନ୍ନ...
(ବିଳମ୍ବିତ ରାତିରେ ବନ୍ଧୁକ ଲଗାଇ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ ) ଜଗତସିଂହପୁର ତା =3/5/25 ଜଗତସିଂହପୁର ଜ଼ିଲ୍ଲା ର ପୂରପଲ୍ଲୀ ରେ ଆଇନି କାନୁନ ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି | ଦୈନ ଦିନ ଚୋରୀ, ରାହାଜାନି ବୃଦ୍ଧି ପାଇବାରେ ଲାଗିଛି | ଜନ ସାଧାରଣ ଘରେ ମଧ୍ୟ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି | ଏପରି କ୍ଷେତ୍ର ରେ ଜ଼ିଲ୍ଲା ପୋଲିସ ଉପରେ ଜନ ସାଧାରଣ ଅସ୍ଥା ହରାଇବସିଛନ୍ତି |ଖବର ନେବାରେ ଜଣାଯାଇଛି ବିରିଡି ଥାନା ଅନ୍ତର୍ଗତ ଅଣଖିଆ ସ୍ଥିତ ଦଣ୍ଡିଲୋ ଗ୍ରାମର ସୁକାନ୍ତ ମହାରଣା ଙ୍କ ପରିବାର ବିଳମ୍ବିତ ରାତିରେ ସୋଇଥିବା ସମୟରେ ପଞ୍ଚାଜଣ ଦୁର୍ବୁତ୍ତ ଘର ର...
ଖଇରା ବ୍କକର ଡୁଙ୍ଗୁରା ଦର୍ଶନ ପ୍ରସାଦ ବିଦ୍ୟାଳୟର ଚଳିତ ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଛନ୍ତି, ସମୀକ୍ଷା ସମନ୍ପିତା ଶତପଥୀ, ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଡୁଙ୍ଗୁରା ଦର୍ଶନ ପ୍ରସାଦ ସରକାରୀ ହାଇସ୍କୁଲର ଖଇରା ବ୍କକର ଟପ୍ପର ହୋଇଛନ୍ତି, ସୁଶ୍ରୀ ସମୀକ୍ଷା ସମନ୍ପିତା ଶତପଥୀ, ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୫୮୨ ନମ୍ବର ରଖି ଟପ୍ପର ହେବା ବେଳେ ବାଲେଶ୍ଵର ଜିଲ୍ଲାର ଦ୍ୱିତୀୟ ସର୍ବାଧିକ ନମ୍ବର ରଖି ବିଦ୍ୟାଳୟର ଗୈରବକୁ ବହୁଗୁଣିତ କରିଛନ୍ତି, ଏ ଯାବତ୍ ବିଦ୍ୟାଳୟର ମଧ୍ୟ ଏହା ସର୍ବାଧିକ ସଫଳତା । ଆଜି ବିଦ୍ୟାଳୟ ତରଫରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା...
: ମେଟ୍ରିକ ପରୀକ୍ଷାରେ ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରର ଶତପ୍ରତିଶତ ଫଳାଫଳ ହୋଇ ଉତ୍ତୀନ୍ନ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ନାଁ ଓ ଗୌରବ ଓଡିଶାର ସମସ୍ତ ବିଦ୍ଯାଳୟ ଠାରୁ ଅନନ୍ଯ l ଏହାର ଜ୍ବଳନ୍ତ ଉଦାହରଣ ୨୦୨୪ -୨୫ ଶିକ୍ଷାବର୍ଷରେ ମେଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀ ସଫଳତାର ସହିତ କୁତିତ୍ବ ଅର୍ଜନ କରିଛନ୍ତି l...
ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଭୁବନେଶ୍ୱର (ସମୀର ରଞ୍ଜନ ନାୟକ )ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ଓଡ଼ିଶାରେ ସୃଷ୍ଟି ହୋଇଛି ଝଡ଼ । ମନ୍ଦିର ପାଇଁ ପୁରୀରୁ ମହାପ୍ରଭୁଙ୍କ ବଳକା ନବକଳେବର ଦାରୁ ବ୍ୟବହାର ଚର୍ଚ୍ଚା ଏବଂ ଦୀଘା ମନ୍ଦିରକୁ 'ଜଗନ୍ନାଥ ଧାମ' କୁହାଯିବାକୁ ଓଡ଼ିଶାର ସବୁ ମହଲହରେ ତୀବ୍ର ବିରୋଧ କରାଯାଉଛି । ଆଜି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଦାରୁ ବ୍ୟବହାର ଘଟଣାର ତଦନ୍ତ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଛି ।...
ଦୀଘା ଜଗନ୍ନାଥ ମନ୍ଦିରକୁ ଆମେ ସ୍ବାଗତ କରୁଛୁ, କିନ୍ତୁ 'ଜଗନ୍ନାଥ ଧାମ' ନାଁ କଦାପି ଗ୍ରହଣୀୟ ନୁହେଁ ଭୁବନେଶ୍ୱର (ସମୀର ରଞ୍ଜନ ନାୟକ )ପଶ୍ଚିମବଙ୍ଗର ଦୀଘାରେ 'ଜଗନ୍ନାଥ ଧାମ' ଲେଖିବା ପ୍ରସଙ୍ଗରେ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ସୁଦର୍ଶନ ପଟ୍ଟନାୟକ (ପଦ୍ମଶ୍ରୀ) ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଛନ୍ତି।ତେବେ ଦୀଘାର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପର ଠାରୁ ଥମୁନି ବିବାଦ । ଚାରିଆଡେ ଅସନ୍ତୋଷ ତେଜିଛି । ପଣ୍ଡାପଢିଆରଙ୍କ ଠାରୁ ନେଇ ସେବାୟତ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବିରୋଧ କରିଛନ୍ତି । ଜଗନ୍ନାଥ ମନ୍ଦିର...
ପୁନମ ପ୍ରଧାନ ବ୍ଲକ୍ ଟପ୍ପର ବୁଗୁଡ଼ା,୩/୦୫(ସୋରେନ କୁମାର ପ୍ରଧାନ):ପ୍ରକାଶିତ ମ୍ୟାଟ୍ରିକ୍ ପରୀକ୍ଷା ଫଳକୁ ନେଇ ବୁଗୁଡ଼ା ବ୍ଲକର ଛାତ୍ରଛାତ୍ରୀଉତ୍ସାହିତ ଥିବା ଜଣାପଡ଼ିଛି। ଏଥର ବୁଗୁଡ଼ା ବ୍ଲକଅନ୍ତର୍ଗତ ୨୭ଟି ହାଇସ୍କୁଲ ମଧ୍ଯରୁ ୩ଟି ହାଇସ୍କୁଲର ୭ ଛାତ୍ରଛାତ୍ରୀ ଏ-୧ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୁଗୁଡା ବ୍ଲକର ବିରଞ୍ଚିପୁର ଗ୍ରାମସ୍ଥ ଶ୍ରୀ ରାଧାକୃଷ୍ଣ ହାଇସ୍କୁଲର ମେଧାବୀ ଛାତ୍ରୀ ପୁନମ୍ ପ୍ରଧାନ ସର୍ବାଧିକ ୫୬୫ ମାର୍କ ପ୍ରାପ୍ତ କରି ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଛନ୍ତି । ସେହିପରି ସେହି ରାଧାକୃଷ୍ଣ ହାଇସ୍କୁଲର ଛାତ୍ର ଟି.ର୍କିତ୍ତୀମାନ ପାତ୍ର ୫୬୧, ଛାତ୍ରୀ ଯୁଗରୂପା ଯୁଗାନ୍ତିକା ସାହୁ ୫୪୯ ଓ...
ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଇଫକୋ ଛକ ନିକଟରେ ଏକ ଭୟା ଭୟ ସଡ଼କ ଦୃଘଟଣା ଏକ ସ୍କୁଟି ରେ ପାରାଦ୍ୱୀପ ଗଡ଼ ଯାଉଥିବା ବେଳେ ମୁଣ୍ଡ ଉପରେ ଚଢି ଗଲା ଗାଡି ଗାଡି ଚାଳକ ଘଟଣା ସ୍ଥଳରେ ମୃତ ମୃତ ବ୍ୟକ୍ତି ଙ୍କ ନାମ ଧୂର୍ଵ ଶିରୋମଣି, ପିତା -କିଶୋର ଶିରୋ ମଣି ଧୂର୍ଵ ଇଫକୋ କମ୍ପାନୀ ରେ କାମ କରନ୍ତି, ସେ ପାରାଦ୍ୱୀପ ଗଡ଼ ରେ ରହୁଥିଲେ ତାଙ୍କ ଘର ପାଣ୍ଡରସିଂହ, ps -ଗଣିଆ, ନୟାଗଡ ବୋଲି ଜଣାପଡିଛି
ମାଟ୍ରିକ ପରୀକ୍ଷା ଫଳାଫଳ ହେଲା କାଳ | ବଳରାମ କୁ ହରାଇ ଝୁରୁଛି ଗାଁ ମାଟି ଓ ଭାଇ, ଭଉଣୀ ଜଗତସିଂହପୁର ତା =3/5/25 ମାଟ୍ରିକ ପରୀକ୍ଷା ଫଳା ଫଳ ଗତ ଶୁକ୍ରବାର ପ୍ରକାଶ ପାଇଥିଲା | ମାଟ୍ରିକ ପରୀକ୍ଷା ରେ ସାନ ଭାଇ ଜଗନ୍ନାଥ ରାଉତ ଙ୍କ ଠାରୁ କମ ନମ୍ବର ରହିଥିବା ରୁ ବଡ଼ ଭାଇ ବଳରାମ ଲଜ୍ୟା ବୋଧ କରି ଘରେ ରସି ଲଗାଇ ଆତ୍ମ ହତ୍ୟା କରିବା ଘଟଣା ସମସ୍ତ ଙ୍କୁ ଚକିତ କରିଛି |ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଥାନା ଅଳସୁଧା ଗ୍ରାମରେ |ସେହି ଗ୍ରାମର...
ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ବଢୁଛି ପାକିସ୍ତାନର ଆଣବିକ ଧମକ । ଯଦି ପାକିସ୍ତାନର ସ୍ଥିତି ପ୍ରତି ବିପଦ ଆସେ ତେବେ ଆଣବିକ ଅସ୍ତ୍ର ପ୍ରୟୋଗ ଲାଗି ପଛଘୁଞ୍ଚା ଦିଆଯିବ ନାହିଁ ବୋଲି କହିସାରିଛନ୍ତି ପାକ୍ ମନ୍ତ୍ରୀ ହନିଫ ଆବାସି, ଆମେରିକା ଲାଗି ନିଯୁକ୍ତ ରାଷ୍ଟ୍ରଦୂତ ରିଜଓ୍ବାନ ଶେଖ ଓ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ।ଦୁଇ ଦେଶ ମଧ୍ୟରେ ସୃଷ୍ଟ ଉତ୍ତେଜନା ପ୍ରଶମିତ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନିକଟରେ ଅନୁରୋଧ କରିଥିଲେ ରାଷ୍ଟ୍ରଦୂତ ଶେଖ୍ । ଏବେ ପ୍ରଶ୍ନ ଉଠୁଛି ସମ୍ଭାବ୍ୟ ଆଣବିକ ଟେନସନରେ ଆମେରିକାର ଭୂମିକା କଣ ରହିବ । ଅତୀତରେ ପୂର୍ବତନ...
ରାସ୍ତା ନିର୍ମାଣରେ ଅନିୟମିତତା ବିଡ଼ିଓଙ୍କୁ ଅଭିଯୋଗ କଲେ ସୀଲୋ ଗ୍ରାମବାସୀ, ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଯାତ୍ରୀ ପଞ୍ଚାୟତ ଅଧୀନ ସାଲୋ ଗ୍ରାମର ଯେନା ସାହି ରାସ୍ତା ନିର୍ମାଣରେ କାର୍ଯ୍ୟର ନିର୍ମାଣରେ ବ୍ୟାପକ ଅନିୟମିତା ହୋଇଥିବା ନେଇ ରାଜକିଶୋର ଦାସ ଓ ଅନ୍ୟମାନେ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଦାନା ବ୍ଯାତ୍ଯା ସହାୟତା ରାଶି ଉପରେ ଅଡା- ବିଷ୍ଣୁପୁର ଆରଡ଼ି ରାସ୍ତାରୁ ଯେନା ସାହି ରାସ୍ତା ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଇଥିଲା। ଠିକାଦାର ତଥା କାର୍ଯ୍ଯଗ୍ରାହି ଜଣକ କମ୍ ମୋଟେଇ ବାଲି ଦେଇ କାର୍ଯ୍ୟ କରିବା ସହ...
ଭୁବନେଶ୍ବର/ଜଟଣୀ: ଆଜି ପୃଥକ ପୃଥକ ୨ଟି ମାମଲାରେ ରାଜଧାନୀରୁ ୩ ଗଞ୍ଜେଇ ବେପାରୀ ବନ୍ଧା ହୋଇଛନ୍ତି। ୨ଜଣ ବିହାରୀ ବେପାରୀଙ୍କୁ ରେଳବାଇ ପୁଲିସ ଓ ଜଣକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଭୁବନେଶ୍ବର ଷ୍ଟେସନ୍ର ୬ନମ୍ବର ପ୍ଲାଟ୍ଫର୍ମରେ ଆର୍ପିଏଫ୍ର ଏସ୍ଟିଏଫ୍ ଓ ଅବକାରୀ ବିଭାଗ ମିଳିତଭାବେ ଚଢ଼ଉ କରି ବିହାର ଭୋଜପୁର ଜିଲ୍ଲା ଡୋଗ୍ରା ଗାଁର ପ୍ରଭାତ କୁମାର ଶର୍ମା ଓ ନୀତୀଶ କୁମାରକୁ ଗିରଫ କରିଛି।ସେମାନଙ୍କଠାରୁ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି। ୪ଟି ସୁଟ୍କେସ୍ରେ ଥିବା ଏହି ଗଞ୍ଜେଇ ରାୟଗଡ଼ାରୁ ବିହାର ଚାଲାଣ କରାଯାଉଥିଲା। ସେହିଭଳି ନୂଆପଲ୍ଲୀ ଥାନା ପୁଲିସ ଜଟଣୀ ଥାନା ବୁଢ଼ାପଡ଼ାର...