Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

ଶାନ୍ତିକୁଞ୍ଜ ହରିଦ୍ୱାର ଜ୍ୟୋତି କଳସ ରଥ ର ପାରାଦୀପ ପରିକ୍ରମା l

ପାରାଦ୍ୱୀପ | 03/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଶାନ୍ତିକୁଞ୍ଜ ହରିଦ୍ୱାର ଜ୍ୟୋତି କଳସ ରଥ ର ପାରାଦୀପ ପରିକ୍ରମା l ଶାନ୍ତିକୁଞ୍ଜ ହରିଦ୍ୱାର ରୁ ଆସିଥିବା ଜ୍ୟୋତି କଳସ ରଥ ଆଜି ପାରାଦୀପ ର ତାରିଣିଗଡା ଗାୟତ୍ରୀ ନଗର, ବାଲିଝରା, ନୂଆବଜ଼ାର, ମଧୁବନ ପରିକ୍ରମା କରିଥିଲା l ବହୁ ସଂଖ୍ୟାକ ଗାୟତ୍ରୀ ପରିବାର ସଦସ୍ୟ ଏଥିରେ ଯୋଡି ହୋଉ ବିପୁଳ ସ୍ୱାଗତ କରିଥିଲେ lବହୁ ସଂଖ୍ୟାକ ନୂଆ ସଦସ୍ୟ ଗାୟତ୍ରୀ ପରିବାର ସହ ଯୋଡି ହୋଇଥିଲେ l ପାରାଦୀପ ଗାୟତ୍ରୀ ପରିବାର ର ମୁଖ୍ୟ ଶ୍ରୀଯୁକ୍ତ ପ୍ରସନ୍ନ ରାଉତରାୟ ସମସ୍ତ ଗାୟତ୍ରୀ ପରିଜନ ମାନଂକୁ ଉଦବୋଧନ ରେ ଜ୍ୟୋତି କଳସ ଯାତ୍ରାର ଉଦେଶ୍ୟ ସମ୍ପର୍କ...

Article Image

ଖଇରା ମହାବିଦ୍ୟାଳୟର ସଂସ୍କୃତ ବିଭାଗ ତରଫରୁ ପ୍ରାକ୍ତନ ଅଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା।

ଖଇରା | 03/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଖଇରା ମହାବିଦ୍ୟାଳୟର ସଂସ୍କୃତ ବିଭାଗ ତରଫରୁ ପ୍ରାକ୍ତନ ଅଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା। ଖଇରା,୦୩/୦୫():ଖଇରା ମହାବିଦ୍ୟାଳୟର ସଂସ୍କୃତ ବିଭାଗ ତରଫରୁ ପ୍ରାକ୍ତନ ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା କରାଯାଇଛି।ବର୍ତ୍ତମାନର ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ସଂସ୍କୃତ ଅଧ୍ୟାପିକା ଚିନ୍ମୟୀ ପଣ୍ଡାଙ୍କ ଆନୁକୂଲ୍ୟରେ +୩ପ୍ରଥମ, ଦ୍ୱିତୀୟ,ତୃତୀୟ ବର୍ଷର ସଂସ୍କୃତ ସମ୍ମାନର ଆନ୍ତେବାସୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି।ସର୍ବପ୍ରଥମେ ବିଭାଗୀୟ ମୁଖ୍ୟ ଚିନ୍ମୟୀ ପଣ୍ଡା ମହୋଦୟା ନିଜ ମତରେ ଗୁରୁ ପଣ୍ଡା ସରଙ୍କୁ କେହି ବିଦାୟ ଦେଇପାରିବେ ନାହିଁ ସେ ସର୍ବଦା ସମସ୍ତଙ୍କ ଅନ୍ତରରେ ରହିଛନ୍ତି ରହିବେ ମଧ୍ୟ ବୋଲି କହିଛନ୍ତି।ମୁଖ୍ୟ ବକ୍ତା ଦୀନବନ୍ଧୁ ଦେ...

Article Image

ପହଲଗାମ୍ ରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟବରଣ କରିଥିବା ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦଗତି ଓ ଏକାଦଶାହ ଉପଲେକ୍ଷେ କାଣ୍ଡେଲ ଶୋଭାଯାତ୍ରା

ତିର୍ତ୍ତୋଲ | 03/05/2025 | ବିକ୍ରମ ଓଡ଼ିଶା ନିୟୁଜ

ପହଲଗାମ୍ ରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟବରଣ କରିଥିବା ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦଗତି ଓ ଏକାଦଶାହ ଉପଲେକ୍ଷେ କାଣ୍ଡେଲ ଶୋଭାଯାତ୍ରା ତିର୍ତ୍ତୋଲ ୩/୫- ତିର୍ତ୍ତୋଲ ବ୍ଲକ ବିଷନପୁର ପଞ୍ଚାୟତର ଯୁବ ସମାଜ ସେବୀ ତଥା ଅନୁଷ୍ଠାନ ପ୍ରେମୀ ଦିଲୀପ ଜେନା (ବାବୁଆ ଭାଈ )ଙ୍କ ନେତୃତ୍ୱରେ ପହଲଗାମ୍ ରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟବରଣ କରିଥିବା ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦଗତି ଓ ଏକାଦଶାହ ଉପଲେକ୍ଷେ କାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ବିଶୁନପୁର ପଞ୍ଚାୟତର ଇନ୍ଦ୍ରାଣୀ ଛକରେ ଥିବା ପ୍ଭୁ ପଞ୍ଚମୁଖୀ ହନୁମାନ ଜୀଉଙ୍କ ପବିତ୍ର ପ୍ରାଙ୍ଗଣରେ ଜମ୍ମୁ କାଶ୍ମୀରର ପହଲଗାମ୍ ରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟବରଣ କରିଥିବା ପର୍ଯ୍ୟଟକମାନଙ୍କ ଅମର ଆତ୍ମାର...

Article Image

ମହିଳା ମହାବିଦ୍ୟାଳୟରେ ବିଶ୍ବ ପ୍ରେସ ସ୍ବାଧୀନତା ଦିବସ ପାଳିତ

ରାଇରଙ୍ଗପୁର | 03/05/2025 | ବିକ୍ରମ ଓଡ଼ିଶା ନିୟୁଜ

: ମହିଳା ମହାବିଦ୍ୟାଳୟରେ ବିଶ୍ବ ପ୍ରେସ ସ୍ବାଧୀନତା ଦିବସ ପାଳିତ ରାଇରଙ୍ଗପୁର : : ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ପ୍ରେସ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଛି। ଅଧ୍ୟକ୍ଷ ରବିଶଙ୍କର ସତପଥିଙ୍କ ମାର୍ଗଦର୍ଶନ ଓ ଆବାହକ ବିଜୟ କୁମାର ରାମଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ପ୍ରେସ ରିପୋର୍ଟର ମାନଙ୍କୁ ତାଙ୍କର...

Article Image

ରେଡି ଭୋଲଣ୍ଟିଅର୍ସ ଦ୍ବାରା ପ୍ରେସ ଫ୍ରିଡ଼ମ ଡେ ପାଳିତ

ରାଇରଙ୍ଗପୁର | 03/05/2025 | ବିକ୍ରମ ଓଡ଼ିଶା ନିୟୁଜ

ରେଡି ଭୋଲଣ୍ଟିଅର୍ସ ଦ୍ବାରା ପ୍ରେସ ଫ୍ରିଡ଼ମ ଡେ ପାଳିତ ଆଜି ୩ ମେ , ବିଶ୍ବ ପ୍ରେସ ସ୍ବାଧୀନତା ଦିବସ l ଏହି ଉପଲକ୍ଷେ, ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ସ୍ବେଚ୍ଛାସେବୀ ସଂଗଠନ ରେଡି ଭୋଲଣ୍ଟିଅର୍ସ ଆନୁକୁଲ୍ଯରେ ବିଶ୍ବ ପ୍ରେସ ସ୍ଵତନ୍ତ୍ରତା ଦିବସ ପାଳିତ ହୋଇ ଯାଇଛି। ରେଡି ଭୋଲଣ୍ଟିଅର କ୍ୟାପଟେନ ବିଜୟ କୁମାର ରାମଙ୍କ ଆବାହକତ୍ବରେ ଆୟୋଜିତ ଏହି ବାର୍ତ୍ତା କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସୌରଭ କୁମାର ପଟ୍ଟନାୟକ ମୁଖ୍ଯ ଅତିଥି ଭାବେ ଉପସ୍ଥିତ ରହି ରେଡି ଭୋଲଣ୍ଟିଅର୍ସ ଏବଂ ଉପସ୍ଥିତ...

Article Image

ଜିଲ୍ଲାରେ ତୃତୀୟ ସ୍ଥାନ ରଖିଥିବା ଝରାଡ଼ିହିର ଶିକ୍ଷା ସିଂହ୍ନI ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ରାଇରଙ୍ଗପୁର | 03/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଜିଲ୍ଲାରେ ତୃତୀୟ ସ୍ଥାନ ରଖିଥିବା ଝରାଡ଼ିହିର ଶିକ୍ଷା ସିଂହ୍ନI ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା A1ରେ ଦୁଇ ଜଣ- ଶିକ୍ଷା ସିହ୍ନI ଓ ଆକାଶ ମହାନ୍ତ ରାଇରଙ୍ଗପୁର :- ଆଙ୍କର: ଚଳିତ ବର୍ଷ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଝରାଡ଼ିହି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶିକ୍ଷା ସିଂହ୍ନI ମୟୁରଭଞ୍ଜ ଜିଲ୍ଲାରେ ତୃତୀୟ ସ୍ଥାନ ଅଳଙ୍କୃତ...

Article Image

ଗୋରଡ଼ ଶନିଶ୍ଚର ପୀଠରେ ଜଳାଭୀଷେକ କଲେ ଭକ୍ତ

କୁଜଙ୍ଗ | 03/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଗୋରଡ଼ ଶନିଶ୍ଚର ପୀଠରେ ଜଳାଭୀଷେକ କଲେ ଭକ୍ତ କୁଜଙ୍ଗ :3/5କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋରଡ଼ ପଂଚାୟତ ଠାରେ ଥିବା ଶନିଶ୍ଚର ପୀଠ ରେ ଆଜି ଭକ୍ତ ମାନେ ଜଳାଭିଷେକ କରିଛନ୍ତି, ଆଜିର ତିଥିରେ ଗ୍ରହରାଜ ଶନିଦେବ ଆବ୍ରି ଭାବ ହେଇଥିଲା ତେଣୁ ଭକ୍ତ ମାନେ ଶନି ଦେବ ଙ୍କୁ ଜଳ ଲାଗି କଲେ ମନସ୍କାମନା ପୁର୍ଣ ହୋଇ ଥାଏ l ଏନେଇ ମନ୍ଦିର ର କର୍ମକର୍ତ୍ତା ମାନେ ମନ୍ଦିର କୁ ସୁସଜିତ କରିବା ସହ ନାମ, ସଂକୀର୍ତନ,ଯଜ୍ଞ ମହୋତ୍ସବ ଆଦି ଆୟୋଜନ କରି ଥିବା ସୂଚନା ଦେଇଛନ୍ତି, ଆଖ ପାଖ...

Article Image

କାଳବୈଶାଖୀ ତାଣ୍ଡବ ରେ ଉଡେଇଲା ଛପର,,

ଔପଦା | 03/05/2025 | ବିକ୍ରମ ଓଡ଼ିଶା ନିୟୁଜ

କାଳବୈଶାଖୀ ତାଣ୍ଡବ ରେ ଉଡେଇଲା ଛପର,, ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,, ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ ଜୁରିଆ ପାଟଣା ଗ୍ରାମ ର ସୁଦାମ ଚନ୍ଦ୍ର ମଲିକ ଙ୍କର ଘର କାଳବୈଶାଖୀ ତାଣ୍ଡବ ରେ ଉଡେଇଲା ଛପର,ସହାୟତା ନିମନ୍ତେ ପ୍ରଶାସନ ଙ୍କୁ ନିବେଦନ କରିଛନ୍ତି,ଅପରପକ୍ଷେ ବାରମ୍ବାର ପୂର୍ବରୁ ସନ୍ତରା ଗଡିଆ ରାଜ୍ବସ ନିରୀକ୍ଷକ ଅଧିକାରୀ ଓ ଔପଦା ବିଡ଼ିଓ, ବାଲେଶ୍ୱର ଜିଲ୍ଲାପାଳ ଅଧିକାରୀଙ୍କୁ ଲିଖିତ ଦରଖାସ୍ତ ଦେଇଥିଲେ ମଧ୍ୟ କୋଣସି ଫଳପ୍ରଦ ମିଳି ପାରିନି,,ତେଣୁ ଶ୍ୟାମସୁନ୍ଦର ପୁର ପଂଚାୟତ ଅଧିକାରୀ ଦୀର୍ଘ ଚାରି ବର୍ଷ ଧରି ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବା ରେ ଇନକ୍ୱାଆରୀ କରି ସୁଦାମ ଚନ୍ଦ୍ର ମଲିକ ଙ୍କୁ...

Article Image

ଗ୍ରାମ୍ୟ ନ୍ୟାୟଳୟ ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ

ନାଉଗାଁ | 03/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଗ୍ରାମ୍ୟ ନ୍ୟାୟଳୟ ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ ନାଉଗାଁ ୩/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ରେ ଗ୍ରାମ୍ୟ ନ୍ୟାୟଳୟ ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ କଲେ ଜିଲ୍ଲା ଜଜ୍‌ ଓ ଉପଜିଲ୍ଲାପାଳ l ସୂଚନା ମୁତାବକ ଆଜି ଦିନ ସମୟରେ ନାଉଗାଁ ରେ ଗ୍ରାମ୍ୟନ୍ୟାୟଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନ ନିରୂପଣ କରିଛନ୍ତି ଜଗତସିଂହପୁର ଜିଲ୍ଲା ଜଜ ଶ୍ରୀନିବାସ ପ୍ରତିହାରୀ ଓ ଉପ ଜିଲ୍ଲାପାଳ ପ୍ରଶାନ୍ତ ତରାଇ l ତେବେ ନାଉଗାଁ ତହସିଲ ସମ୍ମୁଖରେ ଥିବା ସରକାରୀ ଜମିରେ ନିର୍ମାଣ ପାଇଁ ସ୍ଥିର କରାଯାଇ ଥିବା ବେଳେ ଅସ୍ଥାୟୀ ଭାବେ ଏକ ମାସ ଭିତରେ ବ୍ଳକଛକ ସ୍ଥିତି ସରକାରୀ ଡାକ ବଙ୍ଗାଳ...

Article Image

ବିଜେପି ପକ୍ଷରୁ ବନ୍ଧୁ ମିଳନ, କଂଗ୍ରେସ ଓ ବିଜେଡି ଛାଡ଼ି ବିଜେପିରେ ମିଶିଲେ ଶତାଧିକ କର୍ମୀ

ନାଉଗାଁ | 03/05/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଜେପି ପକ୍ଷରୁ ବନ୍ଧୁ ମିଳନ, କଂଗ୍ରେସ ଓ ବିଜେଡି ଛାଡ଼ି ବିଜେପିରେ ମିଶିଲେ ଶତାଧିକ କର୍ମୀ ନାଉଗାଁ, ୩/୫/ ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକ ଅନ୍ତର୍ଗତ ରୋହିିଆ ପଞ୍ଚାୟତ ଠାରେ ବିଜେପି ପକ୍ଷରୁ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଞ୍ଚାୟତର ଜଣାଶୁଣା ଆଇନଜୀବି ସୌମ୍ୟରଞ୍ଜନ ମହାନ୍ତି ଓ ବିଜେପି ନେତା କେଦାର ଚରଣ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଗତସିଂପୁର ବିଧ୍ୟାୟକ ଅମରେନ୍ଦ୍ର ଦାସ, ସମ୍ମାନୀତ ଅତିଥିଭାବେ ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ଧନେଶ୍ଵର ନାୟକ, ଶିକନ ଶେଖର ସ୍ବାଇଁ, ପ୍ରତାପ କୁମାର ସାହୁ, ରମାକାନ୍ତ ସ୍ବାଇଁ, ବୈରାଗୀ ଚରଣ...

Article Image

ବେଥାନୀ କନଭେଣ୍ଟ ସ୍କୁଲର ପାସ ହର ଶତପ୍ରତିଶତ

ତିର୍ତ୍ତୋଲ | 03/05/2025 | ବିକ୍ରମ ଓଡ଼ିଶା ନିୟୁଜ

ବେଥାନୀ କନଭେଣ୍ଟ ସ୍କୁଲର ପାସ ହର ଶତପ୍ରତିଶତ -ତିର୍ତ୍ତୋଲ-୩/୫-(ରିପୋର୍ଟ-ଟୁକନ ସେଠୀ)- ପାରାଦ୍ୱୀପ..ସ୍ଥାନୀୟ ବେଥାନୀ କନଭେଣ୍ଟ ସ୍କୁଲରେ ଚଳିତ ବର୍ଷ କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମ(CISCE)ଆଇ.ସି.ଏସ.ସି ଦଶମ ଶ୍ରେଣୀ ପରୀକ୍ଷା ଫଳ ଗତ ବୁଧବାର ଦିନ ପ୍ରକାଶ ପାଇଛି , ଏଥିରେ ବିଦ୍ୟାଳୟର ଛାତ୍ରୀ ସୁହାନି ଦଳେଇ ସର୍ବାଧିକ ଶତକଡା (95%)ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟେକ ରଖିଥିବା ବେଳେ କ୍ରମାଗତଭାବେ ସତ୍ୟବ୍ରତ ବେହେରା ଶତକଡା(94.6%) ପ୍ରତିଶତ ନମ୍ବର ରଖି ଦ୍ୱିତୀୟ , ଶ୍ରୀଦିବ୍ୟଜ୍ୟୋତି ମାଣିକ ଶତକଡା (92.8%) ପ୍ରତିଶତ ନମ୍ବର ରଖି ତୃତୀୟ, ଓ ଶ୍ରୀ ଆଶୁତୋଷ ନାୟକ ଶତକଡା (90.6%)ପ୍ରତିଶତ ନମ୍ବର ରଖି ଚତୁର୍ଥ...

Article Image

ବିଦ୍ୟାଳୟ ପକ୍ଷରୁ ମେଧାବୀ ଛାତ୍ର ଙ୍କୁ ସମ୍ବର୍ଦ୍ଧିତ )

ଜଗତସିଂହପୁର | 03/05/2025 | ବିକ୍ରମ ଓଡ଼ିଶା ନିୟୁଜ

(ବିଦ୍ୟାଳୟ ପକ୍ଷରୁ ମେଧାବୀ ଛାତ୍ର ଙ୍କୁ ସମ୍ବର୍ଦ୍ଧିତ ) ଜଗତସିଂହପୁର ତା =3/5/25 ଗତ ଶୁକ୍ରବାର ଅପରାହ୍ନ ରେ ଚଳିତ ବର୍ଷ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି | ଏଥିରେ ସିଦ୍ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ମେଧାବୀ ଛାତ୍ର ସାତ୍ତ୍ଵିକ ସାଗର ରଥ ସର୍ବାଧିକ 550 ନମ୍ବର(91:66%) ରଖି ଗ୍ରେଡ଼ A=1ରେ ଉତୀର୍ଣ୍ଣ ହୋଇ ସିଦ୍ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ତଥା ଶିକ୍ଷା କ୍ଷେତ୍ର ରେ ଜଗତସିଂହପୁର ଜ଼ିଲ୍ଲା ରେ ଗୌରବ ଅର୍ଜନ କରିଛନ୍ତି | ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପକ୍ଷରୁ ମେଧାବୀ ଛାତ୍ର ସାତ୍ତ୍ଵିକ ସାଗର ରଥ ଙ୍କୁ ସିଦ୍ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ...