Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

ଉତ୍କଳ ସେନା ନିବୃତ୍ତ ସେନାନୀ ସଂଘର ଜଳସେବା ଶିବିର ଅନୁଷ୍ଠିତ।

ନାଉଗାଁ | 04/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଉତ୍କଳ ସେନା ନିବୃତ୍ତ ସେନାନୀ ସଂଘର ଜଳସେବା ଶିବିର ଅନୁଷ୍ଠିତ। ନାଉଗାଁ ୪/୦୫/ବିକ୍ରମ ଓଡିଶା ନିୟଜୁ,ଜଗତସିଂହପୁର ଉତ୍କଳ ସେବା ନିବୃତ୍ତ ସେନାନୀ ସଂଘ ପକ୍ଷରୁ ପହଲଗାମ ରେ ଆତଙ୍କବାଦୀ ଙ୍କ ଦ୍ବାରା ନିହତ ହୋଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ନାଉଗାଁ ବ୍ଳକ ନିକଟସ୍ତ ଶିଖର ଘାଟ,ବାଲିଭଉରି ମୁଖ୍ୟ ରାସ୍ତାର ମୁଗେଇ ଛକ ନିକଟରେ ଏକ ଜଳସେବା ଶିବିର ବରିଷ୍ଠ ଭୂତପୂର୍ବ ସୈନିକ ଗୁନ ଚରଣ ଦାସଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି।ସର୍ବ ପ୍ରଥମେ ପହଲଗାମ ରେ ପ୍ରାଣ ହରାଇଥିବା ନୀରୀହ ଜନତାଙ୍କ ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।ଓ ଏହାପରେ ଉକ୍ତ ଶିବିରରେ ଗ୍ରୀଷ୍ମ ରିତୁରେ ରାସ୍ତାରେ ଯାଉଥିବା...

Article Image

ରାଇରଙ୍ଗପୁର ଟାଉନ ଥାନା ପରିସରରେ ପୂର୍ଣ୍ଣାହୁତି ହେଲା ଚବିଶ ପ୍ରହର ହରିନାମ ସଂକୀର୍ତ୍ତନ

ରାଇରଙ୍ଗପୁର | 04/05/2025 | ବିକ୍ରମ ଓଡ଼ିଶା ନିୟୁଜ

: ରାଇରଙ୍ଗପୁର ଟାଉନ ଥାନା ପରିସରରେ ପୂର୍ଣ୍ଣାହୁତି ହେଲା ଚବିଶ ପ୍ରହର ହରିନାମ ସଂକୀର୍ତ୍ତନ : ହରିନାମ ଭଜନ କୀର୍ତ୍ତନରେ ପାପ ନାଶ ହେବା ସହିତ ସମାଜରେ ସୁଖଶାନ୍ତି ମିଳିଥାଏ l ପ୍ରତିବର୍ଷ ପରି ସମାଜର କଲ୍ଯାଣ ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ ଟାଉନ ଥାନା ପରିସରରେ ଚବିଶ ପ୍ରହର ହରିନାମ ସଂକୀର୍ତ୍ତନ ଉତ୍ସବ ଗତ ୨୮ ତାରିଖ ଅଧିବାସ ପୂଜା, ୨୯ ତାରିଖ ସଂନ୍ଧ୍ଯା ୫ ଘଟିକାରେ ହରିନାମ ସଂକୀର୍ତ୍ତନ ଆରମ୍ଭ...

Article Image

ଠଣାପଲ୍ଲୀ-ନାଗିରି ରାସ୍ତାର ଅବସ୍ଥା ଶୋଚନୀୟ , ପ୍ରତିକାର ଦାବି

ବୁଗୁଡ଼ା | 04/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଠଣାପଲ୍ଲୀ-ନାଗିରି ରାସ୍ତାର ଅବସ୍ଥା ଶୋଚନୀୟ , ପ୍ରତିକାର ଦାବି ବୁଗୁଡ଼ା ,୦୪/୦୫(ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ମୋଟାବାଡି ପଞ୍ଚାୟତ ଅନ୍ତର୍ଗତ ଠଣାପଲ୍ଲୀ - ନାଗିରି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଅନେକ ସ୍ଥାନରେ ପାଣି ଜମି ରହୁଛି। ଫଳରେ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ହେଉଛି। ପୂର୍ବରୁ ସେହି ରାସ୍ତାଟି ଲଟାବୁଦା ମାଡିଯାଇ ସଂକୀର୍ଣ୍ଣ ଓ ଶୋଚନୀୟ ଅବସ୍ଥାରେ ରହିଥିଲା। ଠାଏଁ ଠାଏଁ ଖାଲଖମା ଯୋଗୁଁ ପଦଚାରୀ ଏବଂ ଯାନବାହାନ ଚଳାଚଳରେ ସମସ୍ଯା ସୃଷ୍ଟି କରୁଥିଲା। ଏ ନେଇ ଖବର ପ୍ରକାଶ ପାଇବା ପରେ ମୋରମ ପକାଯାଇ ରାସ୍ତାର ପ୍ରଶସ୍ତୀକରଣ ସହ ମରାମତି...

Article Image

ଅନ୍ଧୋଟି ଗୋପବନ୍ଧୁ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ନୁତନ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ରାଣୀ ବେହେରା

ଜଗତସିଂହପୁର | 04/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଅନ୍ଧୋଟି ଗୋପବନ୍ଧୁ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ନୁତନ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ରାଣୀ ବେହେରା ଙ୍କ ନେତୃତ୍ବରେ ଦୁଇ ଶିକ୍ଷୟତ୍ରୀ ଙ୍କ ଅବସର କାଳିନ ବିଦାୟ ସମ୍ବର୍ଧନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ବିରଞ୍ଚିନାରାୟଣ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ହେରେକୃଷ ପରିଡ଼ା ଓ ସମ୍ମାନୀତ ଅତିଥି ଭାବେ ଏଲୋରା ଦାସ ବିକାଶ ରଞ୍ଜନ ବେହେରା ଯୋଗଦେଇ ପ୍ରଥମେ ପ୍ରଦିପ ପ୍ରଜ୍ବଳନ କରିବା ପରେ ଗଣେଶ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ସରକାରୀ ଗୋପବନ୍ଧୁ ଉପ୍ରା ବିଦ୍ୟାଳୟ ରେ କାର୍ଯ୍ୟରତ ଦୁଇ ଶିକ୍ଷୟତ୍ରୀ...

Article Image

ସନିଦେବ ମନ୍ଦିର ରେ ଜଳ ଅଭିଷେକ

ପାରାଦ୍ୱୀପ | 04/05/2025 | ବିକ୍ରମ ଓଡ଼ିଶା ନିୟୁଜ

ସନିଦେବ ମନ୍ଦିର ରେ ଜଳ ଅଭିଷେକ -ପାରାଦ୍ୱୀପ ରୁ ପ୍ରମୋଦ କୁମାର ଦାସ ଙ୍କ ରିପୋର୍ଟ ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ଜଗନାଥପୁର ରେ ଥିବା ଶନି ମନ୍ଦିର ରେ ଜଳ ଅଭିଷେକ ପାଇଁ ବହୁତ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗିରହିଥିଲା ଏଥିରେ କୁଜଙ୍ଗ ପୋଲିସ ପ୍ରଶାସନ ଅଗ୍ନିଶମ ବାହିନୀ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ଏଥିରେ ପୂଜା କମିଟି ର ସମସ୍ତ ସଦସ୍ୟ ମାନେ ଶ୍ରଦ୍ଧାଳୁ ଙ୍କୁ ସହଯୋଗ କରିଥିଲେ ଶନି ଦେବ ଙ୍କ ପାଖରେ ପସାଦ ସେବନ ର ଵେବସ୍ତା କରାଯାଇଥିଲା ଏଥିରେ ବହୁ ସଂଖ୍ୟା ରେ ଶ୍ରଦ୍ଧାଳୁ ପସାଦ ସେବନ କରିଥିଲେ

Article Image

ଶନିଶ୍ଚରଙ୍କ ପୀଠରେ ଜଳାଭିଷେକ

କୁଜଙ୍ଗ | 04/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଶନିଶ୍ଚରଙ୍କ ପୀଠରେ ଜଳାଭିଷେକ କୁଜଙ୍ଗ୩/୫କୁଜଙ୍ଗ ବ୍ଲକ ଗୋପିଆକୁଦ ପଞ୍ଚାୟତ କାଳିଆପାଟ (ଗୋଠଡ଼ିଆ) ଗ୍ରାମ ବାଲ୍ୟମୁକୁନ୍ଦ ମଠ ନିକଟରେ ଗ୍ରହ ରାଜ ଶନିଶ୍ଚର ପୀଠରେ ଜଲଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି. ବଡି ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ମାନେ ବୁଲିବନ୍ଧ ନଦୀରୁ ଜଳ ଆଣି ଶନିଶ୍ଚର ପୀଠରେ ଜଳାଭିଷେକ କରିଥିଲେ, ପ୍ରମାଣ ଅକ୍ଷୟ ତୃତୀୟା ଯିବାର ପ୍ରଥମ ଶନିବାର ଶନିଶ୍ଚରଙ୍କ ପୀଠରେ ଜଳାଭିଷେକ କଲେ ଭକ୍ତଙ୍କ ମାନସିକ ଓ ରିଷ୍ଟ ଖଣ୍ଡନ ହୋଇଥାଏ.ଦୀର୍ଘ ସାତବର୍ଷ ରୁ ଉର୍ଦ୍ଧ ହେବ ଗ୍ରହରାଜ ଆଶ୍ୱସ୍ତ ବୃକ୍ଷ ମୂଳେ ପୂଜା ପାଉଛନ୍ତି ,...

Article Image

556 ନମ୍ବର ରଖି A1 ସ୍ଥାନ ପାଇଲେ ମଧୁସ୍ମିତା ସାମନ୍ତରାୟ l

ପୁରୀ | 04/05/2025 | ବିକ୍ରମ ଓଡ଼ିଶା ନିୟୁଜ

556 ନମ୍ବର ରଖି A1 ସ୍ଥାନ ପାଇଲେ ମଧୁସ୍ମିତା ସାମନ୍ତରାୟ l ପୁରୀ ଜିଲ୍ଲା ସ୍କୁଲ ର ଛାତ୍ରୀ ମଧୁସ୍ମିତା ସାମନ୍ତରାୟ 556 ନମ୍ବର ରଖି ଚଳିତ ମାଟ୍ରିକ ପରୀକ୍ଷା ରେ A1 ସ୍ଥାନ ଗ୍ରହଣ କରିଛନ୍ତି l ମଧୁସ୍ମିତା ଏହି ସଫଳତା ପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଟିଉସନ କରୁଥିବା ମା ମଙ୍ଗଳା ମାର୍କଣ୍ଡେୟ ସ୍ମୁତି ଶିକ୍ଷା ଅନୁଷ୍ଠାନ ର ପ୍ରତିଷ୍ଠାତା ଜ୍ୟୋତି ପ୍ରକାଶ ଦାସଙ୍କୁ ଭୁୟସୀ ପ୍ରଶଂସା କରିବା ସହିତ ବାପା ମହେଶ କୁମାର ସାମନ୍ତରାୟ, ବୋଉ ପ୍ରତିମା ସାମନ୍ତରାୟ ଓ ଭଉଣୀ ଶାଶ୍ଵତୀ ସାମନ୍ତରାୟ ଘରେ ତାଙ୍କ ପଢା ପ୍ରତି ଗୁରୁତ୍ୱ...

Article Image

ନବମ ଦିନରେ ପଞ୍ଚ ଠାକୁରାଣୀ ଯାତ୍ରା , ମହା ଆଡମ୍ବରରେ ମା’ଙ୍କ ଘଟ ପରିକ୍ରମା, ଉତ୍ସବ ମୁଖର ବୁଗୁଡ଼ା ସହର

ବୁଗୁଡ଼ା | 04/05/2025 | ବିକ୍ରମ ଓଡ଼ିଶା ନିୟୁଜ

ନବମ ଦିନରେ ପଞ୍ଚ ଠାକୁରାଣୀ ଯାତ୍ରା , ମହା ଆଡମ୍ବରରେ ମା’ଙ୍କ ଘଟ ପରିକ୍ରମା, ଉତ୍ସବ ମୁଖର ବୁଗୁଡ଼ା ସହର ବୁଗୁଡ଼ା,୦୩/୦୫(ସୋରେନ କୁମାର ପ୍ରଧାନ): ଗତ ଏପ୍ରିଲ ୨୫ ତାରିଖରୁ ଆରମ୍ଭ ହୋଇଥିବା ବୁଗୁଡ଼ା ଠାକୁରାଣୀ ଯାତ୍ରା ଆଜି ନବମ ଦିନରେ ପହଞ୍ଚିଥିବା ବେଳେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ବାଣ ରୋଷଣୀ ସହ ବିଭିନ୍ନ ବେଶଧାରୀଙ୍କୁ ନେଇ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟପକ୍ଷରେ ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହେବା ସହ ସନ୍ଧ୍ୟାରେ ଆଳତି ପରେ ଘଟ ପରିକ୍ରମା ଆରମ୍ଭ...

Article Image

ଜ୍ଞାନ ବିଜ୍ଞାନ ବିଦ୍ୟାଳୟର ବାର୍ଷିକ ଉତ୍ସବ

ତିର୍ତ୍ତୋଲ | 04/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଜ୍ଞାନ ବିଜ୍ଞାନ ବିଦ୍ୟାଳୟର ବାର୍ଷିକ ଉତ୍ସବ ତିର୍ତ୍ତୋଲ ୩/୫- (ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆମ୍ବେରୀ ପଞ୍ଚାୟତ ଅରିଲୋ ଶିଶୁ ଅନନ୍ତ ଆଶ୍ରମ ପରିସରରେ ପ୍ରତିଷ୍ଠିତ ଜ୍ଞାନ ବିଜ୍ଞାନ ବିଦ୍ୟାଳୟର ତ୍ରୟୋଦଶତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରବଚକ ବାବା ଦିବାକର ଦାସ ପିଲାମାନଙ୍କୁ ଚରିତ୍ରବାନ ଏବଂ କର୍ତ୍ତବ୍ୟ ନିଷ୍ଠ ହେବା ପାଇଁ ଉପଦେଶ ପ୍ରଦାନ କରିଥିଲେ l ବିଦ୍ୟାଳୟର ଅଧକ୍ଷ ରବୀନ୍ଦ୍ର କୁମାର ସାହୁ ସଭାପତିତ୍ୱ କରିଥିଲେ l ସମ୍ମାନିତ ଅତିଥି ଭାବେ ସର୍ବଶ୍ରୀ ନବଘନ ପୃଷ୍ଟି, ସୁଦୀପ୍ତ ସ୍ୱାଇଁ, ମନୋଜ ଦାସ ପ୍ରମୁଖ ଯୋଗଦାନ...

Article Image

ଶନିଶ୍ଚର ଓଷା ଉପଲକ୍ଷେ ଖଣ୍ଡାହତା ଗ୍ରାମବାସୀଙ୍କ ପକ୍ଷରୁ ଜଳଛତ୍ର ଦହି ସର୍ବତ ବଣ୍ଟନ

ଯାଜପୁର | 04/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଶନିଶ୍ଚର ଓଷା ଉପଲକ୍ଷେ ଖଣ୍ଡାହତା ଗ୍ରାମବାସୀଙ୍କ ପକ୍ଷରୁ ଜଳଛତ୍ର ଦହି ସର୍ବତ ବଣ୍ଟନ ଯାଜପୁର, ୩/୫, ଗ୍ରହର ରାଜା ନ୍ୟାୟର ଦେବତା ଶନି ଦେବ ପ୍ରଭୁଙ୍କର ଆଜି ଶନିଶ୍ଚର ଓଷା ଉପଲକ୍ଷେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେଉଛି। ଗରମ ଗୁଳିଗୁଳି ଓ ଖରା ଦିନର ତାପମାତ୍ରାକୁ ନଜରରେ ରଖି ଯାତ୍ରୀ ମାନଙ୍କ ତୁଷା ମେଣ୍ଟାଇବା ପାଇଁ ଜଳ ହଁ ଜୀବନ ଜଳ ହଁ ଅମୃତ ଜଳ ସେବା ପ୍ରଦାନ କରିଛନ୍ତି। ସାମାଜିକ ସଂଗଠନ ଖଣ୍ଡାହତା ଗ୍ରାମବାସୀଙ୍କ ତରଫରୁ ବ୍ୟାସନଗର ଖଣ୍ଡାହତା ଛକରେ ଆଜି ଶନିଶ୍ଚର ଯଜ୍ଞ ଶୁଭ ଅବସରରେ ମନ୍ଦିରକୁ ଶନି ଓଷା...

Article Image

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ପ୍ରଭାତୀ ପରିଡ଼ାଙ୍କ ବୟାନନାଁ ନ ନେଇ ମମତାଙ୍କୁ ଟାର୍ଗେଟ୍‌

ଭୁବନେଶ୍ବର | 04/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ପ୍ରଭାତୀ ପରିଡ଼ାଙ୍କ ବୟାନନାଁ ନ ନେଇ ମମତାଙ୍କୁ ଟାର୍ଗେଟ୍‌ ଭୁବନେଶ୍ବର :(ସମୀର ରଞ୍ଜନ ନାୟକ )ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ବୟାନ । ନାଁ ନ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଟାର୍ଗେଟ୍ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ଆମ ସମସ୍ତେ ଜାଣିଛେ ପ୍ରଭୁ ଜଗନ୍ନାଥଙ୍କ ଧାମ କେଉଁଠି ଅଛି । କେଉଁ ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ଵ ନୁହେଁ ଯେ କେଉଁଠି ଧାମ ତିଆରି କରିବା କି କେଉଁଠି ଶଙ୍କରାଚାର୍ଯ୍ୟଙ୍କୁ ରଖିବା କି କେଉଁ ସମୁଦ୍ରର...

Article Image

ବିଧାୟକ ଙ୍କ କାର୍ଯ୍ୟ ଶୈଳୀ ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ନାଉଗାଁ ବ୍ଲକ୍ ରୋହିହା ପଞ୍ଚାୟତ ର ଶତାଧିକ ବିଜେଡି କର୍ମୀ ବିଜେପି ରେ ଯୋଗ ଦେଲ

ଜଗତସିଂହପୁର | 03/05/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଧାୟକ ଙ୍କ କାର୍ଯ୍ୟ ଶୈଳୀ ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ନାଉଗାଁ ବ୍ଲକ୍ ରୋହିହା ପଞ୍ଚାୟତ ର ଶତାଧିକ ବିଜେଡି କର୍ମୀ ବିଜେପି ରେ ଯୋଗ ଦେଲ ହଁ ଆଜ୍ଞା ଦର୍ଶକ ବନ୍ଧୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ନିର୍ବାଚନମଣ୍ଡଳୀ ନାଉଗାଁ ବ୍ଲକ୍ ସଦର ରୋହିହା ପଞ୍ଚାୟତ ର ବିଜେଡି ଗଡ଼ କହିଲେ ଅତ୍ୟୁକ୍ତି ହେବ ନାହିଁ ଆଜି ସେହି ବିଜେଡି ଗଡ଼ ଦୁଇଫାଳ ହୋଇଗଲା ଯେଉଁ ବିଜେଡି କର୍ମୀ ଙ୍କୁ ନେଇ ଦିନେ ବିଜେଡି ର କୁଜି ନେତା ଓ ବାହୁବଳୀ ନେତା ଗର୍ବ କରୁଥିଲେ ସେହି କୁଜି ନେତା ଓ ବାହୁବଳୀ...