Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

ଭାରତୀୟ କିଷାନ ସଂଗଠନ ଚାଷି ଏବଂ ଶ୍ରମିକ ଙ୍କ ଅଧିକାର

ଭୁବନେଶ୍ୱର | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଭାରତୀୟ କିଷାନ ସଂଗଠନ ଚାଷି ଏବଂ ଶ୍ରମିକ ଙ୍କ ଅଧିକାର ପାଇଁ ଲଢ଼ିବା ପାଇଁ କାମ କରେଏହି ଦୁଇଟି ଶ୍ରେଣୀ ଦେଶରେ ସବୁ ଠାରୁ କଠିନ ପରିଶ୍ରମ କରନ୍ତି କିନ୍ତୁ ସେମାନେ ସେମାନଙ୍କ କାମ ଅନୁଯାୟୀ ଫଳାଫଳ ପାଆନ୍ତି ନାହିଁ ପ୍ରାୟତଃ ଦେଖାଯାଉଛି ଚାଷି ନିରନ୍ତର କ୍ଷେତ ରେ କାର୍ଯ୍ୟ କରୁଛି ସେ ଚାଷି ଟି କିଛି ପାଇପାରୁ ନାହଁ ଆମେ ସେହି ଶ୍ରେଣୀ ଗୁଡିକ ବିଷୟରେ କଥା ହେଉଛୁ ଯେଉଁ ଗୁଡିକ ହେଲା କାମରେ ବୋଝ ଏବଂ ସେମାନଙ୍କର ଅଧିକାର ବିଷୟରେ କଥା ନ ହୋଇ ସେମାନେ ଦେଶକୁ ଖାଦ୍ୟ ଯୋଗାଇବା ପାଇଁ କାର୍ଯ୍ୟ କରନ୍ତି, ଆଜି...

Article Image

ଆଇ.ଏଚ ଆର ଡି ପ୍ରଶିକ୍ଷଣ ଶିବିରରେ ସଂମାନିତ ହେଲେ ତପନ କୁମାର ସାମଲ,

କୁଜଙ୍ଗ | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଆଇ.ଏଚ ଆର ଡି ପ୍ରଶିକ୍ଷଣ ଶିବିରରେ ସଂମାନିତ ହେଲେ ତପନ କୁମାର ସାମଲ, କୁଜଙ୍ଗ ୫/୦୫ ଭୁବନେଶ୍ୱର ର ବୁଲନ ଭାଇ ସେବା ଭବନ ଠାରେ ଆଜି ଭାରତୀୟ ମାନବଧିକାର ରକ୍ଷକ ତରଫରୁ ପ୍ରଶିକ୍ଷଣ ଶିବିର ଓ ପ୍ରମାଣ ପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି. ଏହି କାର୍ଯ୍ୟକ୍ରମ ରେ ଆଇ.ଏଚ ଆର ଡ଼ି କୁଜଙ୍ଗ ବ୍ଲକ ର ସଂଯୋଜକ ତଥା ଗୋପିଆ କୁଦ ପଞ୍ଚାୟତ କାଳିଆପାଟ ଗ୍ରାମର ଜଣା ଶୁଣା ପ୍ରତିଭା ଶ୍ରୀଯୁକ୍ତ ତପନ କୁମାର ସାମଲ ଙ୍କୁ ମଞ୍ଚରେ ପ୍ରଶିକ୍ଷଣ ପ୍ରମାଣ ପତ୍ର ଦେଇ ସଂମାନୀତି କରାଯାଇଛି. ଆଗାମୀ ଦିନରେ...

Article Image

ଆଇ.ଏଚ ଆର ଡି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଲେ ଇଂ. ବିଶ୍ୱଜିତ ପଣ୍ଡା,

କୁଜଙ୍ଗ | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଆଇ.ଏଚ ଆର ଡି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଲେ ଇଂ. ବିଶ୍ୱଜିତ ପଣ୍ଡା, କୁଜଙ୍ଗ ୫/୦୫ ଭୁବନେଶ୍ୱର ର ବୁଲନ ଭାଇ ସେବା ଭବନ ଠାରେ ଆଜି ଭାରତୀୟ ମାନବଧିକାର ରକ୍ଷକ ତରଫରୁ ପ୍ରଶିକ୍ଷଣ ଶିବିର ଓ ପ୍ରମାଣ ପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି. ଏହି କାର୍ଯ୍ୟକ୍ରମ ରେ ସଂମାନୀତି ଅତିଥି ଭାବେ ଯୋଗ ଦେଲେ ପାରାଦ୍ୱୀପ ର ଜଣା ଶୁଣା ଯୁବ ସମାଜସେବୀ ତଥା ସ୍ପିଟିଆ ର ସାଧାରଣ ସମ୍ପାଦକ ଇଂ ଶ୍ରୀଯୁକ୍ତ ବିଶ୍ୱଜିତ ପଣ୍ଡା, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ଜଜ ଶ୍ରୀଯୁକ୍ତ ଉମା ଚରଣ ...

Article Image

ଜାହା ହେଇପାରିଲାନି ୨୪ ବର୍ଷର ସରକାର ରେ ତାହା ହେଲା ୧୧ ମାସର ସରକାର ରେ

ଜଗତସିଂହପୁର | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଜାହା ହେଇପାରିଲାନି ୨୪ ବର୍ଷର ସରକାର ରେ ତାହା ହେଲା ୧୧ ମାସର ସରକାର ରେ ହଁ ଆଜ୍ଞା ଦର୍ଶକ ବନ୍ଧୁ ଦିର୍ଘି ୨୪ ବର୍ଷ ଧରି ବିଜେଡି ସରକାର ସମୟରେ ଯେଉଁଭଳି ଭାବେ ମଣ୍ଡାସାହି ଓ ସୋଭାମୁଳ ପଞ୍ଚାୟତ ବାସୀ ଅଭିଯୋଗ କରିଥିଲେ ଜାହାକୁ ପ୍ରତୀଶୃତି ଦେଇ ବିଜେଡି ସରକାର ପ୍ରତାରଣା କଲେ ଦିର୍ଘ ୧୧ ମାସର ବିଜେପି ସରକାର ଜିଏ ଲୋକଙ୍କ ସରକାର କହୁଥିବା ବର୍ତମାନ ତାହା ପୁରଣ କରି ଛନ୍ତି ଏହାକୁ ବାସ୍ତବ ରୁପ ଦେଇଛନ୍ତି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଆଜିକା ଦିନରେ ଲୋକଙ୍କ ନିକଟତର ହୋଇପାରିଛି ଏବଂ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି।ସୁଚନାରୁ...

Article Image

ଶୋଷିଲା ମଣିଷର ଦେବଦୁତ ସାଜିଲେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ରି

ଜଗତସିଂହପୁର | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଶୋଷିଲା ମଣିଷର ଦେବଦୁତ ସାଜିଲେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ରି ହଁ ଆଜ୍ଞା ଦର୍ଶକ ବନ୍ଧୁ ସାରା ଜିଲ୍ଲାରେ ବର୍ତମାନ ଚଳିତବର୍ଷ ରେ ଖରାର ପ୍ରକୋପ ତୁହାକୁ ତୁହା ବଢୁଥିବା ବେଳେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି। ଏଭଳି ସମୟରେ ଜଗତସିଂହପୁର ପୌରପରିଷଦ ସଦରମହକୁମା ସ୍ଥିତ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ରି ମାନେ ଏକତ୍ରିତ ହୋଇ ଖରାରେ ହଟହଟା ହେଉଥିବା ପଥିକମାନଙ୍କର ତୃଷ୍ନା ମେଣ୍ଟାଇବା ପାଇଁ ଦେବଦୁତ ସାଜି ଆଗେଇ ଆସିଥିଲେ ନିଜ ବିଦ୍ୟାଳୟ ର ନା ରଖିବା ପାଇଁ ପଦକ୍ଷେପ ନେଉଛନ୍ତି ଏବଂ ବାଟର ପଥିକ ମାନଙ୍କ...

Article Image

ତିର୍ତୋଲ ରେ ବିଜୁଳି ଶଙ୍କଟ ପିଛା ଛାଡ଼ୁନି, ଅସ୍ତ ବ୍ୟସ୍ତ ରେ ଗ୍ରାହକ

ତିର୍ତୋଲ | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ତିର୍ତୋଲ ରେ ବିଜୁଳି ଶଙ୍କଟ ପିଛା ଛାଡ଼ୁନି, ଅସ୍ତ ବ୍ୟସ୍ତ ରେ ଗ୍ରାହକ ତିର୍ତୋଲ 5/5 ତିର୍ତୋଲ ବଜ଼ାର ରେ ବିଜୁଳି ସଙ୍କଟ, ଅସୁବିଧା ଭୋଗୁଛନ୍ତି ବଜୁଳି ଗ୍ରାହକ, କମ୍ପ୍ଲେନ କଲେ କେହି ଶୁଣୁ ନାହାନ୍ତି, ମନ ମାନୀରେ ଚାଲିଛି ବିଜୁଳି ସେବା l ପ୍ରତି ମାସରେ କୋଡିଏ ଦିନ ତିର୍ତୋଲ ବଜ଼ାର ରେ ବିଜୁଲି କଟୁଛି, ଦୂର ଦୁରାନ୍ତ ରୁ ଛାତ୍ର ଛାତ୍ରୀ ମାନେ କୋଚିଙ୍ଗି, କମ୍ପୁଟର ଟ୍ରେନିଂ ପାଇଁ ଆସି ହରକତ ହେଉଥିବା ବେଳେ ସକାଳୁ ସକାଳୁ ବିଜୁଳି ନ ରହିବାରୁ ପାଣି ଟାଙ୍କିକୁ ପାଣି ଉଠି ପାରୁନି, ପାନୀୟ ଜଳ ପ୍ରକଳ୍ପ ମଟର ଚାଲି ପାରୁନି, ଫଳରେ...

Article Image

ତାଳଚେର ଷ୍ଟେସମରୁ ଯୁବତୀ ନିଖୋଜ ଘଟଣା ।

ତାଳଚେର | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ତାଳଚେର: ତାଳଚେର ଷ୍ଟେସମରୁ ଯୁବତୀ ନିଖୋଜ ଘଟଣା । ବଂରପାଳବ ଥାନା ଭୋଗବେରେନି ପଂଚାୟତ କେନ୍ଦୁପଲି ଗାଁ ବିଲମାଳରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଯୁବତୀଙ୍କୁ ଦୁଷ୍କର୍ମ ପରେ ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଅଧିକ ତଦନ୍ତ ପାଇଁ ପହଞ୍ଚିଲା ଅନୁଗୁଳର ଡଗସ୍କ୍ବାଡ୍ ଟିମ୍ ।ଗତ ୨୬ ତାରିଖରେ ଯୁବତୀ ଜଣଙ୍କ ତାଳଚେର ରୋଡ ଯିବାକୁ କହି ଘରୁ ଯାଇଥିଲେ। ଭୁବନେଶ୍ବର ଆସିବା ବେଳେ ବାଟରୁ ନିଖୋଜ ହୋଇଥିଲେ । ଘଟଣାସ୍ଥଳରେ ବଅଁରପାଳ ପୋଲିସ ତଦନ୍ତ କରୁଥିବା ବେଳେ ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲା...

Article Image

କାକଟପୁର କ୍ଳବ କପ କୁ ହାତେଇ ନେଲା ମଙ୍ଗଳା କ୍ରିକେଟ ଏକାଡେମୀ

କାକଟପୁର | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

କାକଟପୁର କ୍ଳବ କପ କୁ ହାତେଇ ନେଲା ମଙ୍ଗଳା କ୍ରିକେଟ ଏକାଡେମୀ କାକଟପୁର 4 / 5 କାକଟପୁର ପଛ ପଡିଆ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ଦ୍ୱିତୀୟ ବାର୍ଷିକୀ ତୁଷାର କାନ୍ତି ମହାନ୍ତି ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ର ଆଜି ଫାଇନାଲ ମ୍ୟାଚ ରେ ପରସ୍ପର କୁ ଭେଟିଥିଲେ ମଙ୍ଗଳା କ୍ରିକେଟ ଏକାଡେମୀ କାକଟପୁର ପୟୋନିୟର ସ୍ପଟିଙ୍ଗ ପୁରୀ ପ୍ରଥମେ ଟସ ଜିତି ମଙ୍ଗଳା କ୍ରିକେଟ ଏକାଡେମୀ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ 20 ଓଭର ରେ 225 ରନ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷ୍ୟରୁ ବିଶ୍ୱ ଭୂଷଣ ବିହାରୀ...

Article Image

କାଶ୍ମୀରୀ ପହଲଗାବ ଅଞ୍ଚଳ ରେ ହିନ୍ଦୁ ମାନଙ୍କୁ ନିର୍ମମ ହତ୍ୟା ପ୍ରତିବାଦ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ )

ଜଗତସିଂହପୁର | 04/05/2025 | ବିକ୍ରମ ଓଡ଼ିଶା ନିୟୁଜ

କାଶ୍ମୀରୀ ପହଲଗାବ ଅଞ୍ଚଳ ରେ ହିନ୍ଦୁ ମାନଙ୍କୁ ନିର୍ମମ ହତ୍ୟା ପ୍ରତିବାଦ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ) ଜଗତସିଂହପୁର ତା =4/5/25 ଜଗତସିଂହପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବନବିହାରୀ ସଂସ୍କୃତି ସେବା ସମିତି ତରଫରୁ କାଶ୍ମୀର ପହଲଗାବରେ ଆତଙ୍କବାଦୀ ମାନଙ୍କ ଆକ୍ରମଣ ଦ୍ୱାରା ଭିନ୍ନ ଭିନ୍ନ ପ୍ରଦେଶ ରୁ ଆସିଥିବା 26ଜଣ ହିନ୍ଦୁ ପର୍ଯ୍ୟଟକ ମାନଙ୍କ ର ମୃତ୍ୟୁ ଘଟିଥିଲା | ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକ ମାନଙ୍କ ଅମର ଆତ୍ମା ର ସଦଗତି କାମନା କରି ଜଗତସିଂହପୁର ଜ଼ିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ସାହୁ...

Article Image

ତାଳସଜ ବେପାର ଯୋଗାଉଛି ପେଟକୁ ଆହାର

କାକଟପୁର | 04/05/2025 | ବିକ୍ରମ ଓଡ଼ିଶା ନିୟୁଜ

ତାଳସଜ ବେପାର ଯୋଗାଉଛି ପେଟକୁ ଆହାର କାକଟପୁର, ୪।୫ ( ତୁଷାର ଦୀକ୍ଷିତ ) ଦିନ ଥିଲା ତାଳ ଗଛ ବାତ୍ୟା ର ପବନ କୁ ରୋକିବା ସହିତ ତାଳ ପତ୍ରରେ ପୋଥି, ଜାତକ, ଭୋଗେଇ, ଡାଲା ତିଆରି କରି ଗରିବ ଶ୍ରେଣୀ ର ଲୋକେ ପେଟ ପୋଷୁଥିବା ବେଳେ ତାଳରେ ତିଆରି ପୋଡପିଠା ଵି ହେଉଥିଲା ତାଳ ପାଚିଲା ପରେ ତାକୁ ପିଠା କରି ସାରିବା ପରେ ମାଟିରେ ତାର ଗୋଟମା କୁ ପୋତିଲା ପରେ ୩ ଚାରି ଦିନ ପରେ ତା ଦେହରୁ ଗଜା ର ଵି ସ୍ୱାଦିଷ୍ଟ କହିଲେ ନ ସରେ ଏବେ କିନ୍ତୁ...

Article Image

ବଡଜିଙ୍ଗଲଠାରେ ଖଗେଶ୍ବର ଶିବ ଭଗବାନଙ୍କର ମନ୍ଦିର ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ

ତିର୍ତ୍ତୋଲ | 04/05/2025 | ବିକ୍ରମ ଓଡ଼ିଶା ନିୟୁଜ

ବଡଜିଙ୍ଗଲଠାରେ ଖଗେଶ୍ବର ଶିବ ଭଗବାନଙ୍କର ମନ୍ଦିର ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ତିର୍ତ୍ତୋଲ ୪/୫-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଶଂଖେଶ୍ୱର ପଞ୍ଚାୟତର ସରପଞ୍ଚ ଆରତୀ ମାଝୀଙ୍କ ନିଜ ଗ୍ରାମ ବଡଜିଙ୍ଗଲଠାରେ ଖଗେଶ୍ବର ଶିବ ଭଗବାନଙ୍କର ମନ୍ଦିର ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି l ସମାଜସେବୀ ପ୍ରଭାସ ଚନ୍ଦ୍ର ବେହେରାଙ୍କ ଆବାହକତ୍ତ୍ୱରେ ତେରମାଣପୁର ସ୍ଥିତ ଶ୍ରୀ ଶ୍ରୀ ନୃସିଂହ ଠାକୁରଙ୍କ ଅଧିକାରୀ ରମାକାନ୍ତ ଦାସ ନଡ଼ିଆ ବାଡେଇ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ (ବୁଲୁ ନନା)ଙ୍କ ବଦଜୀଙ୍ଗଲର ସମସ୍ତ ଗ୍ରାମବାସୀବୃନ୍ଦ ଉପସ୍ଥିତ ରହି...

Article Image

ଅସ୍ମିତ କଲେଜ ର ୨୪ ତମ ବାର୍ଷିକ ଉତ୍ସବ ଆର୍ଯ୍ୟ ଫିଷ୍ଟ ୨୦୨୫ ପାଳିତ

ଭୂବନେଶ୍ୱର | 04/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଅସ୍ମିତ କଲେଜ ର ୨୪ ତମ ବାର୍ଷିକ ଉତ୍ସବ ଆର୍ଯ୍ୟ ଫିଷ୍ଟ ୨୦୨୫ ପାଳିତ* - ଭୂବନେଶ୍ୱର ୪/୫ ଆର୍ଯ୍ୟ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍ଫୋର୍ମଏସନ ଟେକ୍ନୋଲୋଜି ର ୨୪ତମ ବାର୍ଷିକ ଉତ୍ସବ ଆର୍ୟ ଫେଷ୍ଟ ୨୦୨୫ ଆୟୋଜିତ ହୋଇଛି , ଯାହା କଲେଜ ପରିସର ପାତ୍ରପଡା ସ୍ଥିତ କନ୍ଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଥିଲା। ସମ୍ପୂର୍ଣ୍ଣ ପରିସର ଚମତ୍କାର ଫୁଲ ଓ ରଙ୍ଗିନ ବେଲୁନରେ ସୁଶୋଭିତ ଥିଲା, ଯାହା ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେର ଉତ୍ସାହ ଓ ଆନନ୍ଦ ଉଲ୍ଲାସ ରେ ପାଳନ କରିଥିଲେ । ଉତ୍ସବର ଆରମ୍ଭ ପାରମ୍ପରିକ ପ୍ରଦୀପ ପ୍ରଜ୍ୱଳନ ସହ ଉଦଘାଟନ କରାଗଲା...