Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
Article Image

ଜଗତସିଂହପୁର ଐତିହ୍ୟ ପଦଯାତ୍ରା: ଇତିହାସର ପୃଷ୍ଠଭୂମିରେ ଅଭୁଲା ଅତୀତର ସ୍ମୃତି ରୋମନ୍ଥନ

ତିର୍ତ୍ତୋଲ | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଗତସିଂହପୁର ଐତିହ୍ୟ ପଦଯାତ୍ରା: ଇତିହାସର ପୃଷ୍ଠଭୂମିରେ ଅଭୁଲା ଅତୀତର ସ୍ମୃତି ରୋମନ୍ଥନ* -ତିର୍ତ୍ତୋଲ-୫/୫(ରିପୋର୍ଟ-ଟୁକନ ସେଠୀ)- "ଜଗତସିଂହପୁର ଐତିହ୍ୟ ପଦଯାତ୍ରା"ର ଚତୁର୍ଥ ସଂସ୍କରଣ ଅବସରରେ ଐତିହ୍ୟାନୁରାଗୀ ବନ୍ଧୁମାନେ ଗତକାଲି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତଅଁରା ଗ୍ରାମର ପର୍ଶୁରାମ କ୍ଷେତ୍ର ତିର୍ଥମଠ ଠାରେ ଏକତ୍ରିତ ହୋଇଥିଲେ। ଏହି ପୁରାତନ ମଠର ମାହାତ୍ମ୍ୟ ଓ ମଠ ପରିସରରେ ଥିବା ବହୁ ପ୍ରାଚୀନ କୀର୍ତ୍ତିରାଜୀ ଅବଲୋକନ ପରେ ଐତିହ୍ୟ ପଦଯାତ୍ରୀଗଣ ନିକଟରେ ଥିବା ଗରାମ ଗ୍ରାମର ଭଗବତୀ ମନ୍ଦିର ପରିସରରେ ଏକାଠି ହୋଇଥିଲେ। ଏହି ପୀଠ ଦ୍ବୟରେ ଭୌମକର ଓ ସୋମ ବଂଶୀ ଶାସନ କାଳୀନ ପ୍ରାଚୀନ ଭାସ୍କର୍ଯ୍ୟମାନ ଦେଖିବାକୁ ମିଳିଥିଲା। ତୁଳାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମପୂରର...

Article Image

ମଣିଷ ଚିକିତ୍ସା କେନ୍ଦ୍ରରେ ପଶୁ ଡାକ୍ତର

ପଣ୍ଡୁଆ | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ମଣିଷ ଚିକିତ୍ସା କେନ୍ଦ୍ରରେ ପଶୁ ଡାକ୍ତର ପଣ୍ଡୁଆ ୫/୫ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ପଣ୍ଡୁଆ ପଞ୍ଚାୟତ ର ପଣ୍ଡୁଆ ଗ୍ରାମ ଶେଷ ମୁଣ୍ଡରେ ଥିବା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ରେ ମଣିଷ ଙ୍କ ପାଇଁ ଔଷଧ ମିଳୁନି ମିଳୁଛି ପଶୁ ମାନଙ୍କ ପାଇଁ ଔଷଧ,ପଶୁ ଡାକ୍ତର ପରୀକ୍ଷା କରୁଛନ୍ତି ଗୋବର, ଦେଉଛନ୍ତି ଔଷଧ l ମାତ୍ର ଜଗତସିଂହପୁର ମୁଖ୍ୟ ଚିକିତ୍ସା କେନ୍ଦ୍ର ଦ୍ୱାରା ପରି ଚଳିତ ମନୁଷ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁଆଡେ ଏଠୁ ହଜ଼ି ଯାଇଛି, ଏ ସମ୍ପର୍କ ରେ ଜିଲ୍ଲା ମୁଖ୍ୟ ଚିକିତ୍ସଙ୍କ ଙ୍କୁ ପଚାରି ବାରୁ ସେ କିଛି ଜାଣି ନାହାନ୍ତି ବୋଲି ଟେଲିଫୋନ...

Article Image

ପିଏମ ଶ୍ରୀ ସ୍କୁଲ ରେ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

କାକଟପୁର | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ପିଏମ ଶ୍ରୀ ସ୍କୁଲ ରେ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା କାକଟପୁର ୫/୫:- ( ତୁଷାର ଦୀକ୍ଷିତ ) ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ )ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ୨୦୨୪-୨୫ଶିକ୍ଷା ବର୍ଷର ପ୍ରକାଶ ପାଇଥିବା ଫଳାଫଳ ଅନୁସାରେ ପୁରୀ ଜିଲ୍ଲା କାକଟପୁର ବ୍ଲକ ପିଏମ୍ ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏ ୱାନ ଓ ଏ ଟୁ ଗ୍ରେଡ଼ରେ ଉତୀର୍ଣ୍ଣ ହୋଇଥିବା ଛାତ୍ର, ଛାତ୍ରୀଙ୍କ ମଧ୍ୟରେ କାକଟପୁର ବ୍ଲକ ଟପ୍ପର ହୋଇଛନ୍ତି ଆଦ୍ୟା ଆହୁତି ନାୟକ। ମୋଟ ୬୦୦ନମ୍ବର ରୁ ୫୬୦ନମ୍ବର ରଖି ବିଦ୍ୟାଳୟ ପାଇଁ, ତଥା କାକଟପୁର ଅଞ୍ଚଳ ପାଈଁ ଗୌରବ...

Article Image

ଗୋପାଳପୁର ପଞ୍ଚାୟତ ରେ ବ୍ୟାପକ ଦୁର୍ନୀତି ।* *ପିଇଓ ଭିମସେନ ମୁର୍ମୁ ଟଙ୍କା ହଡ଼ପ ଅଭିଯୋଗ।

ତିର୍ତ୍ତୋଲ | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଗୋପାଳପୁର ପଞ୍ଚାୟତ ରେ ବ୍ୟାପକ ଦୁର୍ନୀତି ।* *ପିଇଓ ଭିମସେନ ମୁର୍ମୁ ଟଙ୍କା ହଡ଼ପ ଅଭିଯୋଗ।* - ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ କାର୍ଯ୍ୟରତ ଅଧିକାରୀ ଭୀମସେନ ମୂର୍ମୁ ମାସିକ ବୈଠକରେ ୱାର୍ଡ ସଭ୍ୟ ଓ ସମିତି ସଭ୍ୟା ଙ୍କ ଦସ୍ତଖତ ନିଜେ କରିଥିବା ଏମିତିକି ପଞ୍ଚାୟତ ବୈଠକର ତାରିଖ ରେ ମଧ୍ୟ ଷ୍ଟିକର ମରାଜାଇ ପରିବର୍ତନ୍ କରାଯାଉଛି ଏ ନେଇ ଅଭିଯୋଗ ମଧ୍ୟ ହୋଇଛି । ଖାଲି ସେତିକି ନୁହେଁ ଭେଣ୍ଡିଆ ପାଉଛନ୍ତି ବାର୍ଦ୍ଧକ୍ୟ ଭତା,ମନରେଗା କାର୍ଯ୍ୟ ,ମୋ ଉପକାରୀ ବଗିଚା ସହିତ ପଂଚାୟତ ର ବହୁତ୍...

Article Image

ଚୋରା ମଦ ବ୍ୟବସାୟ ବନ୍ଦ ପ୍ରତିବାଦ ରେ ଗଙ୍ଗଦା ମୁଖ୍ୟରାସ୍ତା କୁ ଅବରୋଧ କଲେ ସ୍ଥାନୀୟ ବାସି

ନାଉଗାଁ | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଚୋରା ମଦ ବ୍ୟବସାୟ ବନ୍ଦ ପ୍ରତିବାଦ ରେ ଗଙ୍ଗଦା ମୁଖ୍ୟରାସ୍ତା କୁ ଅବରୋଧ କଲେ ସ୍ଥାନୀୟ ବାସି - ନାଉଗାଁ ୫/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ଚୋରା ମଦ ବ୍ୟବସାୟ ବନ୍ଦ ପ୍ରତିବାଦ ରେ ଗଙ୍ଗଦା ବଜାର ମୁଖ୍ୟ ରାସ୍ତା କୁ ଦୀର୍ଘ ସମୟ ଧରି ଅବରୋଧ କଲେ ସ୍ଥାନୀୟ ବାସୀ l ସୂଚନା ମୁତାବକ ଦୀର୍ଘଦିନ ଧରି ଗଙ୍ଗଦା ବଜାର ଅଞ୍ଚଳ ରେ ଚୋରା ମଦ କାରବାର ବୃଦ୍ଧି ପାଇବା ଯୋଗୁଁ, ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତି ମାନେ ବିଭିନ୍ନ ସମୟରେ ସାଧାରଣ ଲୋକ ମାନଙ୍କୁ ଆତଙ୍କୀତ କରାଇବା ସହିତ, ଆକ୍ରମଣ କରିବାକୁ ମଧ୍ୟ ପଛଉ ନାହାନ୍ତି,...

Article Image

ପ୍ରସିଦ୍ଧ ତାଳଢିହ ରାମଲୀଳାର ଦଶମ ସନ୍ଧ୍ୟା | ମୃଗ ବାହୁଡା଼ ଓ ଶବରୀ ଭେଟ | ନିଆରା ପରମ୍ପରା ମହିଳାମାନେ ବରପ୍ରାପ୍ତ ପାଇଁ ଉପବାସ ରୁହନ୍ତି |

ଟାଙ୍ଗୀ | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ପ୍ରସିଦ୍ଧ ତାଳଢିହ ରାମଲୀଳାର ଦଶମ ସନ୍ଧ୍ୟା | ମୃଗ ବାହୁଡା଼ ଓ ଶବରୀ ଭେଟ | ନିଆରା ପରମ୍ପରା ମହିଳାମାନେ ବରପ୍ରାପ୍ତ ପାଇଁ ଉପବାସ ରୁହନ୍ତି | ଟାଙ୍ଗୀ ୦୦୫|୦୫ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରତନପୁର ଗ୍ରାମପଞ୍ଚାୟତ ତାଳଢିହ‌ ଗ୍ରାମର ଆରାଧ୍ୟ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ପୀଠରେ ପ୍ରସିଦ୍ଧ ରାମଲୀଳା ପୌରାଣିକ ଗାଥା ରବିବାର ହେଉଛି ଦଶମ ସନ୍ଧ୍ୟା | ଏହି ପୌରାଣିକ ଗାଥାରେ ଯେତେବେଳେ ଲଙ୍କେଶ୍ୱର୍ ରାବଣ ମାତା ସୀତାଙ୍କୁ ହରଣ କରି ପୁଷ୍ପକ ବିମାନରେ ନେବାବେଳେ ପକ୍ଷୀରାଜ ଜଟାୟୁ ସହିତ ଯୁଦ୍ଧ ହୁଏ ଓ ରାବଣ ପକ୍ଷୀରାଜର ପକ୍ଷୀ...

Article Image

ସୋମପୁର ପଞ୍ଚାୟତ ରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ବ୍ୟାପକ ଅନିୟମିତତା ତଦନ୍ତ ଦାବୀ )

ଜଗତସିଂହପୁର | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

( ସୋମପୁର ପଞ୍ଚାୟତ ରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ବ୍ୟାପକ ଅନିୟମିତତା ତଦନ୍ତ ଦାବୀ ) ଜଗତସିଂହପୁର ତା =5/5/25 କେନ୍ଦ୍ର ସରକାର ଗ୍ରାମାଞ୍ଚଳ ର ଶ୍ରମିକ ମାନଙ୍କୁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମ ରେ ଶହେ ଦିନ ର କାର୍ଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ବଦ୍ଧ | ଏଥିପାଇଁ ପ୍ରତ୍ୟେକ ଶ୍ରମିକ ଶ୍ରେଣୀଙ୍କୁ ଜବକାର୍ଡ ମାଧ୍ୟମ ରେ ପ୍ରଥମେ କାମ କରିବା ଏବଂ ବିଭାଗୀୟ ଯନ୍ତ୍ରୀ ସମସ୍ତ କାର୍ଯ୍ୟର ମଷ୍ଟର ରୁଲ ପ୍ରସ୍ତୁତ କରି ପରବର୍ତ୍ତୀ ସମୟରେ ଶ୍ରମିକ ମାନଙ୍କୁ ବ୍ୟାଙ୍କ ପାସ ବୁକ ମାଧ୍ୟମ...

Article Image

ଆଇ.ଆର.ପି.ଏମ. ବିଭାଗ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବୁଗୁଡା | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଆଇ.ଆର.ପି.ଏମ. ବିଭାଗ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ବୁଗୁଡା,୫/୦୫(ସୋରେନ କୁମାର ପ୍ରଧାନ): ବୁଗୁଡା ପିପୁଲସ କଲେଜର ଆଇ.ଆର.ପି.ଏମ. ବିଭାଗର +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ +୩ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ବୃନ୍ଦଙ୍କ ଦ୍ଵାରା ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଯୋଗଦେଇଥିଲେ। ବିଭାଗର ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀ ଓ ଅଧ୍ୟାପିକା ଚିନ୍ମୟୀ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। +୩ ପ୍ରଥମ ଓ...

Article Image

ଦୀଘା ଜଗନ୍ନାଥ ମନ୍ଦିର ବିବାଦ, ଆଇନମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଗୁରୁତ୍ୱପୂର୍ଣ୍ଣ ବୈଠକଶେଷ l ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ : ଆଇନ ମନ୍ତ୍ରୀ ।

ଭୁବନେଶ୍ୱର | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ଦୀଘା ଜଗନ୍ନାଥ ମନ୍ଦିର ବିବାଦ, ଆଇନମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଗୁରୁତ୍ୱପୂର୍ଣ୍ଣ ବୈଠକଶେଷ l ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ : ଆଇନ ମନ୍ତ୍ରୀ । ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ )ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଟରେ ବସିଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ଚାଲିଥିଲା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି କହିଲେ ଆଇନ ମନ୍ତ୍ରୀ । ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣ ନେଇ ଦ୍ବନ୍ଦ୍ବ ଦୂର କଲେ...

Article Image

ଅଖିଳ ଭାରତ ଟ୍ରେଡ ୟୁନିଅନ କଂଗ୍ରେସ ପକ୍ଷରୁ ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟ ଶାସନ ସଚିବ ଙ୍କୁ ଦାବିପତ୍ର ପ୍ରଦାନ )

ଜଗତସିଂହପୁର | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

(ଅଖିଳ ଭାରତ ଟ୍ରେଡ ୟୁନିଅନ କଂଗ୍ରେସ ପକ୍ଷରୁ ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟ ଶାସନ ସଚିବ ଙ୍କୁ ଦାବିପତ୍ର ପ୍ରଦାନ ) ଜଗତସିଂହପୁର ତା =5/5/25 ଅଖିଳ ଭାରତ ଟ୍ରେଡ ୟୁନିଅନ କଂଗ୍ରେସ (ଏ ଆଇ ଟି ୟୁ ସି )ଜଗତସିଂହପୁର ଜ଼ିଲ୍ଲା କମିଟି ପକ୍ଷରୁ ସ୍କିମ ୱାର୍କର ମାନଙ୍କୁ ୱାର୍କର ମାନ୍ୟତା ପ୍ରଦାନ, ସର୍ବନିମ୍ନ ମଜୁରୀ ବୃଦ୍ଧି ଆଦି ଚାରି ଦଫା ଦାବୀ ନେଇ ଏ ଆଇ ଟି ୟୁ ସି ପକ୍ଷରୁ ସ୍ଥାନୀୟ ନିମାଇଁ ଭବନ ଠାରୁ ଶତାଧିକ କର୍ମକର୍ତ୍ତା ଏକ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ...

Article Image

ସାଆନ୍ତେ ଆସିବେ ବୋଲି ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ଭୁବନେଶ୍ୱର | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ସାଆନ୍ତେ ଆସିବେ ବୋଲି ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ )ଆଉ ମାସ କେଇଟା ପରେ ବିଶ୍ୱପ୍ରସିଧ ରଥଯାତ୍ରା ଅନୁଷ୍ଠିତ ହେବ ତେବେ ରଥଯାତ୍ରା କୁ ନେଇ ଜିଲ୍ଲାପ୍ରଶାସନସ୍ଥରରେ ପ୍ରସ୍ତୁତି ଆରମ୍ଭ ହୋଇଛି l କାଳିଆ ସାନ୍ତ ଭାଇଭଉଣୀ ସାଙ୍ଗରେ ଧରୀ ବଡ଼ଦାଣ୍ଡରେ ରଥ ଚଢ଼ୀ ଗୁଣ୍ଡିଚା ମନ୍ଦିର କୁଯିବେ l ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ କରିବ ଦିଅଙ୍କୁ l ଵର୍ତମାନ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l ରଥ ନିର୍ମାଣର ଚତୁର୍ଥ ଦିବସ ସୁଦ୍ଧା ରଥ ସେବକମାନେ ତିନି ରଥର ମୋଟ ୨୮ଟି ତୁମ୍ବର...

Article Image

ସରକାରଙ୍କ ଡେଡଲାଇନ ପରେ ହୋଇପାରିବ ନାହିଁ ନୁଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଜିଲ୍ଲା ଗଠନ । ଜନଗଣନା ସାରିବା ଯାଏଁ ଏ ପ୍ରକ୍ରିୟାରେ ଲାଗିବ ରୋକ : ସୁରେଶ ପୂଜାରୀ, ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର | 05/05/2025 | ବିକ୍ରମ ଓଡ଼ିଶା ନିୟୁଜ

ସରକାରଙ୍କ ଡେଡଲାଇନ ପରେ ହୋଇପାରିବ ନାହିଁ ନୁଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଜିଲ୍ଲା ଗଠନ । ଜନଗଣନା ସାରିବା ଯାଏଁ ଏ ପ୍ରକ୍ରିୟାରେ ଲାଗିବ ରୋକ : ସୁରେଶ ପୂଜାରୀ, ରାଜସ୍ୱ ମନ୍ତ୍ରୀ ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ )ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ଘୋଷଣା । ରାଜ୍ୟରେ ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବ ଜନଗଣନା । ଏଥିପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛିଏଥିପାଇଁ ୧୦୦୦ ଆବେଦନରୁ ୩୦୦ଟି ରାଜସ୍ୱ ଗାଁ ହୋଇ ସାରିଲେଣି । ମୋଡାଲିଟି ଅନୁସାରେ ଯେଉଁ ପଡ଼ା ଓ ଗାଁରେ ୨୫୦ ଲୋକ ଥିବେ...