ଦ୍ବାଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା , ବିରାଟ ପଟୁଆରରେ ମା'ଙ୍କ ଘଟ ପରିକ୍ରମା, ୭ ମେଢ ଲୋକାର୍ପିତ ବୁଗୁଡ଼ା,୦୬/୦୫(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଦ୍ବାଦଶ ଦିବସରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଚ୍ଯାମ୍ବର ଅଫ୍ କମର୍ସ ପକ୍ଷରୁ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ସହ ଆଜିର ଯାତ୍ରା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ବିଧି ପୂର୍ବକ ପଞ୍ଚ ପୁରୋହିତ ମା'ଙ୍କ ପୂଜାର୍ଚ୍ଚନା ସମ୍ପାଦନ କରିଥିବା ବେଳେ ସନ୍ଧ୍ୟାରେ ୧୦୮ ଆଳତି ପରେ ଘଟ ପରିକ୍ରମାର ଶୁଭାରମ୍ଭ ହୋଇଥିଲା ।...
ସମ୍ଭାବ୍ୟ ଯୁଦ୍ଧ ପରି ପରିସ୍ଥିତି ର ମୁକାବିଲା ନିମନ୍ତେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଙ୍କ ସାମ୍ବାଦିକ ସମ୍ମିଳନୀ* *ଆସନ୍ତା କାଲି ଅପରାହ୍ନ ୪ଟା ରେ ପାରାଦ୍ଵୀପ ରେ ମକ ଡ୍ରିଲ* ଜଗତସିଂହପୁର୬/୫ : ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ର ମୁକାବିଲା ନିମନ୍ତେ ପାଇଁ ସମସ୍ତ ନାଗରିକ ଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ ଗୃହ ବିଭାଗ ନିର୍ଦ୍ଦେଶ ଅନୁସାରେ ଓଡିଶା ର ଯେଉଁ ୧୨ଗୋଟି ଜିଲ୍ଲାକୁ ସମ୍ଭାବ୍ୟ ଯୁଦ୍ଧକୁ ନେଇ ସତର୍କ ସୂଚନା ଦିଆଯାଇଛି ସେମାନଙ୍କ ମଧ୍ୟରୁ ଜଗତସିଂହପୁର ଅନ୍ୟତମ। ଏହି ପରିପ୍ରେକ୍ଷୀରେ...
ଏକାବେରୁଆଁ ଓ ସିଠାଳ ଗ୍ରା. ପ. କୁ ଜଗତସିଂହପୁର ଜିଲ୍ଲା ରେ ସାମିଲ କରିବାକୁ ଦାବୀ | ~~~~~~~~~~~~~~~~ ସରକାର ପ୍ରଶାସନିକ ସୀମା ନିର୍ଦ୍ଧାରଣ ପାଇଁ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଜୁନ ତିରିଶି ତାରିଖ କୁ ସମୟ ସୀମା ରଖିଛନ୍ତି |ସେଥିପାଇଁ ସମସ୍ତ ଅଧିକାରୀଙ୍କୁ ରାଜସ୍ବ ବିଭାଗ ତରଫରୁ ନିର୍ଦେଶ ଦିଆଯାଇଛି |ସିଠାଳ ଓ ଏକାବେରୁଆଁ ଗ୍ରାମ ପଂଚାୟତ ଜଗତସିଂହପୁର ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ଛଅ କିମି ଦୂରତା ରେ ଅବସ୍ଥିତ |ଏହା ବର୍ତମାନ କଟକ ଜିଲ୍ଲା ର ନିଆଳି ବ୍ଲକ ଅଧୀନରେ ଅଛି |ଏହା ବ୍ଲକ ସଦର ମହକୁମା ଠାରୁ 19କିମି ଓ ଜିଲ୍ଲା ସଦର...
ପୁରୀରେ NSGର ୪ ଜଣିଆ ଟିମ୍ । ସୁରକ୍ଷା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ପୁରୀ ଏସ୍ପିଙ୍କ ସହ ଆଲୋଚନା । ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ NSG ଟିମ୍ । ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଟିମ୍ର ବରିଷ୍ଠ ଅଧିକାରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଅନୁଧ୍ୟାନ କରିବେ । ପୁରୀ ଏସ୍ପି, ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ NSG ଟିମ୍ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ ।ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛି ଟିମ୍ । ଜିଲ୍ଲା ପୋଲିସ ସହ ମଧ୍ୟ ପୂର୍ବରୁ ଆଲୋଚନା କରିଥିବା ବେଳେ ପୁରୀ...
କାଲି ୪ଟାରେ ବାଜିବ ମକ୍ ଡ୍ରିଲ୍ ପାଇଁ ସାଇରନ୍ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଭୁବନେଶ୍ୱର: (ସମୀର ରଞ୍ଜନ ନାୟକ )ଆସନ୍ତାକାଲି ଅପରାହ୍ଣ ୪ଟାରେ ବାଜିବ ଏୟାର ରେଡ ସାଇରନ। ସିଭିଲ ଡିଫେନ୍ସ ମକଡ୍ରିଲ ହେବ। ଓଡ଼ିଶାର ୧୨ଟି ସିଭିଲ ଡିଫେନ୍ସ ଜିଲ୍ଲାରେ ହେବ ମକ୍ ଡ୍ରିଲ। ଆସନ୍ତାକାଲିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ।ମକଡ୍ରିଲ୍ ନେଇ ଆଜି ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ଅଭ୍ୟାସ । ସାଇରନ୍ ବାଜିଲେ କଣ କରିବେ, ସେନେଇ କରାଯାଉଛି ସଚେତନ । ସାଧାରଣ ଲୋକଙ୍କୁ ଦିଆଯାଉଛି ତାଲିମ୍ । ଓଡ଼ିଶାର ୧୨ଟି ସ୍ଥାନରେ ହେବ ସିଭିଲ୍ ଡିଫେନ୍ସ ମକଡ୍ରିଲ୍ ।...
ଦୀର୍ଘ ଚାରିମାସ ହେଲା ବର୍ଦ୍ଧିତ ଭତା ରୁ ବଂଚିତ,, ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,, ରାଜ୍ୟ ସରକାର ଙ୍କର ଭତା ବର୍ଦ୍ଧିତ ଡିକ୍ଲା୍ରନ୍ସ ହେବା ଠୁ, 80 ବର୍ଷ ବୟସ ଅଧିକ ହେବା ଲୋକଙ୍କୁ 3500 ଟଙ୍କା ପାଇବା ର ଯୋଗ୍ୟ ଅଟନ୍ତି, ଏହି ଭିର୍ତ୍ତି ଅନୁଯାଇ ବର୍ଦ୍ଧିତ ଭତା ପାଇବା ପୂର୍ବରୁ,ଲୋକ ମାନେ ସେମାନଙ୍କର ଉପଯୁକ୍ତ ଡକୁମେଣ୍ଟ ପଂଚାୟତ କାର୍ଯ୍ୟାଳୟ ରେ ସମିଟ କରିଲେ,କିନ୍ତୁ ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ ଜୁରିଆ ପାଟଣା ଗ୍ରାମ ର ନାରାୟଣ ମଳିକ ବୟସ 99 ବର୍ଷ, ସେହିପରି ଦ୍ୱାରିକା ଗ୍ରାମ ର ସାଗୀରୀ ମହାପାତ୍ର ବୟସ 104ବର୍ଷ,ହୋଇଥିଲେ ମଧ୍ୟ ଚାରି ମାସ ହେଲା ବର୍ଦ୍ଧିତ ଭତା...
ମା ରାମଚଣ୍ଡୀ ଯୁବ ପରିଷଦ ପକ୍ଷରୁ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି. ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଫତେପୁର ମା ରାମଚଣ୍ଡୀ ଯୁବ ପରିଷଦ ଜଳଧର ପକ୍ଷରୁ ଷଷ୍ଠ ବାର୍ଷିକ ମୁକ୍ତମଞ୍ଚ ନାଟକ ଉଦ୍ଘାଟନ ହୋଇଯାଇଅଛି.ଯୁବ ପରିଷଦ ର ସଭାପତି ଶ୍ରୀଯୁକ୍ତ ବିଭୁ ପ୍ରସାଦ ସାମଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପାରାଦ୍ୱୀପ ବିଧାୟକ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦିଲ୍ଲୀପ ବେହେରା ଯୋଗ ଦେଇ ଉଦ୍ଘାଟନ କରିଥିଲେ.ଏହି କାର୍ଯ୍ୟକ୍ରମ ରେ ଯୁବ ନେତା ଶ୍ରୀଯୁକ୍ତ ତପନ ତ୍ରିପାଠୀ, ଭରତ ଚନ୍ଦ୍ର ସ୍ୱାଇଁ,ଯୁବ ସରପଞ୍ଚ ଶ୍ରୀଧାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ, ମୁକ୍ତ ମଞ୍ଚ...
ରାଇରଙ୍ଗପୁର ଗ୍ରସ୍ତରେ ଜିଲ୍ଲା କଂଗ୍ରେସ ପର୍ଯ୍ଯବେକ୍ଷକ ରାଇରଙ୍ଗପୁର: ୦୬/୦୫/୨୫ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟସ୍ଥ କୁଡୁମୀ ଭବନ ଠାରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଓ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ଭୂବନ ବିହାରୀ ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହଇଯାଇଛି ା ଏହି ସମ୍ମିଳନୀରେ ଜିଲ୍ଲା ପର୍ଯ୍ଯବେକ୍ଷକ ନଳିନୀକାନ୍ତ ମହାନ୍ତି ଉପସ୍ଥିତ ହଇ ସମ୍ବିଧାନ ସଂକଟରେ ଥିବା ନେଇ ଉଦବେଗ ପ୍ରକାଶ କରିଥିଲେ ା ବର୍ତ୍ତମାନର କେନ୍ଦ୍ର ସରକାର ଯେଉଁଭଳି ଭାବେ ଭାରତରେ ବିଭିନ୍ନ ଆଇନ ପ୍ରଣୟନ କରୁଛନ୍ତି ସେଥିରେ...
ଜଗତସିଂହପୁର ସଦରମହକୁମା ସ୍ଥାନୀୟ ସାନବଜାର ସ୍ଥିତ ସେଣ୍ଟ୍ରାଲ ମାର୍କେଟ୍ ରେ ଥିବା ଆକ୍ସିସ ବ୍ୟାଙ୍କ୍ ସମ୍ମୁଖରେ ଖୋଲିଲା ଏମ୍ ଏମ୍ ଫ୍ୟାସନ୍ ନାମକ ଏକ ନୂତନ ଡ୍ରେସ ଦୋକାନ । ମାର୍କେଟ ର ଚାହିଦା ଏବଂ ଜଗତସିଂହପୁର ବାସୀ ଙ୍କ ଆବଶ୍ୟକତା ଅନୁସାରେ ବିଭିନ୍ନ ପ୍ରକାରର ଡିଜାଇନ୍ ଡ୍ରେସ୍ କୁ ନେଇ ଆଜି ଏକ ନୁତନ ଡ୍ରେସ୍ ସୋରୁମ୍ ର ଶୁଭ ଉଦଘାଟନ ହୋଇଯାଇଛି l ଜଗତସିଂହପୁର ମାନ୍ୟବର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଡ୍ରେସ୍ ହାଉସ୍ ର ଶୁଭ ଉଦ୍ଘାଟନ କରିଥିଲେ। ଉକ୍ତ ଉଦଘାଟନୀ ସମାରୋହରେ ସ୍ଥାନୀୟ...
(କୁଜଙ୍ଗ ବିଡ଼ିଓ ଙ୍କ ମନୋମୁଖୀ କାର୍ଯ୍ୟକଳାପ ବିରୋଧ ରେ ସାଇଲୋ ପଞ୍ଚାୟତ ଲୋକ ପ୍ରତିନିଧି ମାନଙ୍କ ପକ୍ଷରୁ ଜ଼ିଲ୍ଲାପାଳ ଙ୍କୁ ଅଭିଯୋଗ ) ଜଗତସିଂହପୁର ତା =6/5/25 କୁଜଙ୍ଗ ବ୍ଲକ ରେ ଚାଲିଛି ବିଡ଼ିଓ ଙ୍କ ଅରାଜକତା | ଦଳିଅ ଭିତିରେ ଅସାମାଜିକ, ମୁଷ୍ଟିମେୟ ବ୍ୟକ୍ତି ମାନଙ୍କ ଇଙ୍ଗିତରେ କରୁଛନ୍ତି କାର୍ଯ୍ୟ | ବାରମ୍ବାର ଜନପ୍ରତିନିଧି ମାନଙ୍କୁ କରୁଛନ୍ତି ଅସଦାଚରଣ | ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟପ୍ରତି କରୁନାହାନ୍ତି କର୍ଣ୍ଣପାତ | ଯଦି କୁଜଙ୍କ ବିଡ଼ିଓ ଙ୍କ ମନୋମୁଖ୍ୟ କାର୍ଯ୍ୟକଳାପ ସମ୍ପର୍କ ରେ ଜ଼ିଲ୍ଲାପାଳ କିମ୍ବା ଉଚ କର୍ତ୍ତୃପକ୍ଷ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ସାତଦିନ...
ଏକାଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା , ଶ୍ରଦ୍ଧାଳୁଙ୍କ ଗହଣରେ ମା’ଙ୍କ ଘଟ ପରିକ୍ରମା , ୩ଟି ମେଢ ଲୋକାର୍ପିତ, ଭିଡ ଜମାଉଛି ମୀନାବଜାର ବୁଗୁଡ଼ା,୦୫/୦୫(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଏକାଦଶ ଦିବସରେ ପହଞ୍ଚିଥିବା ବେଳେ ପାରମ୍ପରିକ ରୀତିନୀତି ପ୍ରକାରେ ମା’ଙ୍କ ପୂଜାର୍ଚ୍ଚନା ଏବଂ ଘଟ ସ୍ରସାଧକ ମିଟୁ ସାହୁଙ୍କ ଦ୍ବାରା ସୁମନ ସଜ୍ଜିତ ମା’ଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ବିଧି ପୂର୍ବକ ପଞ୍ଚ ପୁରୋହିତ ମା’ଙ୍କ ପୂଜାର୍ଚ୍ଚନା ସମ୍ପାଦନ କରିଥିବା ବେଳେ ସଞ୍ଜୟ...
ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ ନୁହେଁ’: ସ୍ପଷ୍ଟ କଲେ ଗଜପତି ମହାରାଜା ଭୁବନେଶ୍ୱର (ସମୀର ରଞ୍ଜନ ନାୟକ )ଦୀଘା ଜଗନ୍ନାଥ ମନ୍ଦିର 'ଜଗନ୍ନାଥ ଧାମ' ନୁହେଁ । ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା । ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବନି। ମୁକ୍ତି ମଣ୍ଡପ ମତକୁ ଆଧାର କରି ମତ ରଖିଲେ ଗଜପତି ମହାରାଜା । ଶ୍ରୀବିଗ୍ରହ ଦାରୁ ବ୍ୟତୀତ ଅନ୍ୟ କୌଣସି ଧାତୁ ବା ଶୀଳାରେ ନିର୍ମାଣ ବାରଣ। ଅନ୍ୟ କୌଣସି ଧାତୁ ବା ଶୀଳାରେ ନିର୍ମାଣ କରି ପୂଜା କରିବା ଉଚିତ ନୁହେଁ ସେପଟେ ରାଜ୍ୟ ସରକାର ମନ୍ଦିରକୁ...