ନାଉଗାଁ ବ୍ଲକ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର - ଜଗତସିଂହପୁର, ତା ୧୩.୦୫.୨୦୨୫- ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ନାଉଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୩୫ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୨୭ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୮ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ସମ୍ପର୍କୀୟ ୨ ଟି ,ଜମିଜମା ସମସ୍ୟା...
( ଶ୍ରୀ ଶ୍ରୀ ଅଟଳବଳଦେବଜୀଉ ଙ୍କ ଚନ୍ଦନଯାତ୍ରା ମହୋତ୍ସବ ଅନୁଷ୍ଠିତ ) ଜଗତସିଂହପୁର ତା =13/5/25 ଜଗତସିଂହପୁର ଜ଼ିଲ୍ଲା ପଳାଶୋଳ ପଞ୍ଚାୟତ ସ୍ଥିତ ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ଙ୍କ ମଠଦାଣ୍ଡ ପରିସରରେ ପବିତ୍ର ବୁଦ୍ଧପୁର୍ଣିମା ଠାରୁ ଶ୍ରୀକ୍ଷେତ୍ର ଭଉଁରୀ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ଚନ୍ଦନଯାତ୍ରା ମହୋତ୍ସବ ମହାସମାରୋହ ରେ ଅନୁଷ୍ଠିତ ହେଉଛି | ଏହି ଉପଲକ୍ଷେ ପଳାଶୋଳ ୟୁଥ ହେଲପିଙ୍ଗ ଵଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚନ୍ଦନଯାତ୍ରା ମହୋତ୍ସବ କୁ ଅଧିକ ଚିତାକର୍ଷକ କରିବା ନିମନ୍ତେ ମିନବଜାର ଉଦଘାଟନ | ସାଇ ସାଗର ଭଜନ ସନ୍ଧ୍ୟା ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ପରିବେଶୀତ | କୁନି କୁନି...
ବଜ୍ରପାତରେ ଗାଈ ଓ ଛେଳିର ମୃତ୍ୟୁ ବୁଗୁଡା,୧୩/୦୫(ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକର ମାଣିତରା ଗ୍ରାମରେ ଗତ ସୋମବାର ସନ୍ଧ୍ୟାରେ ବଜ୍ରପାତ ଘଟି ରମେଶ ଗୌଡ଼ଙ୍କ ଗୋଟିଏ ଗାଈ ଓ ଗୋଟିଏ ଛେଳି ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ପ୍ରକାଶ ଯେ, ରମେଶ ଗୌଡ଼ ନିଜର ଗାଈ ଓ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତ ସହ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ଗାଈ ଓ ଛେଳି ଗୁଡିକ ଗଛ ତଳକୁ ଚାଲି ଯାଇଥିଲେ। ସେହି ସମୟରେ ଏକ ବଡ ଧରଣର ବଜ୍ରପାତ ଯୋଗୁଁ ଗୋଟିଏ ଗାଈ ଓ ଗୋଟିଏ ଛେଳି ମୃତ୍ୟୁବରଣ କରିଥିଲେ। ଗୋପାଳକ ରମେଶ...
ଆମ୍ବେଦ କର ସାଂସ୍କୃତିକ ପରିଷଦ ର ବୁଦ୍ଧ ପୂର୍ଣିମା ପାଳନ l * ତିର୍ତୋଲ ୧୩/୫ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଶାଗଵାରିଆ ତିରଣ, ବୁଦ୍ଧ ବିହାର ଠାରେ ତ୍ରୀରତ୍ନ ବୁଦ୍ଧ ପୂର୍ଣିମା ପାଳନ ହୋଇଯାଇଛି । ଆମ୍ବେଦକର ସାଂସ୍କୃତିକ ପରିଷଦ ଶାଗଵାରିଆ ର ସଦସ୍ୟ ଓ ସଦସ୍ୟା ବୃନ୍ଦ ଯୋଗଦେଇ ବୁଦ୍ଧ ବନ୍ଦନା କରିଥିଲେ ଓ ପଞ ଶୀଳ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବୋଲଗଡ଼ କଲେଜ ଅଧ୍ୟାପକ ଡଃ,ମିନୂଷ ମଲିକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭଗବାନ ବୁଦ୍ଧଙ୍କ ଜୀବନୀ ଓ ମାନବ ସମାଜ ନିମନ୍ତେ ସମତା ମମତା ପ୍ରଞ୍ୟା କରୁଣା ସାଗର ବୁଦ୍ଧଙ୍କ ମାର୍ଗ...
ସାମ୍ବାଦିକ ସମ୍ମିଳନୀ ମଧ୍ୟକୁ ମାଡ଼ି ଆସିଲେ ନିଳମ୍ବିତ ସଦସ୍ୟ ଓ କଲେ ହାଇ ଡ୍ରାମା ଆଙ୍କର - ନିଲମ୍ବିତ ସଦସ୍ୟଙ୍କ ଜାଲିଆତି , ଜାଲିଆତି କୁ ନେଇ ସାମ୍ବାଦିକ ସମ୍ମିଳନୀ । ପାରାଦୀପ ର ସର୍ବ ପୂରାତନ ଶ୍ରମିକ ସଂଘ 'ପାରାଦୀପ ପୋର୍ଟ ଆଣ୍ଡ୍ ଡକ୍ ମଜଦୁର ୟୁନିୟନ ' ର କାଗଜପତ୍ର କୁ ଜାଲିଆତି କରା ଯାଇଥିବା ନେଇ ସଂଘ ର ...
ଗରାମ ପଞ୍ଚାୟତ ରେ ପାଣିପାଇବ ଦୁର୍ନୀତି।* *ପାଇପ ମରାମତିରେ ଅର୍ଥ ଖର୍ଚ୍ଚ କିନ୍ତୁ ପାଣି ଆସୁନି।* ରାମ୍ପି ବିଦାରି ସରପଞ୍ଚ ଦୁର୍ନୀତି ରେ ଲିପ୍ତ. *ସୁରକ୍ଷା ଦେଉଛନ୍ତି ବ୍ଲକ ପ୍ରଶାସନିକ ଅଧିକାରୀ।* - ତିର୍ତୋଲ ୧୩/୫ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତରେ ପାଣିପାଇପ ମାଧ୍ୟମରେ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ପଞ୍ଚାୟତ ର ରଙ୍କେଇ ଗ୍ରାମରେ ବହୁତ ଦିନ ହେବ ତିର୍ତ୍ତୋଲ ଶାଖା ମଣିଜଙ୍ଗା ଡିଭିଜନ ଦ୍ବାରା ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହେଇଥିଲା। କିନ୍ତୁ ଏହା କିଛି ଦିନ ଚାଲିବାପରେ ବନ୍ଦ ହୋଇଯାଇଥିଲା। ଦୀର୍ଘଦିନ ଏମିତି ଅକାମୀ ହୋଇ...
ଭୋଗଡ଼ା ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ବୁଗୁଡ଼ା ବ୍ଳକ ଅନ୍ତର୍ଗତ ମାଣିତରା ପଞ୍ଚାୟତର ଭୋଗଡ଼ା ଗ୍ରାମ ଠାରେ ମଇ ୧୨ ତାରିଖ ସୋମବାର ଦିନ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ବ୍ରହ୍ମପୁର ରୁବି ଚକ୍ଷୁ ଚିକିତ୍ସାଳୟ ଓ ଲାସିକ୍ ସେଣ୍ଟର ଚକ୍ଷୁ ଚିକିତ୍ସା ଟେକିନିସିଆନ୍ ନିବେଦିତା ମହାନ୍ତି ଓ ସାଇ ସିପ୍ରା ନାୟକଙ୍କ ଦ୍ବାରା ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡଧାରୀ ମାନଙ୍କୁ ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇଥିଲା। ୮ ଜଣଙ୍କୁ ଚକ୍ଷୁ ପରଳ ହୋଇଥିବା ଚିହ୍ନଟ କରି ସାରିବା ପରେ ଚିକିତ୍ସା ପାଇଁଁ ବ୍ରହ୍ମପୁରର ରୁବି ଚକ୍ଷୁ ଚିକିତ୍ସାଳୟକୁ ପଠାଇବା...
ମନ୍ତ୍ରୀଙ୍କ ସେବା ଲୋକମାନଙ୍କ ପାଇଁ ସାଜିଛି ଆଶୀର୍ବାଦ, ସବୁ ଲୋକଙ୍କ ମୁହଁରେ ଗୋଟିଏ କଥା ମନ୍ତ୍ରୀ ହେବତ ଆମ ସମ୍ପଦ ଭାଇଙ୍କ ପରି।* ୧୨/୦୫/୨୦୨୫ (ଓମ୍ ଦାସ ) ଜଗତସିଂହପୁର ଜିଲ୍ଲା ଭୂତମୁଣ୍ଡାଇ ଗ୍ରାମରେ ଘଟିଛି ଏଭଳି ମର୍ମାହତ କାଣ୍ଡ। ଦେବଦୂତ ସଡ଼କ ସୁରକ୍ଷା ବାହିନୀର ସଭାପତି (ପଙ୍କଜ କୁମାର ତରାଇ) ସେହି ଦୁର୍ଘଟଣାରେ ସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କ ପରିବାରକୁ ସହାୟତା ଦେବା ସହ ସହାନୁଭୂତି ଦେଇଥିଲେ। ଭୂତମୁଣ୍ଡାଇ ହମସ୍ ପାଖରେ ଜଣେ ବ୍ୟକ୍ତି ଚାଲି ଚାଲି ଯାଉଥିଲେ। ହଠାତ୍ ପଛପଟୁ ଗୋଟିଏ ବାଇକ୍ ଅତି ତୀବ୍ର ବେଗରେ ଆସି ବାଡେଇଥଲା। ଯାହା ଫଳରେ କି...
ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ ରାଇରଙ୍ଗପୁର ଠାରେ ଆୟୋଜିତ ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ ଓ ତାଙ୍କ ସମାଧି ପୀଠକୁ ଐତିହ୍ୟ ସ୍ମୃତି ପୀଠ ଭାବେ ପରିଣତ କରାଯିବ ଅଲଚିକି ଲିପିର ୧୦୦ ବର୍ଷ ପୂରଣ ସମାରୋହ ୧ ବର୍ଷ ବ୍ୟାପି ସାରା ରାଜ୍ୟରେ ହେବ। ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ଏକ ଅନ୍ତର୍ଜାତୀୟ ସେମିନାର ଆୟୋଜନ ହେବ ବାରିପଦା ଏବଂ ରାଇରଙ୍ଗପୁରରେ ଅଲଚିକି ଲାଇବ୍ରେରୀ ପ୍ରତିଷ୍ଠା ପଣ୍ଡିତ ରଘୁନାଥ ମୁର୍ମୁ ଓପନ ଥିଏଟର-ସଂଗ୍ରହାଳୟ,...
ଗାରୋଇ ଜଗନ୍ନାଥ ମନ୍ଦିରରେ ଚନ୍ଦନ ଯାତ୍ରା ଅନୁଷ୍ଠିତ। ନାଉଗାଁ ୧୨/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ଅନ୍ତର୍ଗତ ଗାରୋଇ ଜଗନ୍ନାଥ ମନ୍ଦିରରେ ଶ୍ରୀ ବିଗ୍ରହ ମାନଙ୍କର ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପାରମ୍ପରିକ ରିତିନୀତି ଅନୁସାରେ ପାଳନ କରାଯାଉଛି।ଏହି ଚନ୍ଦନ ଯାତ୍ରା ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଏକୋଇଶି ଦିନ ପଯ୍ୟନ୍ତ ଚାଲେ ଏବଂ ଭଉଁରୀରେ ଶେଷ ହୁଏ। ଶ୍ରୀ ବିଗ୍ରହମାନେ ସୁଶୋଭିତ ହାନ୍ଦୋଳାରେ ପାରମ୍ପରିକ ବେହେରା ସେବକ ମାନଙ୍କ ଦ୍ଵାରା ଚନ୍ଦନ ପୃଷ୍କରୀଣି କୁ ଆସିଥାନ୍ତି, ସାଥିରେ ଘଣ୍ଟ ଘଣ୍ଟା ଆଲଟ...
କାକଟପୁର ରେ ସୂଚନା ଅଧିକାର ଅଭିଯାଜ କର୍ମଶାଳା ତାଲିମି ଶିବିର ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଯୁବ ପୀଢ଼ି ଙ୍କ ପ୍ରୟାସ କାକଟପୁର 12/5 ( ତୁଷାର ଦୀକ୍ଷିତ ) କେଉଁ ବିଭାଗ ରୁ ଅନୁଦାନ କେତେ ଆସୁଛି ଏବଂ ଠିକ ଭାବରେ କାର୍ଯ୍ୟ ହେଉଛି କି ନାହିଁ ଏହା ବୁଝିବା ପାଇଁ ସାଧାରଣ ଲୋକଙ୍କ ପାଇଁ ଆର ଟି ଆଇ ହେଉଛି ଏକ ଅମୋଘ ଅସ୍ତ୍ର କିନ୍ତୁ ଏହି ଆଳରେ କିଛି ଲୋକ ଆର ଟି ଆଇ ମାଗି କଥାକୁ ରଫା ଦଫା ଵି କରି ଦେଉଛନ୍ତି କିଛି ଲୋକ ବୋଲି ଆଲୋଚନା...
ଶ୍ରୀରାମ ମନ୍ଦିର ଓ ସିଦ୍ଧ ମହାବୀର ଙ୍କ ବାର୍ଷିକ ଉତ୍ସବ:ଯୋଗ ଦେଲେ ଶିଳ୍ପ ମନ୍ତ୍ରୀ ତିର୍ତ୍ତୋଲ-୧୨/୫-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ରେ ଥିବା ପ୍ରଭୁ ଶ୍ରୀରାମ ଙ୍କ ଦ୍ୱିତୀୟ ଓ ସିଦ୍ଧ ମହାବୀର ଙ୍କ ଦଶମ ତମ ବାର୍ଷିକ ମହୋତ୍ସବ ଖୁବ ଧୁମ ଧାମ ରେ ପାଳିତ ହୋଇ ଯାଇଛି, ପଂଚାୟତ ର ପ୍ରତ୍ୟକ ଶ୍ରଦ୍ଧାଳୁ ଙ୍କ ସମେତ ଆଖ ପାଖ ର ଅନେକ ଶ୍ରଦ୍ଧାଳୁ ଙ୍କ ସମାବେଶ ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲା, ଆଠ ତାରିଖ ରୁ ଏଗାର ତାରିଖ ବ୍ୟାପି ଏହି କାର୍ଯ୍ୟ ଓ ନୀତିକାନ୍ତି, ପୂଜାର୍ଚନା ଖୁବ ସୁରୁଖୁରୁରେ...